• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Murder
ଝାରସୁଗୁଡ଼ାରେ ପୁଣି ଏକ ଜଘନ୍ୟ କାଣ୍ଡ

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଭୁଲିପାରୁନଥିବା ଝାରସୁଗୁଡ଼ାବାସୀଙ୍କ ପାଇଁ ଆଉ ଏକ ଲୋମଟାଙ୍କୁରା ଏବଂ ଦୁଃଖଦ ଖବର । ୫୦ ଲକ୍ଷ ଟଙ୍କା ପାଇଁ ଜଣେ ୧୫ ବର୍ଷର ପିଲାକୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଜଣେ ବ୍ୟବସାୟୀଙ୍କ ପୁଅକୁ ୩ ଦିନ ତଳେ...

Jharsuguda By Polls
ମେ ୧୦ ରେ ଭୋଟ ୧୩ ରେ ଗଣତି

ଝାରସୁଗୁଡା ଉପନିର୍ବାଚନ ପାଇଁ ବାଜିଲା ବିଗୁଲ । ଘୋଷଣା ହେଲା ଭୋଟ ଗ୍ରହଣର ତାରିଖ । ମେ ୧୦ ଭୋଟ ଓ ୧୩ ତାରିଖରେ ହେବ ଗଣତି । ନବ ଦାସଙ୍କ ହତ୍ୟା ପରେ ଏହି ଆସନ ଖାଲି ପଡିଥିଲା ।

Medicine
ଏପ୍ରିଲ ୧ରୁ ମହଙ୍ଗା ହେବ ୮ଶହରୁ ଅଧିକ ଅତିଜରୁରୀ ଔଷଧ

ପେନ୍ ବଢ଼ାଇଦେବ ପେନ୍ କିଲର । ବିପି ବଢ଼େଇବ ବ୍ଲଡ୍ ପ୍ରେସର ମେଡିସିନ୍ । କାରଣ ଏପ୍ରିଲ ପହିଲାରୁ ମହଙ୍ଗା ହେବ ଔଷଧ । ନିଇତି ଦରକାର ପଡ଼ୁଥିବା ଅତ୍ୟାବଶ୍ୟକ ଔଷଧ ଦାମ୍ ୧୨ ପ୍ରତିଶତ ବଢ଼ିଯିବ ।

Vanik Institute
'Vanik' କୋଚିଂ ସେଣ୍ଟର ଉପରେ ଜିଏସଟି ରେଡ୍; ଶାସକ ଦଳ ନେତାଙ୍କ ସହ ମାଲିକଙ୍କ ଲିଙ୍କ୍

ଗୋଟେ ପଟେ କ୍ୟାରିୟର ଗଢ଼ିବାର ସ୍ୱପ୍ନ ଦେଖାଉଛି ତ ଅନ୍ୟପଟେ ଟିକସ ଫାଙ୍କି କେଳେଙ୍କାରୀରେ ମାତିଛି । ରାଜଧାନୀର ପ୍ରତିଷ୍ଠିତ କୋଚିଂ ଇନଷ୍ଟିଚ୍ୟୁଟ ‘ବଣିକ୍’ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।

Odisha Police Constable
ଝୁଲିଲା କନଷ୍ଟେବଲ ନିଯୁକ୍ତି!

ଓଡ଼ିଶା ପୋଲିସ୍‌ରେ ଚାଲିଥିବା କନଷ୍ଟେବଲ ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟ ଆଜି ବଡ଼ ଟିପ୍ପଣୀ କରିଛନ୍ତି।

Fake Certificates
ବଲାଙ୍ଗିରରୁ ରାଜ୍ୟର ଅନ୍ୟ ଜିଲ୍ଲାକୁ ଲମ୍ବୁଛି ଜାଲ୍ ସାର୍ଟିଫିକେଟ କରାବାର

ବଲାଙ୍ଗିର ଜାଲ୍‌ ସାର୍ଟିଫିକେଟ୍ ରାକେଟ୍ ପଛରେ ବି ସରକାରୀ ଦଳର ହାତ । ବିଜେଡିର ପ୍ରଭାବଶାଳୀ ନେତାଙ୍କ ପ୍ରୋତ୍ସାହନରେ ଚାଲିଥିଲା ଏ କଳା କାରବାର । ଆଜି ବିଧାନସଭାରେ ଏ ପ୍ରସଙ୍ଗ ଉଠାଇ ସରକାରଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣି ବର୍ଷିଛନ୍ତି ବିରୋଧୀ ।

Murder
୫୦ ଲକ୍ଷ ଟଙ୍କା ପାଇଁ ୧୫ ବର୍ଷର ପିଲାକୁ ଜାଳିପୋଡ଼ି ଦେଲେ

ନା ସହଜରେ ବିଶ୍ୱାସ କରିହେଉଛି ନା ସହଜରେ ଗ୍ରହଣ କରିହେଉଛି । ମାତ୍ର ୧୫ ବର୍ଷର ନିଷ୍ପାପ ଶିଶୁଟିଏ ଯେ ଆତତାୟୀଙ୍କ ଦ୍ୱାରା ଅତି ବର୍ବର ଭାବେ ହତ୍ୟାର ଶିକାର ହେବ । ତାହା ଦେଖିଲେ ବିଚଳିତ ହୋଇଯାଉଛି ମନ ଆଉ ପ୍ରାଣ ।

Jharsuguda By Polls
ଝାରସୁଗୁଡ଼ା ଉପନିର୍ବାଚନ : ବାଜିଲା ନିର୍ବାଚନ ବିଗୁଲ୍‌, କିଏ ପିନ୍ଧିବ ମୁକୁଟ ?

