ପୁଣି ଭାଇରାଲ ହେଲେ ଅନୁପମ ଖେର। ଏଥର ନିଜ ଫିଲ୍ମ ପାଇଁ ନୁହଁ ବରଂ ନିଜ ବଡ଼ପଣ ପାଇଁ। ବଡ଼ ଛୋଟର ଭେଦଭାବ ନକରି ନିଜ ପାଖରେ କାମ କରୁଥିବା କର୍ମଚାରୀଙ୍କ ଝିଅ ବାହାଘରେ ପହଞ୍ଚିଲେ। ବରବଧୂଙ୍କୁ ଆଶୀର୍ବାଦ ଦେଲେ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ।
ଟ୍ରେନ ବଗି ସୃଷ୍ଟି କରୁଛି 5 ଷ୍ଟାର ହୋଟେଲର ଭ୍ରମ। ଲକ୍ସ୍ୟୁରି ଆମ୍ୱିୟାନ୍ସ୍ ସହ ମିଳୁଛି ଟେଷ୍ଟି ଟେଷ୍ଟି ଖାଦ୍ୟ।
କି ଯୁଗ ହେଲା ହେ ପ୍ରଭୁ। ବାଳଗୋପାଳ ଖାଉଛନ୍ତି ବିରିୟାନୀ ଭୋଗ।
୧୬ ବର୍ଷ ପରେ ଖୋଲିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଲୋକଙ୍କ ଅଭିଯୋଗ ଶୁଣିଲେ ମୋହନ ସରକାର। ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ୱାନ ଟୁ ୱାନ ଆଲୋଚନା। ଆଉ ଫୈସଲା ବି ଅନ୍ ଦି ସ୍ପଟ୍।
ଅତୀତ ପାଲଟିଲା ଇଂରେଜଙ୍କ ଦ୍ବାରା ପ୍ରଣିତ ଶତାବ୍ଦୀ ପୁରୁଣା IPC, CrPC ଓ ଏଭିଡେନ୍ସ ଆକ୍ଟ। ଆଜିଠୁ ସାରା ଦେଶରେ ଲାଗୁହେଲା ଭାରତର ସଂସଦରେ ପାରିତ ୩ ସ୍ବଦେଶୀ ନୂଆ ଆଇନ।
ବାଟ ନପାଇଲେ ଏବେ ଆମେ ଗୁଗଲ ମ୍ୟାପ୍ ସାହାଯ୍ୟ ନେଉଛେ, ହେଲେ ସେଇ ଗୁଗୁଲ୍ ମ୍ୟାପ୍ ସପ୍ତଶଯ୍ୟା ଘଞ୍ଚ ଜଙ୍ଗଲ ଭିତରେ ୫ ସାଙ୍ଗଙ୍କୁ ବାଟବଣା କରିଦେଲା ଓ ୧୧ ଘଣ୍ଟା କାଳ ଫସିରହିବା ପରେ ରାତି ଅଧରେ ଉଦ୍ଧାର ପାଇଲେ..
ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ହିନ୍ଦୁ ବୟାନ ଓ ଶିବଙ୍କ ଫଟୋ ପ୍ରଦର୍ଶନକୁ ନେଇ ଲୋକସଭାରେ ଜୋରଦାର ହଙ୍ଗାମା।
ମୃତ ନାବାଳକଟି ଟିକରପଡ଼ା ଘାଟ ସାହି ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଦେଖାଦେଇଛି।
ଗୋଡ଼ ସର୍ଜରୀ ବଦଳରେ ୯ ବର୍ଷ ବାଳକର ପ୍ରାଇଭେଟ୍ ପାର୍ଟର ସର୍ଜରୀ କରିଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ।
ଖତ ଖାଉଛି ଲକ୍ଷ୍ମୀ ବସ୍। କିଣାଯିବାର ମାସ କେଇଟା ଭିତରେ ରକ୍ଷଣାବେକ୍ଷଣ ଅଭାବରୁ ଲକ୍ଷ୍ମୀ ବସ୍ର ସ୍ଥାୟିତ୍ୱକୁ ନେଇ ଉଠିଲାଣି ପ୍ରଶ୍ନ।
