• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Taste of Odisha
ଅଟାରେ ଗୁଆଘିଅ, କ୍ଷୀର, ଲବଙ୍ଗ ଓ ଗୁଜୁରାତି ଦେଇ ପ୍ରସ୍ତୁତ କରନ୍ତୁ ଲିଚୁ କୁଡ଼ି...

ଅଟାରେ ଗୁଆଘିଅ, କ୍ଷୀର, ଲବଙ୍ଗ ଓ ଗୁଜୁରାତି ଦେଇ....ପରେ ପରେ ଗୋଲ ଗୋଲ କରି ତେଲରେ ଛାଡ଼ି ଏମିତି ପ୍ରସ୍ତୁତ କରନ୍ତୁ ଲିଚୁ କୁଡ଼ି, ଥରେ ଖାଇଲେ ସବୁବେଳେ ଖାଇବାକୁ ମନ ହେବ

E News
ସୁଟିଂ ସେଟ୍‌ରେ ଯୋଡି ଜମିଛି ସୁପ୍ରିୟା-ସବ୍ୟସାଚୀଙ୍କର...

ସମୁଦ୍ର କୂଳରେ କାହିଁକି ଏମିତି ବସିଛନ୍ତି ବିକାଶ ଓ ସବ୍ୟସାଚୀ? ଜୁଇରେ କାହାକୁ ଦେଖି ଏମିତି ଅଭିନୟ କରୁଛନ୍ତି ସବ୍ୟ? ଦେଖନ୍ତୁ ଏଇ ଭିଡ଼ିଓ, କେମିତି ଚାଲିଛି ପୁଷ୍କରାର ସୁଟିଂ...

Bahubali samosa
ବଜାରକୁ ଆସିଲା ୮ କିଲିଆ ସିଙ୍ଗଡା, ୩୦ ମିନିଟ୍‌ରେ ଖାଇଦେଲେ ମିଳିବ ୫୧ ହଜାର ଟଙ୍କା

ବାହୁବଳୀ ରୋଲ୍‌ ପରେ ଏବେ ବଜାରକୁ ଆସିଲା ବାହୁବଳୀ ସିଙ୍ଗଡା। ମାତ୍ର ୩୦ ମିନିଟ୍‌ରେ ଯିଏ ଖାଇଦେବ ତାଙ୍କୁ ପୁରସ୍କାରରେ ମିଳିବ ୫୧ ହଜାର ଟଙ୍କା...ଆଉ ସିଙ୍ଗଡାର ଓଜନ ରହିଛି ୮ କିଲୋଗ୍ରାମ୍‌, ଦେଖନ୍ତୁ ଏଇ ଭିଡ଼ିଓ

Cyber Crime
ରିଲ୍‌ କରିବା ହେଲା କାଳ, ନ୍ୟୁଡ୍‌ ଫଟୋ ଭାଇରାଲ କରିଦେବାର ଆସିଲା ଧମକ...

ସୋସିଆଲ ମିଡ଼ିଆରେ ରିଲ୍‌ କରିବା ହେଲା କାଳ। ଭଲ ଫଟୋକୁ ନ୍ୟୁଡ୍‌ କରି ଭାଇରାଲ କରିଦେବାର ଆସିଲା ଧମକ...ଦେଖନ୍ତୁ ଏହା ପରେ ହେଲା କଣ?

Villagers resort to begging to save life
ଗାଁ ପୁଅକୁ ବଞ୍ଚେଇବାକୁ ବୁଲି ବୁଲି ଭିକ ମାଗୁଛନ୍ତି ଗ୍ରାମବାସୀ, କାନ୍ଦୁଛନ୍ତି ସରପଞ୍ଚ

ଭୋ ଭୋ ହୋଇ କାନ୍ଦୁଛନ୍ତି ସରପଞ୍ଚ। ଗାଁ ସାରା ଲୋକ ବ୍ୟାନର ଧରି ବୁଲୁଛନ୍ତି ମାଇଲ୍ ମାଇଲ୍ ବାଟ। ଭିକ୍ଷା ମାଗୁଛନ୍ତି ଗାଁର ପୁଅ ସୌମ୍ୟଙ୍କ ପାଇଁ। ଗରିବ ଦିନମଜୁରିଆର ପୁଅ ସୌମ୍ୟ ସବୁଗୁଣରେ ଭଲ ପାଲିଟିଏ। ଏବେ ସେ ଏମ୍ସ ହସପିଟାଲରେ ଜୀବନ ସହ ଲଢ଼େଇ କରୁଛି।...