ଝାରସୁଗୁଡା ଉପନିର୍ବାଚନ ଭୋଟ ପାଇଁ ଘୋଷଣା ହେଲା ତାରିଖ । ମେ ୧୦ ତାରିଖରେ ହେବ ଭୋଟ, ଆଉ ୧୩ ତାରିଖରେ ହେବ ଗଣତି ।

Nitish Rana
IPL 2023: କେକେଆର୍‌ ଦଳର ନୂଆ ମଙ୍ଗୁଆଳ ନୀତିଶ ରାଣା

ମାର୍ଚ୍ଚ ୩୧ରେ ଆଇପିଏଲ୍‌ ୨୦୨୩ ସଂସ୍କରଣ ଆରମ୍ଭ ହେଉଥିବା ବେଳେ କେକେଆର୍‌ କ୍ୟାପ୍ଟେନ୍‌ସିପ୍‌କୁ ଦ୍ୱନ୍ଦ୍ୱ ଦେଖାଯାଉଥିବା ବେଳେ ତାହାକୁ ସ୍ପଷ୍ଟ କରିଛନ୍ତି ଟିମ୍‌ର ହେଡ୍‌ କୋଚ୍‌ ଚନ୍ଦ୍ରକାନ୍ତ ପଣ୍ତିତ ।

Kidney Transplantation
ଏମିତି ଡ୍ରାଇଭର୍‌ଙ୍କୁ ସାଲ୍ୟୁଟ୍‌; କିଡ୍‌ନୀ ଦାନ କରି ପାସେଞ୍ଜରଙ୍କ ଜୀବନ ବଞ୍ଚାଇଦେଲେ...

ପ୍ରତିଦିନ କିଛି ନା କିଛି ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥାଏ, ଯାହା ଲୋକଙ୍କୁ ପ୍ରେରଣା ଯୋଗାଇଥାଏ । ନିକଟରେ ଜଣେ ଉବର୍‌ ଡ୍ରାଇଭର୍‌ଙ୍କ କାହାଣୀଙ୍କୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି । ଜଣେ ଯାତ୍ରୀଙ୍କୁ କିଡ୍‌ନୀ ଦାନ କରି ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ସାଉଁଟିଛନ୍ତି ଉବର୍‌ ଡ୍ରାଇଭର୍‌...

Covid 19
କାୟା ମେଲାଇଲାଣି କୋରୋନା: ଦିନକରେ ୧୮୯୦ ନୂଆ ପଜିଟିଭ୍‌

ଗତ ୨୪ ଘଣ୍ଟାରେ ଦେଶରେ ୧୮୯୦ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି ।

Manmohan Samal
୨୦୨୪ରେ ଲୋକେ ବିକଳ୍ପ ଭାବେ ବିଜେପି ସରକାର ଗଢ଼ିବେ : ମନମୋହନ ସାମଲ

ନବନିଯୁକ୍ତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ରାଜ୍ୟ ବିଜେପି ଅଫିସରେ ସ୍ୱାଗତ ସମ୍ବର୍ଦ୍ଧନା ।

Marriage
ରିଅଲ୍‌ ଲାଇଫ୍‌ରେ ରିଲ୍‌ କାହାଣୀ; ମେଡିକାଲ୍‌ ବେଡ୍‌ରେ ହେଲା ବାହାଘର

୨୦୦୬ ରେ ରିଲିଜ୍‌ ହୋଇଥିବା ବ୍ଲକ୍‌ବଷ୍ଟର ଫିଲ୍ମ ‘ବିବାହ’ ଆପଣମାନେ ନିଶ୍ଚୟ ଦେଖିଥିବେ । ତାହା ଥିଲା ରିଲ୍‌ ଲାଇଫ୍‌ । କିନ୍ତୁ ରିଅଲ୍‌ ଲାଇଫ୍‌ରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଜାଣନ୍ତୁ ପୂରା କାହାଣୀ..

