• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Asha ra aloka
ବାପାଙ୍କ ଇଚ୍ଛାରେ ବାହାଘର ହେଲା...କିନ୍ତୁ ମନ ମିଶିଲାନି....

ବାପାଙ୍କ ଇଚ୍ଛାରେ ବାହା ହେଲେ କିନ୍ତୁ ମନ ମିଶିଲାନି। ସ୍ତ୍ରୀ ଶୈଳବାଳାକୁ ଗାଳିଗୁଲଜ କରିବା ସହ ମଦ ମାଡ଼ ମାରନ୍ତି ଭରତ। ସ୍ୱାମୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ କୁନି ପୁଅକୁ ନେଇ ବାପଘରେ ରହୁଛନ୍ତି ଶୈଳବାଳା। ଭରଣପୋଷଣ ପାଇଁ କେତେବେଳେ ଶାଢୀ ବେପାର କରୁଛନ୍ତି ତ ଆଉ କେତେବେଳେ..ଏବେ...

Rath Yatra 2022
୭ ଦିନରେ କାହିଁକି ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ ହୁଅନ୍ତି ମହାବାହୁ?

ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ବିଜେ...କାହିଁକି ବର୍ଷକୁ ୭ ଦିନ ଆଡପ ମଣ୍ଡପରେ ବିଜେ ହୁଅନ୍ତି ଶ୍ରୀଜିଉ? କଣ ରହିଛି ବିଧି? ଦେଖନ୍ତୁ ଏଇ ସ୍ୱତନ୍ତ୍ର ରିପୋର୍ଟ...

ENews
ଦିଲକୁ ପାଇଲୁ ଯଦି....ହାଲକା ହାଲକା କରୁଥା ଗେଲ...

ତୋ ଦିଲ୍‌କୁ ମୁଁ ଛାତି ତଳେ ରଖିଛି...ରାତିଦିନ ତାକୁ ପାଗଳ ପରି ଦେଖୁଛି...ଯଦି ଦିଲ୍‌ ପାଉଛୁ...ତାକୁ କରୁଥା ଗେଲ...ଏମିତି ଜବରଦସ୍ତ ଗୀତର ଚାଲିଛି ସୁଟିଂ

Bring plastic waste and eat free meal here
ଏଇଠି ଆବର୍ଜନା ପ୍ଲାଷ୍ଟିକ୍‌ ଦେଲେ ମିଳିବ ମାଗଣା ଖାଦ୍ୟ...ଦୋକାନ ଖୋଲିଛୁ ଏତିକିରୁ ଏତିକି...

ଗ୍ରାହକଙ୍କ ପାଇଁ ବଡ଼ ଖବର। ଏଇଠି ପ୍ଲାଷ୍ଟିକ୍‌ ଦେଲେ ମିଳିବ ମାଗଣା ଖାଦ୍ୟ....ଜାଣିରଖନ୍ତୁ କେଉଁ ସହରରେ ଏମିତି ହୋଇଛି ବ୍ୟବସ୍ଥା ଏବଂ କେତେ ପରିମାଣରେ ପ୍ଲାଷ୍ଟିକ୍‌ ବଦଳରେ କେତେ ମିଳୁଛି ଖାଇବା? ଦେଖନ୍ତୁ ଏଇ ଭିଡ଼ିଓ

News Fuse
ଅଫିସ ଆସିବ ତ ଧୁଆ ପାଣିରେ ଗାଧୋଇବ

ଆଲୋ ଆଲୋ...ଇଏ କଣ? ଢିଆ ଗାଲୁଆ ଉତ୍ତର...ପୌର କାର୍ଯ୍ୟାଲୟକୁ ଆସିବ ଯଦି ନାଳ ପାଣିରେ ଗାଧୋଇବ। ଆଉ ଯଦି ପଚାରିବୁ....ଏମିତି ଢିଆ ଗାଲୁଆ ଉତ୍ତର ପାଇବ....

Randeep Hooda gets emotiona
କଥା ରଖିଲେ ରଣଦୀପ ହୁଡ୍ଡା

କଥା ରଖିଲେ ରଣଦୀପ ହୁଡ୍ଡା । ରଣବୀରଙ୍କ ମହାନତା । ସରବଜିତ ସିଂଙ୍କ ଭଉଣୀ ଦଲବୀର କୈରଙ୍କ ଶେଷ ରୀତିନୀତି କରିଲେ ରଣବୀର ।

Taranga Plus team in the USA
ଆମେରିକାରେ ପ୍ରବାସୀ ଓଡ଼ିଆଙ୍କୁ ମନୋରଞ୍ଜନର ବୁଷ୍ଟର୍ ଡୋଜ୍ ଦେବେ ତରଙ୍ଗ ଟିମ୍

