• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Heavy Rainfall
ଏସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା, ଜାଣନ୍ତୁ..

ଆଜି ପାଇଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Rinku Singh
ଗୁଜରାଟ ପଞ୍ଝାରୁ ମ୍ୟାଚ୍‌ ଛଡ଼ାଇନେଲେ ରିଙ୍କୁ ସିଂ; ଶେଷ ଓଭର୍‌ରେ ମାରିଲେ ୫ଟି ଛକା

ଗତକାଲି ଗୁଜୁରାଟ ଟାଇଟନ୍ସ ଓ କୋଲାକାତା ନାଇଟ ରାଇଡର୍ସ ମଧ୍ୟରେ ରୋମାଂଚକର ମ୍ୟାଚ୍ ଦେଖିବାକୁ ମିଳିଥିଲା । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେଲା ଧୂଆଁଧାର ଛକା ବର୍ଷା । ଶେଷ ଓଭରରେ ୫ ଛକା ମାରି କୋଲକାତା ନାଇଟ୍ ରାଇଡର୍ସକୁ ଦମଦାର ବିଜୟ ଭେଟି ଦେଇଛନ୍ତି ଯୁବ କ୍ରିକେଟର୍‌...

 Water Scarcity
ବାଃ ବାଃରେ ସରକାର!! ଗାଧେଇବା ପାଇଁ ପାଣି କିଣିବାକୁ ପଡୁଛି

ବର୍ଷ ବର୍ଷ ହେବ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ । ନିର୍ବାଚନ ଆସିଲେ ନେତା, ମନ୍ତ୍ରୀ ପୋଖରୀ ଖୋଳିବାକୁ ପ୍ରତିଶ୍ରୁତି ଦେଉଛନ୍ତି ହେଲେ ନିର୍ବାଚନ ସରିଲେ ସବୁ କେବଳ ପ୍ରତିଶ୍ରୁତିରେ ରହିଯାଉଛି ।

Baijayant Panda
ଚୀନ୍ ସୀମାନ୍ତ ଅଂଚଳକୁ ନୂଆ ନାଁ ଦିଆଯାଉ: ବୈଜୟନ୍ତ ପଣ୍ତା

ଚୀନ୍ ସୀମାନ୍ତ ଅଂଚଳକୁ ନୂଆ ନାଁ ଦେବାକୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତଙ୍କ ମତ ଦେଇଛନ୍ତି । ଟ୍ୱିଟ୍ କରି ମତାମତ ଲୋଡିଛନ୍ତି ବୈଜୟନ୍ତ । ଚୀନ୍ ସୀମାନ୍ତ ଅଂଚଳର କିଛି ନାଁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି ।

PLus 2 Exam
ଆଜିଠୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ଖାତାଦେଖା

ମେ’ ୭ ରେ ଖାତା ଦେଖା ସରିବା ପରେ ଆରମ୍ଭ ହେବ ଟେବୁଲେସନ । ମେ’ ଶେଷ ସୁଦ୍ଧା ଫଳାଫଳ ପ୍ରକାଶ ପାଇବା ସମ୍ଭାବନା ଥିବା ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

Heavy Rainfall
୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ; ବିଜୁଳି, ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା

ବିଜୁଳି, ଘଡ଼ଘଡ଼ି ସହ ୪୦ରୁ ୫୦ କି.ମି ବେଗରେ ପବନ ବହିବା ସମ୍ଭାବନା ରହିଛି।

Puspa Movie
ମାଲକାନଗିରିରେ ସୁଟିଂ ହେବ ସୁପରହିଟ୍‌ ଫିଲ୍ମ ପୁଷ୍ପା ପାର୍ଟ-୨

ପୁଷ୍ପା-୨ ଲାଗି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଓ ସପ୍ତଧାରା ନଦୀର ବିଭିନ୍ନ ଜାଗାରେ ସୁଟିଙ୍ଗ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଛି ଟିମ୍ । 

PLus 2 Exam
କାଲିଠାରୁ +2 ଖାତାଦେଖା; ମେ' ଶେଷ ସୁଦ୍ଧା ରେଜଲ୍ଟ

ଚଳିତ ଥର ୬୫ ଟି ଅଫଲାଇନ ସେଣ୍ଟର ଓ ୩୯ଟି ଅନଲାଇନ ସେଣ୍ଟରରେ ଖାତା ଦେଖା ହେବ । ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ଜରିଆରେ ମୂଲ୍ୟାୟନ ହେବ ବେଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

Mask Mandatory
ବଢୁଛି ସଂକ୍ରମଣ, ବଢୁଛି ଭୟ; ପୁଣି ମାସ୍କ ହେଲା ବାଧ୍ୟତାମୂଳକ

ବର୍ଷେ ହେବ କରୋନା ସଂକ୍ରମଣ କମିଥିବା ବେଳେ ପ୍ରାୟ ରାଜ୍ୟ କଟକଣାକୁ କୋହଳ କରିଥିଲେ । ଏବେ କିନ୍ତୁ ଦେଶର କିଛିଟା ରାଜ୍ୟ ପୁଣି ଥରେ କଟକଣା ଲାଗୁ କରିଛନ୍ତି, ଯେପରିକି ମାସ୍କ ପିନ୍ଧିବା ବାଧ୍ୟଚାମୂଳକ ହୋଇଯାଇଛି ।

IPL 2023
ସୁପରସଣ୍ତେରେ ସୁପର ମୁକାବିଲା; କିଏ ମାରିବ ବାଜି, କିଏ କରିବ ପଏଣ୍ଟ ଟେବୁଲ୍‌ରେ ରାଜ୍‌ ?

