• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Rainfall In Twin City
ଟ୍ୱିନ୍‌ସିଟି ରାସ୍ତାଘାଟରେ ଚାଲୁଛି ପାଣି, ଯାତାୟତ ବାଧାପ୍ରାପ୍ତ

ପ୍ରବଳ ବର୍ଷାରେ ଭିଜିଲା ଟ୍ୱିନ୍‌ସିଟି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ।

Khandagiri Police SI
ଲାଞ୍ଚ ନେଉଥିଲେ; ବନ୍ଧା ହେଲେ ଖଣ୍ଡଗିରି ଥାନା SI

ଭୁବନେଶ୍ୱର ଖଣ୍ଡଗିରି ଥାନା SI ସୁଶାନ୍ତ ସ୍ୱାଇଁ ଲାଞ୍ଚ ନେଲା ବେଳେ ଧରାପଡ଼ିଛନ୍ତି ।

Marriage
ଚାରି ପୁଅକୁ ଗୋଟିଏ ଝିଅ; ଲଟେରୀ ବାଛିବ ବର...

ପଞ୍ଚାୟତର ନିଆରା ନିଷ୍ପତ୍ତି..ଲଟେରୀ ପଡ଼ିବ, ଝିଅ ପାଇଁ ବର ବଛାଯିବ । ଜାଣନ୍ତୁ ପୂରା ଘଟଣା..

Bijay Pattnaik
ନବୀନଙ୍କୁ ବିଜୟଙ୍କ ସିଧା ନିଶାନା; କାହିଁକି ଶିଳ୍ପ ଉପରେ ଗୁରୁତ୍ୱ ଦେଲେନି ?

'ବିଜେଡିକୁ ଜିତେଇବା ପାଇଁ କାମ କରୁଛନ୍ତି ଗଂଜାମ ଜିଲ୍ଲାର ପ୍ରଶାସନିକ ଅଧିକାରୀ': ବିଜୟ ପଟ୍ଟନାୟକ

Delhi Police
ୟାଙ୍କ ଗୀତ ଥରେ ଶୁଣିଲେ ଅରିଜିତ୍‌ ସିଂଙ୍କୁ ଭୁଲି ଯିବେ..!

ଥରେ ତାଙ୍କ ଗୀତ ଶୁଣିଲେ ଆପଣ ବି କହିବେ, ତାଙ୍କ ସ୍ୱର ଅରିଜିତ୍‌ ସିଂଙ୍କଠୁ ବି କମ୍‌ ନୁହେଁ ।

Flight Emergency Landing
ପାଇଲଟ୍‌ଙ୍କ ସିଟ୍‌ ତଳେ ଲୁଚିଥିଲା ବିଷଧର ସାପ..ତା’ପରେ..

ପାଇଲଟ୍‌ ଦେଖାଇଲେ ସାହସିକତା । ବିମାନକୁ ଜରୁରୀ ଅବତରଣ କରାଇ ବଞ୍ଚାଇଲେ ଯାତ୍ରୀଙ୍କ ଜୀବନ ।

COVID-19
କରୋନାର ଲମ୍ବା ଡିଆଁ; ୫ ହଜାର ଟ୍ରେଣ୍ଡକୁ ପାର କଲା ସଂକ୍ରମଣ

ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୫ ହଜାର ୩୩୫ ପଜିଟିଭ ।

Odisha Matric Exam
ମାଟ୍ରିକ୍‌ରେ ଗଣିତକୁ ଡରୁଛନ୍ତି କି ପିଲା? ଆସିନାହାନ୍ତି ୧୬ ହଜାର ୬୭୯ ଛାତ୍ରଛାତ୍ରୀ

ଆସିଲା ମାଟ୍ରିକ୍ ଡ୍ରପ୍ ଆଉଟ୍ ର ଆଉ ଏକ ସାଂଘାତିକ ତଥ୍ୟ । ପ୍ରତି ବିଷୟରେ ଅନୁପସ୍ଥିତ ପିଲାଙ୍କ ସଂଖ୍ୟାରେ ରହିନି ତାଳମେଳ। ଅର୍ଥାତ ଯିଏ ସାହିତ୍ୟ ପରୀକ୍ଷା ଦେଇଛି ସିଏ ଗଣିତ କି ଇଂରାଜୀ ଭଳି କଠିନ ବିଷୟରେ ପରୀକ୍ଷା ଦେଇନି ।

