ଆଲୋ ଆଲୋ ଇଏ କ’ଣ? ଧନୀ ସଭାପତି ଯାଉ ଯାଉ କଂଗ୍ରେସିଆଙ୍କୁ ଶନି ଦଶା ପଡିଲା କି? ନିରଞ୍ଜନ ବାବୁ କ’ଣ ଏମିତି କହିଲେ? ଆମର ଏତେ ବଡ଼ ଅଫିସ୍ରେ ଲେଟର ପ୍ୟାଡ୍ ନାହିଁ....ଇଏ କ’ଣ ହେଲାରେ ନାରଣ? କ୍ଷମତାରେ ତ ଦଳ ନାହିଁ, ଟଙ୍କା ଆସିବ କେଉଁଠୁ...
ବୟସ ୯୭ ଡେଇଁଲାଣି। କିନ୍ତୁ ପ୍ରତ୍ୟେକ ଦିନ ସକାଳୁ ୨ ଘଂଟା ଯୋଗ କରୁଛନ୍ତି, ୩ କିମି ପର୍ଯ୍ୟନ୍ତ ଚାଲୁଛନ୍ତି। ଶିଡ଼ି ଚଢିବାଠୁ ଆରମ୍ଭ କରି ବଜାରରୁ ସଉଦା ଆଣିବା...ସବୁ କାମରେ ନିରଞ୍ଜନ ପୂରା ଫିଟ୍। ଛାତ ଉପରେ ନିଜେ ଯୋଗ କରୁଛନ୍ତି, ଅନ୍ୟକୁ ଉତ୍ସାହିତ ମଧ୍ୟ କରୁଛନ୍ତି....
ବୟସ ୯୭ ଡେଇଁଲାଣି। କିନ୍ତୁ ପ୍ରତ୍ୟେକ ଦିନ ସକାଳୁ ୨ ଘଂଟା ଯୋଗ କରୁଛନ୍ତି, ୩ କିମି ପର୍ଯ୍ୟନ୍ତ ଚାଲୁଛନ୍ତି। ଶିଡ଼ି ଚଢିବାଠୁ ଆରମ୍ଭ କରି ବଜାରରୁ ସଉଦା ଆଣିବା...ସବୁ କାମରେ ନିରଞ୍ଜନ ପୂରା ଫିଟ୍। ଛାତ ଉପରେ ନିଜେ ଯୋଗ କରୁଛନ୍ତି, ଅନ୍ୟକୁ ଉତ୍ସାହିତ ମଧ୍ୟ କରୁଛନ୍ତି....
ଭାରି ସୁଆଦିଆ ଛତୁ ପୁର ଗୋଟା ବାଇଗଣ? କଟା ଆଳୁ, କଟା ପିଆଜ, କଂଚା ଲଙ୍କା...ଅଦା ରସୁଣ ଆଉ ଟିକିଏ ହଳଦୀ ଗୁଣ୍ଡ ଦେଇ ଏମିତି ତିଆରି କରନ୍ତୁ ଏଇ ସ୍ୱତନ୍ତ୍ର ଡିସ୍। ଥରେ ଖାଇଲେ ପାଟିରୁ ଜମା ଛାଡ଼ିବନି...
ଡାଇବେଟିସ୍ ହେଲେ ଜାଣିବେ କେମିତି? ଶରୀର ଓ ମନ ଉପରେ ଇଏ କି କି ପ୍ରଭାବ ପକାଏ? କଣ କଲେ ରୋଗ ଭଲ ହୁଏ? ଶୁଣନ୍ତୁ କଣ କହୁଛନ୍ତି ଡାକ୍ତର....
ରେଲ ଷ୍ଟେସନରୁ କାହିଁକି ଅଲଗା ହେଲେ ସ୍ୱାମୀ-ସ୍ତ୍ରୀ? ୬ ବର୍ଷ ହେଲାଣି କାହିଁକି ଅଲଗା ଅଲଗା ରହୁଛନ୍ତି ସ୍ୱାମୀ-ସ୍ତ୍ରୀ? ବାହାଘର ପରେ ପ୍ୟାକ୍ ଉପରେ ପ୍ୟାକ ନେବାରୁ କୁମୁଦୁନୀ, ସତ୍ୟାନନ୍ଦଙ୍କ ମଧ୍ୟରେ ହେଲା କି ବିବାଦ? ଦେଖନ୍ତୁ କଣ ଥିଲା ପୂରା ଘଟଣା...