ଫଟାଫଟ କ୍ରିକେଟ୍‌ର ମହାସମରରେ ଦୁଇଟି ହାଇଭୋଲଟେଜ୍ ମୁକାବିଲା ହେବାକୁ ଯାଉଛି ।

Prithviraj Harichandan
‘ADR ରିପୋର୍ଟ ସମୁଦ୍ରକୁ ଶଙ୍ଖେ, ବିଜେଡି ସାଢ଼େ ଚାରି ହଜାର କୋଟିର କଳା ଧନ ରଖିଛି’

ଏଡିଆର ରିପୋର୍ଟ କେବଳ ସମୁଦ୍ରକୁ ଶଙ୍ଖେ । ଲିଗାଲ ଫଣ୍ଡିଂ ବାଦ ବିଜେଡି ସାଢ଼େ ଚାରି ହଜାର କୋଟିର କଳା ଧନ ରଖିଛି । ବେଆଇନ ଭାବେ ବିଭିନ୍ନ ସୂତ୍ରରୁ ଆଦାୟ ହୋଇଥିବା ବିଜେପି ଅଭିଯୋଗ କରିଛି।

BJD
ବିଜେଡି ଦେଶରେ ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ

ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ହେଉଛି ଦେଶର ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ।

Chennai Super Kings
ମ୍ୟାଚ୍‌ ପୂର୍ବରୁ ବଡ଼ ଝଟକା; ଫିଲ୍ଡକୁ ଓହ୍ଲାଇ ନପାରନ୍ତି CSK ର ଏହି ଷ୍ଟାର ଅଲରାଉଣ୍ତର

ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଛି ବଡ଼ ଝଟକା । ଆଜି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଦଳ ପାଇଁ ଆସିଛି ଖରାପ ଖବର ।

Shahrukh Khan
ଦିବ୍ୟାଙ୍ଗ ଫ୍ୟାନ୍‌ଙ୍କ ପାଇଁ ପାଗଳ ଶାହାରୁଖ୍‌; କିସ୍‌ କଲେ, ହାତରେ ଲକ୍ଷେ ଟଙ୍କା ଦେଇଗଲେ

ଶାହରୁଖ୍‌ ନିଜର ନିଆରା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଜଣେ ଦିବ୍ୟାଙ୍ଗଙ୍କ ପ୍ରତି ନିଜର ଭଲ ପାଇବା ଅଜାଡ଼ିଦେବା ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଚହଳ ସୃଷ୍ଟି କରିଛି ।

NCERT
ନବମରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପରୀକ୍ଷା ଢାଞ୍ଚାରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ..

ନବମରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଛି NCERT ।

Food Poisoning
ଅଷ୍ଟପ୍ରହରୀ ପ୍ରସାଦ ଖାଇ ୧୦୦ରୁ ଅଧିକ ଅସୁସ୍ଥ

ଅଷ୍ଟ ପ୍ରହରୀ ଭୋଜି ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। କଟକ ଜିଲ୍ଲା ସାଲେପୁର ବ୍ଲକରେ ଏହି ଘଟଣା ଘଟିଛି।

Drunk Passenger
ଇଣ୍ତିଗୋ ବିମାନରେ ଯାତ୍ରୀଙ୍କ ହଙ୍ଗାମା; ନିଶାରେ ଏମରଜେନ୍ସି ଗେଟ୍‌ ଖୋଲୁଥିଲେ...

ପୁଣି ବିମାନରେ ମଦ୍ୟପ ଯାତ୍ରୀଙ୍କ ବିଶୃଙ୍ଖଳା ସାମ୍ନାକୁ ଆସିଛି। ଜଣେ ୪୦ ବର୍ଷୀୟ ବ୍ୟକ୍ତି ମଦ ନିଶାରେ ବିମାନର ଏମର୍ଜେନ୍ସି ଦ୍ୱାର ଖୋଲିବାକୁ ଉଦ୍ୟମ କରି ଗିରଫ ହୋଇଛନ୍ତି।

Samarth Death Case
‘କାଲି ୯୦ ଲକ୍ଷ ଟଙ୍କା ଧରି ହାୱଡ଼ା ଷ୍ଟେସନରେ ବସିବୁ, ତତେ ଛୁଆ ମିଳିଯିବ’

ଝାରସୁଗୁଡ଼ାର ବହୁ ଚର୍ଚ୍ଚିତ ନାବାଳକ ସମର୍ଥ ଅଗ୍ରୱାଲ ହତ୍ୟା ଘଟଣା ନୂଆ ମୋଡ଼ ନେଇଛି । ଓଟିଭି ହାତରେ ଲାଗିଛି ଏକ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ।

Droupadi Murmu
ବାୟୁସେନା ପୋଷାକରେ ସୁଖୋଇ-୩୦ରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆସାମର ତେଜପୁର ଏୟାର ଫୋର୍ସ ଷ୍ଟେସନରୁ ସୁଖୋଇ ୩୦ର କୋ ପାଇଲଟ୍ ସିଟରେ ମହାମହିମ ଉଡ଼ାଣ ଭରିଛନ୍ତି ।

A.K Antony
ହାତ ଛାଡି ପଦ୍ମ ଧରିଲେ ଏ.କେ.ଆଣ୍ଟୋନୀଙ୍କ ପୁଅ

କଂଗ୍ରେସର ଭେଟେରାନ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ. ଆଣ୍ଟୋନୀଙ୍କ ପୁଅ ଅନିଲ ଆଣ୍ଟୋନୀ ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।