କ୍ରିକେଟ ଅନିଶ୍ଚିତତାର ଖେଳ। ହାର୍ ଜିତ୍ ତ ଲାଗି ରହିଥାଏ। ତେବେ ୧୧ ବର୍ଷର ଅପେକ୍ଷାର ଅନ୍ତ ଆଜି ଘଟିବାକୁ ଯାଉଛି। ରୋହିତ-ଦ୍ରାବିଡ୍ଙ୍କ ଯୋଡ଼ି ଆଜି ICC ଟ୍ରଫି ସହ ଅନ୍ତ ହୋଇପାରେ।
ଚଳିତ ବର୍ଷ କଳାହାଣ୍ଡିରେ ୪୫ ହଜାର ମେଟ୍ରିକ୍ ଟନ୍ ଆମ୍ବ ଉତ୍ପାଦନ ହୋଇଛି। ଆଉ କଳାହାଣ୍ଡିରୁ ପ୍ରଥମ କରି ଚାଷୀଙ୍କଠାରୁ ସିଧାସଳଖ ଅଢ଼େଇ ଟନ୍ ଆମ୍ରପଲ୍ଲି କିସମ ଆମ୍ବ ଦୁବାଇ ଯାଇଛି।
ଟିଭି ଅଭିନେତ୍ରୀ ହିନା ଖାନ ସ୍ତନ କର୍କଟରେ ପୀଡ଼ିତ। ଏନେଇ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ସୂଚନା ଦେଇଛନ୍ତି ହିନା। ବର୍ତ୍ତମାନ ସେ ସ୍ତନ କର୍କଟର ତୃତୀୟ ଷ୍ଟେଜରେ ଥିବା କହିଛନ୍ତି। ଏହି କଠିନ ସମୟରେ ଫ୍ୟାନଙ୍କ ପ୍ରାର୍ଥନା ଲୋଡ଼ିଛନ୍ତି ହିନା।
ଘରେ ପଶୁ ପଶୁ ଚାଳ ବାଜିଲାଣି। ଦୁଇ ମାସ ହେବ ଦୋକାନ ଆଲର୍ଟମେଣ୍ଟ ହୋଇଛି। ହେଲେ ସମସ୍ୟା ଯେ କାହିଁରେ କଣ। ରାଉରକେଲା ସହରକୁ ପ୍ରବେଶ ପଥ ନିକଟରେ ନିର୍ମାଣ ହୋଇଛି ପାନପୋଷ ମାର୍କେଟ୍।
ବୁଡ଼ିଲା, ଭାସିଲା, ଭାଙ୍ଗିଲା। ରାଜଧାନୀବାସୀଙ୍କୁ ନାକେଦମ୍ ସାଙ୍ଗକୁ ଜୀବନ ବି ନେଲା। ୨୪ ଘଣ୍ଟାର ଅବିଶ୍ରାନ୍ତ ବର୍ଷା ଭାଙ୍ଗିଦେଲା ୮୮ ବର୍ଷର ପୁରୁଣା ରେକର୍ଡ।
ସାଂସଦ ଓ ବିଧାୟକ ପାଣ୍ଠିରେ ତିଆରି ହୋଇଛି ଢାବା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ହେଲେ କଥାଟି ସମ୍ପୂର୍ଣ୍ଣ ସତ। ଯାଜପୁର ଧର୍ମଶାଳାର ବଲେ ବଲେ ଢାବା ଓ ଲଜ୍ରେ ବିନିଯୋଗ ହୋଇଛି ସାଂସଦ ଓ ବିଧାୟକ ପାଣ୍ଠି।
ରଥଯାତ୍ରାକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଡକାଯାଇ ବୁଦ୍ଧିଜୀବୀ, ଟ୍ରଷ୍ଟ ବୋର୍ଡ଼ କର୍ମକର୍ତ୍ତା, ସେବାୟତ, ଶାନ୍ତି କମିଟି ସଦସ୍ୟ, ଜନସାଧାରଣ ତଥା ବିଭିନ୍ନ ବିଭାଗର ସହଯୋଗ କାମନା କରାଯାଇଛି।
ଏମିତି ବିବାହ ପୂର୍ବରୁ ଦେଖିନଥିବେ। ବର-କନ୍ୟା ଏତେ ଧନୀ ଯେ ଅତିଥିଙ୍କ ଉପରେ ବର୍ଷା କଲେ ଟଙ୍କା।
ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ରେଳ ମନ୍ତ୍ରୀ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ନେଇ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।