Poor Road Condition
ବାପ୍‌ରେ ବାପ୍‌ ଏମିତି ହେଉଛି ସରକାରୀ କାମ; ହାତ ମାରିଦେଲେ ଉଠିଯାଉଛି ପିଚୁ

ନିର୍ମାଣକୁ ସପ୍ତାହେ ପୁରିନି । କିନ୍ତୁ ହାତ ମାରିଦେଲେ ଉଠିଯାଉଛି ପରସ୍ତ ପରସ୍ତ ପିଚୁ।

Bomb Blast
ପ୍ରତିଶୋଧ ନେଲା ପ୍ରେମିକ; ମ୍ୟୁଜିକ୍‌ ସିଷ୍ଟମ୍‌ରେ ଖଞ୍ଜିଦେଲା ବୋମା, ତା’ପରେ..

ଛତିଶଗଡ଼ରେ ପାଟଣାଗଡ଼ ଷ୍ଟାଇଲ । ଫୁଟିଲା ପାର୍ସଲ ବୋମା । ବର ଓ ବଡ଼ ଭାଇ ମୃତ, ୪ ଆହତ । ଉଡିଯାଇଛି ଛପର, ଭୁଶୁଡି ପଡିଛି କାନ୍ଥ ବାଡ଼ । ଚୂନା ହୋଇଯାଇଛି ଇଟା ମାଟିର ତିନି ବଖରା ଘର । ଖଣ୍ଡ ଖଣ୍ଡ ହୋଇଯାଇଛି ଖଟ,...

Tumours
ପେଟରେ ବଢ଼ୁଥିଲା ଟ୍ୟୁମର୍‌, ଡାକ୍ତର ଦେଉଥିଲେ ଆଇରନ୍‌ ବଟିକା

ଡାକ୍ତର ଯଦି ଠିକରେ ରୋଗ ଚିହ୍ନି ନପାରିବେ ଓ ଭୁଲ୍ ଔଷଧ ଦେବେ ତାହେଲେ କହିବା କାହାକୁ । ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଦିବ୍ୟାଙ୍ଗ ମହିଳା । କ’ଣ କରିବେ କୁଆଡ଼େ ନେବେ, ପରିବାର ଲୋକେ ବାଉଳା ହେଉଛନ୍ତି ।

Nabakrushna Choudhry Statue
ପ୍ରଥମେ ପ୍ୟାଣ୍ଟ, ପରେ ଧୋତି ଆଉ ଏବେ ମୂର୍ତ୍ତି ଗାଏବ

ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃ‌ଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ପ୍ୟାଣ୍ଟ ସାର୍ଟ ପିନ୍ଧାଇ ନାକେଦମ ହୋଇ ସାରିଥିବା ଅନୁଗୋଳ ପୌର ପ୍ରଶାସନ ଶେଷରେ ଆଜି ତାଙ୍କ ପ୍ରତିମୂର୍ତ୍ତିକୁ ଉଠାଇ ନେଇଛି ।

Love Letter
ପ୍ରେମର ନୂଆ ତରିକା, ଡାଇଗ୍ରାମରେ ଆରମ୍ଭ..

ଆପଣ ବି ପ୍ରେମ କରିଥିବେ ଆଉ ପ୍ରେମିକାକୁ ପ୍ରେମଭରା ଚିଠିଟିଏ ଲେଖିଥିବେ । କିନ୍ତୁ ଏମିତି ଚିଠିଟିଏ ଆଗରୁ କେବେ ଦେଖିନଥିବେ।

COVID-19
ଦେଶରେ କରୋନାର ଲମ୍ବା ଡିଆଁ; ଆଜି ୪ ହଜାର ପାର ସଂକ୍ରମଣ

ଦୈନିକ କରୋନା ସଂକ୍ରମଣ ୪ ହଜାର ଟପିଲା । ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪,୪୩୫ ଜଣ । ରାଜ୍ୟରେ ୫୦ ଟ୍ରେଣ୍ଡକୁ ଟପିଲା କରୋନା ସଂକ୍ରମଣ ।

