• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Odia Labour Died
ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ

ପରିବାର ପୋଷିବାକୁ ସର୍ଦ୍ଦାର କଥାରେ ଦାଦନ ଖଟି ଯାଇଥିଲେ । ଆଉ ଫେରିଲେନି । ଆଉ ଫେରିଲା ତ କେବଳ ତାଙ୍କର ମୃତଦେହ ।

Chilika Lake
ଚିଲିକାକୁ ମାଡ଼ି ବସୁଛି ନଳ ଘାସ, ଦଳ

ଚିଲିକାକୁ ମାଡ଼ି ବସୁଛି ନଳ ଘାସ, ଦଳ । ସଙ୍କୁଚିତ ହେଉଛି ଏସିଆ ମହାଦେଶର ସର୍ବବୃହତ ଲୁଣା ହ୍ରଦ । ଚିଙ୍ଗୁଡ଼ି ମାଫିଆମାନେ ଭିତର ଚିଲିକାରେ ବଡ଼ ବଡ଼ ଅଂଚଳ ଆବଦ୍ଧ କରି ଘେରି କରୁଥିବାରୁ ଦଳ ବଢ଼ୁଥିବା ଅଭିଯୋଗ ।

Tourism
ବିପଦ ମୁହଁରେ ପର୍ଯ୍ୟଟକ

ଚାଲିଛି ପର୍ଯ୍ୟଟନ ଋତୁ । ହେଲେ ବୁଲାବୁଲି ମଜାମସ୍ତି ନାଁରେ ଭୁଲିଯାଉଛନ୍ତି ନିଜ ସୀମା ସରହଦ । ଆଉ ଉତ୍ସାହିତ ହୋଇ ବିପଦ ମୁହଁକୁ ଟାଣି ହେଇଯାଉଛନ୍ତି ପର୍ଯ୍ୟଟକ ।

Arun Yogiraj
ଅଯୋଧ୍ୟାରେ ପୂଜା ପାଇବ କେଉଁ ସ୍ଥପତିଙ୍କ ମୂର୍ତ୍ତି ?

କିଏ ସେ ଭାଗ୍ୟବାନ ମୂର୍ତ୍ତିକାର ଯାହାଙ୍କ ମୂର୍ତ୍ତି ଭବ୍ୟ ରାମ ମନ୍ଦିରରେ ପୂଜା ପାଇବ । ଏହାରି ଭିତରେ ପ୍ରଖ୍ୟାତ ସ୍ଥପତି ଅରୁଣ ଯୋଗୀରାଜଙ୍କ ନିର୍ମିତ ମୂର୍ତ୍ତି ଗର୍ଭଗୃହ ଲାଗି ଚୂଡ଼ାନ୍ତ ହୋଇଥିବା ନେଇ କେନ୍ଦ୍ରମନ୍ତ୍ରୀ ପହଲ୍ଲାଦ ଯୋଶୀ ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ । ଏହାପରେ ଅରୁଣ...

Delivery Boy
ମିଳିଲାନି ପେଟ୍ରୋଲ, ଘୋଡ଼ାରେ ବସି ଫୁଡ୍‌ ଡେଲିଭରି କଲେ ଜୋମାଟୋ ବୟ..ଭିଡିଓ ଭାଇରାଲ

ପେଟ୍ରୋଲ ମିଳିଲାନି ବୋଲି ଘୋଡ଼ା ଉପରେ ବସି ଫୁଡ୍‌ ଡେଲିଭରି କଲେ ଜଣେ ଜୋମାଟୋ ବୟ । ଏହାର ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

David Warner
ଟେଷ୍ଟରେ ୱାର୍ଣ୍ଣରଙ୍କ ବିରଳ ରେକର୍ଡ; ପ୍ରତି ୭ଟି ଇଂନିସରେ ଗୋଟିଏ ଶତକ

ୱାର୍ଣ୍ଣର ୧୧୧ଟି ଟେଷ୍ଟରୁ ୪୪.୫୮ ଆଭରେଜରେ ୮,୬୯୫ ରନ୍ କରିଛନ୍ତି । ୨୦୩ଟି ଇଂନିସ ମଧ୍ୟରେ ରହିଛି ୨୬ଟି ଶତକ ଓ ୩୬ଟି ଅର୍ଦ୍ଧଶତକୀୟ ଇଂନିସ । ତାଙ୍କର ଶ୍ରେଷ୍ଠତମ ସ୍କୋର ହେଉଛି ଅପରାଜିତ ୩୩୫ ।

