ପୂର୍ବରୁ ୯ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲା। ଏବେ ଆଉ ୬ ଲୋକସଭା ପ୍ରାର୍ଥୀ ଘୋଷଣା କରାଯାଇଛି।
ଭୁଶୁଡୁଛି ବିଜେଡିର ଗଞ୍ଜାମ ଗଡ଼! ପ୍ରଦୀପ ପାଣିଗ୍ରାହୀ ସାଜିଛନ୍ତି ପୁରୋଧା। ଦିଗପହଣ୍ଡିରୁ ବିପିନ ପ୍ରଧାନ ପରେ ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଛାଡିଛନ୍ତି ବିଜେଡି ହାତ।
ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। କେତେକ ନେତାଙ୍କ ପାଇଁ ଅବସର ହୋଲି। ତେଣୁ ରାଜନୀତିରେ ରଙ୍ଗ ଲାଗିବାର ଥିଲା। ଆଉ ଲାଗିଲା ବି।
ଆସିକା ବ୍ଲକ ହରିଡ଼ାପଦର ପଞ୍ଚାୟତର ବରଗାଁ ଏବଂ ମାଗୁରା ଗାଁ । ଏହି ଦୁଇ ଗାଁର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ନିଜସ୍ୱ ଉଦ୍ୟମରେ ଆଜି ଭଲ ଦୁଇ ପାଇସା ରୋଜଗାର କରୁଛନ୍ତି ।
ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ମିଳୁଛି ସତ ହେଲେ ତାର ମାନ କିପରି ତାହା ସମସ୍ତଙ୍କ ଆଖି ସାମ୍ନାରେ।
ଜେଲ୍ ଯାଇଥିଲେ ଭଲ ମଣିଷ ହେବେ ବୋଲି। ମିଳିଥିଲା ଧନ୍ଦାମୂଳକ ପ୍ରଶିକ୍ଷଣ। ହେଲେ ତାହାକୁ ଭୁଲ ବାଟରେ ଲଗାଇ ଏବେ ପୁଣି ଜେଲ୍ ଗଲେ।
ଦିନକ ପରେ ରଙ୍ଗର ପର୍ବ ହୋଲି। ଏଥିପାଇଁ କଟକ ସହରର ହୋଲସେଲ ଓ ଖୁଚୁରା ବଜାରରେ ଲାଗିଛି ଭଳି କି ଭଳି ହୋଲି ସାମଗ୍ରୀର ପସରା। ପିଚକାରୀ, ବେଲୁନ, ମୁଖା, ଚୁଟି ଆହୁରି କେତେକଣ। ଆଉ ଏହାକୁ କିଣି ନେଉଛନ୍ତି ଲୋକେ।
ପୁଅର ବିବାହ ଭୋଜିରେ ଅତିଥିଙ୍କୁ ଉପହାର ଆଣିବାକୁ ମନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭୋଟ୍ ଦେବା ପାଇଁ ଅପିଲ୍ କଲେ ବର ପିତା।
ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ତିଆନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପଲଟନକୁ ମାତ୍ ଦେଇଛି ଟାଇଟନ୍ସ ଟିମ୍। ପାଣ୍ତ୍ୟାଙ୍କ ହରକତ୍କୁ ନେଇ ଅସନ୍ତୋଷ ପ୍ରକାଶ କଲେ ଫ୍ୟାନ୍ସ।
ଭସ୍ମ ଆଳତି ବେଳେ ଅବିର ପକାଯିବାରୁ ତତ୍କ୍ଷଣାତ ସେଥିରୁ ନିଆଁ ବ୍ୟାପିଥିବା କୁହାଯାଉଛି। ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପ୍ରାର୍ଥୀତ୍ୱ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।
ଗତ ଥର ପ୍ରାର୍ଥୀ ହୋଇଥିବା ୫ ବିଜେପି ନେତାଙ୍କୁ ଏଥର ମିଳିନି ଟିକେଟ୍। ବର୍ତ୍ତମାନର ୪ ସାଂସଦ ଓ ଜଣେ କେନ୍ଦ୍ରମନ୍ତ୍ରୀ ପ୍ରାର୍ଥୀ ତାଲିକାରୁ ବାଦ୍ ପଡ଼ିଛନ୍ତି।
ଆଜି ଦୋଳ ପୂର୍ଣ୍ଣିମା। ଅଥାର୍ତ ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମାନଙ୍କ ମଧ୍ୟରେ ଏହା ଅନ୍ୟତମ ଯାତ୍ରା।
ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭାରେ ଏକା ଲଢ଼ିବ ବିଜେପି। ‘ଏକ୍ସ’ ଜରିଆରେ ସ୍ପଷ୍ଟ କଲେ ମନମୋହନ ସାମଲ।
ଆରପାରିରେ ଓଡ଼ିଶା ରାଜନୀତିର ମହାଦ୍ରୁମ ତଥା ବାକ୍ୟ ବାଣ ଭାବରେ ପରିଚିତ ଦାମୋଦର ରାଉତ..
