ରାତି ଅଧରେ ବିକଟାଳିଆ ଶବ୍ଦ, ଉତୁପାତିଆ ନାଚ । ଡିଜେ ବ୍ୟାଣ୍ଡର ଶଦ୍ଦର ତୀବ୍ରତା ଏତେ ଅଧିକ ଯେ, କାନ ବନ୍ଦ କରି ଶୁଣିଲେ ବି ପରଦା ଫାଟିଯିବାର ଭୟ । ଆଉ ତାରି ଭିତରେ ବେତାଳିଆ ନୃତ୍ୟରେ ବିଭୋର ଯୁବଗୋଷ୍ଠୀ ।
5-T ସଚିବଙ୍କ ଗସ୍ତକୁ ନେଇ ଥମୁନି ବରଂ ବଢି ଚାଲିଛି ବିବାଦ । ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ବି ପାଣ୍ଡିଆନଙ୍କୁ ନେଇ ମୁହାଁମୁହିଁ ଶାସକ ବିରୋଧୀ ।
୨ ବିଧାୟକଙ୍କୁ ସସ୍ପେଣ୍ଡ ନେଇ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା ।
ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ । କଡ଼ା ପ୍ରତିକ୍ରିୟା ଦେଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।
ବିଜୁ ଯୁବ ବାହିନୀ ଯୋଜନାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ହିସାବ ଦେଇଛନ୍ତି ସରକାର ।
ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ ।
୪୯ ନମ୍ବର ଜାତୀୟ ରାଜପଥର ଦୁଆରଶୁଣୀ ଘାଟିରେ ଟ୍ରକ-ବାଇକ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି ।
ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ରାଷ୍ଟ୍ରପତିଙ୍କ ଶିକ୍ଷକ । ମାଟି କାରିଗରଙ୍କ ବିଭିନ୍ନ ଦାବି ନେଇ ଧାରଣା ଦେଇଛନ୍ତି ।
କମ୍ ବୟସରେ କାହିଁକି ହୃଦଘାତ ? ସୁରତର ଏକ ଘରୋଇ ସ୍କୁଲର ଅଘଟଣ ।
ଆର୍ନ୍ତଜାତୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ତଥା ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାର ଡ଼ଃ ସ୍ୱାତୀ ନାୟକ ଧାନ ଗବେଷଣା ପୁରସ୍କାର ପାଇଁ ଆମେରିକା ଯାଉଛନ୍ତି ।
ୱାହିଦାଙ୍କୁ ୧୬ରୁ ୧୭ ବର୍ଷ ବୟସରେ ହୋଇଥିବା ବେଳେ, ଏହି କବିସୂର୍ଯ୍ୟ ମଞ୍ଚରେ ପ୍ରଦର୍ଶନ କରିଥିଲେ ନିଜର ନୃତ୍ୟ ଚାତୁରୀ ।
ଅକ୍ଟୋବର ୧୦ ସୁଦ୍ଧା ଆପାର୍ଟମେଣ୍ଟ ରୁଲ୍ ଆଣିବାକୁ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ହାଇକୋର୍ଟଙ୍କ ଛାଟ ପରେ ଚଳିତ ବିଧାନସଭା ଅଧିବେଶନରେ ବିଲ୍ ଆଗତ କରି ଏହାକୁ ପାରିତ କରାଯାଇଛି ।
ଅଧ୍ୟାପକଙ୍କ ପାଇଁ ଯେମିତି ୭ଘଣ୍ଟା କଲେଜରେ ରହିବା ବାଧ୍ୟତାମୂଳକ, ୭୫ ପ୍ରତିଶତ ଛାତ୍ରଛାତ୍ରୀ ବି କ୍ଲାସ୍ ରେ ବସିବା ସେତିକି ଜରୁରୀ ।
ମଧ୍ୟପ୍ରଦେଶ ଫର୍ମୁଲାରେ ଓଡ଼ିଶାରୁ ବିଜେପିର ୮ ସାଂସଦଙ୍କ ମଧ୍ୟରୁ ୬ ଜଣଙ୍କୁ ବିଧାନସଭା ନିର୍ବାଚନ ମୈଦାନକୁ ଓହ୍ଲାଯିବାର ସମ୍ଭାବନା ରହିଛି ।
ଆଜିର ମ୍ୟାଚରେ ଦଳର ଚୁଡ଼ାନ୍ତ ଏକାଦଶରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ। ପ୍ରଥମ ଦୁଇ ମ୍ୟାଚରେ ବିଶ୍ରାମ ନେଇଥିବା ଦଳର ଷ୍ଟାର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଆଜିର ମ୍ୟାଚ୍ରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ।
୧୯୮୨ ମସିହା ପରଠାରୁ ଭାରତ କେବେ ଅଶ୍ୱ ଚାଳନାରେ ସ୍ୱର୍ଣ୍ଣ ପଦକ ଜିତି ନ ଥିଲା । ଭାରତ ପକ୍ଷରୁ ସୁଦୀପ୍ତି ହାଜେଲା, ହ୍ରିଦୟ ବିପୁଲ ଛେଡା, ଦିବ୍ୟକ୍ରିତି ସିଂ ଓ ଅନୁଶ ଅଗ୍ରୱାଲଙ୍କ ନେଇ ଗଠିତ ଟିମ୍ ଅଶ୍ୱ ଚାଳନାର ଡ୍ରେସଏଜ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ ଜିତିଛନ୍ତି...
ଆଜି ନ୍ୟାୟ ପାଇଁ ସଂଘର୍ଷ ନାମକ ଏକ ସଂଗଠନର ସଭ୍ୟ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରିବାକୁ ଆସିଥିବା ବେଳେ ସେମାନଙ୍କ ସହିତ ପ୍ରତାପଙ୍କ ସମର୍ଥକଙ୍କ ଗଣ୍ଡଗୋଳ ହୋଇଛି । ଏପରିକି ପ୍ରତାପଙ୍କ ସମର୍ଥକ ଆକ୍ରମଣ କରିଥିବା ଅପରପକ୍ଷ ଅଭିଯୋଗ କରିଛନ୍ତି । ଗଣ୍ଡଗୋଳରେ ୨ ଜଣ ଆହତ...
୨୦ରୁ ୨୫ କୋଟି ଟଙ୍କାର ଗହଣା ଦୋକାନରେ ଥିଲା ବୋଲି କହିଛନ୍ତି ମାଲିକ। ଦିଲ୍ଲୀର ଭୋଗଲ ଅଞ୍ଚଳରେ ଏହି ଘଟଣା ଘଟିଛି। ଟେରେସ୍ ଜରିଆରେ ଚୋରମାନେ ଆସିଥିବା ସନ୍ଦେହ କରାଯାଉଛି ।
ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୭୨ ଫୁଟ ହୋଇଥିବା ବେଳେ ଏହାର ଓଜନ ୪୦ ମେଟ୍ରିକ ଟନ୍ । ବ୍ରୋଞ୍ଜ ଓ ଅନ୍ୟ ମିଶ୍ରିତ ଧାତୁରେ ପ୍ରତିମୂର୍ତ୍ତିଟି ତିଆରି ହୋଇଛି । ୨୦ ଜଣ ଶିଳ୍ପୀ ୮ରୁ ୧୦ ମାସ କଠିନ ପରିଶ୍ରମ କରି ଦୀନଦୟାଲ ଉପାଧ୍ୟାୟଙ୍କର ଏହି ୭୨...