• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Jagannath Temple
ମହାପ୍ରଭୁଙ୍କୁ ଆସିଲା ରାମଲାଲାଙ୍କ ଡାକରା

ଅଯୋଧ୍ୟା ରାମ ମନ୍ଦିରରେ ଆସନ୍ତା ୨୨ ରେ ପ୍ରାଣ ପ୍ରତିଷ୍ଠା କରାଯିବ । ଦିନ ଯେତିକି ପାଖଉଛି, ଉତ୍କଣ୍ଠା ସେତିକି ବଢ଼ୁଛି ।

Storage BackUp
ହ୍ୱାଟ୍ସଆପ୍‌ ୟୁଜର୍ସଙ୍କୁ ବଡ଼ ଝଟକା; ବ୍ୟାକଅପ୍‌ ପାଇଁ ଦେବାକୁ ପଡ଼ିବ ଏତିକି ଟଙ୍କା..

ହ୍ୱାଟ୍ସଆପ୍‌ ସହ ଦୁନିଆର କୋଟି କୋଟି ଲୋକ ଜଡ଼ିତ । ଏହାର ସାମାନ୍ୟ ପରିବର୍ତ୍ତନ ଲୋକଙ୍କ ଉପରେ ବେଶ୍‌ ପ୍ରଭାବ ପକାଇବ । ତେବେ ହ୍ୱାଟ୍ସଆପ୍‌ରେ ହୋଇଥିବା ବଡ଼ ପରିବର୍ତ୍ତନ ଏବେ ୟୁଜର୍ସଙ୍କୁ ପ୍ରଭାବିତ କରିଛି ।

Bomb Blast
ରାଜଧାନୀରେ ସନ୍ଦେହଜନକ ବିସ୍ଫୋରଣ; ଭୁଶୁଡ଼ିଲା ଘରର କାନ୍ଥ

ଝାରପଡ଼ା ଅଞ୍ଚଳର ଏକ ଘରେ ବିସ୍ଫୋରଣ ଘଟିଛି । ପୂର୍ବ ଶତ୍ରୁତାରୁ ବୋମାମାଡ଼ ହୋଇଥିବା ଥାନାରେ ଏତଲା ଦିଆଯାଇଛି ।

Minor Girl Death
ପୋଲିସ୍-ନକ୍ସଲ ଗୁଳି ବିନିମୟ ଭିତରେ ଚାଲିଗଲା କୁନି ଝିଅର ଜୀବନ

ନୂଆବର୍ଷ ଆରମ୍ଭରୁ ପୋଲିସ୍-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଓଡ଼ିଶା ସୀମା ଛତିଶଗଡ଼ର ବିଜାପୁର ଜିଲ୍ଲା ମୁତୱାଣ୍ଡିରେ ଗୁଳି ବିନିମୟ ବେଳେ ଜଣେ ୬ ମାସର ଶିଶୁକନ୍ୟାର ମୃତ୍ୟୁ ଘଟିଛି ।

Metro Rail Project
୪ ବର୍ଷ ଭିତରେ ମେଟ୍ରୋରେ ଯିବେ ଟ୍ୱିନସିଟି ବାସିନ୍ଦା

ବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଲାଗି ପଡ଼ିଲା ଭିତ୍ତିପ୍ରସ୍ତର। ଆଜି ନୂଆବର୍ଷର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବହୁ ପ୍ରତିକ୍ଷୀତ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସକାଳୁ ଭୁବନେଶ୍ୱର ବିମାନବନ୍ଦରସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ ପରେ ରୋଡ୍ ସୋ’ କରି ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ ବାରଙ୍ଗ...

New Challenge For Poltical Party
୨୩ ସରିଲା, ଚାଲିଲା ନିର୍ବାଚନୀ ବର୍ଷ ୨୪'

ଏପ୍ରିଲ୍ ବେଳକୁ ସାଧାରଣ ନିର୍ବାଚନ । କ’ଣ ରହିବ ରହିବ ରାଜନୈତିକ ସମୀକରଣ ? ଚବିଶ ଚ୍ୟାଲେଞ୍ଜକୁ ନେଇ ୩ ଦଳର ଅଙ୍କକଷା। ନୂଆବର୍ଷ ଆରମ୍ଭରୁ ଷ୍ଟ୍ରାଟେଜି କରାଯାଇ ଆରମ୍ଭ ହେବ ନିର୍ବାଚନ ପ୍ରଚାର। ହେଲେ ସବୁଠୁ ଅଧିକ ଆହ୍ୱାନ ରହିଛି ଶାସକ ବିଜେଡି ପାଇଁ।

Borewell Mishap
ମୃତ୍ୟୁକୁ ମାତ୍‌ ଦେଇଛି ବୋଲି ନାଁ ତାର ବିଜୟିନୀ; ବୋରୱେଲ୍‌ରେ ପଡ଼ିଥିଲା, ଆଜି ଭିମସାର୍‌ର ଗେହ୍ଲି ଝିଅ