ପ୍ରସ୍ତାବ ଆସିଲା, ଗାଉଁଲି ଝିଅ ସହ ସହରୀ ପୁଅଙ୍କ ବିବାହ ଠିକ୍ ହେଲା । ପରିବାର ଲୋକଙ୍କ ସହମତି ପରେ ବାହାଘର ହେଲା ଫାଇନାଲ୍ । ତାପରେ ପୁଅ ଝିଅଙ୍କ ସାମ୍ନାସାମ୍ନି ଦେଖା । ହେଲେ କାଳହେଲା ବିବାହ ପୂର୍ବରୁ ପୁଅଝିଅଙ୍କ ମିଳାମିଶା..
ବାବୁମାନେ ଖାଇଗଲେ ହିତାଧିକାରୀଙ୍କ ପାଇଖାନା ଟଙ୍କା । ତଦନ୍ତ ପରେ ଲୋକାୟୁକ୍ତଙ୍କ ନୋଟିସ୍ । ହରଣଘଡ଼ାରେ ୩ ବିଡିଓ ଓ ୨ ଯନ୍ତ୍ରୀ । କଳା ତାଲିକାଭୁକ୍ତ ହେବେ ୮ ସ୍ୱୟଂ ସହାୟକ ଗୋଷ୍ଠୀ ।
ରାଜନୀତିର ବଦନାମ ସର୍ତ୍ତ....ସ୍ତ୍ରୀକୁ ବଦନାମ କର, ନିଅ ଏମଏଲଏ ଟିକେଟ ! ବିଧାୟକ ଟିକେଟ ପାଇଁ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରିବାକୁ ସ୍ୱାମୀ ଆଗରେ ଥିଲା ସର୍ତ୍ତ । ଜଣେ ମହିଳା ବିଧାୟିକାଙ୍କ ଚାଞ୍ଚଲ୍ୟକର ବୟାନ ପରେ ସାରା ଦେଶରେ କମ୍ପନ ।
ଗୋଟେପଟେ କାନ୍ଧରେ ଶବ ନେଇ ଶ୍ମଶାନରେ ଲୋକେ ପହଞ୍ଚୁଛନ୍ତି ଅନ୍ତିମ ସଂସାର ପାଇଁ... ଆଉ ଅନ୍ୟପଟେ ଡିଜେ ଗୀତରେ ଝୁମୁଛନ୍ତି ଲୋକେ । ପରସ୍ପର ଉପରେ ପିଙ୍ଗୁଛନ୍ତି ଅବିର ଓ ଫୁଲ । ଆଉ ସମସ୍ତଙ୍କ ମୁହଁରେ ଗୋଟିଏ ନାରା ହର୍ ହର୍ ମହାଦେବ । ଏପରି ଅଦ୍ଭୁତ...
ଜବାନିରେ ବାର୍ଦ୍ଧକ୍ୟ ! କଣ ଆରମ୍ଭରୁ ଠେଲା ରୋଗ.. ଅରଖ ନୂଆ ବସର ଏମିତି ଅବସ୍ଥା !