ଆଜିର ମ୍ୟାଚରେ ବି ଆଫଗାନିସ୍ତାନକୁ ହରାଇବା ସହ ପଏଣ୍ଟ ବଢାଇବାକୁ ଚେଷ୍ଟା କରିବ ରୋହିତ ବାହିନୀ ।
କୁଆଁର ପୂନେଇଁରେ ଚନ୍ଦ୍ର ଗ୍ରହଣ । ଏଥର କୁମାର ପୂର୍ଣ୍ଣିମାରେ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଗ୍ରହଣ । ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି, ଚକ୍ରରାଜଙ୍କ ଚାରି ଆଶ୍ରମ ପରିକ୍ରମା ।
ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ କରିଥିବା ଭକ୍ତଙ୍କୁ ହିଁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ମିଳିବ। ଆସନ୍ତା ନୂଆବର୍ଷରୁ ଲାଗୁ ହେବାକୁ ଯାଉଥିବା ଏ ନୂଆ ନିୟମକୁ ନେଇ ଭକ୍ତ ମହଲରେ ଚର୍ଚ୍ଚା। ମାର୍ଜିତ ପୋଷାକ ପରିଧାନ କରି ଜଗନ୍ନାଥ ଦର୍ଶନକୁ ଭକ୍ତ ସ୍ବାଗତ ତ କରିଛନ୍ତି ହେଲେ ଶାଳୀନ ପୋଷାକର...
କର୍ମକ୍ଷେତ୍ର ହେଉ କି ପାଠ ପଢ଼ା, ସବୁଠି ବଢୁଛି ଟେନସନ୍ । ବିସ୍ଫୋରକ ରୂପ ନେଲାଣି ବାର ଆଡ଼ର ମାନସିକ ଚାପ । କୋଭିଡ୍ ପରେ ଉପରମୁହାଁ ମାନସିକ ରୋଗୀଙ୍କ ସଂଖ୍ୟା । ମାନସିକ ରୋଗୀଙ୍କ ସଂଖ୍ୟାକୁ ନେଇ ବଢୁଛି ଉଦବେଗ
ହେଲା ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ସ୍କିମ୍ । ସ୍କିମ୍ ବିଜ୍ଞାପନରେ ଶଙ୍ଖ ଚିହ୍ନ ବ୍ୟବହାରକୁ ନେଇ ବିବାଦ । ଯୋଜନାରେ ଦୁଇ ହଜାର କୋଟି ଲୁଟର ଷଡ଼ଯନ୍ତ୍ର କହିଲା ବିଜେପି । ଯୋଜନା ବିରୋଧରେ ରାଜ୍ୟପାଳଙ୍କୁ ଫେରାଦ ହେଲା କଂଗ୍ରେସ ।
ରାଜଧାନୀର ବାରରେ ଉଡୁଛି ଅବକାରୀ ନିୟମର ଧଜ୍ଜିଆ । ଲାଭ ଓ ଲୋଭ ଭିତରେ ଅବକାରୀ ନିୟମ ଫୁ’ । ଡ୍ୟାନ୍ସ ଫ୍ଲୋରରୁ ଓହ୍ଲାଇବା ପରେ ଦେହ ବ୍ୟବସାୟ ପାଇଁ ହେଉଛି ଡିଲ୍ । ବାର୍ ଗାର୍ଲ ଓ ଗ୍ରାହକଙ୍କ ମଧ୍ୟରେ ଚାଲୁଛି କାରବାର । ଦେହ ବ୍ୟବସାୟ...
ଧୂଆଁ ଓ ନିଆଁର ସହର ପାଲଟିଛି ପୃଥିବୀର ଅନ୍ୟତମ ଭିଡ଼ବହୁଳ ଇଲାକା ଗାଜା ପଟ୍ଟି । ମାତ୍ର ୩୬୨ ବର୍ଗ କିଲୋମିଟର ଅଞ୍ଚଳରେ ରହନ୍ତି ୨୦ ଲକ୍ଷ ଲୋକ । ହମାସ୍ ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍ କରି ଇସ୍ରାଏଲ ଏୟାରଷ୍ଟ୍ରାଇକ୍ ଜାରି ରଖିଥିବା ବେଳେ, ବହୁ ନିରୀହ ଲୋକ ଓ ଶିଶୁ ପ୍ରାଣ ହରାଉଛନ୍ତି...
