• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Mission Shakti
SHG ଗ୍ରୁପ୍‌ର ଖୋଲିଲା ଗୁମର: ଲୋନ୍ ନେଉଛନ୍ତି, ସୁଝୁନାହାନ୍ତି..

ମିଶନ୍ ଶକ୍ତି ସଂପର୍କିତ ଷ୍ଟାଣ୍ଡିଂ କମିଟି ରିପୋର୍ଟକୁ ନେଇ ଅକଳରେ ସରକାର । ସ୍ୱୟଂ ସହୟିକା ଗୋଷ୍ଠୀ ଲୋନ୍ ବିନିଯୋଗର ପର୍ଦ୍ଦାଫାଶ ଲୋନ୍ ନେଉଛନ୍ତି,କିନ୍ତୁ ସୁଝୁନାହାନ୍ତି । ସଠିକ ଭାବେ ବିନିଯୋଗ ହେଉନି ଋଣ ବାବଦ ମିଳୁଥିବା ଅର୍ଥ ।

Accident
ସରପଞ୍ଚଙ୍କ ଦୁର୍ଘଟଣାରେ ମୃତ୍ୟୁ ପଛରେ ରହିଛି କି ବଡ଼ ଷଡ଼ଯନ୍ତ୍ର ?

ଗତକାଲି ଜଣେ ସଂପର୍କୀୟଙ୍କ ଘରୁ ଭାଇ ସହ ଭୋଜିଖାଇ ଫେରିବାବେଳେ ହାଇୱା ଧକ୍କାରେ ବୀରରାମଚନ୍ଦ୍ରପୁର ସରପଞ୍ଚ ଦୀପା ବେହେରାଙ୍କ ମୃତ୍ୟୁ ହୋଇଛି। ଏହା ପଛରେ ଷଡ଼ଯନ୍ତ୍ର ଥିବା ପରିବାର ଲୋକେ କହିଥିବାବେଳେ ଭୋଜିକୁ ଯିବା ପୂର୍ବରୁ ଦୀପାଙ୍କ ଶେଷ ଇନଷ୍ଟା ରିଲସ ଚର୍ଚ୍ଚାର ବିଷୟ ହୋଇଛି।

Sagar Pradhan
ଏମିତି କ’ଣ କଲେ ! ଜାତିସଂଘରେ ଚମକିଲେ ଓଡ଼ିଆ ପୁଅ..

ପରିବେଶର କ୍ଷତିର ଭରଣା କରିବା ପାଇଁ କେନ୍ଦ୍ରାପଡ଼ାରେ ସାଗର ପ୍ରଧାନ ଏକ ବଡ଼ ନିଷ୍ପତ୍ତି ନେଲେ । ଲେଖକ ଭାବରେ ତାଙ୍କର ରୋଜଗାରକୁ ସେ ଗଛ ଲଗାଇବାରେ ଖର୍ଚ୍ଚ କରିବେ । ୨୦୦୮ ପରଠାରୁ ସେ ହଜାର ହଜାର ଗଛ ଲଗାଇବାରେ ସାହାଯ୍ୟ କରିଛନ୍ତି ଏବଂ ସମଗ୍ର ଭାରତରେ...

Covid 19
H3N2 ଇନଫ୍ଲୁଏଞ୍ଜା ସାଙ୍ଗକୁ ଏବେ କୋଭିଡ ଭୟ; ଦିନକରେ ୫୨୪ଟି ନୂଆ କେସ୍

ବିଭିନ୍ନ ରାଜ୍ୟରେ ପୁଣି କୋଭିଡ କେସ୍ ବଢୁଥିବାରୁ କେନ୍ଦ୍ର ସରକାର ଏନେଇ ତତ୍ପର ରହିଛନ୍ତି । ମୁକାବିଲାର ୫ ସୂତ୍ରୀ ଗାଇଡଲାଇନ୍ ପାଳନ କରିବାକୁ ଓ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି ।

