• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

PM Modi
ରେଳ ସଂଯୋଗୀକରଣରେ ବଦଳୁଛି ଓଡ଼ିଶାର ଭାଗ୍ୟ

ରେଲୱେ ଭିତ୍ତିଭୂମି ଅଭିବୃଦ୍ଧିର ମାନଚିତ୍ରରେ କ୍ରମାଗତ ଯୋଡ଼ି ହେଉଛି ଓଡ଼ିଶା। ଆଜି ପୁଣି ଏକ ଅଧ୍ୟାୟ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବ୍ୟାପି ୮୫ ହଜାର କୋଟିରୁ ଅଧିକ ମୂଲ୍ୟର ରେଳପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଲୋକାର୍ପଣ କରିଛନ୍ତି। ତା’ମଧ୍ୟରେ ରହିଛି ଓଡ଼ିଶାର ୨୭୪ଟି ପ୍ରକଳ୍ପ। କେବଳ...

PM Modi
ବଦଳୁଛି ଓଡ଼ିଶାର ଭାଗ୍ୟ; ୨୭୪ଟି ପ୍ରକଳ୍ପ ସହ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କଲେ ମୋଦି

ରେଳ ସଂଯୋଗୀକରଣ କ୍ଷେତ୍ରରେ ବଦଳୁଛି ଓଡ଼ିଶାର ଭାଗ୍ୟ। ରେଲୱେ ଭିତ୍ତିଭୂମି ଅଭିବୃଦ୍ଧିରେ ହୋଇଛି ନୂତନ ସୂର୍ଯ୍ୟୋଦୟ। ଗୋଟିଏ କି ଦୁଇଟି ନୁହଁ। ଆଜି ଗୋଟିଏ ଦିନରେ ଓଡ଼ିଶାର ୨୭୪ଟି ରେଳପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ।

PM Modi
ଗର୍ଜିଲା T-90 ଟ୍ୟାଙ୍କ, ବର୍ଷିଲା ଧନୁଷ ଓ ସାରଙ୍ଗ; ବିଶ୍ୱ ଦେଖିଲା ଭାରତର ପରାକ୍ରମ..

ହାଲୁକା ଲଢୁଆ ଯୁଦ୍ଧ ବିମାନ ତେଜସର ତେଜ୍ ସାଙ୍ଗକୁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର ପ୍ରଚଣ୍ଡର ପ୍ରହାର। ସ୍ଥଳ, ଜଳ ଓ ଆକାଶ ସହ ସାଇବର ଏବଂ ମହାକାଶ ସୁରକ୍ଷାରେ ସମର୍ପିତ ତିନି ସେନାର ସାହସ ଓ ଶକ୍ତିର ମିଳିତ ଅପରେସନ୍ ଭାରତ ଶକ୍ତି।

Electoral Bonds
ସୁପ୍ରିମକୋର୍ଟଙ୍କ ଛାଟ ପରେ ବଣ୍ଡ୍ ତଥ୍ୟ ପ୍ରଦାନ କଲା SBI

ରାଜନୈତିକ ଦଳଙ୍କୁ ନିର୍ବାଚନୀ ବଣ୍ଡ ଜରିଆରେ ମିଳୁଥିବା ଅର୍ଥର ତଥ୍ୟ ପ୍ରଦାନ ପ୍ରସଙ୍ଗରେ ଗତକାଲି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଦାଖଲ କରିଥିବା ଆବେଦନ ଉପରେ ଶୁଣାଣି କରିଥିଲେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ବେଞ୍ଚ।

Son Attempt To Kill Mother
ପାଗଳ ବୋଲି କହିଦେଲା ମାଆ; ରାଗିଯାଇ ଛୁରୀ ଭୁସି ନିଆଁ ଲଗାଇଦେଲା ପୁଅ

ହରିୟାଣା ଗୁରୁଗ୍ରାମର ଜଣେ ୫୯ ବର୍ଷୀୟ ବୃଦ୍ଧା ରାନୁ ଶାହ ତାଙ୍କ ପୁଅର ପାଗଳାମୀ ପାଇଁ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି।

Bus Catches Fire
୧୧ କେଭି ତାର୍‌ ସଂସ୍ପର୍ଶରେ ଆସି ଜଳିଗଲା ବସ୍‌; ୫ ଜଣ ଜୀବନ୍ତ ଦଗ୍ଧ

୧୧ କେଭି ତାର ସଂସ୍ପର୍ଶରେ ଆସି ଜଳିଗଲା ବସ୍‌। ଜୀଅନ୍ତା ଜଳିଗଲେ ୫ଜଣ। ସୂଚନା ମୁତାବକ, ଗାଜିପୁରର ମରଦହ ଥାନା ଅଞ୍ଚଳ ସ୍ଥିତ ମହାହର ରୋଡ୍‌ରେ ଘଟିଛି ଏହି ଦୁର୍ଘଟଣା।

BJP
BJP-TDP ଆସନ ଭାଗବଣ୍ଟା କସରତ; ଚନ୍ଦ୍ରବାବୁ ନାଇଡୁଙ୍କ ସହ ବୈଜୟନ୍ତ, ଗଜେନ୍ଦ୍ରଙ୍କ ଆଲୋଚନା

