• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

BJP MP Jual Oram
ରାଜ୍ୟରେ ବିଜେପି-ବିଜେ଼ଡି ମେଣ୍ଟ ! ମୌନେ ସମ୍ମତିର ଲକ୍ଷଣ..

ଏକାଠି ହେଉଛନ୍ତି କି ବିଜେପି- ବିଜେଡି। କଣ NDAକୁ ବାହୁଡିବେ କି ନବୀନ?

False Case
ଯେବେ ରକ୍ଷକ ସାଜେ ଭକ୍ଷକ; ଦୋଷ ନ ଥାଇ ବି ଭୋଗିଲେ ୮ବର୍ଷ କାରଦଣ୍ତ

ବର୍ଷ ବର୍ଷର ଆଇନର ଲଢେଇ ପରେ ଏବେ ଛାତିଫଟା ଖୁସି ବି ନିଅଣ୍ଟ ପଡୁଛି। ୮ ବର୍ଷରେ ଘଟିଥିବା ଗୋଟି ଗୋଟି କାହାଣୀ କହୁଛନ୍ତି ଜୟପୁରର ନିରଞ୍ଜନ ଦାଶ।

MKCG Hospital
ପୁଣି ପଦାରେ ପଡ଼ିଲା ସ୍ୱାସ୍ଥ୍ୟ ବିଭାଗର ସତ; ହୁତୁହୁତୁ ଜ୍ୱଳାରେ ହନ୍ତସନ୍ତ ରୋଗୀ

ଯୁଆଡେ ଦେଖିବେ ଖାଲି ବଡ ବଡ କୋଠା। ହେଲେ ନାହିଁ ବର୍ଣ୍ଣ କେୟାର ୟୁନିଟ୍। ଦକ୍ଷିଣ ଓଡ଼ିଶାର ସବୁଠାରୁ ସବୁଠାରୁ ପ୍ରମୁଖ MKCG ମେଡିକାଲରେ ପରିତାପର ବିଷୟ।

Facebook Instagram Server Down
Meta ୟୁଜର୍ସଙ୍କ ମୁଣ୍ତ ଗୋଲ୍‌; କାମ କରୁନି ଫେସବୁକ୍‌-ଇନଷ୍ଟା

ଫେସବୁକ୍ ଖୋଲିଲେ 'ଲଗ୍ ଇନ' ମାଗୁଛି। ଲଗ୍ ଇନ୍ ରିଜେକ୍ଟ ଦେଖାଉଛି।

Loot
ଚଇନି ଚିକ୍କଣ ହୋଇ ଆସିଲେ; ଗିଫ୍ଟ ସୁନା ଗହଣା ଧରି ଛୁ ମାରିଲେ..

ଲୁଟେରାଙ୍କ ଟାର୍ଗେଟରେ ବିବାହ ମଣ୍ଡପ। ରିସେପସନରୁ ଟଙ୍କା, ସୁନା, ଗିଫ୍ଟ ନେଇ ମାରୁଛନ୍ତି ଚମ୍ପଟ।

BJD
ବିଜେଡି ଟିକଟ ପାଇଁ ବିକଳ ନେତା.. ଧମକ ଦେଲେଣି, ପ୍ରାର୍ଥୀ ନକଲେ ଦଳକୁ ବାଏ ବାଏ କରିବୁ !

ନିର୍ବାଚନ ଯେତିକି ପାଖଉଛି, ବିଜେଡି ଟିକେଟ୍ କଳି ସେତିକି ବଢୁଛି। ଶୀର୍ଷ ନେତୃତ୍ୱଙ୍କୁ ଚାଲେଞ୍ଜ ଦେଉଛନ୍ତି ଆଶାୟୀ। ରାଜଧାନୀରେ ତ ଟିକେଟ କଳି ତୀବ୍ର ରୂପ ଧାରଣ କଲାଣି।

PM Modi
ଇଣ୍ଡିମେଣ୍ଟର ଧୂଲେଇ କଲେ, ଅବକୀ ବାର ୪୦୦ ପାର କହିଲେ; ରୋଡ ସୋ' ଦେଖି ଅଭିଭୂତ ହେଲେ ମୋଦି

ଅଭୂତପୂର୍ବ ଜନ ସମାବେଶ..ଅଭିଭୂତ ମୋଦି। ସମୟ ପାଖାପାଖି ୩ଟା ୫୦। ଏକ ସୁସଜ୍ଜିତ ଖୋଲା ଜିପରେ ଚଣ୍ଡିଖୋଲର ବିଶାଳ ଗ୍ୟାରେଣ୍ଟି ସମାବେଶକୁ ଆସିଲେ ପ୍ରଧାନମନ୍ତ୍ରୀ ମୋଦି।