Virat Kohli
ତିନିବର୍ଷ ପରେ ଟେଷ୍ଟରେ ପୁଣି ଚମକିଲେ କିଙ୍ଗ୍ କୋହଲି

ଅଷ୍ଟ୍ରେଲିଆର ପ୍ରଥମ ଇନିଂସର ବିଶାଳ ସ୍କୋର୍ ପରେ ଯେତେବେଳେ ଟିମ୍‌କୁ ରନ୍‌ର ଆବଶ୍ୟକତା ଥିଲା, ସେତେବେଳେ ସେଞ୍ଚୁରି ମାରି ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇବାରେ ସାହାଯ୍ୟ କରିଛନ୍ତି କୋହଲି ।

Tejashwi Yadav
ତେଜସ୍ୱୀ ଯାଦବଙ୍କ ଘରୁ ମିଳିଲା ୭୦ ଲକ୍ଷ ନଗଦ ଟଙ୍କା ଓ ଦେଢ଼ କେଜି ସୁନା

ଇଡି ଶୁକ୍ରବାର ଦିନ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ଏବଂ ପୁଅ ତେଜସ୍ୱୀ ଯାଦବଙ୍କ ପରିସରରୁ ୭୦ ଲକ୍ଷ ନଗଦ ଟଙ୍କା, ୧.୫ କିଲୋ ସୁନା ଅଳଙ୍କାର, ୫୪୦ ଗ୍ରାମ ସୁନା ବିସ୍‌କିଟ୍‌ ଏବଂ ୯୦୦ ଆମେରିକୀୟ ଡଲାର ଜବତ କରିଛି ।

 Crime Against Women
ଏତେ ତଳକୁ ଖସିଗଲା ସ୍ୱାମୀ ! ଅଘୋରୀ ପୂଜା ପାଇଁ ସ୍ତ୍ରୀର ଋତୁସ୍ରାବ ରକ୍ତକୁ ୫୦ ହଜାରରେ ବିକ୍ରି କଲା

ମହିଳାଙ୍କ ପାଇଁ ଋତୁସ୍ରାବ ସମୟଟି ବେଶ କଷ୍ଟଦାୟକ ହୋଇଥାଏ । ଏହି ସମୟରେ ସ୍ତ୍ରୀ ହେଉ ବା ଝିଅର ଯତ୍ନ ନେବା ପରିବର୍ତ୍ତେ ଏଭଳି ନୃଶଂସ ଅପରାଧ ଘଟାଇବା ବେଶ୍ ନିନ୍ଦନୀୟ । ଋତୁସ୍ରାବ ରକ୍ତକୁ ବିକ୍ରି କରିବା ଘଟଣା ଏବେ ମହାରାଷ୍ଟ୍ରରେ ଚହଳ ସୃଷ୍ଟି କରିଛି ।

H3N2 Virus
H3N2 ଇନଫ୍ଲୁଏନଜା ଭାଇରସକୁ ନେଇ ଛନକା

H3N2 ଭାଇରସ। ଥଣ୍ଡା, କାଶ ଓ ଗଳା ଦରଜ ଭଳି ଲକ୍ଷଣ ରଖୁଥିବା ଏ ଭାଇରସ ଅନ୍ୟ ଗୁରୁତର ରୋଗରେ ପୀଡ଼ିତ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ପରେ ଏହାକୁ ନେଇ ସତର୍କତା ଅବଲମ୍ବନ ଲାଗି ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

Forest Officer Suspend
କେନ୍ଦୁପତ୍ର ତୋଳାଳିଙ୍କ ଟଙ୍କା ହଡ଼ପ ଘଟଣା: ଫରେଷ୍ଟର ଓ ରେଞ୍ଜର ନିଲମ୍ବିତ

କେନ୍ଦୁପତ୍ର ବିଭାଗରେ ଚଞ୍ଚକତା କରି ଆଦିବାସୀଙ୍କ ଟଙ୍କା ହଡ଼ପ ଘଟଣାରେ କୁଡୁମୁଳଗୁମ୍ମା ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ ଓ ବାଲିମେଳା ରେଞ୍ଜର ଦୁର୍ଗା ପ୍ରସାଦ ନାୟକଙ୍କୁ ନିଲମ୍ବିତ କରାଯାଇଛି।

