ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୋଟିଏ ଖୁଆଡ଼ ଭିତରେ ଭିନ୍ନ ଭିନ୍ନ ଜାତିର ହିଂସ୍ର ଜନ୍ତୁ । ହେଲେ ସେମାନଙ୍କ ଭିତରେ ଝଗଡ଼ା ନାହିଁ କେହି କାହାରିକୁ ଆକ୍ରମଣ କରିବାର ନଜିର ବି ନାହିଁ । ବରଂ ଭିନ୍ନ ଭିନ୍ନ ଜାତିର ଜୀବ ହୋଇ ବି ଗୋଟିଏ ମା’ପେଟର ଛୁଆଙ୍କ...
ଜାତି ଅଲଗା, ଖୁଆଡ଼ ଗୋଟିଏ । ସମସ୍ତେ ହିଂସ୍ର, ହେଲେ ପରସ୍ପର ମଧ୍ୟରେ ଶତ୍ରୁତା କି କେହି କାହାରିକୁ ଆକ୍ରମଣ କରିବାର ଉପକ୍ରମ ବି ନାହିଁ । ବରଂ ଆକ୍ରମଣ କି ପ୍ରତିଆକ୍ରମଣ ବଦଳରେ ସମସ୍ତେ ଖେଳକୁଦରେ ବ୍ୟସ୍ତ।
ରାଜ୍ୟର କୋଣ ଅନୁକୋଣକୁ ଲମ୍ବିଛି ଜାଲ୍ ସାର୍ଟିଫିକେଟ ଜାଲ । ବଲାଙ୍ଗୀରରେ ପୁଳା ପୁଳା ନକଲି ଶିକ୍ଷକ ଅଭିଯୋଗ । ରାଜ୍ୟ ବାହାର ପ୍ରମାଣପତ୍ର ଦେଇ ଚାକିରି କରୁଛନ୍ତି ୩୭୮ ଶିକ୍ଷକ । ନୀଳଗିରିରେ ବି ଜାଲ୍ ସାର୍ଟିଫିକେଟ୍ କେଳେଙ୍କାରୀ । ନକଲି କଥା ପଚାରିବାରୁ ଚିହିଁକିଲେ ଶିକ୍ଷୟିତ୍ରୀ...
କାହିଁକି ରାଜ୍ୟକୁ ଆସୁନି ବିଦେଶୀ ପୁଞ୍ଜି? ମେକ୍ ଇନ୍ ଓଡ଼ିଶା ଆୟୋଜନ ଖର୍ଚ୍ଚଠୁ ବି ନିବେଶ କମ୍ । ଅବହେଳିତ ଓଡ଼ିଆ ନିବେଶକ ଆଉ ଶିଳ୍ପପତି ।
ବରଫ ଅତଡ଼ା ଖସିଲା ବେଳକୁ ପ୍ରାୟ ୧୫୦ ପର୍ଯ୍ୟଟକ ରହିଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ବରଫ ତଳେ ଫସି ଯାଇଥିଲେ ।
ରେକଡ ଡାନ୍ସରେ କମେଣ୍ଟ ମରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାମୁହିଁ ।
ସାଧାରଣ ନିର୍ବାଚନ ପାଇଁ ଶାସକ ଦଳର ଜୋରଦାର ପ୍ରସ୍ତୁତି ଭିତରେ ଯୁବପିଢ଼ିଙ୍କୁ ଆକର୍ଷିତ କରୁଥିବା ସୋସିଆଲ୍ ମିଡିଆକୁ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ବିଜେଡି ଆରମ୍ଭ କରିଛି ଟ୍ରେନିଂ ।
ଭାରତରେ ଦିନକୁ ଦିନ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଗତ ୨୪ ଘଣ୍ଟାରେ ଦେଶରେ ୩ ହଜାର ୮ଶହ ୨୪ ନୂଆ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି ।
ମଧ୍ୟାହ୍ନ ଭୋଜନରେ ତରକାରୀ ଦେଲେନି। ତେଣୁ ଥାଳିରେ ଭାତ ଧରି ପ୍ରାୟ ଦେଢ଼ କିମି ଚାଲିଲେ ପିଲା। ସେମାନେ ଚାଲି ଚାଲି ବ୍ଲକ୍ ଅଫିସ୍ରେ ପହଞ୍ଚି ଧାରଣାରେ ବସିଲେ।