ଯିଏ ଦିନେ ଶହଶହ ଲୋକଙ୍କୁ ଉଦ୍ଧାର କରୁଥିଲେ...ବନ୍ୟା ହେଉ କି ବାତ୍ୟା କି ଘରପୋଡ଼ି...ଖବର ପାଇବା ମାତ୍ରେ ସାଙ୍ଗେ ସାଙ୍ଗେ ପହଞ୍ଚି ଯାଉଥିଲେ ଆଉ ପ୍ରାଣ ରକ୍ଷା କରୁଥିଲେ...ଆଜି ରାସ୍ତା ଉପରେ ଗଛ ନେଇଗଲା ତାଙ୍କ ଜୀବନ। ରାସ୍ତାରେ ଯାଉ ଯାଉ ବିରାଟ ଡାଳ ପଡ଼ିଲା କିନ୍ତୁ ବଂଚିବାକୁ...
ଉଦ୍ଧାରକାରୀ ଦଳଙ୍କ ଅକ୍ଲାନ୍ତ ପରିଶ୍ରମ, ସ୍ଥାନୀୟ ଲୋକଙ୍କ ଅଦ୍ଭୁତପୂର୍ବ ସମର୍ଥନ....୧୦୫ ଘଂଟାର ବିନା ବ୍ରେକ୍ରେ ଚାଲିଥିଲା ଅପରେସନ୍ “ଜିନ୍ଦେଗୀ”। ଆଉ ଶେଷରେ ୮୦ ଫୁଟ୍ ବୋରୱେଲ ତଳୁ ଉଦ୍ଧାର ପାଇଥିଲା ରାହୁଲ
ଆଲୋ ଆଲୋ ଇଏ କ’ଣ? ଏଡ଼େ ବଡ ବଡ଼ ସିଂହ, ପୁଣି ତା’ ସାଙ୍ଗରେ ଲାଗୁଛି ଏଇ ଛୋଟିଆ ଘୁଷୁରୀ। ଇଏ ବଳଦ କଣ ତାକୁ ନମାରି ଦୌଡ଼ି ପଳାଇଲା? ଇଏ ପାଠୁଆ ବଳଦ....ଭାବିଲା, ଇୟା ସାଙ୍ଗରେ ଲାଗିବି କାହିଁକି ସ୍ୱାଇନ ଫ୍ଲୁ କୁ ଡାକିବି କାହିଁକି?
ବିଚ୍ ରାସ୍ତାରେ ଡେଲିଭରି ବୟଙ୍କୁ ଚାପୁଡ଼ା ଉପରେ ଚାପୁଡ଼ା ମାରିଲେ ପୋଲିସ ବାବୁ। ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ମୁଖ୍ୟାଳୟକୁ ବଦଳି ତ ହେଲା...ହେଲେ...
ସାଇବର ଲୁଟେରାଙ୍କ ଜାଲରେ ଯୁବକ। ବ୍ୟାଙ୍କରେ ଚାକିରି କରିବା ପାଇଁ ୩୫ ହଜାର ଟଙ୍କା ମାଗିଲେ....ବାସ୍ ନିରୀହ ଆଦିବାସୀ ପିଲା ପଇସା ଦେବା ପରେ...ଦେଖନ୍ତୁ ହେଲା କ’ଣ?
ଏମାନେ କାଳେ ଦୁଇ ଯା’। ରାସ୍ତାରେ ଏମିତି ଜୋରସୋରରେ ଝଗଡ଼ା ଲାଗିଲେ ଯେ, ଉଭୟ ଯାଇ ଡ୍ରେନରେ ପଡ଼ିଲେ। ପୋଲିସ ଆସି ଉଦ୍ଧାର କରିବା ପରେ....
ଆଲୋ ଆଲୋ...ସୁର କଣ ଗାଇଲେଣି ତୁ ରାଣୀ କଙ୍କଡ଼ାର ଝୋଳ। ରେଡ୍ଡୀ ତ...ମାଡ଼ିଚାଲ। ଇଏ କୋଉ ମାଡାମଙ୍କୁ ଲାଇନ୍ରେ ମାଇଲେ ମ? ଦେଖୁନାହାନ୍ତି କେମିତି ଗୀତ ଗାଉଛନ୍ତି ସୁର...
ଆର୍ମି ଚାକିରି କରିବେ, ଦେଶର ସେବା କରିବେ। ଅଧ ରାତିରୁ ଉଠି ଏଇଥି ପାଇଁ କଠିନ ପରିଶ୍ରମ ବି କରୁଥିଲେ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ରିଟିନ୍ ପରୀକ୍ଷାକୁ କରିଥିଲେ ଅପେକ୍ଷା। ହେଲେ ବାରମ୍ବାର ତାରିଖ ଆଉ କେନ୍ଦ୍ରର ନୂଆ ଗାଇଡ୍ଲାଇନ୍ ଆସିବା ପରେ ସହିପାରିଲେନି ଧନଞ୍ଜୟ। ପରିଶ୍ରମ...
