• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Sanitary Napkins
କଦଳୀ ପାଟୁକାରୁ ସାନିଟାରି ପ୍ୟାଡ୍, କରିହେବ ପୁନଃ ବ୍ୟବହାର

କଦଳୀ ପାଟୁକାରୁ ସାନିଟାରି ପ୍ୟାଡ୍ । ମାତା ଅମୃତାନନ୍ଦମୟୀ ମଠ ପକ୍ଷରୁ 'ସୌଖ୍ୟମ' ଅଭିଯାନରେ ତିଆରି। ଖୁବଶୀଘ୍ର ଓଡ଼ିଶାରେ ବି ତିଆରି ହେବ ଶସ୍ତା ଓ ପୁନଃ ବ୍ୟବହାର ଯୋଗ୍ୟ ପ୍ୟାଡ୍

Pakhala Dibasa
ବିଶ୍ୱ ପଖାଳ ଦିବସରେ ମହ ମହ ବାସିଲା ପଖାଳ କଂସା

ବିଶ୍ବ ପଖାଳ ଦିବସରେ ମହ ମହ ବାସିଲା ପଖାଳ କଂସା। ଝୁମ୍ପୁଡିରୁ ଷ୍ଟାର ହୋଟେଲ, ସବୁଠି ଖାଣ୍ଟି ଓଡ଼ିଆ ଖାଦ୍ୟର ମଜା। ନେତା-ସେଲିବ୍ରିଟି ବି ଖାଇଲେ ପଖାଳ, ଓଡ଼ିଶାବାସୀକୁ ଚାରିଆଡୁ ଶୁଭେଚ୍ଛା

Water Logging
ଯୁଆଡେ ଅନେଇଲେ ଖାଲି ପାଣି ହିଁ ପାଣି; ଅସରାଏ ବର୍ଷାରେ ବେହାଲ ଟ୍ୱିନ୍‌ସିଟି

କଟକ ମହାନଗର ନିଗମ ୩୧ ଓ ୩୨ ନମ୍ବର ୱାର୍ଡ ଫ୍ରେଣ୍ଡସ କଲୋନୀରେ ଯୁଆଡେ ଅନେଇଲା ଖାଲି ପାଣି ହିଁ ପାଣି। ଅସରାଏ ବର୍ଷାରେ ରାସ୍ତା ହେଉ କି ଘର ସବୁଠି ଆଣ୍ଠୁଏ ଆଣ୍ଠୁଏ ପାଣି। ଆଉ ସେହି ପାଣି ଭିତରେ ଚଳପ୍ରଚଳ କରୁଛନ୍ତି ପ୍ରାୟ ୫୦ ପରିବାର।

Pakhala Dibasa
ଝୁମ୍ପୁଡିରୁ ଷ୍ଟାର ହୋଟେଲ; ସବୁଠି ମହ ମହ ବାସିଲା ପଖାଳ କଂସା

ଭୁବନେଶ୍ୱରର ଷ୍ଟାର ହୋଟେଲରେ ବି ଜମିଛି ପଖାଳ ଖିଆ। ଏଠି ନନଭେଜ୍ ପଖାଳ କଂସା ପିଛା ହଜାରେ ଟଙ୍କା। ସାତ ଶହରେ ସାଦା ପଖାଳ ମିଲ। ମାଟି ହାଣ୍ଡି ଓ ପାତ୍ରରେ ଦହି ଓ ଛୁଙ୍କ ପଖାଳ ସାଙ୍ଗକୁ ରକମ ରକମର ବ୍ୟଞ୍ଜନ।

Jharpada Jail
ଜେଲ୍‌ରେ ମିଳୁଛି ଗଞ୍ଜେଇ ସାଙ୍ଗକୁ ଚିଲମ..ଦିନରାତି ଉଡୁଛି ଧୂଆଁ

ପ୍ରଥମେ ଖୋର୍ଦ୍ଧା, ପରେ ଟିଟିଲାଗଡ଼ ଆଉ ଏବେ ଚର୍ଚ୍ଚାରେ ରାଜ୍ୟ ରାଜଧାନୀର ଛାତି ଉପରେ ଥିବା ଝାରପଡ଼ା ଜେଲ୍। ଏଠି ବି କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଆଉ ପୁଳା ପୁଳା ମାଦକ ଦ୍ରବ୍ୟର କାରବାର।

Sanitary Napkins
କଦଳୀ ପାଟୁକାରୁ ସାନିଟାରି ପ୍ୟାଡ୍; ବ୍ୟବହାର କଲେ..