ଜୀବନ ଯୁଦ୍ଧରେ ଜିତି, ସେ ନାଁ ପାଇଛି 'ବିଜୟିନୀ' । ଆଉ ପରିଚୟ-'ଭିମସାରର ଝିଅ' । କାରଣ ଏଇ ବୁର୍ଲା ଭିମସାରରେ ଡାକ୍ତରମାନଙ୍କ ଅମୃତ ଛୁଆଁ ତାକୁ ପୁନର୍ଜନ୍ମ ଦେଇଛି, ନର୍ସମାନଙ୍କ କୋଳରେ ସେ ବଢ଼ିଛି, ଆଉ ଏଠାକାର ବହୁ ପ୍ରସୂତିଙ୍କ କ୍ଷୀର ବି ପିଇଛି ।

Unbearable crowd in Puri
ନୂଆବର୍ଷରୁ ନୂଆ ବ୍ୟବସ୍ଥା ସତ୍ତ୍ୱେ ବି ଜଗା ଦର୍ଶନ ପାଇଁ ଅସମ୍ଭାଳ ଭିଡ଼

ଆବର୍ଷ, ନୂଆ ଆଶା, ବଡ଼ଦାଣ୍ଡରେ ନୂଆ ଅନୁଭବ...ଜୟ ଜଗନ୍ନାଥ ଧ୍ୱନି ଭିତରେ ବିଶ୍ୱନିୟନ୍ତାଙ୍କ ଦର୍ଶନରୁ ବର୍ଷ ଆରମ୍ଭ କରିବାକୁ ଜଗାଦୁଆରେ ଭିଡ଼ ଲାଗିଥିଲା। ଭକ୍ତଙ୍କୁ ବ୍ୟାରିକେଡ୍ ଯନ୍ତ୍ରଣାରୁ ମୁକ୍ତି ଦେବାକୁ ଆଜିଠୁ ପ୍ରଥମ କରି ଆରମ୍ଭ ହୋଇଥିଲା ଏସି ସେଡର ବ୍ୟବସ୍ଥା।

Wife Death
ହାଇଟେକ୍ ହସ୍ପିଟାଲ୍ ବିସ୍ଫୋରଣ ପରର ସାଂଘାତିକ ଟ୍ରାଜେଡି

ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲର ବିସ୍ଫୋରଣକୁ ଯିଏ ଦେଖିଛି, ସିଏ ଜାଣିଛି ତାର ଭୟାବହତାକୁ । ହେଲେ ଏହି ଟ୍ରାଜେଡି ଭିତରେ ଆଜି ଯେଉଁ ଖବର ସାମ୍ନାକୁ ଆସିଛି, ଯିଏ ଶୁଣୁଛି ତା ଛାତି କୋରି ହୋଇଯାଉଛି । କାରଣ ବିସ୍ଫୋରଣରେ ସ୍ୱାମୀଙ୍କ ଜୀବନ ଯିବାର ୨୪ ଘଣ୍ଟା ଭିତରେ...

Borewell Mishap
ଜୀବନ ଯୁଦ୍ଧରେ ଜିତିଲା, ବିଜୟନୀ ନାଁ ପାଇଲା

କଥାରେ ଅଛି, ଯାହାର କେହି ନାହାନ୍ତି, ତା ପାଇଁ ଭଗବାନ ଅଛନ୍ତି । ଦିନେ ନିଜ ଜନ୍ମକଲା ବାପାମାଆ ତାକୁ ଫିଙ୍ଗି ଦେଇଥିଲେ ଅନ୍ଧାରୀ କୂଅଁରେ । ହେଲେ ସେଦିନର ସେ ଅଲୋଡ଼ା ଶିଶୁ, ଆଜି ବୁର୍ଲା ଭିମସାରରେ ସମସ୍ତଙ୍କ ଅଲିଅଳି ।

Wife Death
ଭଲ ପାଇବାର ମାନେ କ’ଣ ଏୟା; ଦୁର୍ଘଟଣାରେ ସ୍ୱାମୀ ଗଲେ, ଝୁରି ଝୁରି ସ୍ତ୍ରୀ ବି ଚାଲିଗଲେ..

କାନ୍ଥରୁ ଲିଭିନି ଶୁଭ ବିବାହର ରଙ୍ଗ । ସାଇତା ହୋଇ ରହିଛି ଅଭୂଲା ସ୍ମୃତିର ଫଟୋ ଚିତ୍ର । ୨ ବର୍ଷ ତଳେ ସଂକଳ୍ପ କରି ସାତ ଜନ୍ମର ସାଥୀ ହେବା ପାଇଁ ସ୍ୱପ୍ନ ଦେଖି ଯେଉଁ ପ୍ରେମ ପକ୍ଷୀ ସୁଖର ନିଡ଼ଟିଏ ତିଆରି କରିଥିଲେ । ଆଜି...

