• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Rohit talk about Kohli
‘ଫର୍ମ ଇଜ୍‌ ଟେମ୍ପରାରୀ, କ୍ଲାସ୍‌ ଇଜ୍‌ ପର୍ମାନେଣ୍ଟ’.. ଫାଇନାଲ୍‌ରେ ହେବ ବିରାଟ ଶୋ’

ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଆଉଟ୍‌ ଅଫ୍‌ ଫର୍ମ ଅଛନ୍ତି ଟିମ୍‌ ଇଣ୍ତିଆର ଷ୍ଟାର କ୍ରିକେଟର ବିରାଟ କୋହଲି। ତେବେ ତାଙ୍କ ଫର୍ମକୁ ନେଇ ଏବେ ପ୍ରଶ୍ନ ଉଠିବାରେ ଲାଗିଛି। କିନ୍ତୁ ସବୁ ପ୍ରଶ୍ନ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କ୍ୟାପ୍‌ଟେନ୍‌ ରୋହିତ ଶର୍ମା।

Darkness
ଅନ୍ଧାରରେ ବାଲେଶ୍ୱର ସହରର ପ୍ରବେଶ ପଥ; ବଢୁଛି ଦୁର୍ଘଟଣାର ଆଶଙ୍କା

ସୂର୍ଯ୍ୟାସ୍ତ ହୋଇଯିବା ପରେ ଏଠି ଚାରିଆଡ଼ କିଟିକିଟି ଅନ୍ଧାର। ଲାଇଟ୍ ପୋଷ୍ଟ ଅଛି, ହେଲେ ଜଳୁନି। ମିଶାଇଲ ସିଟି କୁହାଯାଉଥିବା ବାଲେଶ୍ୱର ସହରର ଦୃଶ୍ୟ ସାଙ୍ଘାତିକ।

OAS Officer
IAS ଙ୍କ ପରେ ଗାଦିମଡ଼ା OAS ଙ୍କ ଖୋଲୁଛି ଗୁମର: ଚାଟୁକାରିତା କରି ଗୋଟିଏ ଜାଗାରେ ବର୍ଷବର୍ଷ

ଲୋକସେବା ଭବନରେ ଓଏଏସ୍ ରାଜ୍। ଗାଦି ମାଡ଼ି ବସିଛନ୍ତି ଗଣ୍ଡା ଗଣ୍ଡା ଓଏଏସ ବାବୁ। କିଏ ୮ ବର୍ଷ ତ କିଏ ୧୦ ବର୍ଷରୁ ଅଧିକ। ଅନ୍ୟ ସ୍ଥାନକୁ ବଦଳି କଥା ଛାଡନ୍ତୁ ଲୋକସେବା ଭବନରେ ସେମାନଙ୍କ ବିଭାଗ ବି ବଦଳୁନି।

Student Union Election
ମନ୍ତ୍ରୀ ଦେଲେ ଗ୍ରୀନ ସିଗନାଲ, ଏଣିକି ନେତା ବାଛିବ କଲେଜ

ଦୀର୍ଘ ଛଅବର୍ଷ ପରେ ରାଜ୍ୟରେ ହେବକି ଛାତ୍ର ସଂସଦ ନିର୍ବାଚନ? ଏ ବାବଦରେ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି କି ରାଜ୍ୟ ସରକାର? ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ବୟାନକୁ ନେଇ ବଢ଼ିଛି ଆଶା।

Kantabanji MLA
ରେଲୱେ ଅଧିକାରୀଙ୍କୁ ଲକ୍ଷ୍ମଣ ବାଗ୍‌ଙ୍କ କଡ଼ା ତାଗିଦ୍; କହିଲେ, ପ୍ରଥମେ ଥଇଥାନ, ତା’ପରେ ଉଚ୍ଛେଦ..

