ପ୍ରଥମେ ମମତା–ଅଖିଳେଶ । ଗତକାଲି ମମତା-ନବୀନ । ଆଉ ଆଜି ମମତା- ଏଚ୍ ଡି କୁମାର ସ୍ୱାମୀ । ସପ୍ତାହକ ଭିତରେ ଜଣଙ୍କ ପରେ ଜଣେ ତିନିଟି ଦଳର ମୁଖିଆଙ୍କ ସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀଙ୍କ ଭେଟଘାଟକୁ ନେଇ ସରଗରମ ରାଜନୀତି ।
ନଜର ପକାନ୍ତୁ, କିଛି ସମ୍ଭାବ୍ୟ ବିକଳ୍ପ ଉପରେ, ଯାହାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।
ରାହୁଲ ଗାନ୍ଧି ଲୋକସଭାରୁ ଡିସକ୍ୱାଲିଫାଏ । ସାଂସଦ ପଦ ରଦ୍ଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ରାହୁଲ ଗାନ୍ଧୀଙ୍କୁ ସାଂସଦ ପଦରୁ ଅଯୋଗ୍ୟ ଘୋଷଣା ପରେ ଦେଶବ୍ୟାପୀ କଂଗ୍ରେସ ଶିବିରରେ ସୃଷ୍ଟି ହୋଇଛି କଂପନ ।
୨୦୨୩ ସେପ୍ଟେମ୍ବର ପାକିସ୍ତାନରେ ଏସିଆ କପ୍ର ଆୟୋଜନ କରୁଛି । କିନ୍ତୁ ଭାରତ ନିଜ ମ୍ୟାଚ୍ ଗୁଡ଼ିକୁ ଅନ୍ୟ ଦେଶରେ ଖେଳିବ।
ମସ୍କ ଏକ ବଡ଼ ଘୋଷଣା କରିଛନ୍ତି । ଯେଉଁମାନେ ପୂର୍ବରୁ ଟ୍ୱିଟର୍ରେ ବ୍ଲୁ ଟିକ୍ ପାଇଛନ୍ତି ଏବଂ ସବ୍ସ୍କ୍ରିପସନ୍ ପାଇଁ ଟଙ୍କା ଦେଇନାହାନ୍ତି, ଏପ୍ରିଲ୍ରୁ ସେମାନଙ୍କ ଆକାଉଣ୍ଟରେ ଆଉ ବ୍ଲୁ ଟିକ୍ ରହିବ ନାହିଁ ।
ଫଗୁଣ ମାସ ଆଗମନ ପୂର୍ବରୁ ଚଳଚଞ୍ଚଳ ହୋଇପଡ଼ନ୍ତି ଆଦିବାସୀ । ବଣ ଜଙ୍ଗଲ ମୂଲକରେ ଜୀବନ ସାଉଁଟୁ ଥିବା ଏହି ସଂପ୍ରଦାୟର ଲୋକେ ଲାଗିପଡ଼ନ୍ତି ମହୁଲ ସଂଗ୍ରହରେ । ହାଡ ଭଙ୍ଗା ପରିଶ୍ରମ କରି ସଂଗ୍ରହ କରୁଥିବା ଏହି ଲଘୁ ବନଜାତ ଦ୍ରବ୍ୟର ବିକ୍ରିବଟା ପାଇଁ ଉଚିତ୍ ବ୍ୟବସ୍ଥା...
ଲଙ୍କା ଚାଷ କରି ଲକ୍ଷପତି । ଦୃଢ଼ ଇଛାଶକ୍ତି ବଳରେ ନିଜେ ଲକ୍ଷ ପତି ହେବା ସହ ଅନ୍ୟ ପରିବାରଙ୍କୁ ଦେଖାଇଛନ୍ତି ରୋଜଗାର ପନ୍ଥା..
ସାଧାରଣ ନିର୍ବାଚନ ପୂର୍ବରୁ ମନମୋହନଙ୍କୁ ଗୁରୁଦାୟିତ୍ୱ । ହାତରେ ସମୟ କମ୍, ଚ୍ୟାଲେଞ୍ଜ କିନ୍ତୁ ଢେର୍ ଅଧିକ । ଗୋଟିଏ ପଟେ ସଂଗଠନକୁ ସୁଦୃଢ଼ କରିବାର ଆହ୍ୱାନ, ଅନ୍ୟପଟେ ରାଜ୍ୟରେ ୫-୫ ଥର ଜିତିଥିବା ବିଜେଡିକୁ ଶାସନ ଗାଦିରୁ ହଟାଇବାର ଚ୍ୟାଲେଞ୍ଜ୍ ।
ପ୍ରେମରେ ବ୍ରେକ୍ ଅପ୍, ପ୍ରେମିକାର ପ୍ରତାରଣା ନା ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ? କେଉଁ କାରଣରୁ ଜୀବନ ହାରିଲେ ରାଜଧାନୀର ବହୁ ଚର୍ଚ୍ଚିତ ଡିଜେ ଆଜେକ୍ସ ? ତାକୁ ନେଇ ଲାଗିରହିଥିବା ସସ୍ପେନ୍ସ ଭିତରେ ପୋଲିସ ହାତରେ ଲାଗିଛି ମୃତ୍ୟୁ ପୂର୍ବରୁ ବାନ୍ଧବୀ ଜିଜ୍ଞାସା ଓ ଆଜେକ୍ସଙ୍କ ମଧ୍ୟରେ...