ଚର୍ଚ୍ଚାରେ ଜମ୍ମୁ ଏକ୍ସପ୍ରେସ ଉମ୍ରାନ୍ ମଲ୍ଲିକ । ଧରାଶାୟୀ ହେଲେ ପାଡିକଲ୍। ଭାବିବାକୁ ସମୟ ମଧ୍ୟ ଦେଲେନି ଯେ ସେ ଫ୍ରଣ୍ଟଫୁଟ୍ରେ ଖେଳିବେ ନା ବ୍ୟାକ୍ ଫୁଟ୍ରେ ଖେଳିବେ ।
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ । ତାଙ୍କର ସାର୍ଟ-ପ୍ୟାଣ୍ଟ ପିନ୍ଧା ଫଟୋକୁ ନେଇ କ୍ଷୋଭ ପ୍ରକାଶ ପାଇଛି ।
ଅନେକ ଲୋକ ମୃତ୍ୟୁ ପୂର୍ବରୁ ନିଜ ମୂଲ୍ୟବାନ ଅଙ୍ଗ ଦାନ କରିଦିଅନ୍ତି, ଯାହାଫଳରେ ଜଣେ ଲୋକ ନିଜର ଜୀବନ ବଞ୍ଚାଇପାରିବ । ତେବେ ଜଣେ ମହିଳା ନିଜର ଅଙ୍ଗ ଦାନ କରି ତିନି ତିନୋଟି ମଣିଷର ଜୀବନ ବଞ୍ଚାଇଛନ୍ତି ।
ଆପଣମାନେ ଅନେକ ସମୟରେ ଦେଖିଥିବେ ଗାଡ଼ି ଚଳାଇ ଯାଉଥିବା ବେଳେ ବୁଲା କୁକୁର ଗୋଡ଼ାଇ ଆସନ୍ତି । ଏନେଇ ଗାଡ଼ି ଚାଳକଟି ବିଚଳିତ ହୋଇ ଗାଡ଼ି ଜୋର୍ରେ ଚଲାଇବାକୁ ଲାଗେ । ଆଉ ଦୁର୍ଘଟଣାର ଶିକାର ହୁଏ । ବେଳେବେଳେ ତ ଲୋକମାନେ ଏନେଇ ନିଜର ଜୀବନ ମଧ୍ୟ...
କେନ୍ଦ୍ରରେ କ୍ଷମତାସୀନ ବିଜେପି ଆଜି ଠାରୁ ଆରମ୍ଭ କରିଛି ‘କଂଗ୍ରେସ ଫାଇଲ୍ସ’ ଅଭିଯାନ। ‘କଂଗ୍ରେସ ଫାଇଲ୍ସ’ ହେଉଛି ଏକ ଭିଡିଓ ସିରିଜ୍।
ପୁଣି ଦେଶରେ ବଢ଼ିଲା କରୋନା ସଂକ୍ରମଣ । ଆଜିକୁ ଲଗାତାର ଚାରିଦିନ ଧରି ୩ ହଜାର ପାର କରିଛି କୋଭିଡ୍ ସଂକ୍ରମଣ ।
ଭୁଲ୍ ନିଷ୍ପତ୍ତି ଯୋଗୁଁ ଚାଲିଗଲା ଅମ୍ପାୟାରଙ୍କ ଜୀବନ । ଏଭଳି କିଛି ଅଭାବନୀୟ ଘଟଣା କଟକ ଚୌଦ୍ୱାରରେ ଦେଖିବାକୁ ମିଳିଛି ।
ବିବାହରେ ବେଳେବେଳେ ମଜା ସଜା ପାଲଟିଯାଏ । ଖୁସିବାସି ଦିନରେ ଘଟିଯାଏ ଅଘଟଣ । ତାହାର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗେ ।
ଆପଣମାନେ ଏମିତି ଅନେକ ଭିଡିଓ ଦେଖିଥିବେ ଯେଉଁଥିରେ ବରର ସାଙ୍ଗମାନେ ବିବାହ ବେଦିରେ ବର-କନ୍ୟା ଉଭୟଙ୍କୁ ହଇରାଣ କରିଥାନ୍ତି । ବେଳେବେଳେ ଏହି ମଜାଳିଆ ଖେଳଗୁଡିକ ବିପଦରେ ପରିଣତ ହୁଏ ।
ଅନ୍ୟପଟେ ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ହେବ, ବର୍ଷା କମିବା ସହ ଉତ୍ତାପ ବଢିବ ।
ଘଟଣାର ତିନି ଦିନ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାହିଁକି ପୋଲିସ୍ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି ନା ପୋଲିସ୍ କର୍ମଚାରୀ ଗୁଳି କରିଥିବା ପୋଲିସ ଜାଣି ମଧ୍ୟ ଘଟଣାକୁ ଚାପିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚାର ବିଷୟ ପାଲଟିଛି ।