Petrol vehicles will vanish
ଆଉ ମାତ୍ର ୫ ବର୍ଷ ! ରାସ୍ତାରୁ ହଟିବ ସବୁ ପେଟ୍ରୋଲ ଗାଡ଼ି !

ନୀତିନ ଗଡ଼କରୀଙ୍କ ବଡ଼ ବୟାନ। ଆଉ ମାତ୍ର ୫ ବର୍ଷ ପରେ ରାସ୍ତାରୁ ହଟିଯିବ ସବୁ ପେଟ୍ରୋଲ ଗାଡି...କେବଳ ସିଏନଜି ସହ ଏଇ ସବୁ ଗାଡ଼ିକୁ ଯିବାକୁ ଦିଆଯିବ ଅନୁମତି....

News Fuse
ମନ୍ତ୍ରୀଙ୍କୁ ଦେଖି ବେଶି ବେଶି ଭାତ ଦେଇ ଦେଲେ କି ଶାରଦା?

ମୋ ବୋଉଲୋ...ଦେଖୁନୁ, ଶାରଦା ବାବୁ ମନ୍ତ୍ରୀଙ୍କୁ ଦେଖି କେମିତି କୁଲୁକୁଲୁ ହେଉଛନ୍ତି? ଭାତ ଦେବେ କି ପତ୍ର ଦେବେ କି ଡାଲି ଦେବେ? କିଛି ସେ ଜାଣିପାରୁନାହାନ୍ତି...ଆଲୋ ତୁମେ ପା’ ରାଉରକେଲା ସେଂଟରରୁ ପରୀକ୍ଷା ଦେଇଛ ସିଏ ପା’ ଯାଜପୁରର

TASTE OF ODISHA | Recipe of Magaja Ladoo
ପାଟିକୁ ଭାରି ସୁଆଦିଆ ମଗଜ ଲଡୁ

କେବେ କେଉଁଠି ଆପଣ କି ନାହିଁ ଆମେ ଜାଣିନୁ। ଯେତେ ଖାଇଲେ ବି ଆହୁରି ଖାଇବାକୁ ମନ କହିବ। ଆଉ ଡେରି ନ କରି ଖାଇ ଚାଲନ୍ତୁ ମଗଜ ଲଡୁ ଖାଇଛନ୍ତି...

Odisha girl suffering from rare disease
ଅଜଣା ରୋଗରେ ଛଟପଟ ହେଉଛି ଚଉଦ ବର୍ଷର ଏ ଝିଅ

ରକ୍ତ ମାଂସର ଶରୀର ଅଛି ତ ରୋଗ ବି ଅଛି। ହେଲେ ଏ କୁନି ଝିଅକୁ ଏମିତି ରୋଗ ହୋଇଛି, ଯାହାକୁ ଜାଣିପାରୁନାହାଁନ୍ତି ଡାକ୍ତର। ଓଡ଼ିଶା ବାହାରେ ଚିକିତ୍ସିତ ହେବାକୁ ଡାକ୍ତର ପରାମର୍ଶ ହେବା ପରେ ଅର୍ଥ ଚିନ୍ତାରେ ଘାଣ୍ଟି ହେଉଛନ୍ତି ପରିବାର। କୌଣସି ବି ସହୃଦୟ ବ୍ୟକ୍ତି...

Apana Eka Nuhanti
ରୋଜଗାର ପାଇଁ ଯାଇଥିଲେ, ପଙ୍ଗୁ ହୋଇ ଫେରିଲେ

ଦଇବ ଦଉଡି ମଣିଷ ଗାଈ, ଜୁଆଡେ ଟାଣଇ ସିଆଡେ ଯାଇ... ଯାହା ଘଟିଛି ଏହି ଯୁବକଙ୍କ କ୍ଷେତ୍ରରେ। ସେ କେବେ ହେଲେ ଜାଣିନଥିଲେ ରୋଜଗାର ଆଣି ଦେବ ଅସରନ୍ତି ଦୁଃଖ ବୋଲି... ବବୁଲ୍ ବଂଚିଗଲେ ସିନା, ହେଲେ...