କଣ୍ଟାବାଞ୍ଜି AAE ଏନ.ପ୍ରସନ୍ନ କୁମାରଙ୍କୁ ବିନା ଥଇଥାନରେ କେମିତି ଉଛେଦ କରୁଛନ୍ତି ବୋଲି ପ୍ରଶ୍ନ କରିବା ସହ ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି ବିଧାୟକ ଲକ୍ଷ୍ମଣ ବାଗ୍‌।

Bhubaneswar Airport
ଘରୋଇକରଣ ହେବ ଦେଶର ୧୧ଟି ବିମାନ ବନ୍ଦର; ତାଲିକାରେ ରହିଛି ଭୁବନେଶ୍ୱର ଏୟାରପୋର୍ଟ

ଭୁବନେଶ୍ୱର, ଇନ୍ଦୋର, ରାୟପୁର, ତ୍ରିଚି ଭଳି ବିମାନ ବନ୍ଦରରକୁ ଘରୋଇ କମ୍ପାନିକୁ ଦିଆଯିବ। ଫଳରେ ଏହାର ଉନ୍ନତି ସହ ବିମାନ ବନ୍ଦରର ପରିସୀମା ବଢ଼ାଇବାକୁ ଚେଷ୍ଟା କରାଯିବ।

Monument Demolished
ଇତିହାସ ପାଲଟିବାକୁ ଯାଉଛି ଅଷ୍ଟମ ଶତାବ୍ଦୀର ଐତିହ୍ୟ ! ରକ୍ଷଣାବେକ୍ଷଣ ନହେଲେ...

ଦିନେ ଇତିହାସର ମୁକ ସାକ୍ଷୀ ସାଜିଥିବା ଏହି ଭଗ୍ନ ମନ୍ଦିର ଏବେ ନିଜେ ଇତିହାସ ପାଲଟିବାକୁ ବସିଛି। ଭୁଗର୍ଭରେ ଧିରେ ଧିରେ ଲୀନ ହେବାରେ ଲାଗିଛି ଅଷ୍ଟମ ଶତାବ୍ଦୀର ବଳଦେବଜୀଉଙ୍କ ଭଗ୍ନ ମନ୍ଦିରl ମାଟିରେ ସମାଧି ନେବାକୁ ବସିଲାଣି ଅଷ୍ଟମ ଶତାବ୍ଦୀର କଳାକୃତି।

New Born Children
ଶିଶୁକନ୍ୟାକୁ ନେଇ ମୁହାଁମୁହିଁ ! ପିଲା କାହାର, ଉତ୍ତର ନାହିଁ ?

ଦୁଇ ଶିଶୁକନ୍ୟାକୁ ଉଦ୍ଧାର କରି ଅଡୁଆରେ ଶିଶୁ ସୁରକ୍ଷା ୟୁନିଟ ବା ଡି.ସି.ପି.ୟୁ। ଶିଶୁକନ୍ୟା ଦୁଇଟି କୋଉଠୁ ଉଦ୍ଧାର ହେଲେ? କିଏ ଆଣିକି ଆସିଥିଲା? ଏ ସଂର୍ପକରେ ଡି.ସି.ପି.ୟୁଙ୍କ ପାଖରେ ନଥିଲା କୌଣସି ତଥ୍ୟ।

Bhubaneswar mayor
ଅସରାଏ ବର୍ଷାରେ କାହିଁକି ଉବୁଟୁବୁ ହେଉଛି ରାଜଧାନୀ..ଜାଣନ୍ତୁ..

ବର୍ଷା ଆସିଲେ ରାଜଧାନୀରେ କେଉଁ କେଉଁ ସ୍ଥାନ ପ୍ରଭାବିତ ହୁଏ। ଭୁବନେଶ୍ୱରର ପ୍ରାୟ ୧୨ଟି ଅଞ୍ଚଳ ପ୍ରାୟତଃ ପ୍ରଭାବିତ ହୁଏ। ପ୍ରଭାବିତ ତ ନୁହଁ, ସମ୍ପୂର୍ଣ୍ଣ ଉବୁଟୁବୁ ହୁଏ ସାରା ଇଲାକା।

Heavy Rainfall
ପୁଣି ବର୍ଷାରେ ବିକଳ ଚିତ୍ର; ଅସରାଏ ବର୍ଷାରେ ବିଗିଡ଼ିଲା ରାଜଧାନୀର ସ୍ଥିତି

ହଠାତ୍ ଘୋଟି ଆସିଲା କଳାହାଣ୍ଡିଆ ମେଘ। କାଚିଲା ବର୍ଷା, ବୁଡ଼ିଲା ରାସ୍ତା। ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା। ଯାତାୟତ ପ୍ରଭାବିତ.. ହନ୍ତସନ୍ତ ଲୋକେ।

 When Will Puri Ratna Bhandar Will Open?
କେବେ ଖୋଲାହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର?

