• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Crime Against Women
ଘରୁ ପଳାଇଥିବା ମହିଳାଙ୍କୁ ଗଣଦୁର୍ଷ୍କମ !

ପାରିବାରିକ ଝଗଡା ପାଇଁ ଘର ଛାଡ଼ି ପଳାଇ ଆସିଥିବା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ଅଭିଯୋଗ ହୋଇଛି ।

Mao Camp
ମାଲକାନଗିରିରେ ଗଢ଼ିଉଠିଥିଲା କି ନକ୍ସଲଙ୍କ ବନ୍ଧୁକ ତିଆରି କାରଖାନା ?

ବିପୁଳ ପରିମାଣର ମାଓ ବିସ୍ପୋରକ ସହ ବନ୍ଧୁକ ତିଆରି ସାମଗ୍ରୀକୁ ଜବତ କରିଛନ୍ତି BSF ଯବାନ । ଭେଜଙ୍ଗୱାଡା ଜଙ୍ଗଲ ମଧ୍ୟରେ BSF ଜବାନ କମ୍ବିଂ ଅପରେସନ କରୁଥିଲେ ।

Chinese Manja
ପରମ୍ପରା ନାଁରେ ଜୀବନ ନ ଯାଉ; ମାଞ୍ଜା ସୂତା ଉପରେ ବ୍ୟାନ୍‌ ଲଗାଇଲା ପ୍ରଶାସନ

ମକର ପୂର୍ବରୁ ରାସ୍ତାଘାଟରେ ଦେଖିବାକୁ ମିଳୁଛି ବେପରୁଆ ଗୁଡି ଉଡା । ଗୁଡ଼ିରେ ମାଞ୍ଜା ଓ ଚାଇନା ସୁତା ବ୍ୟବହାର ଯୋଗୁଁ  ଅନେକ ରକ୍ତାତ ହେଉଛନ୍ତି ।

Cancer
ଟୋବାକୋ ଜାନ୍‌ ଲେୱା ହେ; ବର୍ଷକୁ ନେଉଛି ୯ ହଜାର ମୁଣ୍ତ, ନ ସୁଧୁରିଲେ..

ଜୀବନକୁ କେମିତି ଧୂଳିସାତ୍ କରେ ବଦଭ୍ୟାସ ତମାଖୁ । ପୀଡ଼ିତ ଅଭିନେତା ସାତ୍ୟକୀ ମିଶ୍ରଙ୍କ ଭିଡିଓକୁ ନେଇ ଚର୍ଚ୍ଚା ।

Ayodhya Ram Mandir
୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା; ନୀତି ଚୂଡାନ୍ତ, ସପ୍ତାହେ ଧରି କାର୍ଯ୍ୟକ୍ରମ

ମନ୍ଦିର ଗର୍ଭଗୃହରେ ନିର୍ମିତ ଦିବ୍ୟ ଆସ୍ଥାନରେ ବିରାଜିବେ ରାମଲାଲା । ତେବେ ଏହାର ସପ୍ତାହ ପୂର୍ବରୁ ଆରମ୍ଭ ହୋଇଯିବ କାର୍ଯ୍ୟକ୍ରମ ।

AIESL
ଗ୍ରାଜୁଏସନ୍‌ କରିଥିଲେ AIESL ରେ ଖାଲି ପଡ଼ିଛି ୨୦୯ ପୋଷ୍ଟ; ଜାଣନ୍ତୁ ଆବେଦନର ଶେଷ ତାରିଖ..

AIESL ପକ୍ଷରୁ ୨୦୯ ପୋଷ୍ଟ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ବିଭିନ୍ନ ସୁପରଭାଇଜର୍‌ ପୋଷ୍ଟ ପାଇଁ ୨୦୯ ପୋଷ୍ଟ ଖାଲି ରହିଛି ।

Drowning Death
ନଦୀ ପାର୍‌ ବେଳେ ବୁଡ଼ିଗଲା ଡଙ୍ଗା; ଜଣେ ମୃତ, ୪ ନିଖୋଜ

ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନଦୀ ପାର ହୋଇ ଯାଉଥିଲେ। ହେଲେ ନଦୀ ମଝିରେ ବୁଡ଼ିଗଲା ଡଙ୍ଗା । ଆଉ ଚାଲିଗଲା ଜଣଙ୍କ ଜୀବନ। ଅନ୍ୟ ୪ ଜଣ ନିଖୋଜ ଅଛନ୍ତି ।

Mayawati
‘ମାୟାବତୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେଲେ ବିଜେପିକୁ ହରାଇବ INDIA ମେଣ୍ଟ !’