E News
ପ୍ରେମରେ ନାୟକ-ନାୟିକାଙ୍କ ହାଲ୍ ବେହାଲ୍

ଯେବେ ନାୟକ-ନାୟିକାଙ୍କ ମନ ଉଡେରେ... ଚାଖଣ୍ଡ ଉଚ୍ଚରେ ଆସି ପାଦ ପଡେରେ...

 Female PET found hanging in Nabarangpur
କାହିଁକି ଜୀବନ ହାରିଲେ ରିଲ୍-ରାଣୀ ତନୁଜା ବିଶ୍ୱାସ? ଶେଷ ଚିଠିରେ ଲେଖିଲେ ଏମିତି କଥା…

ଝିଅଟିଏ ହୋଇ ବୁଲେଟ୍ ଚଢୁଥିଲେ, ନିଜ ଅନ୍ଦାଜରେ ବଂଚୁଥିଲେ। ଶହ ଶହ ରିଲ୍-ଭିଡିଓ କରି ଜୀବନକୁ ଏକ ଗୀତ ପରି ବଞ୍ଚୁଥିବା ଲେଡି-ପିଇଟି ତନୁଜା ବିଶ୍ୱାସଙ୍କୁ ନେଇ ଏବେ ସାରା ସହରରେ ଚର୍ଚ୍ଚା। ତାଙ୍କ ଅନ୍ଦାଜ ପାଇଁ ସେହି ଛୋଟିଆ ସହରଟିରେ ସେ ଥିଲେ ଖୁବ୍ ଜଣାଶୁଣା। କିନ୍ତୁ...

News Fuse
ଡ୍ରେନ୍ ଦେଖିଲେ ମେୟର୍ ମ୍ୟାଡମ୍, ଉପଦେଶ ଦେଲେ...

ବର୍ଷା ଯିବା ପରେ ମେୟର୍ ମ୍ୟାଡମ୍ ବୁଲିଲେ ରାଜଧାନୀ। ଚାଲି ଚାଲି ରାଜଧାନୀବାସୀଙ୍କୁ କହିଲେ...

Khola Katha
‘ସବୁ ଲକ୍ଷ୍ମୀଛଡ଼ା, ମନ୍ଦିର ଆଗରେ ଗଛପତର ଲାଗୁଛି, ସେଠି କ’ଣ କୃଷ୍ଣଲୀଳା ହେବ?’

‘ମନ୍ଦିର ନଷ୍ଟଭ୍ରଷ୍ଟ ହୋଇଗଲାଣି। ଦେଉଳରେ ଦୁନିଆ ଫାଟ, ଆମକୁ ଯୋଡ଼େ ଦେଖାଉଛନ୍ତି। ଭକ୍ତ ଆସନ୍ତି ଦେଉଳରେ ଦିଅଁ ଦର୍ଶନ ପାଇଁ। ଏଠି ତ ଗଛପତର ଲାଗୁଛି, ସେଠି କ’ଣ କୃଷ୍ଣଲୀଳା ହେବ?’ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓରଫ ଜଗୁନିଙ୍କ ସହ ‘ଖୋଲାକଥା’।

Apana Eka Nuhanti
ନିର୍ଦ୍ଦୟ ଦଇବ, ଦୁଃଖ ବଖାଣୁଛି କୁନିଝିଅ, ‘ମତେ ଛାଡ଼ି ସମସ୍ତେ ଚାଲିଗଲେ’

ଜୀବନ କଣ ଜାଣିବା ଆଗରୁ, ଏ କୁନିକୁନି ପିଲାମାନଙ୍କ ପାଖରୁ ଈଶ୍ୱର ଛଡ଼େଇ ନେଲେ ଘରର ତିନି ମୁରବୀଙ୍କୁ। କୁନିଝିଅଟି ଗାଲୁରୁ ଗାଲୁରୁ ହୋଇ ନିଜ ଭାଷାରେ ବଖାଣୁଛି ନିଜର ଦୁଃଖ। ସତରେ ଈଶ୍ୱର ବେଳେବେଳେ ଏମିତି ନିର୍ଦ୍ଦୟ କାହିଁକି ହୁଅନ୍ତି?

