• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

kholakatha
ସରକାରଙ୍କ ବିରୋଧରେ ଏତେ ଗର୍ଜୁଥିଲେ ...କିନ୍ତୁ ବିଜେଡ଼ିରେ କେମିତି ସାମିଲ ହେଲେ?

ଆଦିବାସୀଙ୍କ ହକ୍‌ ପାଇଁ ସରକାରଙ୍କ ବିରୋଧରେ ମନଖୋଲା ଗର୍ଜୁଥିଲେ ଆଉ ବର୍ଷୁଥିଲେ। ହେଲେ ଏବେ ସେଇ ଦଳରେ ମିଶି ରାଜ୍ୟସଭା ଗଲେ। ଆନ୍ଦୋଳନକୁ ଚାପିବା ପାଇଁ ବିଜେଡିରେ ସାମିଲ ହେଲେ କି ବିଶି?

Apana Eka Nuhanti
ଦିନେ ଅଟୋ ଚଳାଇ ପରିବାର ପୋଷୁଥିଲେ...ଏବେ କିଡନୀ ଖରାପ ହେବା ପରେ ଭୋକ ଉପାସରେ ସ୍ତ୍ରୀ ଓ ପିଲା

ଦିନେ ଅଟୋ ଚଳାଇ ପରିବାର ଚଳାଉଥିଲେ। ଯେତିକି ରୋଜଗାର ହେଉଥିଲା ସେତିକିରେ ବେଶ୍‌ ଭଲରେ ପରିବାର ଚଳୁଥିଲା। କିନ୍ତୁ ଦୁଇଟା ଯାକ କିଡନୀ ଖରାପ ହେବା ପରେ ଏବେ ଖାଇବାକୁ ପାଉନାହାନ୍ତି ମନୋଜ... ସ୍ୱାମୀଙ୍କ ଚିକିତ୍ସା ପାଇଁ ସିଲେଇ କରୁଛି ସ୍ତ୍ରୀ, ହେଲେ ସେଇ ପଇସା...

Odia food likely to be included in Rashtrapati Bhavan food menu
ଦ୍ରୌପଦୀ ରାଷ୍ଟ୍ରପତି ହେବା ପରେ...ମେନୁରେ ରହିବ ଭାତ, ଶାଗ ସହ ଆଳୁ ଭର୍ତା...

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ମେନୁରେ ଆଡ୍‌ ହେବ ନୂଆ ଡିସ୍‌। ରାଷ୍ଟ୍ରପତି ଭବନରେ ଏଣିକି ସମସ୍ତେ ଖାଇବେ ଭାତ, ଶାଗ ସହ ଆଳୁଭର୍ତା...ପୂର୍ବରୁ ବି ରାଷ୍ଟ୍ରପତିଙ୍କ ଇଚ୍ଛା ଅନୁସାରେ ରନ୍ଧା ଯାଉଥିଲା ଖାଦ୍ୟ..

Making News
ଏଇଟା ଅଜାଗା ଘା’...ରାସ୍ତାରେ କଚଡା ଖାଇବା ପରେ ବି ଟାଇପିଂ ଛାଡୁନାହାନ୍ତି...

ସାର ମୋ ଆତ୍ମା କାନ୍ଦୁଛି...ଦିନ ରାତି ଏଇ ଲୋକଟା ମୋବାଇଲ ଧରି ଖେଂଚୁଛି। ସାର୍‌ ଏ ଅଜାଗା ଘା’ କାହାକୁ ଦେଖାଇବି? ମୋବାଇଲରେ ଏମିତି ବ୍ୟସ୍ତ ରହୁଛନ୍ତି ଯେ, ରାସ୍ତା ଘାଟରେ କଚଡା ଖାଇବା ପରେ ବି ଟାଇପିଂ ଛାଡୁନାହାନ୍ତି...

30 persons injected in one syringe
ଆଶ୍ଚର୍ଯ୍ୟ !! ଗୋଟିଏ ସିରିଞ୍ଜରେ ୩୦ ଜଣଙ୍କୁ ଦିଆଗଲା ଇଂଜେକସନ୍‌

ଆଶ୍ଚର୍ଯ୍ୟ !! ମାତ୍ର ଗୋଟିଏ ସିରିଞ୍ଜରେ ଦିଆଗଲା ୩୦ ଜଣଙ୍କୁ ଇଂଜେକସନ୍‌। ପ୍ରଶ୍ନ ପଚାରିବାରୁ କହିଲେ, ମୁଁ କିଛି ଜାଣିନାହିଁ। ମତେ ଦିଆଯାଇଥିଲା ଗୋଟିଏ ସିରିଞ୍ଜ...ଭାଇରାଲ ହେଉଛି ଭିଡ଼ିଓ

Government employees
ଅଗଷ୍ଟ ୧ରୁ ଦରମା ବଢିବା ସହିତ ଏଇ ଉପହାର ପାଇବେ ସରକାରୀ କର୍ମଚାରୀ...

ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର। ଅଗଷ୍ଟ ୧ରୁ ବଢିବ ଦରମା...ଖାଲି ଏତିକି ନୁହେଁ ବରଂ ଏଇ ସବୁ ଉପହାର ପାଇଁ ସରକାରୀ ଚାକିରିଆ...

News Fuse
ଏଇଠି ଅଳିଆ ପକାଇବ ତ ସିଧା ଦୋକାନ ବନ୍ଦ କରିଦେବି…

ମୋ ବୋଉଲୋ...ଏଇଠି କଣ ମେୟରଙ୍କ ସାଙ୍ଗରେ କମିଶନର ବୁଲୁଛନ୍ତି? ଗଲା ଆଜି ଯିଏ ସାମ୍ନାରେ ପଡ଼ିଲା ତା’ବେଳ ଖରାପ। ଦେଖୁନୁରେ ନାରଣ, କେମିତି ଦୋକାନୀକୁ ତାଗିଦ୍‌ କଲେଣି ମେୟର ମାଡାମ। କହିଲେଣି, ଏଇଠି ଅଳିଆ ପକାଇବ ତ ଦୋକାନ ବନ୍ଦ କରିଦେବି..

Babushan
କ’ଣ ଖୁଲାସା କରିବେ ବାବୁସାନ ? କହିଲେ- ଠିକ୍‌ ସମୟରେ ଠିକ୍‌ କଥା କହିବି

ତୃପ୍ତି-ପ୍ରକୃତି-ବାବୁସାନ କଳି ଭିତରେ ଅଭିନେତା ବାବୁସାନ ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଆଜି ସେ ନିଜ ଘର ବାଲକୋନିକୁ ଆସି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ସମୟରେ ତାଙ୍କ ସାଙ୍ଗରେ ମା’ ଅପରାଜିତା ମହାନ୍ତି ଥିବା ଦେଖିବାକୁ ମିଳିଥିଲା।

IND vs WI 3rd ODI
ୱେଷ୍ଟଇଣ୍ଡିଜକୁ ତୃତୀୟ ଦିନିକିଆରେ ହରାଇ ସିରିଜ ପୋଛିନେଲା ଭାରତ

ୱେଷ୍ଟଇଣ୍ଡିଜକୁ ତୃତୀୟ ଦିନିକିଆରେ ହରାଇ ସିରିଜ ପୋଛିନେଲା ଭାରତ । ୱେଷ୍ଟଇଣ୍ଡିଜକୁ ବିପକ୍ଷ ଦିନିକିଆ ସିରିଜକୁ ୩-୦ରେ ଜିତିଲା ଭାରତ । ଭାରତ ପ୍ରଥମେ ୩୬ ଓଭରରେ ୩ ଓ୍ୱିକେଟ ହରାଇ ୨୨୫ ରନ୍ କରିଥିଲା । ଶୁବମନ ଗିଲ୍ ୯୮ ରନ୍ ଓ ଧଓ୍ୱନ ୫୮...

daily horoscope
Daily Horoscope 28th July 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୮ତାରିଖ ଗୁରୁବାର । ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

revival package for BSNL
BSNL ପାଇଁ ରିଭାଇଭାଲ ପ୍ୟାକେଜ୍

ଦେଶର ସର୍ବ ପୁରାତନ ଟେଲିକମ୍ କଂପାନୀ ବିଏସ୍ଏନ୍ଏଲର ପୂର୍ବ ଗୌରବ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କ ଉଦ୍ୟମ। ଯୋଗାଯୋଗ କ୍ଷେତ୍ରରେ ସେବା ଦେଉଥିବା ଦେଶରେ ଏହି ପୁରୁଣା ରାଷ୍ଟ୍ରାୟତ୍ତ କମ୍ପାନୀର ପୁନରୁତ୍ଥାନ ଲାଗି ୧ଲକ୍ଷ ୬୪ ହଜାର କୋଟିର ରିଭାଇଭାଲ୍ ପ୍ୟାକେଜ୍ ପ୍ରସ୍ତାବକୁ ମଂଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍।...

gold rate today
କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

କମିଲା ସୁନା ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଆଜି ଦର ସାମାନ୍ୟ ହ୍ରାସ ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୦ ହଜାର ୫୩୦ ଟଙ୍କାରେ କାରବାର ହେଉଛି

Don't get up in the morning
ସକାଳେ ଉଠି ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ, ନହେଲେ ବିଗିଡ଼ି ଯିବ ଆପଣଙ୍କ ସାରାଦିନ

