• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Damodar Rout Passes Away
ଦାମଙ୍କ ଚଉକିର ପାଖ ଛାଡୁନି ଜ୍ୟାକ୍‌; ଫେରିବା ବାଟକୁ ଚାହିଁ ୪ଦିନ ହେଲା ଖାଉନି..

ରାଜ୍ୟ ରାଜନୀତି ପାଇଁ ଦାମଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି। ଦାମଙ୍କ ଦେହାନ୍ତରେ ଭାଙ୍ଗି ପଡ଼ିଛନ୍ତି ପୂରା ପରିବାର।

CSK vs RCB
ଆଜିଠୁ ଫଟାଫଟ କ୍ରିକେଟ ଧମାକା; ସାମ୍ନାସାମ୍ନି ହେବେ ବିରାଟ-ଧୋନି

ଆଜିଠୁ ଆଇପିଏଲ୍ ଆରମ୍ଭ ହେଉଥିବା ବେଳେ ଗତକାଲି ଅଚାନକ୍ କ୍ୟାପଟେନ୍ ପଦରୁ ଓହରିଥିଲେ ମହେନ୍ଦ୍ର ସିଂ ଧୋନି। ଆଜି ରାତି ୮ଟାରେ ମ୍ୟାଚ୍ ଆରମ୍ଭ ହେବ।

Prafulla Gahdei
‘ଆମେ ଥିଲୁ ଦୁଇ ଧୋତି ପିନ୍ଧା ନେତା, ଲୋକେ ତାଙ୍କୁ ବେଳେ ବେଳେ ପ୍ରଫୁଲ୍ଲ ଆଉ ମତେ ଦାମ ଡାକୁଥିଲେ’

ଦାମ ରାଉତଙ୍କ ଦେହାନ୍ତରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ବିଭିନ୍ନ ରାଜନୈତିକ ଦଳର ବିଶିଷ୍ଟ ନେତାମାନେ ଶୋକ ପ୍ରକାଶ କରିଛନ୍ତି।

Arvind Kejriwal
'ଜେଲ ଭିତରୁ ସରକାର ଚଳାଇବେ କେଜ୍ରିୱାଲ'

ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଗିରଫ ହେବା ପରେ, ଏବେ କିଏ ଚଳାଇବ ଦିଲ୍ଲୀ ସରକାର ? କାହା ହାତକୁ ଯିବ କ୍ଷମତାର ମଙ୍ଗ ? ଆପ୍ କହୁଛି ଯେ, ଜେଲ ଭିତରୁ ସରକାର ଚଳାଇବେ କେଜ୍ରିୱାଲ।

ADR Report
ଆୟଠୁ ବଳିପଢୁଛି ଋଣ; ରାଜ୍ୟର ନଂ ୨ ଧନୀ ବିଧାୟିକାଙ୍କ ହୋସ ଉଡାଇଦେବ ଋଣ ଭାର

ଆପଣଙ୍କ ବିଧାୟକଙ୍କ ସଂପତ୍ତି କେତେ ? ବାର୍ଷିକ ଆୟ କେତେ ? ଋଣ ଭାର କେତେ ? ସାଧାରଣ ନିର୍ବାଚନ ପୂର୍ବରୁ ସଦ୍ୟତମ ADR ରିପୋର୍ଟରୁ ସାମ୍ନାକୁ ଆସିଛି ବିଧାୟକମାନଙ୍କ ଆର୍ଥିକ ସ୍ୱାସ୍ଥ୍ୟର ସ୍ଥିତି।

Arvind Kejriwal
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ

ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କଲା ଇଡି।

BJD
ସହଜ ନୁହେଁ ଗଞ୍ଜାମ ଗଣିତ; ଟିକଟ କସରତ ଭିତରେ ବଢ଼ିଯିବନି ତ ଅସନ୍ତୋଷ ?

