• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Fog
ଘୋଡ଼େଇ ରଖିଛି ଘନ କୁହୁଡ଼ି; ଗାଡ଼ି ଚଳାଚଳ ବାଧାପ୍ରାପ୍ତ..

ଗତକାଲି ରାଜଧାନୀ ଭୁବନେଶ୍ୱର ସମେତ କଟକ, କେନ୍ଦ୍ରାପଡା, ରାଉରକେଲା, ଅନୁଗୁଳ ଓ ଫୁଲବାଣୀରେ ଘନ କୁହୁଡି ଦେଖିବାକୁ ମିଳିଥିଲା ।

Farooq Abdullah
ଫାରୁକ୍ ଅବଦୁଲ୍ଲାଙ୍କୁ ଇଡିର ସମନ୍; ଟଙ୍କା ହେରଫେର୍‌ର ସାଙ୍ଘାତିକ ଅଭିଯୋଗ..

ଜମ୍ମୁ ଓ କାଶ୍ମୀର କ୍ରିକେଟ ଆସୋସିଏସନର ଟଙ୍କାକୁ ବେଆଇନ ଭାବେ କିଛି ବ୍ୟକ୍ତିଙ୍କ ଆକାଉଣ୍ଟରେ ଜମା କରାଯାଇଥିବା ଅଭିଯୋଗ ରହିଛି ।

Delivery Boy
ପିଠିରେ ସ୍ୱିଗି, କାନ୍ଧରେ ଜୋମାଟୋ; ପ୍ରକୃତରେ କାହା ପାଇଁ କାମ କରୁଛନ୍ତି ଏହି ଡେଲିଭରି ବୟ ?

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଦେଖିବାକୁ ମିଳିଛି ଯେ ଜଣେ ଫୁଡ୍‌ ଡେଲିଭରି ବୟ ଯିଏକି ଦୁଇଟି ଭିନ୍ନ କମ୍ପାନୀର ଲୋଗୋରେ ଖାଦ୍ୟ ଡେଲିଭରି କରୁଛନ୍ତି ।

Crime
ନୃଶଂସ ପ୍ରେମିକ !! ପ୍ରେମିକାକୁ ବୁଲିବାକୁ ଡାକି ନେଇ ଛୁରୀ ଭୁଷିଲା..

ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ଏହାକୁ ନେଇ ବିବାଦ ତେଜିବାରୁ ପୂର୍ବ ଯୋଜନା ମୁତାବକ ନିବେଦିତାଙ୍କୁ ଏକ ଛୁରୀରେ ୧୦ରୁ ଅଧିକ ଥର ଭୁଷିଥିବା ଅଭିଯୋଗ ହୋଇଛି ।

Children Deaths
ମଶା ମାରିବାକୁ ଧୂଆଁ କରିଥିଲେ; ସକାଳୁ ୫ ଚାଲିଗଲେ

ଗୋଟିଏ ଘରେ ମୋଟ ୭ ଜଣ ଶୋଇଥିଲେ । ରାତିରେ ଶୋଇବା ବେଳେ ଘରେ ମଶା ଧୂପ ଲଗାଇଥିଲେ । ହଠାତ ରାତିରେ ଅତ୍ୟଧିକ ଧୂଆଁ କାରଣରୁ ଶୋଇଥିବା ୫ ଶିଶୁଙ୍କ ନିଃଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ତା’ପରେ..

Cricketer Death
କ୍ରିକେଟ୍‌ ଫିଲ୍ଡରେ ଅଘଟଣ; ମୁଣ୍ତରେ ବଲ୍‌ ବାଜି ଟଳିପଡ଼ିଲେ କ୍ରିକେଟର..

ମୁମ୍ବାଇରେ କ୍ରିକେଟ ଖେଳ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । ମୃତକ ହେଲେ ୫୨ ବର୍ଷୀୟ ଜୟେଶ ସାୱାଲା ।

Urinated
ରାକ୍ଷସ ପାଲଟିଲା ପୋଲିସ; ବନ୍ଧୁକ ମୁନରେ ଡରାଇ ମୁହଁରେ ପରିସ୍ରା କଲା..

କାନପୁର ପୋଲିସର ଜଣେ ହେଡ୍‌ କନଷ୍ଟେବଳ ଓ ୧୨ ଜଣ ମିଶି MCA ପଢୁଥିବା ଜଣେ ୨୩ ବର୍ଷୀୟ ଛାତ୍ର ଆୟୁଷ ଦ୍ୱିବେଦୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।

Dillip Deadbody
ହାଇଟେକ୍ ଟ୍ରାଜେଡି; ଦିଲୀପଙ୍କ ଶବ ନେଲେ ପରିବାର ଲୋକେ

ମୃତକୁ ଜୀବିତ ଏବଂ ଜୀବିତକୁ ମୃତ ଦର୍ଶାଇ ଶବ ଅଦଳ ବଦଳ କରିବାରେ କାହାର ହାତ ରହିଛି ? ଏତେ ବଡ ଭୁଲ ପାଇଁ ଦାୟୀ କିଏ ?