ବୁଝାମଣା ଅନୁସାରେ ମୋଟ ୨୫ଟି ଆସନରୁ ବିଜେପି ୬ଟିରେ, ଟିଡିପି ୧୭ଟି ଆସନରେ ଓ ଜନସେନା ୨ଟି ଆସନରେ ଲଢିବ। କିଏ କେଉଁ ଆସନରୁ ଲଢ଼ିବ ତାହା ସ୍ଥିର ହୋଇନଥିଲା।

PM Modi inaugurates Dwarka Expressway
ଦୂର ହେବ ଟ୍ରାଫିକ୍‌ ସମସ୍ୟା; ‘ଦ୍ୱାରକା ଏକ୍ସପ୍ରେସୱେ’ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦି

ହରିୟାଣା ଦେଇ ଯାଇଥିବା ଦ୍ୱାରକା ଏକ୍ସପ୍ରେସର ମଧ୍ୟ ଲୋକାର୍ପଣ କରିଛନ୍ତି ମୋଦି। ହରିୟାଣା ଦେଇ ଯାଇଥିବା ୧୯ କିଲୋମିଟର ଲମ୍ବର ଦ୍ୱାରକା ଏକ୍ସପ୍ରେସୱେ ନିର୍ମାଣରେ ଖର୍ଚ୍ଚ ହୋଇଛି ୪୧ ଶହ କୋଟି ଟଙ୍କା।

General Elections
ଭାରତରେ କେମିତି ଗଢ଼ାଯାଏ ସରକାର ? ଜାଣନ୍ତୁ ପୂରା ପ୍ରକ୍ରିୟା..

ଜନପ୍ରତିନିଧି ବାଛିବା ପାଇଁ ନିର୍ବାଚନ ହେବା ନିହାତି ଆବଶ୍ୟକ। ଗଣତାନ୍ତ୍ରିକ ରାଷ୍ଟ୍ରରେ ନିଜ ନିଜ ପ୍ରତିନିଧି ମାଧ୍ୟମରେ ଜନସାଧାରଣ ଶାସନ କରିଥାନ୍ତି।

Electoral Bond
Electoral Bonds: SBI କୁ ସୁପ୍ରିମକୋର୍ଟଙ୍କ ଛାଟ; କାଲି ସୁଦ୍ଧା ତଥ୍ୟ ଦିଅ..

କାଲି ସୁଦ୍ଧା ବଣ୍ଡ ତଥ୍ୟ ଦେବା ପାଇଁ ଷ୍ଟେଟ ବ୍ୟାଙ୍କକୁ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ସଂଧ୍ୟା ୫ଟା ସୁଦ୍ଧା ତଥ୍ୟ ୱେବସାଇଟରେ ଅପଲୋଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

CM Yogi Adityanath
DeepFake ର ଶିକାର ହେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ; ଭିଡିଓ ଭାଇରାଲ..

ଦେଶର ପ୍ରମୁଖ ନେତା ଏବେ ଡିପ୍‌ ଫେକ୍‌ ଭିଡିଓର ଶିକାର ହେଉଥିବାର ଦେଖିବାକୁ ମିଳିଛି। ଏମିତିକି ନାମୀଦାମୀ ଲୋକଙ୍କର ଡିପ୍‌ ଫେକ୍‌ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାର ଦେଖିବାକୁ ମିଳିଥିଲା। ତେବେ ଏଥିରୁ ବର୍ତ୍ତି ନାହାନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

Drunk Doctor
ସରକାରୀ ଡାକ୍ତରଖାନାରେ ଇଏ କି ଚିତ୍ର ? ଉଲଗ୍ନ ହୋଇ ବୁଲିଲେ ନିଶାରେ ଚୁର୍‌ ଡାକ୍ତର

ଜାକ୍ତର ଜଣକ ମେଡିକାଲ ପରିସରରେ ଉଲଗ୍ନ ହୋଇ ବୁଲିବା ସହ ବୁଲି ବୁଲି ପରିଶ୍ରା କରୁଛନ୍ତି। ବାଥରୁମ୍‌ ଡୋର୍‌ ଖୋଲା ଥିବା ସତ୍ତ୍ୱେ ସେ ହାତରେ ଏକ କପଡ଼ା ଧରି ଉଲଗ୍ନ ହୋଇ ବୁଲୁଛନ୍ତି।

Boudh Politics
୨୪ ରେ ଖସିଯିବନି ତ ବିଜେଡିର ୨୦ ବର୍ଷର ଆସନ; ବଦଳିବ କି ବୌଦ୍ଧର ରାଜନୈତିକ ଗଣିତ ?

ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ। ଫୁଲବାଣୀ ଲୋକସଭା କ୍ଷେତ୍ର ଅଧୀନରେ ଥିବା ଏହି ଐତିହ୍ୟ ସଂପନ୍ନ ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ବେଶ୍ ଉଷ୍ଣ। ଏକଦା କଂଗ୍ରେସର ଦବଦବା ଥିବା ଏଇ ଆସନରେ ଗତ ୨୪ ବର୍ଷ ହେଲା ରାଜୁତି କରୁଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଦୀପ ଅମାତ୍।

Jajpur Election
୨୪ରେ ଯାଜପୁର ବିଜେପିର ଯୋଦ୍ଧା କିଏ..ଚତୁର୍ଥ ଥର ପାୱାରକୁ ଆସିବେ କି ପ୍ରଣବ?

ଶାସକ ଦଳର ସବୁଠୁ ପାୱାରଫୁଲ ନେତାଙ୍କ ଗଡ଼। ରାଜ୍ୟ ରାଜନୀତିର ଅନ୍ୟତମ ପ୍ରମୁଖ ଓ ଗୁରୁତ୍ୱପୂର୍ଣ୍ଣ ଆସନ, ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ। ୨୦୦୦ ମସିହାରୁ ବିଜେଡି ଆଉ ୨୦୦୯ରୁ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ହାତରେ ରହିଛି ଏ ଆସନର ଶାସନ ଡୋରୀ।

Yusuf Pathan
ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କୁ ପ୍ରାର୍ଥୀ କଲା TMC; କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ କରିବେ ମୁକାବିଲା

ୟୁସୁଫ ବହରାମପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ମୁକାବିଲା କରିବେ। ୟୁସୁଫଙ୍କ ବ୍ୟତୀତ ଟିଏମସିର ପ୍ରାର୍ଥୀ ତାଲିକାରେ ୪୧ଜଣଙ୍କ ନାଁ ରହିଛି।

Boy Stuck In Borewell
୪୦ ଫୁଟ ବୋରୱେଲରେ ଫସିଲେ ବ୍ୟକ୍ତି; ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି

କେଶୋପୁର ମଣ୍ଡି ନିକଟ ଦିଲ୍ଲୀ ଜଳ ବୋର୍ଡ ପ୍ଲାଣ୍ଟରେ ଏହି ଅଘଟଣ ଘଟିଛି। ବୋରୱେଲରୁ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।

Aravind Kejriwal
ମହିଳା ଭୋଟର୍‌ଙ୍କୁ ଉସକାଇଲେ କେଜ୍ରିୱାଲ; କହିଲେ, ‘ଘରେ ସ୍ୱାମୀ ମୋଦି ନାଁ ଧରିଲେ ଖାଇବାକୁ ଦିଅନି’

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ବାଚନୀ ସ୍ଲୋଗାନ। ସ୍ୱାମୀ ମୋଦି ଜପ କଲେ ସ୍ତ୍ରୀଙ୍କୁ ଖାଇବାକୁ ନ ଦେବାକୁ କହିଲେ କେଜ୍ରିୱାଲ।

BJP-BJD Alliance
ଛିଣ୍ଡୁନି ମେଣ୍ଟ ଘାଣ୍ଟ; ବିଜେଡି ଚାହୁଁଛି, ବିଜେପି ରାଜି ହେଉନି ?

ମେଣ୍ଟ ହବ ନା ହବନି ? କିଏ କହୁଛି ଆଲୋଚନା ଚାଲିଛି, ତ କାହାର ସିଧା ସିଧା ଖଣ୍ଡନ। ଦ୍ୱନ୍ଦ୍ୱ ବଢ଼ାଉଛି ନେତାଙ୍କ ବୟାନବାଜି। ଧୀରେ ଧୀରେ ଗୋଳିଆ ହେବାରେ ଲାଗିଛି ମେଣ୍ଟ ଥିଓରୀ।

Ratna Bhandar
ରଥଯାତ୍ରାରେ ଖୋଲିବ ତ ରତ୍ନଭଣ୍ଡାର ? ପ୍ରଶ୍ନ.. ରତ୍ନ ଠିକ୍‌ରେ ଅଛି ତ ?

ଆରମ୍ଭ ହେଲା ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଳଙ୍କାର ଗଣତି-ମଣତି କସରତ। ବସିଲା ରାଜ୍ୟ ସରକାରଙ୍କ ଗଠିତ ୧୨ ଜଣିଆ ଉଚ୍ଚସ୍ତରୀୟ ତଦାରଖ କମିଟିର ପ୍ରଥମ ବୈଠକ।

TDP, Jana Sena, BJP finalise alliance
NDA ରେ ସାମିଲ ହେଲା ତେଲୁଗୁ ଦେଶମ ପାର୍ଟି(TDP)

ଆନ୍ଧ୍ରପ୍ରଦେଶରେ ଦମ୍‌ ଦେଖାଇବ ବିଜେପି। ଏଥର ଚନ୍ଦ୍ରବାବୁ ନାଇଡୁ ଓ ପବନ କଲ୍ୟାଣଙ୍କ ଦଳ ସହ ମିଶି ବିଜେପି ଆନ୍ଧ୍ରପ୍ରଦେଶରେ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡିଛି। ଏଥିପାଇଁ ଆସନ ଭାଗବଣ୍ଟାକୁ ନେଇ ପ୍ରାୟ ଶେଷ ହୋଇଛି ବୁଝାମଣା।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।