ପ୍ରବାସୀ ଓଡ଼ିଆଙ୍କୁ ମନୋରଞ୍ଜନର ବୁଷ୍ଟର୍ ଡୋଜ୍ ଦେବେ ତରଙ୍ଗ ଟିମ୍... ଏଇ ଭିଡ଼ିଓରେ ଦେଖନ୍ତୁ ସେଠାରେ କେମିତି ଚାଲିଛି ମନୋରଂଜନ

Daily Horoscope
Daily Horoscope 2nd July 2022: ଏହି ରାଶିର ବ୍ୟକ୍ତିଙ୍କୁ ଧନ ପ୍ରାପ୍ତିର ଭଲ ଯୋଗ ରହିଛି

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୨ ତାରିଖ ଶନିବାର । ଜାଣନ୍ତୁ, କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Skin Infections On A Rainy Day
ବର୍ଷା ଦିନେ ସ୍କିନ୍‌ ଇନ୍‌ଫେକ୍ସନ୍‌ରୁ ପାଆନ୍ତୁ ମୁକ୍ତି , ଆପଣାନ୍ତୁ ଏହି ସବୁ ଟିପ୍ସ

ବର୍ଷା ଦିନେ ସଫା ସୁତରା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍‌। କାରଣ ଏହି ଋତୁରେ ଅପରିଷ୍କାର ରହିଲେ ଇନ୍‌ଫେକ୍ସନ୍ ହୋଇଥାଏ। ତା’ହେଲେ ଆସନ୍ତୁ ଜାଣିବା ବର୍ଷା ଦିନେ କିପରି ତ୍ୱଚାର ଯତ୍ନ ନେବେ।

AAI Recruitment 2022
AAIରେ ଖାଲିପଡିଛି ୪୦୦ ଜୁନିଅର ଏକ୍ସିକ୍ୟୁଟିଭ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଖୁସି ଖବର । (AAI) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । AAIରେ ଖାଲିପଡିଛି ୪୦୦ ଜୁନିଅର ଏକ୍ସିକ୍ୟୁଟିଭ ପଦବୀ । ଇଛୁକ ଓ ଯୋଗ୍ୟ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ ।

Daily Horoscope
Daily Horoscope 1st July 2022: ଏହି ରାଶିର ବ୍ୟକ୍ତି ଠକାମିର ଶିକାର ହୋଇ ପାରନ୍ତି

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୦୧ ତାରିଖ ଶୁକ୍ରବାର । ଜାଣନ୍ତୁ, କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

Don't eat all these foods with yogurt
ଦହି ସହ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ

ଦହିରେ ପ୍ରୋଟିନ, କ୍ୟାଲସିୟମ ସହ ଭିଟାମିନ୍‌ ବି ୬ ଓ ବି ୧୨ ରହିଛି। ଯାହାକି ସ୍ୱାସ୍ଥ୍ୟ ଲାଗି ଖୁବ୍‌ ଫଳପ୍ରଦ। କିନ୍ତୁ ଏମିତି କିଛି ଖାଦ୍ୟ ରହିଛି ଯାହାକୁ ଦହି ସହ ଏକତ୍ର କରି ଖାଇବା ଉଚିତ୍ ନୁହେଁ ।

puri khaja
ରଥଯାତ୍ରାରେ ଘରେ ତିଆରି କରନ୍ତୁ 'ପୁରୀ ଖଜା'

ଆଜି ପବିତ୍ର ରଥଯାତ୍ରା । ରଥଯାତ୍ରା ଉପଲକ୍ଷେ ଘରେ ପୁରୀ ଖଜା ପ୍ରସ୍ତୁତ କରି ଭଗବାନଙ୍କ ନିକଟରେ ଭୋଗ ଲଗାନ୍ତୁ ।  ଖଜାର ଏହି ସୁଆଦିଆ ରେସିପି ବନେଇବା ଅତି ସହଜ ଓ ସରଳ ଅଟେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

Gujarat man gives free education
ଯୁବ ଇଞ୍ଜିନିୟରଙ୍କ ମହାନତା: ଫୁଟପାଥରେ ପିଲାଙ୍କୁ ପଢାଉଛନ୍ତି ପାଠ

ଫୁଟ୍‌ପାଥ୍‌ରେ ଚାଲିଛି ପିଲାଙ୍କ ଭବିଷ୍ୟତର ପ୍ରସ୍ତୁତି । ରାସ୍ତା କଡ଼ରେ ବସି ପାଠ ପଢୁଛନ୍ତି ପାଖାପାଖି ୧୦୦ ପିଲା । ହେଉଛି ଗୁଜୁରାଟ୍ ଭଦୋଦରା ସହର ରାସ୍ତା କଡ଼ରେ ଦେଖିବାକୁ ମିଳିଛି ଏହିପରି ଦୃଶ୍ୟ । କେଜିରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ପାଠ ପଢାଉଛନ୍ତି ଯୁବ...