ସକାଳେ କଣ କରିବା ଦରକାର ଓ କଣ କରିବା ଆବଶ୍ୟକ ନୁହେଁ ଏସବୁ କଥା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଯଦି ଏହି କଥାକୁ ଧ୍ୟାନଦିଆ ନଯାଏ ବା ଅଣଦେଖା କରାଯାଏ ତାହେଲେ ଏହା ଆପଣଙ୍କ ପୁରା ଦିନକୁ ବିଗାଡ଼ି ଦେଇ ପାରେ। ତାହେଲେ ଆସନ୍ତୁ ଜାଣିବା ବ୍ରାହ୍ମ ମୁହୁର୍ତ୍ତରେ...

Saga of a divyang student undergoing treatment
ମୁଁ ଭଲ ହେଇଗଲେ ଚାକିରି କରିବି

ହୁଇଲ୍ ଚେୟାର୍ ଧରି ହସ୍ପିଟାଲ୍ ସାରା ବୁଲୁଥିବା ଇଏ ପିଲାଟି ହେଉଛି ସୋମେଶ ସାହୁ। ଏବେ ଓଲଟପୁର ସ୍ଥିତ SVNIRTARରେ ଚିକିତ୍ସାଧୀନ। ହାତ ଗୋଡ଼ ଦୁର୍ବଳ। ହୁଇଲ୍ ଚେୟାର ନ ହେଲେ ଚାଲିବା କଷ୍ଟ। ତା ଗୀତ ଶୁଣିଲେ ଆପଣ ବି ଖୁସି ହୋଇଯିବେ... ଜୀବନ ଯନ୍ତ୍ରଣା ଭୋଗିଲେ...

Daily Horoscope
Daily Horoscope 27th July 2022: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ..

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ବୁଧବାର । ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

kholakatha
ଖୋଲାକଥାରେ ବାବୁସାନ୍, କହିଲେ, ମୋର ବେଷ୍ଟ ହିରୋଇନ୍...

କେଉଁ ହିରୋଇନ ବାବୁସାନଙ୍କ ପସନ୍ଦ। ଉତ୍ତରରେ ପ୍ରଥମେ ଆସିଲା ରିୟାଙ୍କ ନାଁ। ପରେ ଝିଲିକଙ୍କ ନାଁ ନେଲେ ବାବୁସାନ୍। ଆଉ ତା’ପରେ... ଦିନେ ଖୋଲାକଥାର ହଟସିଟରେ ବସି ଏମିତି କହିଥିଲେ ବାବୁସାନ ମହାନ୍ତି...

Mesmerizing views of cloud clad
ମେଘର ସହର: ଏଠି ଦେଖିବେ ମେଘର ଏକ ଅଦ୍ଭୁଦ ରୂପ

ଏହା କେଉଁ ମନାଲି କି ଲଦାଖରୁ କମ୍ ନୁହେଁ। ଏ ଯାଗା ଓଡିଶାର କୋରାପୁଟ୍। ଏଠି ଆପଣଙ୍କୁ କେମିତି ଛୁଇଁ ଯାଏ ମେଘ ଦେଖନ୍ତୁ

Prerana | Meet Kalyani who transforms passion for art into profession
ସଂଘର୍ଷରୁ ସଫଳତା, କଲ୍ୟାଣୀଙ୍କ ଜୀବନ କାହାଣୀ

ନିଜେ ସ୍ୱାବଲମ୍ୱୀ ହେବା ସହ ଅନ୍ୟକୁ ରୋଜଗାର କରିବାକୁ ବାଟ ଦେଖାଉଥିବା କଲ୍ୟାଣୀ ସତରେ ଉଦାହରଣ।

ENews
ଆଜି କାହିଁ ହୃଦୟସ ତୋ ପାଇଁ ହୁଏ ଅଥୟ

ସୁଟିଂ ସେଟରେ ଖୁବ ମଜାମସ୍ତି। ବାହାଘର ହେଲା। ଆଉ ଦଶ କୋଡିଏ ଥର ବାହାଘର ହବ। ଯେତେବେଳେ ମୁଁ ତାଙ୍କୁ ଦେଖିଲି...

Taste of Odisha
ଲାଲ୍ ଲାଲ୍ ମସଲାକୁ ଲାଲ୍ ଚିଙ୍ଗୁଡ଼ି

କେବେ ଶୁଣିଛନ୍ତି ଏ ଆଇଟମର ନାଁ। ଆଜି ଜାଣନ୍ତୁ ଏହି ସ୍ପେଶାଲ୍ ଆଇଟମ୍। ଆଉ ମନଭରି ଖାଆନ୍ତୁ ଚିଙ୍ଗୁଡି ସୁପ୍ତ...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।