Soumya Ranjan Patnaik
ମୁହଁ ଖୋଲିଲେ ସୌମ୍ୟ; କହିଲେ, ମୋର କିଛି ନାହିଁ..ଯାହାଙ୍କୁ ଗଢ଼ିଥିଲି, ସେମାନେ ଚୋଟ ମାରିଲେ

ଖୋର୍ଦ୍ଧାରେ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବଡ଼ ମନ୍ତବ୍ୟ ଦେଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ।

Stipend
ବଢ଼ିଲା ନର୍ସିଂ, ଫାର୍ମାସୀ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ

ନର୍ସିଂ, ଫାର୍ମାସୀ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବଢ଼ାଇଲେ ରାଜ୍ୟ ସରକାର ।

Deer Park
ବନ୍ଦ ହେବ ୪୦ ବର୍ଷର କଟକ 'ଡିଅର ପାର୍କ'

ଆଉ ଦେଖିବାକୁ ମିଳିବେ ନାହିଁ କଟକ ସହର ଭିତରେ ଥିବା ଡିଅର ପାର୍କର ଚଳ ଚଂଚଳ ଜୀବ । ଗଲା ୪୨ ବର୍ଷ ଧରି ଉଭୟ ସହରବାସୀ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ଚିତ୍ରିତ ହରିଣ ମାନେ ଏବେ ଏଠାରୁ ସ୍ଥାନାନ୍ତର ହୋଇଯିବେ ।

Panchanga
Panchang today 3rd Jan 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ଧନୁମାସ  ପୌଷ କୃଷ୍ଣପକ୍ଷ । ଇଂରାଜୀରେ  ତାରିଖ ୦୩ ବୁଧବାର । ଚନ୍ଦ୍ର- କନ୍ୟା ଅହୋରାତ୍ର, ତିଥି- ୭ମୀ ରାତ୍ରି ୦୭.୪୮ ଗତେ ୮ମୀ, ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର, ଘାତବାର- କର୍କଟ ରାଶିର, ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ  ତିଳକାଞ୍ଚନ ଦାନ ଦିବା ୦୨.୪୫ ଗତେ ୧ ପାଦ-ପଶୁସମ୍ପଦ...

Daily Horoscope 11th Dec 2023
Daily Horoscope 3rd Jan 2024: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଧନ ଲାଭର ଯୋଗ ରହିଛି..

ସୈାର ଧନୁମାସ  ପୌଷ କୃଷ୍ଣପକ୍ଷ । ଇଂରାଜୀରେ  ତାରିଖ ୦୩ ବୁଧବାର । ଚନ୍ଦ୍ର- କନ୍ୟା ଅହୋରାତ୍ର, ତିଥି- ୭ମୀ ରାତ୍ରି ୦୭.୪୮ ଗତେ ୮ମୀ, ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର, ଘାତବାର- କର୍କଟ ରାଶିର, ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ  ତିଳକାଞ୍ଚନ ଦାନ ଦିବା ୦୨.୪୫ ଗତେ ୧ ପାଦ-ପଶୁସମ୍ପଦ...

Fire Mishap
ରାଜଧାନୀ ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ; ହୁତୁହୁତୁ ହୋଇ ଜଳିଲା ବିଲଡିଂ

ବୱାନା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି ।

Ayodhya Ram Mandir
ରାମ ନଗରୀରୁ ଶ୍ରୀକ୍ଷେତ୍ର ଆସିଲା ନିଉତା: ମୂର୍ତ୍ତି ଚୂଡାନ୍ତ ଚୟନକୁ ଖଣ୍ଡନ

ଶ୍ରୀକ୍ଷେତ୍ରମଣିଙ୍କୁ ରାମନଗରୀରୁ ଆସିଛି ସାଦର ନିମନ୍ତ୍ରଣ । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ବାଜିଲା ଶଙ୍ଖ । ପାନ, ଗୁଆ, ନଡ଼ିଆ, ଅକ୍ଷତ ଚାଉଳ, ଉପବିତ ଓ ନୂଆବସ୍ତ୍ର ସହ ସଜେଇ ହୋଇ ରହିଛି ନିମନ୍ତ୍ରଣ ପତ୍ର ।

Tree Plantation
ବର୍ଷ ଆରମ୍ଭରୁ ବଡ଼ ଦୁର୍ନୀତି : ଗଛ ନାଁରେ ସାଢେ ୬ କୋଟି ଚଳୁ

କାଗଜ କହୁଛି ଭୁବନେଶ୍ୱର ସୌନ୍ଦର୍ଯ୍ୟକରଣ ପାଇଁ କୋଟି କୋଟି ଟଙ୍କାର ଗଛ ଲାଗିଛି । ୮ଟି ସ୍ଥାନରେ ଗଛ ଲଗାଇବାକୁ ଖର୍ଚ୍ଚ ହୋଇଛି ସାଢ଼େ ୬ କୋଟି ଟଙ୍କା ।