ବିଜେଡିର ଗଞ୍ଜାମ କସରତ। ନବୀନ ନିବାସରେ ହେଲା ସମୀକ୍ଷା, ସୁପ୍ରିମୋ ଦେଲେ ଟିକେଟ୍ ପାଇଁ ଗ୍ରୀନ ସିଗନାଲ୍। ସକାଳ ସାଢେ ଦଶଟାରୁ ଆରମ୍ଭ ହୋଇଥିଲା ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବୈଠକ।

BJP-BJD Alliance
ଦିନ ଗଡୁଛି, ଆଶା କମୁଛି; ଏକାକୀ ଲଢ଼ିବାକୁ ଜୋର୍‌ ଲଗାଇଲେଣି BJP-BJD

ସମୟ ଯେତେ ଗଡୁଛି, ସେତେ କମୁଛି ମେଣ୍ଟ ସମ୍ଭାବନା। ଛିଡୁନି ଅଙ୍କ, ମେଣ୍ଟ ଆଶା କ୍ଷୀଣ। ଏପଟେ ଉଭୟ ବିଜେଡି ଓ ବିଜେପି ଚଳାଇଛନ୍ତି ଏକାକୀ ନିର୍ବାଚନୀ କସରତ। ଅଧିକାଂଶ ସିଟରେ ପ୍ରାର୍ଥୀ ଫାଇନାଲ କରିସାରିଲାଣି ବିଜେପି।

Arvind Kejriwal
ଅରବିନ୍ଦ କେଜରିୱାଲଙ୍କ ଘରେ ପଶିଲା ED ଟିମ୍‌

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ହଠାତ୍‌ ସକ୍ରିୟ ହୋଇ ଉଠିଛି ଇଡି। ଆଜି ୱାରେଣ୍ଟ ଧରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପହଞ୍ଚି ଯାଇଛି ଇଡି ଟିମ।

Hot Wave
ବର୍ଷା ପରେ ଉପରମୁହାଁ ପାରଦ; ମାର୍ଚ୍ଚ ଶେଷକୁ ତାପମାତ୍ରା ୪୦ ଡିଗ୍ରୀ !

ଗତକାଲିର ଲଗାଣ ବର୍ଷା ପରେ ପୁଣି ଉପରମୁହାଁ ପାରଦ। ଆଜିଠୁ ବଢ଼ିଲା ତାତି। ଆଜିଠୁ ୨୪ ତାରିଖ ଭିତରେ ରାଜ୍ୟରେ ଦିନ ତାପମାତ୍ରା ୮ରୁ ୧୦ ଡିଗ୍ରୀ ଯାଏଁ ବଢ଼ିବ। ଏହି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Royal Challenger Bangalore
କାଲିଠୁ ଜମିବ IPL ମହାସମର; ଦମଦାର ଆକ୍ସନ ପାଇଁ ରେଡ୍ଡି ଖେଳାଳି

ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ଚଳିତ ସଂସ୍କରଣ। ପ୍ରଥମ ମ୍ୟାଚ୍‌ରେ ସାମ୍ନାସାମ୍ନି ହେବେ ଡିଫେଣ୍ତିଂ ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍‌। ନେଟ୍ସରେ ଖେଳାଳି ଜୋରଦାର ଅଭ୍ୟାସ। ଏଥର ରୋମାଞ୍ଚକ ହେବ ପ୍ରତିଟି ମ୍ୟାଚ୍‌।

BJD
BJD କରିବ ଯୋଦ୍ଧା ଘୋଷଣା; କିଏ ହେବେ ନୂଆ ଚେହେରା, କାହାକୁ କରିବେ ରିପିଟ୍‌ ?

