• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Dhoni Fan
‘ମତେ ୮୨ ବର୍ଷ, ମୁଁ କେବଳ ଧୋନିଙ୍କୁ ଦେଖିବାକୁ ଆସିଛି’

୮୨ ବର୍ଷୀୟ ବୃଦ୍ଧା ବୟସକୁ ଖାତିର ନ କରି ହଜାର ହଜାର ଦର୍ଶକ ଥିବା ଷ୍ଟାଡିୟମରେ କେବଳ ଧୋନିଙ୍କୁ ଦେଖିବାକୁ ଆସିଥିଲେ। ହାତରେ ଗୋଟେ ପ୍ଲା କାର୍ଡ ଧରି ଧୋନିଙ୍କୁ ଆଡ଼କୁ ହାତ ହଲାଉଥିଲା ବେଳେ କ୍ୟାମେରାରେ କଏଦ ହୋଇଥିଲା ଦୃଶ୍ୟ।

5T School
ବିଲ୍ ଟଙ୍କା ମିଳିଲାନି; 5T ସ୍କୁଲରେ ତାଲା ପକାଇଲେ ଠିକାଦାର

ଫାଇଭ୍ ଟି ସ୍କୁଲର କାମ କରିଥିଲେ ଠିକାଦାର। କାମ ସରିବାର ବର୍ଷେ ପରେ ମଧ୍ୟ ବିଲ୍ ଟଙ୍କା ମିଳିନାହିଁ। ପ୍ରତିବାଦରେ ସ୍କୁଲରେ ତାଲା ପକାଇଲେ ଠିକାଦାର।

Car Accident
ଘରକୁ ଫେରିବା ବେଳେ ଘାଟିରୁ ଖସିଲା ଗାଡ଼ି; ୭ ନେପାଳୀ ମୃତ

ନୈନିତାଲର ବେତାଲଘାଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଘଟଣାରେ ୭ ଜଣ ନେପାଳୀଙ୍କ ମୃତ୍ୟୁ ହୋଇଛି।

Samosa Stuffing
କଣ୍ଟ୍ରାକ୍ଟ ଲୋଭରେ ତୁମୁଳ କାଣ୍ତ; ସିଙ୍ଗଡ଼ାରେ ଭର୍ତ୍ତି କଲେ କଣ୍ତୋମ, ଗୁଟଖା ଓ ପଥର !

ସିଙ୍ଗଡ଼ାରେ ଷ୍ଟଫ୍‌ ହୋଇଛି କଣ୍ତୋମ, ଗୁଟଖା ଓ ପଥର ଗୁଣ୍ତ। କଣ୍ଟ୍ରାକ୍ଟ ନ ମିଳିବାରୁ ରାଗରେ କମ୍ପାନୀକୁ ବଦନାମ କରିବା ପାଇଁ ୫ ଜଣ ଅଭିଯୁକ୍ତ ରହୀମ ଶେଖ୍‌, ଅଜହର ଶେଖ, ମଜହର ଶେଖ, ଫିରୋଜ ଶେଖ୍‌ ଏବଂ ବିକି ଶେଖ୍‌ ଘଟାଇଛନ୍ତି ଏହି କାଣ୍ତ।

Bhartruhari Mahtab & Debasish Samantray
ଦେବାଶିଷ-ଭର୍ତ୍ତୃହରି କଥା କଟାକଟି; ଦଳୀୟ କାର୍ଯ୍ୟକ୍ରମରେ ପରସ୍ପରକୁ ଟାର୍ଗେଟ୍

ଆଜି କଟକରେ ବିଜେଡି କର୍ମୀ ସମ୍ମିଳନୀ କରିଥିବା ବେଳେ, ବିଜେପି ପକ୍ଷରୁ ଅନୁଷ୍ଠିତ ହୋଇଛି ଯୁବ ସମାବେଶ କାର୍ଯ୍ୟକ୍ରମ। ଦେବାଶିଷ ସାମନ୍ତରାୟ ଓ ଭର୍ତ୍ତୃହରି ମହତାବଙ୍କ ମଧ୍ୟରେ କଥା କଟାକଟି ହୋଇଛି।

VK Pandian
ବିଜେଡିକୁ ଘାରିଛି କି ସ୍ପ୍ଲିଟ୍ ଭୋଟିଂ ଭୟ ?

ଆଉ ପ୍ରାର୍ଥୀ ନୁହଁ ଦଳ ଦେଖି ଭୋଟ ଦିଅ। ପୁଣି ଡବଲ ଶଙ୍ଖ କହି ଲୋକସଭାକୁ ଫୋକସ୍। କାହିଁକି ଏମିତି କହିଲେ ପାଣ୍ଡିଆନ ? ଏହା ପଛରେ କଣ ଷ୍ଟ୍ରାଟେଜି ? ୨୧ ଲୋକସଭାରେ ନବୀନ ଛିଡା ହୋଇଛନ୍ତି ଭାବି ଭୋଟ୍ ଦେବାକୁ ନିବେଦନ। ଏହା ବିଜେଡିର ଭୟ...

Odisha Politics
ଟିକଟ ଅଙ୍କ ଛିଡୁନି କି ଆଭାସ ବି ମିଳୁନି

ଏବେବି ଜାରି ରହିଛି ଟିକେଟ ଦ୍ୱନ୍ଦ୍ୱ। ରାଜଧାନୀରେ ଡେରା ପକାଇଛନ୍ତି ମାଳ ମାଳ ଆଶାୟୀ। ବିଜେଡି, ବିଜେପି ଆଉ କଂଗ୍ରେସ। ତିନି ପ୍ରମୁଖ ଦଳର ବିଧାୟକ ଓ ଆଶାୟୀ ଏବେ ଭୁବନେଶ୍ୱର ହେଡକ୍ୱାର୍ଟରରେ।

Political Song
ଫାଷ୍ଟଫୁଡ୍‌ ଭଳି ତିଆରି ହେଉଛି କ୍ୟାମ୍ପେନିଂ ମ୍ୟୁଜିକ୍‌; କମ୍ପିବ ମୈଦାନ, ଝୁମିବେ ଭୋଟର୍‌

କେଉଁଠି ପଦ୍ମ ଚିହ୍ନର ପ୍ରଚାର ତ ଆଉ କେଉଁଠି ଶଙ୍ଖ ଓ ହାତ ଚିହ୍ନର। ପ୍ରଚାର ମୈଦାନ କମ୍ପାଇବାକୁ ଫୁଲ୍ ଯୋଶରେ ରେକର୍ଡିଂ ଷ୍ଟୁଡିଓ। ଅହରହ ଚାଲିଛି ପ୍ରଚାର ଗୀତର ରେକର୍ଡିଂ। ସେ ସିଲଭର ସିଟି କଟକ ହେଉ କି ସିଲ୍କ ସିଟି ବ୍ରହ୍ମପୁର। ରାଜ୍ୟର ବିଭିନ୍ନ ସହରରେ...

Tiger Skin
ସେଫ୍‌ ନୁହେଁ ଜଙ୍ଗଲ; ମାତିଲେଣି ମାଫିଆ, ସଙ୍କଟରେ ବାଘ ବଂଶ

ଜଙ୍ଗଲ ଭିତରେ ବାଘ ଶୀକାର, ଜଙ୍ଗଲ ବାହାରେ ଛାଲ ଡିଲ୍। ମାତିଛନ୍ତି ଆନ୍ତଃରାଜ୍ୟ ମାଫିଆ, ଓଡ଼ିଶା ମାଟିରେ ଚଳାଇଛନ୍ତି ବାଘ ଚମଡ଼ାର ବେପାର। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନବିଭାଗ ହାତରେ ଲାଗିଛି ୫ କଲରାପତରିଆ ବାଘ ଛାଲ ସମେତ ଗୋଟିଏ ଲେଖାଏଁ ଜଙ୍ଗଲୀ ଓ ମାଛରଙ୍କା ବିରାଡ଼ି ଚମଡ଼ା।