Crime In Bhubaneswar
କ୍ରାଇମ୍‌ ସିଟି ପାଲଟିଛି ଭୁବନେଶ୍ୱର ! ମାତିଲେଣି ଲୁଟେରା, ଟାର୍ଗେଟରେ ଜନତା

ବର୍ଷ ଆରମ୍ଭରୁ ଲୁଟେରାଙ୍କ ଟାର୍ଗେଟରେ ସାଧାରଣ ଜନତା । ଟଙ୍କା ପାଇଁ ବେକ କାଟିଲେ । କ୍ଲବରେ ପଶି ଯୁବକଙ୍କୁ ହାଣିଲେ ଏବଂ ଘର ଭିତରକୁ ବୋମା ମାଡ଼ କଲେ । ଭୋର ୩ ଟା, ଚନ୍ଦ୍ରଶେଖରପୁର ଥାନା ଡମଣା ଗ୍ରାମରେ ଲୁଟେରା ଆରମ୍ଭ କରିଛନ୍ତି ବର୍ଷର ପ୍ରଥମ ଶୀକାର...

Banakalagi Of Lord Jagannath
ଶ୍ରୀମନ୍ଦିରରେ ୪ ଘଣ୍ଟା ପାଇଁ ଜଗା ଦର୍ଶନ ବନ୍ଦ

ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Ayodhya Ram Mandir
ଅଯୋଧ୍ୟା ରାମମନ୍ଦିରରେ ସ୍ଥାପନ ହେବ କେଉଁ ବିଗ୍ରହ ?

ଚୂଡ଼ାନ୍ତ ହୋଇଛି ରାମଲାଲାଙ୍କ ଦିବ୍ୟ ବିଗ୍ରହ ! ମନ୍ଦିରର ଗର୍ଭ ଗୃହରେ ଲାଗିବ ଶ୍ରୀରାମଙ୍କ ଏଭଳି ମୂର୍ତ୍ତି ! ଏଭଳି କିଛି ଖବର ଆଜି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

Shubman Gill
ଇନଷ୍ଟାରେ ଗିଲ୍‌ଙ୍କ ଭାବବିହ୍ୱଳ ପୋଷ୍ଟ..‘ଯାହା ଆଶା ଥିଲା, ପୂରଣ ହେଲାନି’

‘ଯାହା ଭାବିଥିଲି, ତାହା କିନ୍ତୁ ହେଲା ନାହିଁ’..ଏମିତି କିଛି ଭାବବିହ୍ୱଳ ପୋଷ୍ଟ ସେୟାର କରିଛନ୍ତି ଶୁବମନ ଗିଲ୍‌ । ସେ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଏଭଳି କିଛି ଲେଖି ଫଟୋ ସେୟାର କରିଛନ୍ତି ।

Jagannath Temple
ମହାପ୍ରଭୁଙ୍କୁ ଆସିଲା ରାମଲାଲାଙ୍କ ଡାକରା

ଅଯୋଧ୍ୟା ରାମ ମନ୍ଦିରରେ ଆସନ୍ତା ୨୨ ରେ ପ୍ରାଣ ପ୍ରତିଷ୍ଠା କରାଯିବ । ଦିନ ଯେତିକି ପାଖଉଛି, ଉତ୍କଣ୍ଠା ସେତିକି ବଢ଼ୁଛି ।

Storage BackUp
ହ୍ୱାଟ୍ସଆପ୍‌ ୟୁଜର୍ସଙ୍କୁ ବଡ଼ ଝଟକା; ବ୍ୟାକଅପ୍‌ ପାଇଁ ଦେବାକୁ ପଡ଼ିବ ଏତିକି ଟଙ୍କା..

ହ୍ୱାଟ୍ସଆପ୍‌ ସହ ଦୁନିଆର କୋଟି କୋଟି ଲୋକ ଜଡ଼ିତ । ଏହାର ସାମାନ୍ୟ ପରିବର୍ତ୍ତନ ଲୋକଙ୍କ ଉପରେ ବେଶ୍‌ ପ୍ରଭାବ ପକାଇବ । ତେବେ ହ୍ୱାଟ୍ସଆପ୍‌ରେ ହୋଇଥିବା ବଡ଼ ପରିବର୍ତ୍ତନ ଏବେ ୟୁଜର୍ସଙ୍କୁ ପ୍ରଭାବିତ କରିଛି ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।