ଗରମ ମୌସୁମରେ ବି ଅଙ୍ଗୁର ଚାଷ । ଦୁଆର ମୁହଁରେ ପେନ୍ଥା ପେନ୍ଥା ହୋଇ ଫଳିଛି ଅଙ୍ଗୁର। ଏତେ ମାତ୍ରାରେ ଫଳ ଆସିଛି ଯେ, ଗଛରେ ପତ୍ର ବି ଦେଖାଯାଉନି। ନୂଆପଡ଼ାରେ ନୂଆ କରି ଫଳିଥିବା ଅଙ୍ଗୁରକୁ ଦେଖି ଉତ୍ସାହିତ ଚାଷୀ
ଆଲୋ ଆଲୋ ଇଏ କଣ? ଏ ହାତୀର ମୁଣ୍ଡ ଖରାପ ହୋଇଗଲାଣି ନା କଣ? ଦେଖୁନାହାନ୍ତି କେମିତି କୁକୁଡ଼ାକୁ ଜୋରସୋରରେ ଗୋଡ଼ାଉଛି ହାତୀ...ଇଏ ଆଜି ନାମ ନବରେ ନାରଣ
ରୂପକୁ ଗୁଣ କେଉଁଥିରେ ସେ କମ୍ ନୁହନ୍ତି। ଗାଁ ପରିବେଶରେ ବଡ ହୋଇଛନ୍ତି...କେତେବେଳେ ସିଏ କେଉଁଠି ରୁହନ୍ତି ତାହା କାହାକୁ ବି ଜଣାନାହିଁ। ଗୌରୀଙ୍କୁ ଅଟକାଇବାକୁ ସାହସ କାହା ପାଖରେ ନାହିଁ। ଯେତେବେଳେ ଯାହା ମନ କରେ ସେତେବେଳେ ସେ ତାହା କରନ୍ତି। ତୋଫା ଜହ୍ନ ପରି ଗୌରୀଙ୍କ...
ମତେ ନେଇକି ରଣକୌଶଳ ତିଆରି ହୁଏନି। ମୁଁ ଏକାଠି ଫାଇଟ୍ କରୁଛି, ମତେ କିଏ ଉପେକ୍ଷା କରିବ ବା ନକରିବ ସେଇଟା ତା’ ଉପରେ ନିର୍ଭର କରେ। ସେମାନେ ରାଜ୍ୟସଭା ନାମାଙ୍କନ ଭରୁଥିଲେ, ମୁଁ ଉପଭୋଗ କରୁଥିଲି। ରାଜ୍ୟସଭା ଯିବା ପାଇଁ ମୁଁ କେବେ କହୁନଥିଲି: ପ୍ରସନ୍ନ ପାଟ୍ଟଶାଣୀ
କୁନି ଝିଅକୁ ସାହା ହେଲେ ସୋନୁ ସୁଦ୍। ଦିନେ ୪ ହାତ ଆଉ ୪ ଗୋଡ଼ ଧରି କଷ୍ଟ ପାଉଥିଲା...ଏବେ ସୋନୁ ସୁଦ୍ଙ୍କ ସାହାଯ୍ୟ ମିଳିଲା ପରେ ହେଲା ଅପରେସନ୍। ପରିବାରଠୁ ପ୍ରିୟଜନ ସମସ୍ତେ ସୋନୁଙ୍କ କଲେ ଭୂରି ଭୂରି ପ୍ରଶଂସା...
ଠାକୁର ଘରର ଆଣ୍ଠୁଆ ଗୋପାଳ ମୂର୍ତ୍ତି କେମିକି ଗଲା ଆମ୍ବ ଗଛ ଉପରକୁ? ପ୍ରଭୁ ଶ୍ରୀକୃଷ୍ଣଙ୍କର ଆମ୍ବ ଖାଇବାକୁ କାହିଁକି ଇଚ୍ଛା ହେଲା? ଘର ସାରା କେମିତି ବିଛାଡ଼ି ହୋଇପଡ଼ିଲା ତୁଳସୀ ପତ୍ର? ପ୍ରଭୁ କଣ ନିଜେ ଗଲେ ଆମ୍ବ ଗଛକୁ ନା ତାଙ୍କୁ କିଏ ନେଇ ସେଠାରେ...