ENews
ଆସ୍ତିକ ନାସ୍ତିକ ଚଳଚିତ୍ରର ଦମଦାର ଗୀତ ‘ମଧୁବାଲା’

ତରଙ୍ଗ ସିନେ ପ୍ରଡକ୍ସନର ଆସ୍ତିକ ନାସ୍ତିକ ଚଳଚିତ୍ରର ସୁଟିଙ୍ଗ୍ ଚାଲିଛି। ଏହି ଚଳଚିତ୍ରରେ ଅଭିନେତା ବୁଦ୍ଧାଦିତ୍ୟଙ୍କ ସ୍କୁଟ ଚଲାବା ତାଙ୍କୁ ନିଜର କଲେଜ ସ୍ମୃତିକୁ ସତେଜ୍ ରଖି ପାରିଛି। ଯାହାକୁ ସେ ଆମ କ୍ୟାମେରା ସାମ୍ନାରେ ବଖାଣିଛନ୍ତି। ଚଳଚିତ୍ରର ଗୀତ ‘ମଧୁବାଲା’ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଏଥିରେ...

Agnipath scheme
ଅଗ୍ନିପଥ ଯୋଜନା… ୪ ବର୍ଷର ପରେ ଅଗ୍ନିବୀରଙ୍କର କେମିତି ହେବ ମୂଲ୍ୟାୟନ?

ଅଗ୍ନିପଥ ଯୋଜନାରେ ସେନାରେ ଭର୍ତ୍ତି ହେବାକୁ ଥିବା ଯବାନଙ୍କୁ ଅଗ୍ନିବୀର ଭାବେ ଦେଶ ଜାଣିବ, ଶତ୍ରୁ ଚିହ୍ନିବ। ହେଲେ ମାତ୍ର ୪ ବର୍ଷରେ ଅଗ୍ନିବୀରଙ୍କର କେମିତି ମୂଲ୍ୟାୟନ ହେବ ଜାଣନ୍ତୁ..

News Fuse
ସମୁଦ୍ର ହାଉଆ ଖାଇ ଯୋଗ କଲେ ନେତା

ଏ ଯୋଗ ଭାରି କଷ୍ଟରେ ନାରଣ... ଉପକୂଳର ଥଣ୍ଡା ପବନରେ ଯୋଗ କଲେ। ହେଲେ କାମ ଦେଲାନି ପବନ। ଗମଗମ ବୋହିଲା ଝାଳ...

Beggar becomes govt teacher
ଛେଳି ଚରିବାକୁ ୫ ଲକ୍ଷ ଟଙ୍କା ଖର୍ଚ୍ଚରେ ତିଆରି ହୋଇଥିଲା ପାର୍କ !

ସରକାର କେତେ କେତେ ନୂଆ ଯୋଜନା କରୁଛନ୍ତି। ଇଏ ବୋଧେ ସେମିତି ଏକ ଯୋଜନା। ପ୍ରାୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାର୍କଟିଏ ତିଆରି ହୋଇଥିଲା, ଛେଳି ଚରିବାକୁ?

News Fuse
ଆମେ ଶପଥ କରୁଛୁ… ଏଣିକି ନିଶା ଖାଇ ଗାଡ଼ି ଚଲେଇବୁ…

ଏ ଶପଥ ଶୁଣି ନାରଣ ମୁଣ୍ଡ ଟିଣ ହେଇଗଲା… ଡ୍ରାଇଭର ଭାଇମାନଙ୍କ ସଭା ଚାଲିଛି… ସମସ୍ତେ ଡ୍ରେସ୍ ପିନ୍ଧିଛନ୍ତି… ଆଉ ଶପଥ ନେଇ ଯାହା କହେଲ, ଶୁଣିଲେ ଆପଣଙ୍କ ମୁଣ୍ଡ ଟିଣ ହେଇଯିବ… ନାରଣରେ…

THE GREAT ODISHA POLITICAL CIRCUS
ତୁଣ୍ଡ ନଖୋଲିଲେ ମୁଣ୍ଡ କ’ଣ ରହିବ?

ବାବା ତୁମକୁ ତିନିତିନି ଥର ପ୍ରତିଶ୍ରୁତି ମିଳିବା ପରେ ବି କାହିଁକି ପ୍ରତାରଣାର ଶିକାର ହେଉଛନ୍ତି? ତୁଣ୍ଡ ନଖୋଲିଲେ କଣ ମୁଣ୍ଡ ରହିବ? ହୋଉ...ଯିଏ ଯାହା ନେଉଛି ନେଉ, ତୁମେ ଅନାଇ ଥାଅ

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।