Roller skating
ଓଡ଼ିଶା ପାଇଁ ଗୌରବ ଆଣିଲେ ଦେବାଂଶ; ଜାତୀୟ ରୋଲର୍‌ ସ୍କେଟିଂ ଚାମ୍ପିୟନସିପ୍‌ରେ ଜିତିଲେ କାଂସ୍ୟ ପଦକ

ଜାତୀୟ ରୋଲର ସ୍ପିଡ୍‌ ସ୍କେଟିଙ୍ଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପଦକ ହାସଲ କରିବାରେ ଏ ଆର୍‌ ଦେବାଂଶ ହୋଇଛନ୍ତି ପ୍ରଥମ ଓଡ଼ିଆ ।

No Work No Pay
ବିଳମ୍ବରେ ଅଫିସ ଆସିଲେ ଦରମା ବନ୍ଦ: BMC

ବିଏମସି ମୁଖ୍ୟାଳୟରେ କାମ କରୁଥିବା ସମସ୍ତ କର୍ମଚାରୀ ସକାଳ ୯.୪୫ରୁ ୧୦.୧୫ ମଧ୍ୟରେ ପହଞ୍ଚିବା ଦରକାର ।

ISRO
ଇତିହାସ ରଚିବ ଇସ୍ରୋ; ଲଞ୍ଚ ହେବ XPoSAT ସାଟେଲାଇଟ୍

ଆସନ୍ତା ଜାନୁଆରୀ ୧ ତାରିଖ ସକାଳ ୯ ଟାରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଛଡ଼ାଯିବ XPoSAT ସାଟେଲାଇଟ୍ ।

UPI Payment
ଦୀର୍ଘଦିନ ହେବ UPI ପେମେଣ୍ଟ ନ କରୁଥିଲେ, ନୂଆବର୍ଷରୁ ବନ୍ଦ ହୋଇଯିବ ଆକାଉଣ୍ଟ

ଯଦି ଆମେ କହିବା କି ଏଣିକି UPI ଆଉ କାମ ଦେବନି । ତେବେ ବିଶ୍ୱର ଅଧାରୁ ଅଧିକ ଲୋକଙ୍କୁ ଝଟକା ଲାଗିବ । ତେବେ ୟୁପିଆଇ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ ନାହିଁ ।

Ayodhya Ram Mandir
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଚୂଡାନ୍ତ ହେଲା ବିଗ୍ରହ; ଉଚ୍ଚତା ରହିବ ୫୧ ଇଞ୍ଚ

ଚୂଡାନ୍ତ ବିଗ୍ରହକୁ ଆସନ୍ତା ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସ୍ଥାପନା କରାଯିବ ।

Odisha Tableau
କର୍ତ୍ତବ୍ୟପଥରେ ଦେଖିବାକୁ ମିଳିପାରେ ଓଡ଼ିଆ କଳା ଓ ସଂସ୍କୃତିର ଝଲକ

ସାଧାରଣତନ୍ତ୍ର ଦିବସ ପରେଡରେ ବିଭିନ୍ନ ରାଜ୍ୟରୁ ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇବାକୁ ଥିବା ବେଳେ, ଓଡ଼ିଶାରୁ ଏନେଇ ଏକ ସୁନ୍ଦର ଡିଜାଇନ୍ ପଠାଇଛନ୍ତି ଶିଳ୍ପୀ କୀର୍ତ୍ତି କିଶୋର ମହାରଣା ।

Cold Wave
ପ୍ରବଳ ଶୀତ ! କୋରାପୁଟ-ସୁନ୍ଦରଗଡ଼ରେ ଘରୁ ବାହାରିବାକୁ ଡର ଲାଗୁଛି..

ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ବଢିଥିଲେ ବି ଜାରି ରହିଛି ଶୀତ ଲହରୀ ।

PM Modi
ଆଜି ଅଯୋଧ୍ୟା ଆସୁଛନ୍ତି ମୋଦି; ଅମୃତ ଭାରତ ଏକ୍ସପ୍ରେସ୍‌ର କରିବେ ଲୋକାର୍ପଣ

ଅଯୋଧ୍ୟାରୁ ଭିଡିଓ କନଫରେନସିଂ ଜରିଆରେ ମୋଟ ଛଅଟି ନୂତନ ବନ୍ଦେ ଭାରତ ଟ୍ରେନ୍ ଏବଂ ଦୁଇଟି ଅମୃତ ଭାରତ ଟ୍ରେନ୍ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

VK Pandian
ପୁରୀରେ 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ କଳା ପତାକା ଦେଖାଇ ବିରୋଧ..

ଆଜି ଭୋର ୫ଟା ସମୟରେ ଭି. କେ ପାଣ୍ଡିଆନ ପୁରୀ ଆସିଥିବା ସମୟରେ ଜିଲ୍ଲା କଂଗ୍ରେସ ପକ୍ଷରୁ ତାଙ୍କୁ ବିରୋଧ କରାଯାଇଛି ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।