• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Mahendra Singh Dhoni
ଚେନ୍ନାଇର କ୍ୟାପ୍‌ଟେନ୍‌ ଭାବେ ଆଜି ୨୦୦ତମ ମ୍ୟାଚ୍‌ ଖେଳିବେ ମାହି

ମହେନ୍ଦ୍ର ସିଂ ଧୋନି ଆଜି ଚେନ୍ନାଇ ସୁପରକିଙ୍ଗ୍ସର କ୍ୟାପ୍‌ଟେନ୍‌ ଭାବେ ୨୦୦ତମ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି ।

CM Naveen Patnaik
ଚମକାଇଦେଲା ADR ରିପୋର୍ଟ; ନବୀନ ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ

ନବୀନ ପଟ୍ଟନାୟକ ଦେଶର ୩ୟ ଧନୀ ମୁଖ୍ୟମନ୍ତ୍ରୀ । ନବୀନଙ୍କ ସଂପତ୍ତି ହେଲା ୬୩ କୋଟି ୮୭ ଲକ୍ଷ ଟଙ୍କା । ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆନ୍ଧ୍ରର ଜଗନ ରେଡ୍ଡି । ଜଗନ ରେଡ୍ଡିଙ୍କ ସଂପତ୍ତି ୫୧୦ କୋଟି ୩୮ ଲକ୍ଷ ।

Lottery
ତଳିତଳାନ୍ତ କରିଦେଲା କ୍ୟାନ୍‌ସର ରୋଗ, ହଠାତ୍‌ ଜିତିଲେ ୧୬ କୋଟିର ଲଟେରୀ

ଜୀବନରେ କରିଥିବା ଭଲ କର୍ମର ଫଳ ଏଭଳି ମିଳିବ ବୋଲି କିଏ କେବେ ଆଶା ବି କରିନଥିବେ । ନିଜର ସମସ୍ତ ସମ୍ପତ୍ତି ଝିଅର ଚିକିତ୍ସା ପାଇଁ ଅଜାଡ଼ି ଦେଇ ମାଆ ତଳିତଳାନ୍ତ ହୋଇଗଲେ। ହେଲେ ଆଜି ଲଟେରୀରେ ମାଲାମାଲ୍‌ ହୋଇଯାଇଛନ୍ତି । ଜାଣନ୍ତୁ ପୂରା କାହାଣୀ..

Bathinda Military Station
ବଠିଣ୍ତା ମିଲିଟାରୀ ଷ୍ଟେସନ୍‌ରେ ଫୁଟିଲା ଗୁଳି, ୪ ମୃତ

ପଞ୍ଜାବର ଭାତିଣ୍ଡାରେ ଥିବା ମିଲିଟାରୀ ଷ୍ଟେସନ ଭିତରେ ଚାଲିଛି ଗୁଳି। ଭୟଙ୍କର ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ଘଟିଛି।

Pravat Biswal
ସି-ସୋର୍‌ ଚିଟ୍‌ଫଣ୍ତ ମାମଲା: ବର୍ଷକରେ ପ୍ରଭାତ ବିଶ୍ୱାଳଙ୍କ ବିଚାର ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଚିଟ୍‌ଫଣ୍ଡ ସଂସ୍ଥା ସି-ସୋର ସହ କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଆର୍ଥିକ କାରବାର ଅଭିଯୋଗ ମାମଲାରେ ହାଇକୋର୍ଟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଶୁଣାଣି।

Fake certificate case
ଡାକ ବିଭାଗର ସିବିଆଇ ତଦନ୍ତ ସୁପାରିଶ ପରେ ବଢ଼ିଲା ଛନକା

ନକଲି ସାର୍ଟିଫିକେଟକୁ ନେଇ ସାରା ରାଜ୍ୟରେ ହଇଚଇ । ସିବିଆଇ ତଦନ୍ତ ସୁପାରିଶ ପରେ ନେତାଙ୍କ ଛାତି ଧଡ୍ ଧଡ୍ । ଡାକ ବିଭାଗ ତଦନ୍ତ ଲିଙ୍କରେ ଅନ୍ୟ ବିଭାଗରେ ପଶିବ କି ସିବିଆଇ?

Heat Wave
ରାଜଧାନୀ ସମେତ ୯ଟି ସ୍ଥାନରେ ୪୦ ଡିଗ୍ରୀ ଡେଇଁଗଲା ପାରଦ

ମାଡ଼ି ଆସୁଛି ମୁଣ୍ଡ ଫଟା ଖରା । ୧୩ରୁ ୧୫ ଯାଏଁ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି କଲାଣି ପାଣିପାଗ ବିଭାଗ । ଏମିତିକି ୧୫ ତାରିଖରେ ଝାରସୁଗୁଡ଼ାରେ ପାରଦ ୪୪ ଡିଗ୍ରୀ ଡେଇଁବା ଅନୁମାନ କରିଛି ।

courier firm
କୋରିୟର କଂପାନିର ତ୍ରୁଟିରୁ ଭୁଲ ଠିକଣାରେ ଆଉ ଜଣଙ୍କର ଶବ

ମେଡ଼ିକାଲରେ ଶିଶୁ ବଦଳ ଖବର ଆପଣ ଶୁଣିଥିବେ ନିଶ୍ଚୟ । ହେଲେ ଶବ ବି ଯେ ଅଦଳବଦଳ ହୋଇପାରେ ଆଉ ସେହି ଶବର ଅନ୍ତିମ ସତ୍କାର ବି ହୋଇଯାଏ, ସେକଥା ବୋଧହୁଏ ଶୁଣିନଥିବେ।