କେବେ ଖୋଲାହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର? ନୂଆ ସରକାର ଆସିବା ପରଠୁ ଏଦିଗରେ ଆଶା ବଢ଼ିଥିଲେ ବି କେବେ ମରାମତି ହେବ, କେବେ ଅଳଙ୍କାରର ଗଣତି-ମଣତି ହେବ ତାକୁ ନେଇ ଚର୍ଚ୍ଚା ଥମୁନି । ରଥଯାତ୍ରା ହିଁ ପ୍ରକୃଷ୍ଟ ସମୟ, ସରକାର ନିଷ୍ପତ୍ତି ନିଅନ୍ତୁ କହିଲେ ଗଜପତି ମହାରାଜା ।

Senior IAS officer Manoj Ahuja
ମନୋଜ ଆହୁଜା ହେବେ କି ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ?

କାର୍ଯ୍ୟକାଳ ଆଉ ମାତ୍ର ୬ ମାସ, ହଠାତ୍ କେନ୍ଦ୍ରରୁ ଓଡ଼ିଶା ଫେରୁଛନ୍ତି ବରିଷ୍ଠ ଆଇଏଏସ୍ ଅଧିକାରୀ ମନୋଜ ଆହୁଜା। ଏହାପରେ ତାଙ୍କୁ ନେଇ ପାୱାର କରିଡରରେ ଚର୍ଚ୍ଚା, ମନୋଜ ହୋଇପାରନ୍ତି ମୁଖ୍ୟ ଶାସନ ସଚିବ ।

Liquor Ban
ଖୁବଶୀଘ୍ର ଓଡ଼ିଶାରେ ମଦ ବ୍ୟାନ୍‌ ? ହେଲେ..

ମଦମୁକ୍ତ ହୋଇପାରିବ ତ’ ଓଡ଼ିଶା ? ବନ୍ଦ ହେବ କି ମଦ ବିକ୍ରି, ନିଶା ବ୍ୟବହାର ? ଶାସନକୁ ଆସୁ ଆସୁ ମଦମୁକ୍ତ ଓଡ଼ିଶା ଗଠନ ପାଇଁ ସତରେ କ’ଣ ଅଣ୍ଟା ଭିଡ଼ିଛି ମୋହନ ସରକାର?

Liquor Ban
ମଦମୁକ୍ତ ହୋଇପାରିବ ତ’ ଓଡ଼ିଶା ?

ବିହାର, ଗୁଜରାଟ ଭଳି ଓଡ଼ିଶାରେ ବି ବନ୍ଦ ହେବ କି ମଦ ବିକ୍ରି ? ମଦ ଓ ନିଶା ମୁକ୍ତ ହେବ ଓଡ଼ିଶା, ଏଥିପାଇଁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ଆଜି ସାମାଜିକ ସୁରକ୍ଷା ମନ୍ତ୍ରୀ ସୂଚନା ଦେବା ପରେ ଏହି ପ୍ରଶ୍ନ ମୁଣ୍ଡ ଟେକିଛି।

LAccMI Bus
କୋଟି କୋଟିର ଅର୍ଥ ଖର୍ଚ୍ଚ, ରାସ୍ତାରେ ଗଡୁନି ଲକ୍ଷ୍ମୀବସ୍

କୋଟି କୋଟି ଟଙ୍କାର ଦାମୀ କମ୍ପାନୀ ବସ୍ କିଣାଯିବାର ମାସ କେଇଟା ଭିତରେ ରକ୍ଷଣାବେକ୍ଷଣ ଅଭାବରୁ ଲକ୍ଷ୍ମୀ ବସ୍‌ର ସ୍ଥାୟିତ୍ୱକୁ ନେଇ ଉଠିଲାଣି ପ୍ରଶ୍ନ। ରାୟଗଡ଼ା, ନବରଙ୍ଗପୁର, ଜୟପୁର ଆଦି ଅନେକ ସହରରେ ଲକ୍ଷ୍ମୀ ବସ୍ ଯୋଜନାରେ ବହୁ ବସ୍ କିଣାଯାଇ, ସେବାରେ ନଲାଗି ପଡ଼ିରହିଥିବାରୁ ଏ ଯୋଜନାକୁ...

LAccMI Bus
ଗ୍ରୀନ ସିଗ୍ନାଲ ଦେଲେ ମନ୍ତ୍ରୀ ! ବଦଳିବ ଲକ୍ଷ୍ମୀ ବସ୍‌ ନାଁ, ଆବଶ୍ୟକତା ନଥିବା ଜାଗାରେ ବନ୍ଦ ହେବ ?