ଚର୍ଚ୍ଚା ହେଉଛି ବ୍ରହ୍ମପୁର ସାଂସଦ ଭାବେ ଚନ୍ଦ୍ରଶେଖର ସାହୁଙ୍କୁ ଦଳ ରିପିଟ୍ କରିପାରେ। ବିପ୍ଲବଙ୍କୁ ଦିଗପହଣ୍ଡି, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗୋପାଳପୁରରୁ ଟିକେଟ ମିଳିପାରେ।

JEE Exams Preparation
JEE ପରୀକ୍ଷା ପାଇଁ ହଜିଗଲାଣି ନିଦ; ଦିନକୁ ଶୋଉଛନ୍ତି ଏତିକି ଘଣ୍ଟା..ଫଟୋ ଭାଇରାଲ୍‌

JEE ପରୀକ୍ଷାରେ ସଫଳ ହେବା ପାଇଁ ଶୋଇବା ଭୁଲିଗଲେଣି ଛାତ୍ରଛାତ୍ରୀ। ଦିନକୁ ମାତ୍ର ଶୋଉଛନ୍ତି ସାଢ଼େ ୪ ଘଣ୍ଟା। ତେବେ ମିଷ୍ଟର ଆର୍‌ ସି ନାମକ ଜଣେ ଏକ୍ସ ୟୁଜର ନିଜ ସାଙ୍ଗର ପରୀକ୍ଷା ଟାଇମ୍‌ ଟେବୁଲ୍‌କୁ ସେୟାର କରିଛନ୍ତି।

Rahul Gandhi
ନିର୍ବାଚନ ପୂର୍ବରୁ କଂଗ୍ରେସର ହାତ ବନ୍ଦ; ରାହୁଲ କହିଲେ, ଫ୍ଲାଇଟ୍‌ ଛାଡ଼ନ୍ତୁ, ଟ୍ରେନ୍‌ରେ ଯିବାକୁ ବି ଟଙ୍କା ନାହିଁ

ଦିଲ୍ଲୀରେ ଆୟୋଜିତ ଏକ ପ୍ରେସମିଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ପ୍ରମୁଖ ଏନେଇ ବିଜେପି ବିରୋଧରେ ବର୍ଷିଛନ୍ତି।

Giorgia Meloni
ଇଟାଲୀ PM ଙ୍କ ଫେକ୍‌ ପର୍ଣ୍ଣ ଭିଡିଓ ଭାଇରାଲ ! ୯୦ ଲକ୍ଷ ଟଙ୍କା ଦାବି କଲେ ମେଲୋନି..

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) ବ୍ୟବହାର କରି ଏବେ ବିଶ୍ୱର ବିଶିଷ୍ଟ ବ୍ୟକ୍ତିମାନଙ୍କ ଡିପଫେକ୍ ଭିଡିଓ କରାଯାଉଥିବା ଦେଖିବାକୁ ମିଳୁଛି। ଯାହା ଚିନ୍ତାର ବିଷୟ ପାଲଟିଛି। ଏପରିକି ଏଥିରୁ ବର୍ତ୍ତି ନାହାନ୍ତି ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି।

Startup Ecosystem In India
ଦୁନିଆ ଦେଖୁଛି ଭାରତର ଯୁବଶକ୍ତିର ସାମର୍ଥ୍ୟ; ଦିନେ ଚାକିରି ଖୋଜୁଥିଲେ, ଏବେ ଚାକିରି ଦେଉଛନ୍ତି

ଭାରତ ପାଲଟିଛି ବିଶ୍ୱର ତୃତୀୟ ବୃହତ ଷ୍ଟାର୍ଟଅପ୍ ଇକୋ ସିଷ୍ଟମ। ଆଜି ଦୁନିଆ ଦେଖୁଛି ଭାରତର ଯୁବଶକ୍ତିଙ୍କ ସାମର୍ଥ୍ୟ। ଦିନେ ଚାକିରି ଖୋଜୁଥିଲେ। ମାତ୍ର ଏବେ ଚାକିରି ଦେବା ପନ୍ଥାକୁ ଆପଣାଇ ନେଇଛନ୍ତି ଭାରତର ଯୁବପିଢ଼ି।