ChhenaPoda Divas
ଆଜି ବିଶ୍ବ ଛେନାପୋଡ଼ ଦିବସ

ହାତକୁ ଲୁତୁପୁତୁ, ପାଟିକୁ ଭାରି ସୁଆଦିଆ ଆମ ଛେନାପୋଡ଼ କଥା । କାହିଁକି ନା ଆଜି ବିଶ୍ୱ ଛେନାପୋଡ଼ ଦିବସ । ନୟାଗଡ଼ ଜନ୍ମିତ ଛେନାପୋଡ଼କୁ ବିଶ୍ୱ ବଜାର ଦେବା ଲାଗି ଗତ ବର୍ଷରୁ ଆରମ୍ଭ ହୋଇଥିବା ବିଶ୍ୱ ଛେନାପୋଡ଼ ଦିବସ ଆଜି ଖାଲି ନୟାଗଡ଼ ଜିଲ୍ଲାରେ ସୀମିତ...

Jharsuguda bypoll
ଉପନିର୍ବାଚନକୁ ନେଇ ଝାରସୁଗୁଡ଼ାରେ ବଢୁଛି ପଲିଟିକାଲ ପାରା

ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ଓ କଂଗ୍ରେସ ଫୋକସରେ ଅନୁକଂପା ଭୋଟ୍ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଓ କଂଗ୍ରେସ ପ୍ରାର୍ଥୀ ତୁରଣ ପାଣ୍ଡେ ଅନୁକଂପା ଭୋଟ ସାଉଁଟିବାକୁ ଗୋଟିଚାଳନା ଆରମ୍ଭ କରିଛନ୍ତି । କାରଣ ଉଭୟ ପ୍ରାର୍ଥୀ ନିକଟରେ ନିଜ ନିଜର ବାପାଙ୍କୁ ହରାଇଛନ୍ତି ।

Pradipta Kumar Nayak
କୋଭିଡ ସହ ଲମ୍ବା ଲଢ଼େଇରେ ବିଜେତା ହେଲେ ପ୍ରଦୀପ୍ତ ନାୟକ

ଏପ୍ରିଲ ୨୦୨୧ରୁ ଏପ୍ରିଲ ୨୦୨୩ । ଦୀର୍ଘ ଦୁଇ ବର୍ଷ ଧରି କୋଭିଡ ସହ ଲମ୍ବା ଲଢେଇ କରି ଶେଷରେ ଜୀବନ ଯୁଦ୍ଧରେ ବିଜୟ ପରେ ଘର ବାହୁଡ଼ା ହେବେ ପୂର୍ବତନ ବିରୋଧୀ ଦଳ ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ ।

ChhenaPoda Divas
ନୟାଗଡ଼ ଦରବ, ଓଡ଼ିଶାର ଗରବ; ସବୁଠି ଜମିଲା ବିଶ୍ୱ ଛେନାପୋଡ଼ ଦିବସ

ଛେନା ପୋଡ଼, ତାକୁ କିଏ କହେ ମିଠା ତ ପୁଣି ପ୍ରସ୍ତୁତି ଦୃଷ୍ଟିରୁ କିଏ କୁହେ ପିଠା । ପୋଡ଼ ପୋଡ଼ିଆ ପୁଣି ଲୁତୁପୁତୁଆ । ସୁଆଦ ଏମିତି- ଯିଏ ଥରେ ଚାଖିଛି, ସବୁବେଳେ ଚାହିଁଛି, ଖାଇବାକୁ ମନ କରିଛି ।

Pradipta Kumar Nayak
ହାରିଲା କରୋନା, ଜିତିଲେ ପ୍ରଦୀପ୍ତ; ଓଡ଼ିଶା ଫେରୁଛନ୍ତି ବିଜେପି ନେତା

ଜୀବନ ସହ ଦୀର୍ଘ ୨ ବର୍ଷର ସଂଘର୍ଷ । ମହାମାରୀ କବଳରୁ ବର୍ତ୍ତିବାକୁ ସବୁଠୁ ଲମ୍ବା ସମୟର ଲଢେଇ । ଆଉ ତା’ପରେ ଏବେ ସତ ହେବାକୁ ଯାଉଛି ଘର ବାହୁଡ଼ା ସ୍ୱପ୍ନ ।

