Advertisment

ଧାମନଗରରେ ବିଜେଡି ପାଇଲା ପାନେ

ବିଜେଡିକୁ ଧାମନଗରରେ ବଡ୍ ଝଟକା । ଶଙ୍ଖ ଉପରେ ଭାରି ପଡିଲା ପଦ୍ମ । କାମ ଦେଲାନି ବିଜେଡିର ମହିଳା କାର୍ଡ । ଫେଲ୍ ମାରିଲା SHG ଏକ୍ସପେରିମେଣ୍ଟ । ଧାମନଗର ଉପନିର୍ବାଚନ ଫଳାଫଳ ଦଳ ସପକ୍ଷରେ ଯିବା ପରେ ଉତ୍ସାହିତ ପଦ୍ମ ଶିବିର । ହେଲେ ବିଜେଡି କ୍ୟାମ୍ପରେ ନିରାଶା ।

author-image
Manoranjan Behera

ବିଜେଡିକୁ ଧାମନଗରରେ ବଡ୍ ଝଟକା । ଶଙ୍ଖ ଉପରେ ଭାରି ପଡିଲା ପଦ୍ମ । କାମ ଦେଲାନି ବିଜେଡିର ମହିଳା କାର୍ଡ । ଫେଲ୍ ମାରିଲା SHG ଏକ୍ସପେରିମେଣ୍ଟ । ଧାମନଗର ଉପନିର୍ବାଚନ ଫଳାଫଳ ଦଳ ସପକ୍ଷରେ ଯିବା ପରେ ଉତ୍ସାହିତ ପଦ୍ମ ଶିବିର । ହେଲେ ବିଜେଡି କ୍ୟାମ୍ପରେ ନିରାଶା ।

Advertisment
Dhamnagar Bypoll
Advertisment
Advertisment