Air Pollution In Odisha
ରାଜ୍ୟରେ ଅସହ୍ୟ ହେଲାଣି ବାୟୁ ପ୍ରଦୂଷଣ; ଦିଲ୍ଲୀକୁ ଟପିଲା ଅନୁଗୁଳ

ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବା AQI ୩୪୩ ଥିବା ବେଳେ ଅନୁଗୁଳରେ ରହିଛି ୩୫୭ ।

Winter Mornings
ଏତେ କୁହୁଡ଼ି ଯେ, ମହାପ୍ରଭୁଙ୍କ ପତିତପାବନ ବାନା ବି ଦିଶୁନି..

ତେବେ ଆଗାମୀ ୩ ଦିନ ଯାଏଁ ପାଗରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ।

Ayodhya Ram Mandir
ଅନ୍ୟତମ ଆଶ୍ଚର୍ଯ୍ୟ ସାଜିବ ଅଯୋଧ୍ୟା ରାମମନ୍ଦିର

ପ୍ରତିବର୍ଷ ରାମ ନବମୀରେ ଦିବ୍ୟଦୃଶ୍ୟର ସାକ୍ଷୀ ହେବେ ରାମଭକ୍ତ । ଅଯୋଧ୍ୟା ରାମମନ୍ଦିରରେ ସତେକି ଘଟିବ ଅଲୌକିକ ଘଟଣା । ରାମଲାଲାଙ୍କ ଲଲାଟରେ ଆକାଶର ସୂର୍ଯ୍ୟ ଆଙ୍କିବେ ସୁଦୀପ୍ତ ତିଳକ ।

MVI
ଭିଜିଲାନସକୁ ଜଳକା କଲା ନୟାଗଡ଼ MVIଙ୍କ ଆୟ ବହିର୍ଭୂତ ସମ୍ପତ୍ତି

5T ଯୁଗରେ ରାଜ୍ୟ ସରକାରଙ୍କ ଜଣେ ସରକାରୀ ବାବୁଙ୍କ ସମ୍ପତ୍ତି ଠୁଳର କଳା କାହାଣୀ । ଯିଏ ଜଣେ MVI, କିନ୍ତୁ ଚାକିରୀ କାଳରେ ଏତେ ଧନ ସମ୍ପତ୍ତି ଗୋଟାଇ ବସିଲେ ଯେ, ଗଣି ଗଣି ହାଲିଆ ହୋଇଯାଇଛି ଭିଜିଲାନ୍ସ ।

Anti-Drug declaration
କ୍ୟାମ୍ପସ୍ ନିଶାଡ଼ିଙ୍କ ଉପରେ ଲାଗିବ କଟକଣା

କ୍ୟାଂପସ୍ ନିଶାଡ଼ିଙ୍କ ଉପରେ ଲାଗିବ କଟକଣା । ଛାତ୍ର ତ ଛାତ୍ର, ଅଧ୍ୟାପକ ବି ନିଶା ସେବନ କରିପାରିବେ ନାହିଁ । ହାତ କାଟି ଲେଖିଦେବେ ଯେ, କ୍ୟାଂପସକୁ କୌଣସି ନିଶା ସେବନ କରି ଆସିବେନି କି ନିଶା କାରବାରରେ ଲିପ୍ତ ରହିବେନି ।

Air Strip
ବିଜୁଳି ନାହିଁ କି ଏଟିସି ନାହିଁ, ତଥାପି ବିମାନ ବନ୍ଦର ଉଦଘାଟନ

ଖବର କାଗଜରେ ଫୁଲ୍ ପେଜ୍ ବିଜ୍ଞାପନ ଜରିଆରେ ପ୍ରଚାର ଚାଲିଥିବା ମାଲକାନଗିରି ବିମାନବନ୍ଦରକୁ ନେଇ ସଭିଁଙ୍କ ମନରେ କାହିଁକି ଏମିତି କିଛି ପ୍ରଶ୍ନ ଉଙ୍କି ମାରୁଛି । ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ଘାଟନ ପରେ ସତରେ କ’ଣ ଉପାନ୍ତ ମାଲକାନଗିରି ଆକାଶ ମାର୍ଗରେ ଯୋଡ଼ିହେଲା ? ଅର୍ଥାତ୍ ଏଣିକି ମାଲକାନଗିରିକୁ ଆକାଶ...