ଏବର୍ଷ କୁମାରପୂର୍ଣ୍ଣିମା ଦିନ ପଡ଼ୁଛି ଚନ୍ଦ୍ର ଗ୍ରହଣ । ଏମିତି ସେମିତି ନୁହେଁ, ଇଏ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଗ୍ରହଣ ।
ଦେଶର ସମସ୍ତ ହାଇକୋର୍ଟର ବିଚାରପତିଙ୍କ ନିଯୁକ୍ତି ପାଇଁ ୭୦ ଜଣଙ୍କ ନାମ ସୁପ୍ରିମକୋର୍ଟ କଲେଜିୟମକୁ ପଠାଇଲା କେନ୍ଦ୍ର ।
୫ ରାଜ୍ୟ ନିର୍ବାଚନ ଅବସରରେ ବଡ଼ ଘୋଷଣା କରିଛନ୍ତି ନିର୍ବାଚନ କମିଶନର। ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ଟିକେଟ ଦେଲେ କାରଣ କହିବ ପାର୍ଟି। ନାଁରେ କିଛି ମାମଲା ଥିଲେ ଲୋକଙ୍କୁ ଅବଗତ ପାଇଁ ୩ ଥର ଖବରକାଗଜରେ ବିଜ୍ଞାପନ ଦେବେ ପ୍ରାର୍ଥୀ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ୪ଟି ଟଏଲେଟକୁ ନେଇ ଦିନେ ସଂସଦରେ ଯେଉଁ ଝଡ଼ ସୃଷ୍ଟି ହୋଇଥିଲା ଏବେ ସେ ସମସ୍ୟା ଗୁରୁତର ଭାବେ ମୁଣ୍ଡ ଟେକିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରବେଶ ପଥରେ ଗୋଟିଏ ହେଲେ ଶୌଚାଳୟ ନଥିବାରୁ କଲବଲ ହେଉଛନ୍ତି ଭକ୍ତ।
ଲକ୍ଷ୍ଣୀ ବସ୍ ଯୋଜନାକୁ ନେଇ ଆରମ୍ଭରୁ କେଁ। ଅକଳରେ ରାଜ୍ୟ ସରକାର। ସିଏମଓ ସହ ଆଲୋଚନା ପରେ ବାହରିଲା ବାଟ। କ୍ଟୋବର ୩୧ ଯାଏଁ ସ୍ଥଗିତ ରହିଲା ବସ ଧର୍ମଘଟ।
ଏସିଆନ ଗେମସ ହକିରେ ସୁନା ଜିତିଲା ଭାରତ। ଆଉ ଆଜି ସ୍କୁଲରେ ଭାରତୀୟ ଟିମର ସଫଳତାର କାହାଣୀ ଶୁଣିଛନ୍ତି ପିଲା। ରାଜ୍ୟ ସରକାରଙ୍କ ଦ୍ବାରା ପ୍ରସ୍ତୁତ ବାର୍ତ୍ତାକୁ ପ୍ରାର୍ଥନା ସଭାରେ ପଢାଯାଇଥିଲା।
ପିଲାଙ୍କୁ ହକି ବିଷୟରେ ଜ୍ଞାନ ଦେବା ଉଦ୍ଦେଶ୍ୟ କମ୍, ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଉଦ୍ଦେଶ୍ୟ ଅଧିକ ବୋଲି କହିଛନ୍ତି ବିରୋଧୀ । ବିଜେପି କହିଛି ହକି ଆଳରେ ଶ୍ରେୟ ନେବାକୁ ସ୍କୁଲ୍ ହତାକୁ ବି ଛାଡୁନି ଶାସକ ଦଳ ।
ଆଖି ପିଛୁଳାକେ ବିସ୍ଫୋରଣ, ଆଉ ଆଖି ଖୋଲିବା ବେଳକୁ ସବୁକିଛି ଛାରଖାର, ଏକାକାର ।
ଇସ୍ରାଏଲ ନିଜର ଲକ୍ଷ ଲକ୍ଷ ରିଜର୍ଭ ଫୋର୍ସକୁ ଡକାଇବା ପରେ ଯୁଦ୍ଧ ଆଗକୁ ଆହୁରି ଭୟାନକ ହୋଇପାରେ ଆଶଙ୍କା କରାଯାଉଛି ।
ଖାଲି ଶ୍ରୀମନ୍ଦିର ପାଖ ନୁହେଁ, ପୁରୀ ବସଷ୍ଟାଣ୍ଡରୁ ମନ୍ଦିର ଯାଏଁ ରାସ୍ତା ମଝିରେ ବି କୌଣସି ଜାଗାରେ ସାଧାରଣ ଭକ୍ତଙ୍କ ପାଇଁ ଟୟଲେଟ୍ ଟିଏ ନାହିଁ ।
ରଙ୍ଗରୁଟ୍ ସହ ମଦ ପିଇ ଗାଡି ଚଳାଉଥିବା ଅମାନିଆଙ୍କ ଉପରେ ନିଆଯିବ କଡା କର୍ଯ୍ୟାନୁଷ୍ଠାନ ।
ଦିନକୁ ଦିନ ଗମ୍ଭୀର ହେଉଛି ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ । ହମାସ୍ ଆତଙ୍କବାଦୀମାନେ ଏକ ଇହୁଦି ପରିବାର ଉପରେ ଆକ୍ରମଣ କରୁଥିବା ସିସିଟିଭି ଭିଡିଓରେ ଦେଖାଯାଉଛି ।
୫ ରାଜ୍ୟରେ ବାଜିଲା ନିର୍ବାଚନୀ ବିଗୁଲ । ମିଜୋରାମ, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇଛି ।