/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695907612.jpg)
Biju Yuva Vahini
ବନ୍ଦ ହୋଇଯାଇଥିବା ବିଜୁ ଯୁବ ବାହିନୀ ଯୋଜନାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ହିସାବ ଦେଇଛନ୍ତି ସରକାର । ୨୦୧୮-୧୯ ରେ ୧୫୯ କୋଟି ୮୯ ଲକ୍ଷ ୮୭ ହଜାର ଟଙ୍କା ବ୍ୟୟ ବରାଦ ହୋଇଥିଲା । ସେହିପରି ୨୦୧୯-୨୦ରେ ୨୩ କୋଟି ୭୭ ଲକ୍ଷ ୫୨ ହଜାର ୨୪୪ ଟଙ୍କା ବ୍ୟୟ ବରାଦ ହୋଇଥିଲା ।
Advertisment
୨୦୧୮-୧୯ ରେ ଏହି ଯୋଜନା ଆରମ୍ଭ ହୋଇଥିଲା । ୨୦୨୦-୨୧ରୁ କୌଣସି ବ୍ୟୟ ବରାଦ ହୋଇନି କି କୌଣସି କାର୍ଯ୍ୟକ୍ରମ ହୋଇନି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ କ୍ରୀଡ଼ା ମନ୍ତ୍ରୀ ତୁଷାର କାନ୍ତି ବେହେରା ଏହି ଉତ୍ତର ରଖିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)