କଦଳୀ ପାଟୁକା ବା କଦଳୀ ଗଛର ତନ୍ତୁରୁ ତିଆରି ହୋଇଛି ସାନିଟାରି ପ୍ୟାଡ୍। ତା’ପୁଣି ରି-ୟୁଜେବଲ, ଅର୍ଥାତ୍ ଏକାଧିକ ଥର ବ୍ୟବହାର କରିହେବ। ଅତିକମରେ ୩ରୁ ୪ ବର୍ଷ ଯାଏଁ ବ୍ୟବହାର କରିହେବ ଏସବୁ ପ୍ୟାଡ୍।

Bank Remain Open on March 31
ମାର୍ଚ୍ଚ ୩୧ ରବିବାର ବ୍ୟାଙ୍କ ଖୋଲା

ମାର୍ଚ୍ଚ ୩୧ ରବିବାର ଥିବା ସତ୍ତ୍ୱେ ବ୍ୟାଙ୍କ ଖୋଲା ରଖାଯିବ। ଏନେଇ ସୂଚନା ଦେଇଛି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ।

Jagannath Temple
ଶୃଙ୍ଖଳିତ ହେବ ଜଗା ଦର୍ଶନ; ଭକ୍ତଙ୍କ ପାଇଁ ହେବ ଭୂତଳ ରାସ୍ତା

ଭକ୍ତଙ୍କ ଯାତାୟାତ ସୁବିଧା ପାଇଁ ନିର୍ମାଣ ହେବ କି ଭୂତଳ ରାସ୍ତା? ବଡ଼ଦାଣ୍ଡରେ ନିର୍ମାଣ ହେବ କି ୨ଟି ଭୂତଳ ରାସ୍ତା? କିଛି ଏଭଳି ପ୍ରସ୍ତାବ ସାମ୍ନାକୁ ଆସିବା ପରେ ଦେଖାଦେଇଛି ମିଶ୍ରିତ ପ୍ରତିକ୍ରିୟା।

Odisha Teacher
ଶିକ୍ଷା ଲାଗି ଉତ୍ସର୍ଗ ଜୀବନ

ଶିକ୍ଷା ଲାଗି ଉତ୍ସର୍ଗ ଜୀବନ, ଏହାର ଜ୍ବଳନ୍ତ ଉଦାହରଣ ହେଲେ ବିଭୂତି ଭୁଷଣ ରଥ। ଶିକ୍ଷକ ପରିବାରରୁ ଆସିଥିବା ବିଭୂତି ସାର୍ ନିଜ ବାପାଙ୍କ ଠାରୁ ଅନୁପ୍ରାଣିତ ହୋଇ ଗରିବ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ରାୟଗଡ଼ା ସହର JESCOସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ..ନିଜ ଖର୍ଚ୍ଚରେ ଯୋଗାଉଛନ୍ତି ଶିକ୍ଷା..

Odisha BJP
ବିଜେପିର ମାନସ ମନ୍ଥନ, ହଟୁନି ମେଣ୍ଟ ସସପେନ୍ସ

ଓଡ଼ିଶାରେ କେମିତି ଲଢ଼ିବ ରାଜ୍ୟ ବିଜେପି, କଣ ଆପଣାଇବ ରଣନୀତି ? ଏହା ସହ କେଉଁଠି କିଏ ହେବେ ପ୍ରାର୍ଥୀ ? ଏସବୁକୁ ନେଇ ଦିଲ୍ଲୀରେ ବିଜେପିର ମାନସ ମନ୍ଥନ। ରାଜ୍ୟ ନେତୃତ୍ୱଙ୍କ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ବୈଠକ। ଯଦିଓ ରାଜ୍ୟରେ ଉଭୟ ବିଜେପି- ବିଜେଡି ଏକାକୀ ନିର୍ବାଚନୀ...