Blood Vomiting
ମାଉଥ୍‌ ଫ୍ରେସନର୍‌ ଖାଇ ରକ୍ତବାନ୍ତି; ରେଷ୍ଟୁରାଣ୍ଟ ମାଲିକଙ୍କ ନାଁରେ ମାମଲା

ଆମେ ପ୍ରାୟତଃ ହୋଟେଲରେ ମିଲ୍‌ ଖାଇବା ପରେ ମାଉଥ୍‌ ଫ୍ରେସନର୍‌ ଖାଇଥାଉ। ହରିୟାଣା ଗୁରୁଗ୍ରାମରେ ମାଉଥ ଫ୍ରେସନର ଖାଇ ୫ଜଣ ରକ୍ତବାନ୍ତି କରିଥିବାର ସୂଚନା ମିଳିଛି।

Plus Two Answer Sheet
‘ମୋ ଦେହ ଭାରି ଖରାପ.. ଠିକ୍‌ରେ ପାଠ ପଢ଼ିନି.. ପ୍ଲିଜ୍‌ ଭଲ ମାର୍କ ଟିକେ ଦେବେ’

ଜଣେ ଯୁକ୍ତ ୨ ଛାତ୍ରୀଙ୍କ ପରୀକ୍ଷାର ଉତ୍ତର ଖାତା ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଯାହାକୁ ପଢ଼ି ସବୁ ଆଶ୍ଚର୍ଯ୍ୟ ହୋଇ ପଡ଼ିଛନ୍ତି।

PM Modi
‘ସମସ୍ତଙ୍କୁ ମାଗଣା ବିଜୁଳି ଦେବା ମୋଦିଙ୍କ ଗ୍ୟାରେଣ୍ଟି’

ଦିନିକିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାସକ ପରେ ପୁଣି ଥରେ ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ। ଗତମାସ ୩ ତାରିଖରେ ସମ୍ବଲପୁର ଆସିଥିଲେ ମୋଦି। ରାଜ୍ୟବାସୀଙ୍କୁ ୨୦ ହଜାର କୋଟିର ବିକାଶମୂଳକ ପ୍ରକଳ୍ପ ଭେଟି ଦେଇଛନ୍ତି।

Kolkata High Court
ଅଜଣା ମହିଳାଙ୍କୁ ଡାର୍ଲିଙ୍ଗ ଡାକିଲେ ଲାଗିବ କେସ୍‌...ଯିବାକୁ ପଡ଼ିବ ଜେଲ୍‌

ରାସ୍ତାରେ ଗଲା ବେଳେ ଅଜଣା ଯୁବତୀଙ୍କୁ ଡାର୍ଲିଙ୍ଗ ଡାକିଲେ ଲାଗିବ କେସ୍‌। ଏକ ଯୌନ ଉତ୍ପୀଡ଼ନ ମାମଲାର ଶୁଣାଣି ବେଳେ କୋଲକାତା ହାଇକୋର୍ଟ ଏହି ରାୟ ଦେଇଛନ୍ତି । ଯଦି କୌଣସି ବ୍ୟକ୍ତି ଅଜଣା ଯୁବତୀଙ୍କୁ ଡାର୍ଲିଙ୍ଗ ବୋଲି ସମ୍ବୋଧନ କରେ, ତେବେ ସେ ଦୋଷୀ ସାବ୍ୟସ୍ତ ହେବେ।...

Awas Yojana
ଆବାସ ଯୋଜନା କିସ୍ତି ଲୁଟି ନେଉଛନ୍ତି ଠିକାଦାର

ଆବାସ ଯୋଜନା କିସ୍ତି ଲୁଟୁଛନ୍ତି ଠିକାଦାର। ଘର ଯୋଗାଇବା ନାଁରେ ଭୂଆଁ ବୁଲାଉଛନ୍ତି।

General election 2024
ସୁରୁଖୁରୁରେ ନିର୍ବାଚନ କିପରି ହେବ ଚାଲିଛି ପ୍ରକିୟା

ସୁରୁଖୁରୁରେ ନିର୍ବାଚନ କିପରି ହେବ ଚାଲିଛି ପ୍ରକିୟା। ତାଲିମରେ ପାଠ ପଢା ସହ ପରୀକ୍ଷା ଦେଲେ ଅଧିକାରୀ । ଅଧିକାରୀ ବନିଲେ ଛାତ୍ର ଛାତ୍ରୀ। ଆଉ ହେଡ ମାଷ୍ଟର ସାଜିଲେ ଜିଲ୍ଲାପାଳ..

Road Problem
ବିପଦରେ ଚାନ୍ଦବାଲି ବୈତରଣୀ ସେତୁ; କେତେବେଳେ ବି ଘଟିପାରେ ଅଘଟଣ

ଦୁର୍ବଳ ହେଲାଣି ଚାନ୍ଦବାଲି ବୈତରଣୀ ସେତୁ । ବ୍ରିଜର ଆପ୍ରୋଚ ରୋଡ୍ରେ ଅଢ଼େଇ ଫୁଟର ଗର୍ତ୍ତ ସୃଷ୍ଟି ହୋଇଛି । ଚାନ୍ଦବାଲି ବୈତରଣୀ ବ୍ରିଜ୍ ୪ଟି ଜିଲ୍ଲାର ଗମନା ଗମନରେ ମାଧ୍ୟମ ସାଜିଥିବା ବେଳେ ଏବେ ଭାରି ଯାନ ପାଇଁ ବଢ଼ିଲାଣି ବିପଦ ଆଶଙ୍କା ..

