ପାଠପଢ଼ା ଆରମ୍ଭ ନେଇ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ଦେଇଛନ୍ତି ।
ଆଜି ଉତ୍କଳ ଦିବସରେ ରାଜ୍ୟର ହଜାର ହଜାର ଚାଷୀଙ୍କୁ ‘କାଳିଆ’ ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଗତକାଲି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଆରମ୍ଭ ହୋଇଯାଇଛି ଆଇପିଏଲ୍ ୨୦୨୩ ମହାସମର । ଏହି ସମୟରେ ବଲିଉଡ୍ ଗାୟକ ଅରିଜିତ ସିଂ ଧୋନୀଙ୍କ ପାଦ ଛୁଇଁ ପ୍ରଣାମ କରୁଥିବାର ଦେଖିବାକୁ ମିଳିଥିଲା । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଘଞ୍ଚ ଜଙ୍ଗଲ ଭିତରୁ ମିଳିଲା ନର କଙ୍କାଳ। ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ।
ଆମ ଭାଷାର ସ୍ୱତନ୍ତ୍ର ଲିପି ଅଛି, ବର୍ଣ୍ଣ ଅଛି ବ୍ୟାକରଣ ଅଛି । ଆମ ଭାଷା ଯେ ଏକ ସମୃଦ୍ଧ ସ୍ୱତନ୍ତ୍ର ଭାଷା ତାର ପଟାନ୍ତର ନାହିଁ । ମୂଳ ସଂସ୍କୃତ ଭାଷାରୁ ଆସିଥିବା ଆମ ମାତୃଭାଷା ସବୁ ଦିଗରୁ ଉନ୍ନତ ଏବଂ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ।
ଦିଲ୍ଲୀ ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗ ମାମଲାରେ ମନିଷ ସିସୋଦିଆଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି ।
ବିନା ସ୍ୱାର୍ଥରେ ନିଜର ସବୁକିଛି ପିଲାଙ୍କ ପାଇଁ ସମର୍ପି ଦେଉଥିବା ବାପାମାଆକୁ କିନ୍ତୁ ପିଲାମାନେ ପାଣି ଗିଲାସଟେ ବି ଯାଚୁ ନାହାନ୍ତି । ଏମିତିକି ହାତ ଉଠେଇବାକୁ ବି ପଛାଉନାହାନ୍ତି । ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ପଛାଇଲେ ନାହିଁ ପିତାମାତା । ମରିବା ପୂର୍ବରୁ...
ପାକିସ୍ତାନରେ ଅଟା ପାଇଁ ହାହାକାର । ହୋସ୍ ଉଡ଼ାଉଛି ଆକାଶଛୁଆଁ ଅଟା ଦର । ରୁଟି ଖଣ୍ଡେ ପାଇଁ ଡହଳବିକଳ ଗରିବଗୁରୁବା । ପାକିସ୍ତାନରେ ୨୦ କେଜିଆ ଅଟା ପ୍ୟାକେଟ୍ ଦାମ୍ ଏବେ ୩ ହଜାର ଟଙ୍କା ଥିବା ସୂଚନା ମିଳିଛି ।
ଗତ ୨୪ ଘଣ୍ଟାରେ ଦେଶରେ ୩ ହଜାର ୯୫ ଜଣ ଚିହ୍ନଟ ହୋଇଛନ୍ତି । ଗତକାଲି ଏହି ସଂଖ୍ୟା ୩୦୧୬ ଥିଲା ।
ଛାତରୁ ତଳକୁ ପଡ଼ି ଆଖି ବୁଜିଲେ ମେଡିକାଲ ଛାତ୍ର। ଏପରି ଏକ ଅଭାବନୀୟ ଘଟଣା ଗତ ରାତିରେ ବାଲେଶ୍ୱର ଜିଲ୍ଲା ଫକୀରମୋହନ ମେଡିକାଲ କଲେଜରେ ଘଟିଛି।