ମାୟାବତୀ କିଛିଦିନ ହେବ ଦିଲ୍ଲୀରେ ରହୁଛନ୍ତି । ତେବେ ସେ ଇଣ୍ତିଆ ମେଣ୍ଟରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମାୟବତୀଙ୍କ ଅତି ନିଜର କୁହାଯାଉଥିବା ଅମରୋହାର ସାଂସଦ ମାଲୁକ ନାଗର ଇଣ୍ତିଆ ମହା ମେଣ୍ଟ ଆଗରେ ଏକ ସର୍ତ୍ତ ରଖିଛନ୍ତି ।

Indian Navy Men
କତାରରେ ୮ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କ ମୃତ୍ୟୁଦଣ୍ଡ ଉପରେ ରୋକ୍‌

ଗୁପ୍ତଚରଗିରୀ ପାଇଁ ଗତ ଅକ୍ଟୋବର ମାସରେ ଏହି ୮ ଭାରତୀୟଙ୍କୁ ମୃତ୍ୟୁଦଣ୍ଡ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏହା ପରେ ଭାରତ ପକ୍ଷରୁ ଦଣ୍ଡ କୋହଳ ପାଇଁ ଆବେଦନ କରାଯାଇଥିଲା ।

Ram Mandir
ରାମ ମନ୍ଦିରରେ ଓଡ଼ିଆ ଛାପ

ନବନିର୍ମିତ ରାମମନ୍ଦିରର ସ୍ତମ୍ଭ ଓ କାନ୍ଥରେ ଖୋଦିତ ପ୍ରାୟ ସମସ୍ତ ପାର୍ଶ୍ୱ ଦେବଦେବୀ ରୂପ ପାଇଛନ୍ତି ଓଡ଼ିଆ ଶିଳ୍ପୀଙ୍କ ଅଭିଜ୍ଞ ନିହାଣ ମୁନରେ। କୋଣ ଅନୁକୋଣରେ ଫୁଟି ଉଠୁଛି ଉତ୍କଳୀୟ କଳା ନୈପୂଣ୍ୟର ଅଲିଭା ସ୍ୱାକ୍ଷର

Zero Night Celebrations
ଟ୍ୱିନସିଟିରେ ଜିରୋନାଇଟ ପ୍ରସ୍ତୁତି

ନୂଆବର୍ଷ ପାଇଁ ଟ୍ୱିନସିଟିରେ ହେବ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା । ୫୦ ପ୍ଲାଟୁନ୍ ଫୋର୍ସ ଉଭୟ ମହାନଗରୀକୁ ଜଗି ରହିବେ । ବିଶେଷ କରି ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚାଳକଙ୍କ ଉପରେ ରହିବ ପୋଲିସର ଫୋକସ୍ ।

Modi - Rahul
ଓଡ଼ିଶା ଆସିବେ ମୋଦି-ରାହୁଲ !

ରାଜ୍ୟର ୨୧ ଲୋକସଭା ସିଟ୍ ହାତେଇବାକୁ ଟଣା ଓଟରା..ଲୋକସଭା ସହ ବିଧାନସଭା ନିର୍ବାଚନ ଥିବାରୁ କ୍ଷମତା ଦଖଲ ପାଇଁ କସରତ..

Devotees
ବଡ଼ଦାଣ୍ଡରେ ସୀମା ଟପିଲା ବ୍ୟାରିକେଡ୍ ଯନ୍ତ୍ରଣା

ଯାହା ଆଶଙ୍କା କରାଯାଉଥିଲା ସେୟା ହେଲା..ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡିରେ ଠିଆ ହେବା ଭିତରେ ଅସୁସ୍ଥ ହୋଇ ବ୍ୟାରିକେଡ ଭିତରେ ହିଁ ଝାଡା କରିଦେଲେ ଜଣେ ଭକ୍ତ..

Balangir
ବାବୁ-ସରପଞ୍ଚ ଭିଡ଼ାଭିଡ଼ି; 5T କାର୍ଯ୍ୟରେ ବ୍ୟବହାର ହେଉଛି ପୁରୁଣା ରଡ୍ !

ଫାଇଭ-ଟି କାମରେ ଦୁର୍ନୀତି ଅଭିଯୋଗକୁ ନେଇ ମରାମରି ବାବୁ-ସରପଞ୍ଚ..ଫାଇଭ-ଟି କାମରେ ଦୁର୍ନୀତିର ପ୍ରତିବାଦ କରିବାରୁ ସରପଞ୍ଚଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି..