True bonhomie
ମାଲିକ ପାଇଁ ଟ୍ରକ୍ ପଛେ ପଛେ ୪ କିମି ଦଉଡ଼ିଲା କୁକୁର, ମାଲିକ କହିଲେ…

କୁକୁର ଓ ମଣିଷ ଭିତରେ ଏମିତି ପ୍ରେମ ବୋଧେ ଆପଣ ଆଗରୁ କେବେ ଦେଖିନଥିବେ। ଯେଉଁ ଟ୍ରକରେ ମାଲିକ ପଳାଉଥିଲା, ସେ ଟ୍ରକ୍ ପଛରେ ୪ କିଲୋମିଟର ଦଉଡ଼ିଲା ପୋଷା କୁକୁରଟି। କୁକୁରଟି ବ୍ୟସ୍ତବହୁଳ ହାଇୱେ ଉପରେ ଦଉଡ଼ିବାର ଦୃଶ୍ୟ, ସତରେ ଥିଲା ବଡ଼ ବିକଳ। ଏ ପୂରା...

E-news
ପ୍ରେମରେ ଦିୱାନା ଶୁଭମ୍-କୁକିଜ୍.. ଏ ଦିଲ୍ ଟା ତ ଦିୱାନା… ଜାଣିଲେ ଜାଣୁ ଏ ଜମାନା…

ପ୍ରେମ ଯେତେବେଳେ ଆରମ୍ଭ ହୁଏ, ତାହା ଲୁଚାଚୋରାରେ ହୁଏ। କିନ୍ତୁ ଧୀରେଧୀରେ ଅବସ୍ଥା ଅସମ୍ଭାଳ ହୁଏ। ଯେଉଁ ଦୁନିଆକୁ ଲୁଚୁଥାନ୍ତି, ସମୟ ଆସେ, ସେମାନେ ନିଜକୁ ଖୋଲି ଦିଅନ୍ତି। ଆଉ କୁହନ୍ତି- ଏ ଦିଲ୍ ଟା ତ ଦିୱାନା, ଜାଣିଲେ ଜାଣୁ ଏ ଜମାନା…

NEWSFUSE
କୁଆପଥର ଭଳିଆ ଆକାଶରୁ ଖାଲି ନଡ଼ିଆ ବର୍ଷା !!

କୁଆପଥର ଭଳିଆ ଆକାଶରୁ ଖାଲି ନଡ଼ିଆ ବର୍ଷା !!

YOJANA RA NA HARILOOT
ଜବ କାର୍ଡ ନାଁରେ ଲୋକଙ୍କ ଟଙ୍କା ଖାଇଦେଲେ ନେତା

ପଂଚାୟତ ନିର୍ବାଚନରେ ହାରିବା ପରେ ଲୋକଙ୍କୁ ଠକିଦେଲେ ନେତା। ଜବକାର୍ଡ କରାଇବା ନାଁରେ ଆଧାର ସହ ଏଇ ଡକ୍ୟୁମେଂଟ ନେଲେ ହେଲେ ସବୁ ଟଙ୍କାକୁ ନିଜେ ଖାଇଗଲେ, ଦେଖନ୍ତୁ କେମିତି ଏଇ ନେତା ଜଣକ ହଡପ କରିଛନ୍ତି ଲୋକଙ୍କ ଟଙ୍କା...

News Fuse
ଅଣ୍ଡା ଖାଇବୁ ପଛରେ ଆଗେ ଜୋତା ପାହାର ଖା…ପଳେଇ ଆରେ ନାରଣ...

ମୋ ବୋଉଲୋ...ପଳା ପଳାରେ ନାରଣ। ଆଲୋ ଇଏ କଣ? ମଧ୍ୟାହ୍ନ ଭୋଜନ ବେଳେ ଇଏ କଣ ଏମିତି ପିଟାପିଟି ହେଲେଣି। ଇଏ ତାକୁ ଛେଚିଲାଣି, ସିଏ ୟାକୁ ଜୋତାରେ ପିଟିଲାଣି। ଆରେ ଆରେ..ଏଇଠି କଣ ଚାଲିଛି, ତୁମେ ଏମିତି ହେଉଛ...ପିଲା ଖାଇବେ କଣ?

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।