Balasore BJD
ଭୋଟ୍ ପୂର୍ବରୁ ଫାଟୁଛି କି ବାଲେଶ୍ବର ବିଜେଡି

ଶନିବାର ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ହାତାହାତି। ସୋମବାର ବିଧାୟକଙ୍କ ଗୋଷ୍ଠୀ ବିରୋଧରେ ଥାନାରେ ଏତଲା। ଆଉ ଆଜି ରାଜରାସ୍ତାରେ ଗୋଟିଏ ଗୋଷ୍ଠୀର ବିକ୍ଷୋଭ। ଗୋଟେ ପଟେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ଅନ୍ୟ ପଟେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସ। ନିର୍ବାଚନ ପୂର୍ବରୁ ବାଲେଶ୍ୱରରେ ତୀବ୍ର ରୂପ ନେଇଛି...

BJD
ଭୋଟ୍ ପୂର୍ବରୁ ପୁଣି ତେଜିଲା ଚାଉଳ ପଲିଟିକ୍ସ

ସବୁଠି ଚାଉଳ ବଣ୍ଟନ କେନ୍ଦ୍ର ସାମ୍ନାରେ ଲାଗିଛି ମୁଖ୍ୟମନ୍ତ୍ରୀ ନବୀନଙ୍କ ଫଟୋ ଥିବା ବ୍ୟାନର ଆଉ ଫ୍ଲେକ୍ସ। ଲେଖା ହେଇଛି- ଖାଦ୍ୟ ସୁରକ୍ଷାର ଭରସା । ପ୍ରତି ହିତାଧିକାରୀଙ୍କୁ ପ୍ରତି ମାସ, ମାଗଣାରେ ୫ କିଲୋଗ୍ରାମ ଚାଉଳ ଯୋଗାଣ। ଆଉ ରାଜ୍ୟର ପ୍ରାୟ ସବୁଠି ଏମିତି ପୋଷ୍ଟର ମରାକୁ...

Ayodhya Ram Mandir
ପ୍ରତିବର୍ଷ ରାମ ନବମୀରେ ଦିବ୍ୟଦୃଶ୍ୟର ସାକ୍ଷୀ ହେବେ ରାମଭକ୍ତ; ରାମଲାଲାଙ୍କର ହେବ ସୂର୍ଯ୍ୟତିଳକ

ଅଯୋଧ୍ୟା ରାମମନ୍ଦିରରେ ସତେକି ଘଟିବ ଅଲୌକିକ ଘଟଣା । ରାମଲାଲାଙ୍କ ଲଲାଟରେ ଆକାଶର ସୂର୍ଯ୍ୟ ଆଙ୍କିବେ ସୁଦୀପ୍ତ ତିଳକ ।

MVI
ଖାଇ ଖୋଳ କରିଦେଇଛନ୍ତି MVI ବାବୁ; ଭୁବନେଶ୍ୱରଠୁ ନୟାଗଡ଼, ଯେଉଁଠି ଖୋଜିବ ସେଠି ଫ୍ଲାଟ୍‌

ସରକାରୀ ଚାକିରୀ..ପଦବୀ ମୋଟର୍ ଭେଇକିଲ୍ ଇନିସପେକ୍ଟର ବା MVI । ଆଉ ଏହି ଲାଭଜନକ ପଦବୀର ଅଧିକାରୀ ହେଉଛନ୍ତି ଜଣେ ସରକାରୀ ବାବୁ । ଯାହାଙ୍କ ନାଁ ପଞ୍ଚାନନ ବେହେରା,ନୟାଗଡ଼ର MVI ।

Anti-Drug declaration
ଶିକ୍ଷାନୁଷ୍ଠାନରେ ନିଶା ବ୍ୟାନ୍‌; ପିଲା ହେଉ ବା ସାର୍‌, କାହାକୁ ବି ମାଫ୍‌ ନାହିଁ..

ଖାଲି ଛାତ୍ରଛାତ୍ରୀ ନୁହେଁ । ଏଣିକି ଅଧ୍ୟାପକ ଓ କର୍ମଚାରୀ ବି ଦେବେ ଆଣ୍ଟି ଡ୍ରଗ୍ ଘୋଷଣାନାମା । କ୍ୟାମ୍ପସ ହେବ ନିଶାମୁକ୍ତ ।

Wife Killed Husband
ରିଲ୍ସ କରିବାକୁ ମନା କରିବାରୁ ସ୍ୱାମୀଙ୍କୁ ଆରପାରିକୁ ପଠାଇଦେଲା ସ୍ତ୍ରୀ

ଦିନକୁ ଏକାଧିକ ଭିଡିଓ କରୁଥିଲେ ସ୍ତ୍ରୀ । ବାରଣ କଲେ ସ୍ୱାମୀ । ତା’ପରେ..

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।