Basic Needs
'ବହୁତ କହିଲ, ଆଉ ନୁହେଁ..କାମ କରିନ.. ଭୋଟ ନାହିଁ'

ଭୋଟ ପୂର୍ବରୁ ଅସନ୍ତୋଷ। ଆଉ ଏ ଅସନ୍ତୋଷ ହେଉଛି ଭୋଟ୍ ବେଳେ ଭଣ୍ଡେଇଥିବା ନେତାଙ୍କ ଉପରେ। ଏ କ୍ଷୋଭ, ସବୁ ଜାଣି ଅଜଣା ରହିଥିବା ପ୍ରଶାସନ ଉପରେ।

Odisha Election
କେଉଁ ଦଳ ପାଇଁ କେଉଁ ବାର ହେବ ବେଶୀ ଶୁଭଙ୍କର ?

ଏଥର ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ହେବ ଭୋଟ୍ ଗ୍ରହଣ। ହେଲେ ପ୍ରଥମ ଦୁଇ ପର୍ଯ୍ୟାୟ ସୋମବାରରେ ପଡୁଥିବାବେଳେ ଶେଷ ଦୁଇ ପର୍ଯ୍ୟାୟ ପଡୁଛି ଶନିବାର। ତେଣେ ଭୋଟ୍ ଗଣତି ହେବ ମଙ୍ଗଳବାର। କେଉଁ ରାଜନୈତିକଦଳଙ୍କ ପାଇଁ କେଉଁ ବାର ଶୁଭ କାହା ପାଇଁ ଅଶୁଭ, ତାକୁ ଗଣନା କରିଛନ୍ତି...

New generation leaders
ରାଜ୍ୟ ରାଜନୀତିରେ ନୂଆ ପିଢି

ନିର୍ବାଚନ ବିଗୁଲ ବାଜିବା ସହ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। ଆଉ ଏଥର ରାଜନୀତି ମୈଦାନରେ ନୂଆ ଜେନେରେସନ୍। ବାପାଙ୍କ ଗଡ଼ ଜଗିବା ସହ ନିର୍ବାଚନ ମଣ୍ଡଳୀର ମଙ୍ଗ ଧରିବାକୁ ପ୍ରସ୍ତୁତ ପୁଅ। ବିଶେଷ କରି ବିଜେଡିରେ ପୂର୍ବତନ ମନ୍ତ୍ରୀ, ବିଧାୟକ ଓ ଏକାଧିକ ନେତାଙ୍କ ପୁଅ ଟିକେଟ୍...

Forest Department
ଅଭୟାରଣ୍ୟରେ ଥମୁନି ଶିକାରୀଙ୍କ ଆତଙ୍କରାଜ

ଅଭୟାରଣ୍ୟରେ ଜାରି ରହିଛି ମାଫିଆ ଏବଂ ଶିକାରୀଙ୍କ ଆତଙ୍କରାଜ। କୁଲଡିହା ହେଉ କିମ୍ବା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ। ବନ୍ୟପ୍ରାଣୀ ମାଫିଆ ଏବଂ ବନ କର୍ମଚାରୀଙ୍କ ମଧ୍ୟରେ ଲାଗିରହିଛି ଛକାପଞ୍ଝା।

Adhiraj Panigrahi
କଂଗ୍ରେସ ଛାଡ଼ିଲେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ

ଦଳ ଛାଡ଼ିବା ପରେ ଅଧିରାଜ କହିଛନ୍ତି, ଖଡ଼ିଆଳବାସୀଙ୍କ ମତାମତକୁ ନେଇ କଂଗ୍ରେସ ଛାଡ଼ିଛି। କେଉଁ ଦଳକୁ ଯିବି କାଲି କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରି କହିବି।

Forest Department
ଅଭୟାରଣ୍ୟରେ ମାତିଲେଣି ମାଫିଆ; ବନ୍ଧୁକ ମୁନରେ ଧମକାଉଛନ୍ତି, ଦରକାର ପଡିଲେ..