Plus II Evaluation
ଏପ୍ରିଲ ୧୦ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଖାତାଦେଖା

ଏପ୍ରିଲ ୧୦ରୁ ୨୨ ପ୍ରଥମ ପର୍ଯ୍ୟାୟ, ୨୩ରୁ ମେ' ୭ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ହେବ ।

IT Raid
ଆୟକର ବିଭାଗର ଘନ ଘନ ଚଢାଉକୁ ନେଇ ହଇଚଇ

ଭାପୁର, ସୋର, ବ୍ରହ୍ମପୁର, ସମ୍ବଲପୁର, ବାଲିଗୁଡ଼ା । ବିଭିନ୍ନ ଜିଲ୍ଲାରେ ଆୟକର ବିଭାଗର ମାରାଥନ ରେଡ୍ । ଟ୍ୟାକ୍ସ ଫାଙ୍କି ଅଭିଯୋଗରେ ଚଢାଉ କରିଛନ୍ତି ଇନକମ୍ ଟ୍ୟାକ୍ସ ଅଧିକାରୀ ।

Samarth Agrawal
ଟଙ୍କା ପାଇଁ ସମର୍ଥ ଅଗ୍ରୱାଲ୍‌ଙ୍କ ନିର୍ମମ ହତ୍ୟା

ଟଙ୍କା ପାଇଁ ହିଁ ଘଟିଛି ଝାରସୁଗୁଡ଼ାରେ ୧୫ ବର୍ଷୀୟ ଛାତ୍ର ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟାକାଣ୍ଡ । ନିଜ ଆର୍ଥିକ ଅବସ୍ଥାରେ ସୁଧାର ଆଣିବାକୁ ଅଭିଯୁକ୍ତ ଟଣାର ୧୦/୧୫ ଦିନ ଆଗରୁ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର ।

CM Naveen Patnaik
ମୁଖ୍ୟମନ୍ତ୍ରୀ ଜାପାନ୍‌ରେ, ଚର୍ଚ୍ଚା ଓଡ଼ିଶାରେ

ବିଦେଶୀ ପୁଞ୍ଜି ଆଣିବା ଲାଗି ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତରେ ଥିବାବେଳେ ବିଜୟ, ସରକାରଙ୍କୁ ପଚାରିଛନ୍ତି ୧୦ ଟି ପ୍ରଶ୍ନ ।

Fake Certificate
ବଲାଙ୍ଗୀରରେ ପୁଳା ପୁଳା ନକଲି ଶିକ୍ଷକ ଅଭିଯୋଗ

କଲି..ନକଲି..ସବୁଠି ନକଲି । ଯୁଆଡ଼େ ହାତ ମାରିଲେ ଜାଲ୍ ସାର୍ଟିଫିକେଟ୍ ଦେଇ ଶିକ୍ଷକ ଚାକିରି ହାତେଇଥିବା ଓ ପଦୋନ୍ନତିର ପୁଳା ପୁଳା ଅଭିଯୋଗ । ବଲାଙ୍ଗିରରେ କ୍ରାଇମବ୍ରାଞ୍ଚ ଘାଣ୍ଟୁଥିବାବେଳେ ନୀଳଗିରିରୁ ବି ଆସିଛି ସାଂଘାତିକ ତଥ୍ୟ ।

Budhi Thakurani
ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମାଆ ହିଙ୍ଗୁଳାଙ୍କ ପୀଠରେ ଆରମ୍ଭ ହୋଇଛି ନବ ଦିନାତ୍ମକ ଚଇତି ଯାତ୍ରା

ତାଳଚେରରେ ମା’ ଅଗ୍ନିରୂପାଙ୍କ ଆବିର୍ଭାବ। ଉଭାସ୍ଥଳରେ ଅଗ୍ନି ରୂପରେ ଦର୍ଶନ ଦେଉଛନ୍ତି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମାଆ ହିଙ୍ଗୁଳା । ଆରମ୍ଭ ହୋଇଛି ନବ ଦିନାତ୍ମକ ଚଇତି ଯାତ୍ରା ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।