Dam
ଡ୍ୟାମ୍ ଅଛି କିନ୍ତୁ ପାଣି ନାହିଁ; ପାଣି ପାଇଁ ଜନବସତିମୁହାଁ ଜୀବଜନ୍ତୁ

ଦିନ ଥିଲା ଏଠି ଅକାତ ଅକାତ ପାଣି ଥିଲା । ଲୋକେ ଆସୁଥିଲେ, ବୋଟରେ ବୁଲୁଥିଲେ । କିନ୍ତୁ ଜଳ ଭଣ୍ଡାରରେ ହେଲେ ଏବେ ଏଠି ନାହିଁ ଜଳଶୟର ଚିହ୍ନବର୍ଣ୍ଣ ।

ALH Dhruv Helicopters
ବନ୍ଦ ହେଲା ALH 'ଧ୍ରୁବ୍' ହେଲିକପ୍ଟର୍‌ର ଉଡ଼ାଣ

ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର ଧ୍ରୁବ୍ ହେଉଛି ଏକ ବହୁବିଧ କାର୍ଯ୍ୟ ସଂପନ୍ନ କରୁଥିବା ହେଲିକପ୍ଟର । ଯାହା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ବା ହାଲ୍ ଦ୍ୱାରା ନିର୍ମିତ । ଏହା ସାମରିକ କର୍ମଚାରୀଙ୍କୁ ନେବା ଆଣିବା ଏବଂ ସାମଗ୍ରୀ ପରିବହନ ସହିତ ଅନେକ ଭୂମିକାରେ ବ୍ୟବହୃତ ହୋଇଥାଏ।

Today Panchang
Today Panchang 11th March 2023: କେଉଁ ମୂହୁର୍ତ୍ତ ହେବ ଶୁଭ, ଜାଣନ୍ତୁ ଆଜିର ପଞ୍ଚାଙ୍ଗ

ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ଶନିବାର । ଚନ୍ଦ୍ର – ତୁଳା ଅହୋରାତ୍ର, ତିଥି – ୪ର୍ଥୀ ରାତ୍ରି ୧୦.୦୬ ଗତେ ୫ମୀ, ଘାତ ଚନ୍ଦ୍ର – ନାସ୍ତି, ଘାତ ବାର- ବୃଷ , ସିଂହ ଓ କନ୍ୟା, ପୁଷ୍କର ଦୋଷ...

Daily Horoscope
Daily Horoscope 11th March 2023: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟରେ ଲାଭବାନ ହେବେ

ସୈାର କୁମ୍ଭ ମାସ ଚୈତ୍ର କୃଷ୍ଣପକ୍ଷ । ଇଂରାଜୀରେ ୧୧ ତାରିଖ ଶନିବାର । ଚନ୍ଦ୍ର – ତୁଳା ଅହୋରାତ୍ର, ତିଥି – ୪ର୍ଥୀ ରାତ୍ରି ୧୦.୦୬ ଗତେ ୫ମୀ, ଘାତ ଚନ୍ଦ୍ର – ନାସ୍ତି, ଘାତ ବାର- ବୃଷ , ସିଂହ ଓ କନ୍ୟା, ପୁଷ୍କର ଦୋଷ...

Tarang Cine Utsav
ଆଜିଠୁ ତରଙ୍ଗ ସିନେଫ୍ଲିକ୍ସ-୨୦୨୩ ; ଜମିବ ଆଞ୍ଚଳିକ ସିନେମାର ସମ୍ଭାର

ଆଜିଠୁ ଦୁଇ ଦିନ ଯାଏଁ ୧୦ଟି ଫିଲ୍ମର ସ୍କ୍ରିନିଂ ହେବ। ଏଥିରେ ଓଡ଼ିଆ ସିନେମା ଦମନ, ହରିୟାଣା ଫିଲ୍ମ ଦାଦା, ଲକ୍ଷ୍ମୀ, ମାଲାୟଲମ୍ ଫିଲ୍ମ ନୟାତୁ, ବଙ୍ଗଳା ଫିଲ୍ମ ହାସମୀ-୨ ଭଳି ଫିଲ୍ମ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି।

SBI Recruitement
SBI ଆଣିଲା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଚାକିରି ସୁଯୋଗ, ଜାଣନ୍ତୁ କେମିତି କରିବେ ଆବେଦନ

ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଚାକିରି ସୁଯୋଗ ଆଣିଦେଇଛି SBI । ତେବେ ମୋଟ ୮୬୮ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାଣନ୍ତୁ କେମିତି କରିବେ ଆବେଦନ..