ବିଜେଡିର ଫ୍ଲାଗସିପ୍ ପୋଗ୍ରାମ ଜୀବନ ବିନ୍ଦୁ ନାଁରେ ହେଉଥିବା ରକ୍ତ ସଂଗ୍ରହରେ ବଡ଼ ଜାଲିଆତି ଅଭିଯୋଗ । ଓଡିଶା ମୋ ପରିବାର ଜରିଆରେ ବିଜେଡିର ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲାରେ ଗତବର୍ଷ ଅକ୍ଟୋବରରୁ ଚଳିତବର୍ଷ ଜାନୁଆରୀ ମାସ ଭିତରେ ଯେତିକି ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଦର୍ଶାଯାଇଛି, ବାସ୍ତବିକ୍...
ଖୁବୀଶୀଘ୍ର ଭାରତୀୟ ନୌବାହିନୀରେ ସାମିଲ ହେବାକୁ ଯାଉଛନ୍ତି ଦେଶର ପ୍ରଥମ ବ୍ୟାଚ୍ ଅଗ୍ନିବୀର । ନୌସେନାରେ ୩ ହଜାର ଅଗ୍ନିବୀର ଯୋଗ ଦେଇ ଦେଶ ମାତୃକାର ସେବାର ସୁଯୋଗ ପାଇବେ ।
ରାଜ୍ୟ ସରକାର ଜୋର ଦେଇ କହୁଛନ୍ତି, ରାଜ୍ୟରେ ଚାଲିଛି ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ସରକାର। ବିରୋଧୀ କହୁଛନ୍ତି, ଓଡ଼ିଶାରେ ହେଉଛି ବିଶ୍ୱସ୍ତରୀୟ ଦୁର୍ନୀତି ।
ଚିଲିକାର ଗଭୀର ଜଳରେ ନୀଳ ଢେଉ ଚିରି ଆଗକୁ ଯାଉଛନ୍ତି ଭାରତର ନୂଆ ସୁରକ୍ଷା କବଚ । ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଥିବା ପ୍ରଥମ ବ୍ୟାଚ୍ ଅଗ୍ନିବୀର ।
‘ପିସି ନାହିଁ ତ କାମ ନାହିଁ, ହାତଗୁଞ୍ଜା ନଦେଲେ ଫାଇଲ ଚାଲିବା ବନ୍ଦ’ । ରାଜ୍ୟରେ ଆଦୌ ପିସି କାରବାର ହେଉନି ଏବଂ ଏକ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଚାଲିଛି ବୋଲି ବିଧାନସଭାରେ ସରାକାରଙ୍କ ବାହାସ୍ଫୋଟ ପରେ ଏ ହେଉଛି ଗ୍ରାଉଣ୍ଡର ସ୍ଥିତି ।
ସେଦିନ ଥିଲା ମାର୍ଚ୍ଚ ୧୮, ସମୟ ସଂଧ୍ୟା । ଯେଉଁ ସଂଧ୍ୟା ଥିଲା ଆଜେକ୍ସ ପାଇଁ ଶେଷ ସଂଧ୍ୟା । ଯେଉଁ କଲ୍ ଥିଲା ଜିଜ୍ଞାସାଙ୍କ ଉଦ୍ଦେଶ୍ୟରେ ଲାଷ୍ଟ କଲ୍ । ଯାହା ଲାଗିଛି ପୋଲିସ ହାତରେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିବ ବୋଲି ସୂଚନା ଦିଆଯାଇଛି ।
ବଦଳୁଛି ଯୁଗ ଆଉ ବଦଳୁଛି ଯୁବପିଢ଼ିଙ୍କ ପସନ୍ଦ। ଏବେ ଆଧୁନିକତା ଛାଡି ଆଧ୍ୟାତ୍ମିକ ଆଢ଼କୁ ଢ଼ଳୁଛନ୍ତି ଯୁବପିଢ଼ି। ଏଭଳି ଏକ ଦୃଶ୍ୟ ଏବେ ଦେଖିବାକୁ ମିଳିଛି କଫି କାଫେ ବାହାରେ ।
ଜମି ମାଫିଆଙ୍କ ହୋସ୍ ଉଡ଼ାଇଦେଲେ ଦବଙ୍ଗ କଲେକ୍ଟର । କହିଲେ...
ବ୍ରେକ୍ ଅପ୍ ତାଙ୍କର ମୃତ୍ୟୁର ଅନ୍ୟ ଏକ କାରଣ ହୋଇଥାଏ ପାରେ ବୋଲି ପୋଲିସ ସନ୍ଦେହ କରୁଛି ।