ନବରଙ୍ଗପୁର, ଜୟପୁର, ରାୟଗଡ଼ା ସବୁଠି ଖୋଲା ଆକାଶ ତଳେ, ମାସ ମାସ ଧରି ଖତ ଖାଉଛି ଅରଖ ନୂଆ ଲକ୍ଷ୍ମୀ ବସ୍। ଗତ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଆରମ୍ଭ କରିଥିବା ଲକ୍ଷ୍ମୀ ବସ୍ ଯୋଜନାରେ କିଣା ହୋଇ ଆସିବା ପରେ ସେବାରେ ନଲାଗି ପଡ଼ିରହିଛି ଦାମୀ କମ୍ପାନୀର ବ୍ରାଣ୍ଡ ନ୍ୟୁ ଏସି ବସ୍।

Pranab Prakash Das
ସରକାରୀ ଜାଗାରେ ବବିଙ୍କ କାରସାଦି

କାଟତି ଦେଖାଇ ପ୍ରଥମେ ବଡ଼ କ୍ବାର୍ଟର୍ସ ଦଖଲ କଲେ, ପରେ ସେଥିରେ କୋଟି କୋଟି ଟଙ୍କାର ବିଳାସପୂର୍ଣ୍ଣ ନିର୍ମାଣ ଏବଂ ଏବେ ସବୁ ଲୁଚାଇବାକୁ ଧ୍ୱଂସ କରିବାକୁ ଉଦ୍ୟମ। ପୂର୍ବତନ ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଏଭଳି କାରସାଦି ବିରୋଧରେ ଏବେ କାର୍ଯ୍ୟାନୁଷ୍ଠାନକୁ...

Pranab Prakash Das
ଥିଲେ ବିଧାୟକ, ପାଇଥିଲେ ମନ୍ତ୍ରୀଙ୍କ କ୍ଵାର୍ଟର ? ଏବେ ବାବୁଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ ?

ବିଧାୟକ ହୋଇ ବି ପାଇଥିଲେ ମନ୍ତ୍ରୀ ଓ ଆଇଏଏସଙ୍କ ପାଇଁ ଉଦ୍ଦିଷ୍ଟ କ୍ୱାର୍ଟର୍ସ। ସରକାରୀ ଜାଗାରେ ନିର୍ମାଣ କରିଥିଲେ କୋଟି କୋଟି ଟଙ୍କାର ବେଆଇନ୍ ନିର୍ମାଣ। ଆଉ ଏବେ, ସରକାରଙ୍କ ବିନା ଅନୁମତିରେ ସରକାରୀ ସଂପତ୍ତିର ମନଇଛା ଧ୍ୱଂସ।

Bobby Das
ବବିଙ୍କ ସରକାରୀ କ୍ୱାର୍ଟର୍ସରେ ଚାଲିଥିଲା କଣ ?

ବବିଙ୍କ ସରକାରୀ କ୍ୱାର୍ଟର୍ସରେ ଚାଲିଥିଲା କଣ ? ଏତେ ବଡ଼ ନିର୍ମାଣ, ଅଣ୍ଡର ଗ୍ରାଉଣ୍ଡରେ ଘର ନିର୍ମାଣ ହୋଇଥିଲା । କେହି କେମିତି ଜାଣିପାରିଲେନି ? ସରକାରୀ କ୍ୱାର୍ଟର୍ସ ପରିସରରେ ଏତେ ବଡ଼ ନିର୍ମାଣ ପାଇଁ ଅନୁମତି ଦେଇଥିଲା କିଏ ?

Parliament Vote
ଇତିହାସରେ ତୃତୀୟ ଥର ହେବାକୁ ଯାଉଛି ଲୋକସଭା ବାଚସ୍ପତି ନିର୍ବାଚନ

ଏନଡିଏ ଓ ଇଣ୍ଡି ମେଣ୍ଟ ଭିତରେ ଆରମ୍ଭ ହୋଇଛି ବଳ କଷାକଷି। ସ୍ଥିତି ଏଭଳି ହୋଇଛି ଯେ, ଦେଶ ସ୍ୱାଧୀନ ହେବା ପରେ ତୃତୀୟଥର ପାଇଁ ବାଚସ୍ପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।