ଆତଙ୍କରାଜ ଚଳାଇଛନ୍ତି ବନ୍ୟପ୍ରାଣୀ ମାଫିଆ। ଟାର୍ଗେଟରେ ବନ କର୍ମଚାରୀ। କେବେ ଜଙ୍ଗଲ ଭିତରେ ଅନ୍ଧାଧୂନ୍ ଫାଏରିଂ ତ କେବେ ମଝି ସମୁଦ୍ରରେ ଜଳଦସ୍ୟୁ ସାଜି ଆକ୍ରମଣ।

New generation leaders
ରାଜନୀତିରେ ନ୍ୟୁ ଜେନେରେସନ୍‌; ବାପାଙ୍କ ଆସନ ନେବାକୁ ପୁଅ ତତ୍ପର, ଗ୍ରହଣ କରିବେ ତ ଜନତା ?

ରାଜ୍ୟ ରାଜନୀତିରେ ନୂଆ ପିଢି। ନେତୃତ୍ୱ ନେବେ ନ୍ୟୁ ଜେନେରେସନ୍। ବାପାଙ୍କ ଗଡ଼ ସମ୍ଭାଳିବେ ପୁଅ। ବାପାଙ୍କ ସ୍ଥାନରେ ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରିବାକୁ ଆଗଭର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର।

Dog Show
ମନ ମୋହିଲା ପେଟ୍‌ ଶୋ; ରାଂପ ଶୋ’ ରେ ଚାଲିଲେ ୨୪ ପ୍ରଜାତିର କୁକୁର

ଧଳା, କଳା, ନାଲି, ମାଟିଆ ବିଭିନ୍ନ ରଙ୍ଗ ଓ ପ୍ରଜାତିର ବିଲେଇ। କିଏ ବେକରେ ସ୍କାର୍ଫ ପିନ୍ଧିଛି ତ ଆଉ ମୋତି ହାର ପିନ୍ଧିଛି। ପୁଣି କିଏ ମୁଣ୍ଡ ଆଉଁସି ଦେଉଛି, କାଖେଇ ପକାଉଛି।

Prison In Odisha
ରାଜ୍ୟର ଜେଲ୍ ଗୁଡ଼ିକରେ ଚାଲିଛି କ’ଣ ? କେଉଁଠି ଖସିଗଲେଣି ବନ୍ଦୀ ତ କେଉଁଠି ମିଳୁଛି ମାଳ ମାଳ ନିଶା ଦ୍ରବ୍ୟ

ରାଜ୍ୟର ଜେଲ୍ ଗୁଡ଼ିକରେ ଚାଲିଛି କ’ଣ ? କେଉଁଠି ଖସିଗଲେଣି ବିଚାରାଧିନ ବନ୍ଦୀ ତ କେଉଁଠି ମିଳୁଛି ମାଳ ମାଳ ମାଦକ ଦ୍ରବ୍ୟ। ତ ଆଉ କେଉଁଠି ମୋବାଇଲ୍ ଫୋନ୍ ଜବତ ହେଉଛି।

political hoardings
ଲୁଚିଛି ନା ଗୋଡ଼ ଦିଟା ଦିଶୁଛି; ସରକାରୀ ଦପ୍ତରରୁ ଛକ ବଜାର, ସବୁଠି ଝୁଲୁଛି ସରକାରୀ ସ୍କିମ୍

ଭୋଟ୍ ବିଗୁଲା ବାଜିଲା, ଆଚରଣ ବିଧି ଲାଗିଲା। ତିନି ଦିନ ବିତିଲାଣି, ତଥାପି ପ୍ରଶାସନ ନିଦ ଭାଙ୍ଗୁନି। ରାସ୍ତାକଡ଼ ହେଉ କି ସରକାରୀ ଦପ୍ତର, ସବୁଠି ଖୋଲାମେଲାରେ ଝୁଲୁଛି ମାଳ ମାଳ ସରକାରୀ ବିଜ୍ଞାପନ ହୋର୍ଡିଂ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।