Dibyanshi Mishra
‘ଅବିକା’ ୨୦୨୪ କ୍ୟାଲେଣ୍ଡର ଗ୍ରାଣ୍ଡ୍‌ ଫିନାଲେରେ ଦିବ୍ୟାଂଶୀ ମିଶ୍ର "ଫେସ୍ ଅଫ୍ ଦ ଇୟର"

'ଅବିକା' ତରଫରୁ ଆୟୋଜିତ କ୍ୟାଲେଣ୍ଡର ମଡେଲ୍ ପ୍ରତିଯୋଗିତା-୪ରେ "ଫେସ୍ ଅଫ୍ ଦ ଇୟର ୨୦୨୪" ଭାବେ ମନୋନୀତ ହୋଇଛନ୍ତି ଦିବ୍ୟାଂଶୀ ମିଶ୍ର ।

Zero Night Celebrations
ଜିରୋ ନାଇଟ୍‌ ପାଇଁ ନୂଆ ନିୟମ; ମାତାଲ୍‌ଙ୍କୁ କାର୍‌ ବୁକ୍‌ କରି ଘରେ ଛାଡ଼ିବେ ପବ୍‌ ମାଲିକ

ସମୟ ଯେତେ ପାଖଉଛି, ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବଢ଼ୁଛି ଲୋକଙ୍କ ମଧ୍ୟରେ ଉତ୍କଣ୍ଠା । ଫୁଟିବ ବାଣ, ବାଜିବ ଡିଜେ..ଭିନ୍ନ ଭିନ୍ନ ଢଙ୍ଗରେ ହେବ ସେଲିବ୍ରେସନ୍ ।

Devotees
ପ୍ରଶାସନ ବୁଝୁନି, ଭକ୍ତ ହନ୍ତସନ୍ତ; ସମ୍ଭାଳି ନପାରି ବ୍ୟାରିକେଡ୍‌ରେ ମଳତ୍ୟାଗ କଲେ ଶ୍ରଦ୍ଧାଳୁ

ଯାହା ଆଶଙ୍କା କରାଯାଉଥିଲା ସେୟା ହେଲା । ଘଣ୍ଟା ଘଣ୍ଟା ଧରି ଲମ୍ବାଧାଡ଼ିରେ ଠିଆ ହେବା ଭିତରେ ଅସୁସ୍ଥ ହୋଇ ବ୍ୟାରିକେଡ୍ ଭିତରେ ହିଁ ଝାଡ଼ା କରିଦେଲେ ଜଣେ ଭକ୍ତ । ସୀମା ଟପିଲା ଦର୍ଶନଆତୁର ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣା ।

Cheetah
ନୂଆବର୍ଷରୁ ନନ୍ଦନକାନନରେ ଚିତା ଦେଖିବେ ଦର୍ଶକ

ଆସନ୍ତା ଜାନୁଆରୀ ମାସରେ ନନ୍ଦନକାନନକୁ ଚିତା ଆସିବା ନେଇ ସୂଚନା ମିଳିଛି ।

Utsahitya Praogramme
ଉତ୍କଳ ରଙ୍ଗମଞ୍ଚ ପ୍ରେକ୍ଷାଳୟରେ 'ଉତ୍‌ସାହିତ୍ୟ' ର ଚତୁର୍ଥ ସଂସ୍କରଣ ଆୟୋଜିତ; ଟାଇମ୍‌ ପାସ୍‌ ବୁକର୍‌ ପାଇଲେ ମହାଶ୍ଵେତା ସାହୁ

ଏକ ନିଆରା ଶୈଳୀରେ ନଡ଼ିଆ ଭାଙ୍ଗି ଉତ୍ସବ ଅନୁକୂଳ କରିବା ସହ ତରୁଣ ପ୍ରତିଭାଙ୍କୁ ସଂବୋଧନ କରି ଉଦ୍‌ଘାଟକ କବି ରାଜେନ୍ଦ୍ର କିଶୋର ପଣ୍ଡା କହିଥିଲେ ଯେ ଯୁବକଙ୍କ ଭିତରେ ଅସୀମ ଶକ୍ତି ଓ ସାମର୍ଥ୍ୟ ରହିଛି। ସେମାନେ ଅଧିକ ସୃଜନମନସ୍କ ହୁଅନ୍ତୁ। ସାହିତ୍ୟରେ ସମସ୍ତେ ସମବୟସ୍କ।

Sexual Harassment alligation in College Campus
କଲେଜ କ୍ୟାମ୍ପସରେ ସେକ୍ସ ରାକେଟ୍ ! ଛାତ୍ର ଜୀବନକୁ କଳଙ୍କିତ କରିବାକୁ ଚେଷ୍ଟା କରୁଛି କିଏ ?

ଉଚ୍ଚଶିକ୍ଷା ବିଭାଗ ଦେଇଥିବା ନିର୍ଦ୍ଦେଶ ଚିଠିର ଅଭିଯୋଗ ପତ୍ରରେ ଉଲ୍ଲେଖ ଅଛି ଯେ ଗତ ଦୁଇ ବର୍ଷ ହେବ ଏଭଳି କାରବାର କ୍ୟାମ୍ପସରେ ଚାଲୁଛି । ଖାଲି ସେତିକି ନୁହେଁ କଲେଜରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବି ଅଭିଯୋଗ ହୋଇଛି ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।