Rahul Gandhi Twitter Bio
ଭାଇରାଲ ହେଉଛି ରାହୁଲଙ୍କ ଟ୍ୱିଟର୍‌ ବାୟୋ: Dis’Qualified MP

ସାଂସଦ ପଦ ରଦ୍ଦ ହେବା ପରେ ସେ ନିଜର ଟ୍ୱିଟର୍‌ ବାୟୋରେ କିଛି ପରିବର୍ତ୍ତନ କରିଛନ୍ତି । ସେ ନିଜ ବାୟୋରେ ଡିସ୍‌କ୍ୱାଲିଫାଏଡ୍‌ ଏମ୍‌ପି ବୋଲି ଲେଖିଛନ୍ତି । ଯାହାକୁ ନେଇ ଏବେ ଦେଶସାରା ଚର୍ଚ୍ଚା ହେଉଛି ।

Odisha sees highest single-day spike in Covid19 cases
ଦେଶରେ ୧୫ ଶହ ଟପିଲା କୋଭିଡ୍‌ ସଂକ୍ରମଣ

ଦେଶରେ କୋଭିଡ ସଂକ୍ରମଣରେ ସାମାନ୍ୟ ବୃଦ୍ଧି ପାଇଛି ।

Friendship Goals
୫୫ ବର୍ଷ ପରେ ବନ୍ଧୁ ମିଳନ; ଫେରାଇଦେଲେ ସ୍କୁଲ୍‌ରେ ହଜିଥିବା ସୁନା ମୁଦି

ଦୀର୍ଘ ୫୫ ବର୍ଷ ପରେ ସେ ନିଜ ବନ୍ଧୁ ଖୋଜି ପାଇଛନ୍ତି । ଖୋଜିବାର କାରଣ ହେଉଛି ସ୍କୁଲ୍‌ ବେଳର ସେହି ସୁନା ମୁଦି ଫେରାଇବା ପାଇଁ ।

Rishabh Pant, Urvashi Rautela
ଋଷଭଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବାରୁ ରାଗିଗଲେ ଉର୍ବଶୀ, କହିଲେ...

ଉର୍ବଶୀଙ୍କୁ ଋଷଭଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ପ୍ରଶ୍ନ ପଚାରିବାରୁ ସେ ରାଗିଯାଇ କିଛି ଉତ୍ତର ନ ଦେଇ ସେଠାରୁ ଚାଲିଯାଇଥିଲେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Postmaster
ନିରିହ ଜମାକାରୀଙ୍କ କଷ୍ଟ ଅର୍ଜିତ ଟଙ୍କା ଖାଇଗଲେ ପୋଷ୍ଟ ମାଷ୍ଟର

ଡାକଘରେ ସଞ୍ଚୟ କରିଥିବା ଲକ୍ଷାଧିକ ଟଙ୍କା ହଡ଼ପ କରିଦେଇଛନ୍ତି ପୋଷ୍ଟ ମାଷ୍ଟର, ପୋଷ୍ଟଲ ଡାକ ଅଧିକ୍ଷକଙ୍କ ନିକଟର ଲିଖିତ ଅଭିଯୋଗ କଲେ ହିତାଧିକାରୀ । ରାୟଗଡ଼ାରୁ ଆସିଥିବା ଏହି ଖବର ଏବେ ସମସ୍ତକୁ ଚକିତ କରିଛି । ଟଙ୍କା ଫେରି ପାଇବାକୁ ଏବେ ଚାହିଁ ବସିଛନ୍ତି କ୍ଷତିଗ୍ରସ୍ତ..

Virat Kohli
କୋହଲି କାହିଁକି ପିନ୍ଧନ୍ତି ୧୮ ନଂ ଜର୍ସି ? ଜାଣନ୍ତୁ ଏହା ପଛର ସତ...

ବିରାଟ କୋହଲି ନିଜ କ୍ରିକେଟ୍‌ କ୍ୟାରିୟର ଆରମ୍ଭରୁ ହିଁ ୧୮ ନଂ ଜର୍ସିରେ ଖେଳି ଆସୁଛନ୍ତି । ୨୦୦୮ U-19 ବିଶ୍ୱକପ୍‌ରେ ଅଧିନାୟକ ଥିଲା ବେଳୁ ହିଁ ସେ ୧୮ ନଂ ଜର୍ସି ପିନ୍ଧି ଆସୁଛନ୍ତି । ତେବେ ଏହି ୧୮ ନଂ ପଛରେ ରହିଛି ଏକ ଭାବପୂର୍ଣ୍ଣ...

Train Ticket
ଆଶ୍ଚର୍ଯ୍ୟ !! ଟ୍ରେନ୍‌ ଟିକେଟ୍‌ କିଣୁଛନ୍ତି, ହେଲେ ଯାତ୍ରା କରୁନାହାନ୍ତି... କିନ୍ତୁ କାହିଁକି ?

ବିନା ଟିକେଟ୍‌ରେ ଯାତ୍ରା କଲେ ଫାଇନ୍‌ ସାଙ୍ଗକୁ କଡ଼ା କାର୍ଯ୍ୟାନୁଷ୍ଠାନ । କିନ୍ତୁ ଏମିତି କେବେ ଶୁଣିଛନ୍ତି କି, ଲୋକେ ଷ୍ଟେସନ୍‌ରେ ଟିକେଟ୍‌ କାଟୁଛନ୍ତି, ହେଲେ ଯାତ୍ରା କରୁନାହାନ୍ତି ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।