Woman Seeks Govt Help
ହେ ନବୀନ ବାବୁ ମୋତେ ଘର ଖଣ୍ଡେ ଦିଅ, ମୁଁ ମୋ ପରିବାର ସହ ରହିବି

ନବୀନ ସରକାରଙ୍କୁ ଗୁହାରୀ କରୁଛି ମୋତେ ଘର ଖଣ୍ଡ ଦିଅ, ମୁଁ ମୋର ଦୁଇ ପିଲାଙ୍କୁ ଧରି ଭଲରେ ରହିବି l ଏଭଳି କହି ସରକାରଙ୍କୁ ଗୁହାରୀ କରିଛନ୍ତି ଜଣେ ୭୦ ବର୍ଷୀୟା ବୃଦ୍ଧା । ଆବାସ ଘର ପାଇଁ ୨୦ ବର୍ଷ ହେଲା ଗୁହାରୀ ଜରି କରି...

Apana Eka Nuhanti
ପରିବାର ପାଇଁ ଦିନ ରାତି ଏକ କରି ଦୌଡ଼ୁଥିଲେ ଏବେ ଚାଲିବାକୁ ବଳ ନାହିଁ

ପରିବାର ପାଇଁ ଦିନ ରାତି ଏକ କରି ଦୌଡ଼ୁଥିଲେ ଏବେ ଚାଲିବାକୁ ବଳ ନାହିଁ..

Education System
କେବେ ରାସ୍ତା କଡ଼େ କେବେ ଗଛ ମୂଳେ; ଏମିତି ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର

ରାଜ୍ୟ ସରକାର ଥିରେ ଆଖି ଖୋଲି ଦେଖନ୍ତୁ ଏଠି କେମିତି ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର । ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୪ ବର୍ଷ ହେଇଗଲା ଏମିତି, କେବେ ରାସ୍ତା କଡ଼େ ତ ପୁଣି କେବେ ଗଛ ମୂଳେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର । ନୀଳଗିରିରୁ...

Joint Exercise Indian-Japan Army
ରାଜସ୍ଥାନରେ ଭାରତ-ଜାପାନର ମିଳିତ ସମରାଭ୍ୟାସ

ଭାରତ ଏବଂ ଜାପାନ୍ ମଧ୍ୟରେ ଚାଲିଥିବା ‘ଧର୍ମା ଗାର୍ଡିୟନ’ ସମରାଭ୍ୟାସ ଶେଷ ହୋଇଛି । ଯୁଦ୍ଧାଭ୍ୟାସର ଅନ୍ତିମ ଦିନରେ ଆତଙ୍କବାଦୀଙ୍କୁ ଖୋଜିବା ସେମାନଙ୍କୁ ନିପାତ କରିବାର ଶୈଳୀ ପ୍ରଦର୍ଶନ କରିଥିଲେ..

Malware Attack
ସାବଧାନ Android ୟୁଜର୍ସ !! ଆସିଗଲା ନୂଆ ଭାଇରସ..ଖାଲି ହୋଇଯିବ ଆକାଉଣ୍ଟ..

ତେବେ କୋଟି କୋଟି ସ୍ମାର୍ଟ ଫୋନ୍‌ ୟୁଜର୍ସଙ୍କ ମୁଣ୍ତ ଉପରେ ବିପଦ ଘୂରି ବୁଲୁଛି। ସିକ୍ୟୁରିଟି ଏକ୍ସପର୍ଟ ଏକ ନୂଆ ଭାଇରସ୍‌ ବିଷୟରେ ଅବଗତ କରାଇଛନ୍ତି, ଯାହାର ନାମ ହେଲା Android XLoader

Supreme Court Verdict
ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ; ଭୋଟ୍‌ ବଦଳରେ ନୋଟ୍‌ ଦେଲେ MLA-MP ଙ୍କ ବିରୋଧରେ ହେବ ମାମଲା..

ନିଜ ପୂର୍ବ ରାୟ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ। ନୋଟ୍ ନେଇ ଭୋଟ୍ କିମ୍ବା ଭାଷଣ ଦେଇପାରିବେନି। ଜନ ପ୍ରତିନିଧିଙ୍କ ଉପରେ ମାମଲା ହୋଇପାରିବ ବୋଲି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ୭ ଜଣିଆ ଖଣ୍ଡପୀଠ ରାୟ ଶୁଣାଇଛନ୍ତି।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।