ଆଇପିଏଲର ଚଳିତ ସିଜିନରେ ୧୦ଟି ଟିମ୍ ଭାଗ ନେଉଛନ୍ତି । ଆଜିର ପ୍ରଥମ ମ୍ୟାଚ ପୂର୍ବରୁ ରଂଗାରଂଗ ଉଦଘାଟନୀ ସମାରୋହ ଦେଖିବାକୁ ମିଳିବ ।
ପିତାଙ୍କ ଦେହାନ୍ତ ପରେ ଭାଙ୍ଗି ପଡ଼ିଥିଲେ ସ୍ପନ୍ଦନା । ଏପରିକି ଆତ୍ମହତ୍ୟା କରିବାକୁ ମଧ୍ୟ ମନ ବଳାଇଥିଲେ । କିନ୍ତୁ ରାହୁଲ ଗାନ୍ଧୀଙ୍କ ସମର୍ଥନ କାରଣରୁ ସେ ନିଜ ମନୋବଳକୁ ଦୃଢ଼ କରିପାରିଥିଲେ ।
ଧର୍ମର ପ୍ରତୀକ, ଏକତାର ଆଦର୍ଶ, ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ । ପବିତ୍ର ରାମ ନବମୀରେ ରାମ ମୟ ଚତୁର୍ଦ୍ଦିଗ । ରାମ ନାମ ଧ୍ୱନିରେ କମ୍ପୁଛି ମନ୍ଦିର ।
ସାରା ରାଜ୍ୟରେ ଜାଲ୍ ସାର୍ଟିଫିକେଟ୍ ରାକେଟ୍ । ବଣିକ୍ ଭଳି କୋଚିଂ ସେଣ୍ଟର ନାଁରେ ଟ୍ୟାକ୍ସ ଫାଙ୍କିବା ଅଭିଯୋଗ । ଉଭୟ ଘଟଣାରେ ବିଜେଡି ନେତାଙ୍କ ଲିଙ୍କ୍ ବିଜେଡି ସରକାରର ଛତ୍ରଛାୟାରେ ଚାଲିଛି କି ଏସବୁ କାରବାର ?
ପ୍ରଥମେ କିଡନ୍ୟାପ୍ ଆଉ ତା’ପରେ ହତ୍ୟା କରି ସମର୍ଥଙ୍କୁ ମରଣଶେଷରେ ଶୁଆଇଦେଲେ ଦୁର୍ବୃତ୍ତ । ଆଜି ନୀରବି ଯାଇଛି ସାରା ଝାରସୁଗୁଡ଼ା । ସ୍ତବ୍ଧ ହୋଇଯାଇଛନ୍ତି ଆତ୍ମୀୟ ସ୍ୱଜନ ପରିବାର ।
କୋହଲିଙ୍କ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ । ଇନ୍ଷ୍ଟାଗ୍ରାମ ହେଉ ବା ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ସବୁଥିରେ କୋହଲି ବେଶ୍ ସକ୍ରିୟ ରହିଥାନ୍ତି । ବର୍ତ୍ତମାନ ସେ ନିଜ ଦଶମ ଶ୍ରେଣୀ ମାର୍କସିଟ୍କୁ ସେୟାର କରିଛନ୍ତି ।
ଆଫ୍ରିକାରେ ବସବାସ କରୁଥିବା ହିମ୍ବା ଜନଜାତିର ଲୋକଙ୍କ ମଧ୍ୟରେ ଏଭଳି କିଛି ପରମ୍ପରା ରହିଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।
ଆଇଏଏସ, ଓଏଏସ୍ , ରେଲୱେ ଓ ବ୍ୟାକିଂ ଭଳି ଚାକିରି ପାଇଁ କୋଚିଂ ଦେଉଥିବା ବଣିକ୍ କୋଚିଂ ସେଣ୍ଟର ନାଁରେ କୋଟି କୋଟିର ଟିକସ ଫାଙ୍କି ଅଭିଯୋଗ। ସେଣ୍ଟ୍ରାଲ୍ ଜିଏସ୍ଟି ବିଭାଗର ଅତର୍କିତ ରେଡ୍ ପରେ ସୃଷ୍ଟି ହୋଇଛି ହଇଚଇ ।
ପୁଣି ଚର୍ଚ୍ଚାରେ ସୁନ୍ଦରଗଡ଼ କୋଇଡ଼ା ବିଡିଓ । ଏଥର ଜନତା କି ନେତା ନୁହଁନ୍ତି, ଆକ୍ରମଣର ଶିକାର ହୋଇଛନ୍ତି ନିଜ ବାପା ଓ ଭାଇଙ୍କ ଦ୍ୱାରା । ଟଙ୍କା ନେଣଦେଣକୁ ନେଇ ସରକାରୀ ବାସଭବନରେ ପଶି ଠିକାଦାର ଭାଇ ଓ ବାପା ଆକ୍ରମଣ କରିଥିବା ବିଡିଓ ପଲ୍ଲବୀ ରାଣୀ...