ଡାକିଲେ ବି ଜେଜେମା କଥା ଶୁଣୁନି କାହ୍ନା । ହସମଜା କରୁଥିବା ସେହି କାହ୍ନା ଆଜି ନିଶ୍ଚଳ । ଦୁର୍ଘଟଣା ପରେ କୋମା ଅବସ୍ଥାରେ ରନିଜ । ସହାୟତା ପାଇଁ ନିବେଦନ କଲେ ପରିବାର ।
ଓଡ଼ିଶାରେ ୧୫ ମାସରେ ଶେଷ ହେଉଛି ଷ୍ଟାଡିୟମ ନିର୍ମାଣ । କିନ୍ତୁ ୧୮ ବର୍ଷ ପରେ ମଧ୍ୟ ସରୁନି ଯାତ୍ରୀ ବିଶ୍ରାମଗାରର ନିର୍ମାଣ । ଯାହାଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା । ଯାହାକୁ ନେଇ ବଢ଼ିବାରେ ଲାଗିଛି ଜନ ଅସନ୍ତୋଷ ।
କାନାଡା-ଭାରତ ବିବାଦ ଭିତରେ, ଆମେରିକାର ଏଣ୍ଟ୍ରିକୁ ନେଇ କେଁ । ଏଣ୍ଟ୍ର ତ ମାରିଛି ହେଲେ ଆପଣାଉଛି ଦୋ ମୁହାଁ ନୀତି । ଭାରତ ସହ ଖେଳୁଛି ‘ଡବଲ୍ ଗେମ୍’ । ନିଜ୍ଜର ହତ୍ୟାକାଣ୍ଡ ମାମଲାରେ କାନାଡାକୁ ଦେଇଥିଲା ଗୁପ୍ତ ତଥ୍ୟ !
ଇଣ୍ଟରନେଟ୍ ଅଭାବରୁ ଠପ୍ ହୋଇପଡ଼ିଛି ବ୍ୟାଙ୍କ ସେବା । ଲିଙ୍କ୍ ନଥିବାରୁ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ୬ ପଞ୍ଚାୟତର ହଜାର ହଜାର ଜମାକାରୀ । ବଢ଼ୁଛି ଜନ ଅସନ୍ତୋଷ ।
ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୫ ତାରିଖ ସୋମବାର । ଚନ୍ଦ୍ର – ମକର ଅହୋରାତ୍ର, ତିଥି- ୧୦ମୀ ପ୍ରାତଃ ୦୭.୫୬ ଗତେ ୧୧ଶୀ ନିଶାନ୍ତ ୦୫.୦୧ ଗତେ ୧୨ଶୀ, ଘାତ ଚନ୍ଦ୍ର - ସିଂହ ରାଶିର ଅହୋରାତ୍ର, ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ – ୧...
ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୫ ତାରିଖ ସୋମବାର । ଚନ୍ଦ୍ର – ମକର ଅହୋରାତ୍ର, ତିଥି- ୧୦ମୀ ପ୍ରାତଃ ୦୭.୫୬ ଗତେ ୧୧ଶୀ ନିଶାନ୍ତ ୦୫.୦୧ ଗତେ ୧୨ଶୀ, ଘାତ ଚନ୍ଦ୍ର - ସିଂହ ରାଶିର ଅହୋରାତ୍ର, ଘାତ ବାର – ମିଥୁନ ରାଶିର, ପୁଷ୍କର ଦୋଷ – ୧...
ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ ।
ଇନ୍ଦୋରରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ। ଆରମ୍ଭରୁ ଦମଦାର ବ୍ୟାଟିଂ କରିଥିଲା ଭାରତ। ଋତୁରାଜ ଗାଏକ୍ୱଡ୍ ୮ ରନ କରି ଆଉଟ ହେବା ପରେ ପାଳି ସମ୍ଭାଳିଥିଲେ ଗିଲ୍ ଓ ଆୟର।
ଅଷ୍ଟ୍ରେଲିଆ ବିପକ୍ଷରେ ଇନ୍ଦୋରରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଗିଲ୍ ୯୭ ବଲରେ ୧୦୪ ରନ ସଂଗ୍ରହ କରିଥିଲେ। ଦିନିକିଆରେ ଏହା ତାଙ୍କର ଷଷ୍ଠ ଶତକ। ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ଏହା ଗିଲଙ୍କ ପ୍ରଥମ ଶତକ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯେତେବେଳେ ଚନ୍ଦ୍ରଯାନ-୩ ଚନ୍ଦ୍ରରେ ଲ୍ୟାଣ୍ଡିଂ କରୁଥିଲା ସେ ସମୟରେ ବିଭିନ୍ନ ମାଧ୍ୟମରେ କୋଟି କୋଟି ଲୋକ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ରହିଥିଲେ ।
ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ କୁହାଯାଇଛି ଯେ ହତ୍ୟା ପରେ ଆମେରିକା ଗୁପ୍ତଚର ଏଜେନ୍ସି କାନାଡ ସରକାରଙ୍କୁ ଏହି ସମ୍ବନ୍ଧୀୟ ସୂଚନା ଦେଇଥିଲେ। ତେବେ ଆମେରିକା କେଉଁ ପ୍ରକାର ସୂଚନା କାନାଡାକୁ ଦେଇଛି ତାହା ପ୍ରକାଶ କରାଯାଇନାହିଁ ।
ସ୍କୁଲ ପରିସରରେ ମେଞ୍ଚା ମେଞ୍ଚା ମଦ ବୋତଲ । ପୁଣି ମାତାଲ୍ ଅବସ୍ଥାରେ ସ୍କୁଲ ଆସୁଛନ୍ତି ପ୍ରଧାନ ଶିକ୍ଷକ..କିଛି ପଚାରିଲା ବେଳକୁ ଆବୁଲତାବୁଲ ଗପୁଛନ୍ତି । ଚିହ୍ନିରଖନ୍ତୁ ସେହି ସାର୍ଙ୍କୁ
ଦିନେ ଟ୍ରଲି ଚଳାଇଲେ ଘର ଚଳୁଥିଲା, ପରିବାର ମୁହଁରେ ଆହାର ଦେଉଥିଲେ । ହଠାତ୍ ଦିନେ ଆଖିକୁ ଆଉ ଦିଶିଲାନି । ଆଉ ଟ୍ରଲି ଚଳାଇ ପାରିଲେନି କି କାମଧନ୍ଦା କରିପାରିଲେ ନାହିଁ...ଏବେ ଅଣ୍ଡାଳି ଅଣ୍ଡାଳି ବାଟ ଚାଲିବାକୁ ସେ ବାଧ୍ୟ ହେଉଛନ୍ତି । ଯେଉଁ ପୁଅକୁ ଆସରା...
ଭୁବନେଶ୍ୱରଠୁ ବାଲେଶ୍ୱର..କଟକରୁ-ଯାଜପୁର..ରାଉରକେଲାରୁ ସୁନ୍ଦରଗଡ଼..ସବୁଠି ପୁଷ୍କରା ଦେଖିବାକୁ ଲୋକଙ୍କର ଲାଗୁଛି ଭିଡ଼ । ଲିଡ୍ ରୋଲ୍ରେ ଅଛନ୍ତି ସବ୍ୟସାଚୀ
ନଗରପାଳିକାଙ୍କ ଦାୟିତ୍ୱରେ ଅଛନ୍ତି । ହେଲେ ସମାଜସେବା ପାଇଁ ପ୍ରଶଂସା ସାଉଁଟୁଛନ୍ତି । ଅଭିଯୋଗ ପାଇବା ମାତ୍ରେ ସମାଧାନ କରିବା ଲାଗି ବଢାଉଛନ୍ତି ହାତ । ଲୋକେ କହୁଛନ୍ତି ଏମିତି ନେତ୍ରୀ ଥିଲେ ହେବନି କିଛି ଅସୁବିଧା
ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୪ ତାରିଖ ରବିିବାର, ଚନ୍ଦ୍ର - ଧନୁ ସନ୍ଧ୍ୟା ୦୭.୧୭ ଗତେ ମକର, ତିଥି- ୯ମୀ ଦିବା ୧୦.୨୩ ଗତେ ୧୦ମୀ, ଘାତ ଚନ୍ଦ୍ର - ତୁଳା ଓ କୁମ୍ଭ ରାଶିର, ସନ୍ଧ୍ୟା ୦୭.୧୭ ଗତେ ସିଂହ, ଘାତ ବାର –ମେଷ, ପୁଷ୍କର ଦୋଷ –...
ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୨୪ ତାରିଖ ରବିିବାର, ଚନ୍ଦ୍ର - ଧନୁ ସନ୍ଧ୍ୟା ୦୭.୧୭ ଗତେ ମକର, ତିଥି- ୯ମୀ ଦିବା ୧୦.୨୩ ଗତେ ୧୦ମୀ, ଘାତ ଚନ୍ଦ୍ର - ତୁଳା ଓ କୁମ୍ଭ ରାଶିର, ସନ୍ଧ୍ୟା ୦୭.୧୭ ଗତେ ସିଂହ, ଘାତ ବାର –ମେଷ, ପୁଷ୍କର ଦୋଷ –...
ଇନ୍ଦୋରରେ ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଦିନିକିଆ । ପ୍ରଥମ ମ୍ୟାଚ୍ ଜିତି ଥିବାରୁ ସିରିଜ୍ ବିଜୟ ଲକ୍ଷ୍ୟରେ ଭାରତୀୟ ଦଳ ।
ରାଜସ୍ଥାନର ଉଦୟପୁରରେ ଅନୁଷ୍ଠିତ ହେବ ଏହି ହାଇପ୍ରୋଫାଇଲ୍ ବାହାଘର ।
ମୃତ୍ୟୁ ଏମିତି ବି ଆଶେ ବୋଲି ଆପଣ ନଦେଖିଲେ ବିଶ୍ୱାସ କରିପାରିବେନି ।