School Close
କାଲିଠୁ ସବୁ ସ୍କୁଲ୍‌ ଛୁଟି

ଆସନ୍ତାକାଲିଠୁ ଏପ୍ରିଲ ୧୬ ପର୍ଯ୍ୟନ୍ତ ସବୁ ସ୍କୁଲ ଛୁଟି ରହିବ ।

Heat Wave
ଡହ ଡହ ଖରାରେ ସିଝୁଛି ଓଡ଼ିଶା; ତାପମାତ୍ରା ଆହୁରି ୪ ଡିଗ୍ରୀ ବଢ଼ିବ

ନିଆଁ ବର୍ଷୁଛି, ମୁଣ୍ଡ କାନ ଝାଇଁ ମାରି ଯାଉଛି । ଅପରାହ୍ନ ସାଢ଼େ ୨ଟା ବେଳକୁ ରାଜଧାନୀରେ ପାରଦ ୪୦ ଡିଗ୍ରୀ ଟପିଗଲା । ଡହ ଡହ ଖରାରେ କଲବଲ ହେଉଛନ୍ତି ଭୁବନେଶ୍ୱରବାସୀ ।

Vehicle Tyre
ସାବଧାନ!! ଗାଡ଼ିର ଟାୟାର ଅବସ୍ଥା ଭଲ ନଥିଲେ, ଗଣିବେ ଜୋରିମାନା..

ଗାଡ଼ି ଟାୟାର ଅବସ୍ଥା ଠିକ୍‌ ନଥିଲେ ଏଣିକି ଗଣିବେ ମୋଟା ଅଙ୍କର ଫାଇନ୍‌ । ତେବେ ଜାଣନ୍ତୁ କେଉଁଠି ଲାଗୁ ହୋଇଛି ଏହି ନିୟମ..

Rinku Singh
ବାପା ବୋହୁଛନ୍ତି ସିଲିଣ୍ତର; ରାତାରାତି ପୁଅ ପାଲଟିଗଲା ହିରୋ

ସୋସିଆଲ୍‌ ମିଡିଆ ସେନ୍‌ସେସନ୍‌ ପାଲଟିଯାଇଛନ୍ତି କୋଲକାତା ନାଇଟ ରାଇଡର୍ସର ବାମହାତୀ ବ୍ୟାଟ୍ସମ୍ୟାନ୍‌ ରିଙ୍କୁ ସିଂ । କାଲିର ମ୍ୟାଚ୍ ପରେ ଡ୍ରେସିଂ ରୁମରୁ ନେଇ ଡ୍ରଇଂରୁମ ପର୍ଯ୍ୟନ୍ତ ସବୁଠି ରିଙ୍କୁଙ୍କ ଚର୍ଚ୍ଚା । ରିଙ୍କୁଙ୍କୁ ଏହି ସଫଳତା ରାତାରାତି ମିଳିନାହିଁ । ବରଂ ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷ...

Air India Flight
ମଝି ଆକାଶରେ ଯାତ୍ରୀଙ୍କ ହଙ୍ଗାମା; ଲଣ୍ତନ ଯାଉଥିବା ବିମାନ ଦିଲ୍ଲୀ ଫେରିଲା

ମଝି ଆକାଶରେ ଉଡ଼ୁଥିଲା ଏୟାର ଇଣ୍ଡିଆର ବିମାନ। ଯାତ୍ରୀମାନଙ୍କୁ ନେଇ ବିମାନଟି ଲଣ୍ଡନ ଯାଉଥିଲା। ହେଲେ ଜଣେ ଯାତ୍ରୀ ବିମାନ ଭିତରେ ଦୁଇ ଜଣ କ୍ରୁ ସଦସ୍ୟଙ୍କ ସହ ଝଗଡ଼ା କରିବାରୁ ସ୍ଥିତି ଭୟଙ୍କର ରୂପ ନେଇଥିଲା। ଏହି କାରଣରୁ ଲଣ୍ଡନ ଯିବା ବଦଳରେ ବିମାନଟି ପୁଣି ଦିଲ୍ଲୀ...

Heat Wave
ଓଃ କି ତାତି..ସକାଳ ସାଢ଼େ ୮ଟା ସୁଦ୍ଧା ତାପମାତ୍ରା ୩୧ ଡିଗ୍ରୀ

କିଛି ଦିନ ଧରି କାଳବୈଶାଖୀ ବର୍ଷା ଯୋଗୁଁ ତାତି କମିଥିବା ବେଳେ ଆଜି ପୁଣି ଗରମ ଅନୂଭବ ହେଉଛି ।

ECMO Treatment In SCB
ECMO ସପୋର୍ଟରେ ବିରଳ ଅପରେସନ୍; ଶ୍ୱାସନଳୀରୁ ବାହାରିଲା ଟ୍ୟୁମର

କଟକ ଏସସିବି ମେଡିକାଲରେ ପ୍ରଥମ ଥର ପାଇଁ ଇକମୋ ମେସିନ ସପୋର୍ଟରେ ଅପରେସନ କରାଯାଇଛି।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।