Weather News
କାଳ ସାଜିଲା କାଳବୈଶାଖୀ

କାଳ ସାଜିଲା କାଳବୈଶାଖୀ। ଅଦିନିଆ ବର୍ଷାରେ ରାଜ୍ୟ ବେହାଲ, ଉଜାଡ଼ିଲା ଅର୍ଥକରୀ ଫସଲ। ଜଳବନ୍ଦୀରେ ଉବୁଟୁବୁ କଟକ ସହର । ପାଣିପାଗ ବିଭାଗର ଚେତାବନୀ, କାଲିଠୁ ତାତିରେ ଜଳିବ ଓଡ଼ିଶା। ୨୧ରୁ ୨୪ ତାରିଖ ମଧ୍ୟରେ ୮ରୁ ୧୦ ଡିଗ୍ରୀ ଯାଏଁ ବଢ଼ିପାରେ ପାରଦ

Crime
ମଝି ରାତିରେ ମାତିଲେ ମନ୍ଦିର ଚୋର

ମଝି ରାତିରେ ମାତିଲେ ମନ୍ଦିର ଚୋର। ଫତେଗଡ଼ ରାମ ମନ୍ଦିର ହୁଣ୍ଡି ଓ ସିନ୍ଦୁକ ତାଡ଼ି ଲୁଟିଲେ ଅଳଙ୍କାର ସହ ଦାନ ଅର୍ଥ। ବାଲେଶ୍ବର ପଞ୍ଚଲିଙ୍ଗେଶ୍ବର ଶୈବପୀଠ ହୁଣ୍ଡି ବାକ୍ସରେ ବି ବୁଲାଇଲେ କଳାକନା

Jharpada Jail
ଖାଲି କ୍ରିମନାଲ ନୁହଁନ୍ତି ନିଶାଖୋରଙ୍କ ଆଡ୍ଡାସ୍ଥଳ ବି ଝାରପଡ଼ା ଜେଲ୍

ଖାଲି କ୍ରିମନାଲ ନୁହଁନ୍ତି ନିଶାଖୋରଙ୍କ ଆଡ୍ଡାସ୍ଥଳ ବି ଝାରପଡ଼ା ଜେଲ୍ । ଗ୍ୟାଙ୍ଗୱାର୍ ଘଟଣାରେ ରେଡ୍ ବେଳେ ମିଳିଲା ପୁଳା ପୁଳା ନିଶା ଦ୍ରବ୍ୟ। ଗଞ୍ଜେଇ ଓ ଚିଲମ ସହ ସେଲରେ ବିପୁଳ ନିଶାଦ୍ରବ୍ୟ ଦେଖି ଟେରା ପୋଲିସ। ଝାରପଡ଼ା ଜେଲ୍ କର୍ତ୍ତୃପକ୍ଷଙ୍କୁ ଭୁବନେଶ୍ବର ଡିସିପିଙ୍କ ତାଗିଦ୍

BJD - BJP
ବିଜେପି-ବିଜେଡି ମେଣ୍ଟ ଦ୍ବନ୍ଦ୍ବରେ ପଡ଼ିବ କି ଫୁଲଷ୍ଟପ୍ ?

ବିଜେପି-ବିଜେଡି ମେଣ୍ଟ ଦ୍ବନ୍ଦ୍ବରେ ପଡ଼ିବ କି ଫୁଲଷ୍ଟପ୍ ? ଅମିତ୍ ଶାହାଙ୍କ କୁଛ୍ ଭି ହୋ ସକତା ହେ ମନ୍ତବ୍ୟକୁ ନେଇ ଚର୍ଚ୍ଚା। ଏକା ଲଢିବୁ ନା ସାଥୀ ହେବୁ, ସ୍ଥିର କରିବେ ନଡ୍ଡା- ଅମିତ୍ ଶାହା। ବିଜେଡିର ସଂସଦୀୟ କ୍ଷେତ୍ର ୱାରି ସମୀକ୍ଷା ଜାରି

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।