Tiger Skin
ଶିକାରୀ ଓ ମାଫିଆଙ୍କୁ ସାବାଡ୍ ପାଇଁ AI ସାହାରା ନେଲା ବନ ବିଭାଗ

ଅସୁରକ୍ଷିତ ଜଙ୍ଗଲ, ସଙ୍କଟରେ ବାଘ। ଗତ ୪ ବର୍ଷ ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରାୟ ୫୫ଟି କଲରାପତରିଆ ବାଘ ଛାଲ ଜବତ ହୋଇସାରିଲାଣି। ଏବେ ପୁଣି ଗଜପତି ଜିଲ୍ଲାରୁ ଗତକାଲି ୫ଟି କଲରାପତରିଆ ବାଘ ଛାଲ ଜବତ ସହ ୭ ଜଣ ମାଫିଆଙ୍କୁ ଗିରଫ କରାଯାଇଛି।

Nuapada Politics
ନୂଆପଡ଼ାରେ ଏକ୍-ସେ-ବଢ଼କର୍-ଏକ୍ ପ୍ରାର୍ଥୀ; ମୈଦାନରେ ହେବ ଦମଦାର ଫାଇଟ୍

ଜଣେ ୩ ଥରର ବିଧାୟକ ଓ ମନ୍ତ୍ରୀ ଆଉ ଜଣେ ପୂର୍ବତନ ବିଧାୟକ ଓ ଏବେକାର ସାଂସଦଙ୍କ ପୁଅ। ଆଉ ଜଣେ ଖୋଦ୍ ପିସିସି ମଙ୍ଗୁଆଳ। ଏମାନଙ୍କୁ ନେଇ ଏବେଠୁ ସ୍ପଷ୍ଟ ନୂଆପଡ଼ା ବିଧାନସଭା ଆସନରେ ଦମଦାର ଲଢ଼େଇର ଆଭାସ।

Nuapada Politics
୩ ଥର ବିଧାୟକ ଢୋଲକିଆଙ୍କୁ ଟକ୍କର ପାଇଁ ମୈଦାନରେ ପିସିସି ସଭାପତି

ଉଭୟ, ଉପାନ୍ତ ଓ ସୀମାନ୍ତ ବିଧାନସଭା କ୍ଷେତ୍ର ହୋଇଥିଲେ ବି ଭୋଟ୍ ଆସିଲେ ଚର୍ଚ୍ଚାକୁ ଆସେ ନୂଆପଡ଼ା। ହେଲେ ଏଥରର ଚିତ୍ର ସେଠି ଅଧିକ ରୋଚକ। ଏଠି ତିନି ପ୍ରମୁଖ ଦଳରୁ ଲଢୁଥିବା ପ୍ରାର୍ଥୀମାନେ ଏକ୍-ସେ-ବଢ଼କର-ଏକ୍।

Prisoners
ଜେଲ୍ ପାଚେରୀ ଡେଇଁ ୨ କଏଦୀ ଫେରାର

ସିକନ୍ଦର ନୂଆପଡ଼ା ଜିଲ୍ଲାର ହୋଇଥିବା ବେଳେ ନୀଳମଣି ଧର୍ମଗଡ ଅଞ୍ଚଳର ବୋଲି ଜଣାପଡ଼ିଛି।

Drowning Death
ଜେଜେବାପାଙ୍କ ଶୁଦ୍ଧିକ୍ରିୟା ବେଳେ ନଦୀରେ ବୁଡ଼ି ନାତି ମୃତ

କଟକରେ ମହାନଦୀର ତୁଳସୀପୁର ହାତୀଗଡ଼ା ଘାଟରେ ରବିବାର ଘଟିଛି ଏକ ଅଭାବନୀୟ ଘଟଣା। ଜେଜେ ବାପାଙ୍କ ଶୁଦ୍ଧିକ୍ରିୟା କାମରେ ଯୋଗ ଦେବାକୁ ଆସିଥିବା ଜଣେ ଯୁବକଙ୍କର ନଦୀରେ ବୁଡ଼ି ମୃତ୍ୟୁ ଘଟିଛି।

Ganeswar Behera
ବିଜେଡିରେ ସାମିଲ ହେଲେ ଗଣେଶ୍ୱର ବେହେରା

ଶଙ୍ଖ ଭବନକୁ ଆସି ବିଜେଡିରେ ମିଶିଲେ ଗଣେଶ୍ୱର। ଦଳୀୟ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଲେ।

Aparajita Sarangi
‘୫ ବର୍ଷର ଉପଲବ୍ଧି, ଜନତା ଏଥର ମୋ ପାଇଁ ନିର୍ବାଚନ ଲଢୁଛନ୍ତି’

‘ପ୍ରତ୍ୟେକ ଜାଗାରେ ପ୍ରତ୍ୟେକ ବର୍ଗର ଲୋକ ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ମୋ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି। ବିଗତ ୫ ବର୍ଷର ଏହା ହେଉଛି ମୋର ଉପଲବ୍ଧି’।

Lekhasri Samantsinghar
ବିଜେଡିରେ ମିଶିଲେ ଲେଖାଶ୍ରୀ ସାମନ୍ତସିଂହାର

ଶଙ୍ଖ ଭବନକୁ ଆସି ବିଜେଡିରେ ମିଶିଲେ ଲେଖାଶ୍ରୀ। କିଛି ସମୟ ପୂର୍ବରୁ ବିଜେପି ଛାଡ଼ିଥିଲେ ଲେଖାଶ୍ରୀ।

heat wave
ଆଜି ବି ରାଜ୍ୟବ୍ୟାପି ଅଗ୍ନିବର୍ଷା ସ୍ଥିତି

ତତଲା କଡ଼େଇରେ ସିଝୁଛି ସାରା ଓଡ଼ିଶା। ଗୁଳୁଗୁଳିରେ ଦହଗଞ୍ଜ କରୁଛି, ଟାଣ ଖରାରେ ମୁଣ୍ଡ ଘୁରାଇ ଦେଉଛି। ଖାଲି ସେତିକି ନୁହେଁ, ଗତକାଲି ଗୋଟିଏ ଦିନରେ ୮ଜଣ ଅଂଶୁଘାତର ଶିକାର ହୋଇଛନ୍ତି ।

Mo Bus
ମୋ ବସ୍ ଦୁର୍ଘଟଣାରେ ଲାଗୁନି ଲଗାମ୍ !

ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ମୋ ବସ୍, ଆହତ ହେଲେ ପ୍ରାୟ ୨୦ ଜଣ ଯାତ୍ରୀ । ଭୁବନେଶ୍ବର ଉପକଣ୍ଠ ପିତାପଲ୍ଲୀଠାରେ ବସ୍ ରାସ୍ତାରୁ ଖସି ନାଳରେ ପଶିଯିବା ପଛରେ, ସାମ୍ନାକୁ ଆସୁଛି ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଭଳି ସଂଗୀନ ଆରୋପ୍।

Virat Kohli
ଆଇପିଏଲ୍‌ ୨୦୨୪ ର ପ୍ରଥମ ଓ ବିରାଟଙ୍କ ୮ମ ଶତକ; ରାଜସ୍ଥାନକୁ ୧୮୪ ରନର ଟାର୍ଗେଟ

ଆଇପିଏଲ ୨୦୨୪ର ପ୍ରଥମ ଶତକୀୟ ଇଂନିସ ମଧ୍ୟ ବିରାଟ କୋହଲିଙ୍କ ବ୍ୟାଟରୁ ଆସିଛି । ଏହା ବିରାଟ କୋହଲିଙ୍କ ଅଷ୍ଟମ ଓ ଟି୨୦ରେ ନବମ ଶତକୀୟ ଇଂନିସ ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।