Lionel Messi
ଗୋଲ୍ଡେନ୍‌ ଟ୍ରଫି ସହ ସୁଖ ନିଦ୍ରାରେ ମେସି

ପୂରଣ ହେଲା ଫୁଟ୍‌ବଲର ମହାନ ପ୍ଲେଅର ଲିଓନେଲ୍ ମେସିଙ୍କ ସ୍ୱପ୍ନ। ଫିଫା ବିଶ୍ୱକପ୍‌ରେ ଚାମ୍ପିଅନ୍ ହେଲା ଆର୍ଜେଣ୍ଟିନା।

Cricket
Year Ending: ୨୦୨୨ରେ କିଏ ଥିଲେ ଚର୍ଚ୍ଚାରେ? ଜାଣନ୍ତୁ କିଏ ହିଟ୍ କିଏ ଫ୍ଲପ୍...

୨୦୨୨ ସରିବାକୁ ମାତ୍ର ଆଉ କେଇଟା ଦିନ ବାକି ରହିଲା । ଏହିବର୍ଷ ଅନେକ କିର୍ତ୍ତୀମାନ ସ୍ଥାପନ କରିଛି ଭାରତୀୟ କ୍ରିକେଟ୍‌ ଟିମ୍‌ । ଦର୍ଶକଙ୍କ ମନ ଜିତିବା ପାଇଁ ଫିଲ୍ଡରେ ଜୋର୍‌ ଲଗାଇଛନ୍ତି ଖେଳାଳି । ଉଭୟ ବୋଲିଂ ଓ ବ୍ୟାଟିଂରେ ଜଲୱା ଦେଖାଇଛନ୍ତି ଟିମ୍‌ ଇଣ୍ତିଆର...

Sukesh Chandrasekhar
କନ୍‌ମ୍ୟାନ୍‌ ସୁକେଶଙ୍କ ବଡ଼ ବୟାନ; କେଜ୍ରିୱାଲଙ୍କ ଆପ୍‌ ନେଇଛି ୬୦ କୋଟି ଟଙ୍କା

ଦିଲ୍ଲୀର ଶାସକ ଦଳ ଆପ୍‌ ୬୦ କୋଟି ଟଙ୍କା ନେଇଥିବା ଦାବି କରିଛନ୍ତି ମହାଠକ ସୁକେଶ ।

Marriage
ଫୁଟବଲ ଫିଲ୍ଡରେ ନୁହେଁ, ବାହା ବେଦିରେ ଚମକିଲେ ମେସି-ଏମ୍ବାପେ

ବାହାଘରରେ ଦମ୍ପତି ଦୁଇ ଦଳର ଷ୍ଟାର ଖେଳାଳିଙ୍କ ଜର୍ସି ପିନ୍ଧି ବାହା ହେଉଛନ୍ତି । ଫିଲ୍ଡରେ ଯେପରି ଫ୍ୟାନ୍ସ ଦୁଇ ଦଳକୁ ସପୋର୍ଟ କରନ୍ତି, ସେହିପରି ବିବାହ ଦିନ ଦମ୍ପତି ଆର୍ଜେଣ୍ଟିନା ଓ ଫ୍ରାନ୍ସର ଜର୍ସି ପିନ୍ଧି ଦଳକୁ ସପୋର୍ଟ ବି କରୁଛନ୍ତି ।

CBI Investigation
ଗୋବିନ୍ଦ ମୃତ୍ୟୁର ଗୁମର ଖୋଲିବ କ୍ରାଇମ୍‌ବ୍ରାଞ୍ଚ

ଗୋବିନ୍ଦ ମୃତ୍ୟୁ ସଂପର୍କରେ ଜେଲ୍ DIG ଶୁଭକାନ୍ତ ମିଶ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି । ସମ୍ବଲପୁର ପ୍ରିଜନ୍ DIG ତଦନ୍ତ କରି ୨୪ ଘଣ୍ଟାରେ ରିପୋର୍ଟ ଦେବେ ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।