କୁମ୍ଭୀର ଆକ୍ରମଣ ଓ ନଦୀରେ ବୁଡ଼ି ପ୍ରତିବର୍ଷ ଶହ ଶହ ଜୀବନ ଯିବା ପରେ ସରକାରଙ୍କ ଚେତା ପଶିଛି । ନଦୀଘାଟ ସୁରକ୍ଷା ପାଇଁ ପ୍ରସ୍ତୁତ କରିଛନ୍ତି ବ୍ଲୁ ପ୍ରିଣ୍ଟ।
ICC କ୍ରିକେଟ ବିଶ୍ୱକପ ୨୦୨୩ର ଆନ୍ଥେମ ‘ଦିଲ ଜଶନ ବୋଲେ’ ରିଲିଜ ହୋଇଛି ।
ସୋସିଆଲ ମିଡ଼ିଆରେ ପୂର୍ବତନ ଶ୍ରମ ରାଷ୍ଟ୍ରମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ତାଙ୍କ ଝିଅକୁ ହତ୍ୟା ଷଡ଼ଯନ୍ତ୍ର ଚାଟିଂକୁ ନେଇ ଥାନାରେ ଏତଲା ହୋଇଛି । ନିଜେ ବିଧାୟକ ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି ।
ଏହାକୁ ଯିଏ କୁଣୁଛି, କିଛିଦିନ ପରେ ବିକ୍ରି କରିଦେଉଛି । ଫଟୋ ବିକ୍ରି ବେଳେ ତଳେ ଲେଖାଯାଇଛି ଯେ ସି ଇଜ୍ ବ୍ୟାକ୍ !
ଦେବତା ଏକ, ସ୍ବରୂପ ଅନେକ। କେଉଁଠି ଗଛ, କେଉଁଠି ମୂର୍ତ୍ତି ତ ଆଉ କେଉଁଠି ଫଟୋ। ପବିତ୍ର ଗଣେଶ ଚତୁର୍ଥୀରେ ଆଜି ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୂପରେ ପୂଜା ପାଇଛନ୍ତି ଅଗ୍ରପୂଜ୍ୟ ଗଣେଶ
ଦ୍ରୁତ ଗତିରେ ଆଗେଇ ଚାଲିଛି ରାଜ୍ୟର ପ୍ରଥମ ଟନେଲ ବା ସୁଡ଼ଙ୍ଗ ରାସ୍ତା। ହଁ ଆପଣ ଠିକ୍ ଶୁଣିଛନ୍ତି। ଭାରତମାଳା ପ୍ରକଳ୍ପ ଅଧିନରେ କୋରାପୁଟ ଜିଲ୍ଲା ସୀମା ସୁଙ୍କି ଘାଟିରେ ନିର୍ମାଣ ଚାଲିଛି ଦୁଇ ଦୁଇଟି ଟନେଲ
ଶିକ୍ଷକ ଆନ୍ଦୋଳନ, ଫିକା ପଡ଼ିଲା ସ୍କୁଲରେ ଗଣେଶ ପୂଜା..କେଉଁଠି ତାଲା ତ ଆଉ କେଉଁଠି ଫଟୋରେ ବିଦ୍ୟାଦାତାଙ୍କୁ କରାଗଲା ଆରାଧନା। ଶିକ୍ଷକ ଆନ୍ଦୋଳନ ସ୍ଥଳରେ ବି ଗଜାନନଙ୍କ ପୂଜା ସମାପନ କରାଯାଇଛି..
ପବିତ୍ର ଗଣେଶ ଚତୁର୍ଥୀରେ ଗଣତନ୍ତ୍ରରର ନୂଆ ମନ୍ଦିରର ଶ୍ରୀଗେଣେଶ। ସଂକଳ୍ପରୁ ସିଦ୍ଧି ଆଡକୁ ନୂଆ ବିଶ୍ୱାସର ଯାତ୍ରା ପାଇଁ ଆହ୍ୱାନ ଦେଇ ଭବ୍ୟ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ରଖିଛନ୍ତି ପ୍ରଥମ ଅଭିଭାଷଣ
ମୋଦିଙ୍କ ମାଷ୍ଟରଷ୍ଟ୍ରୋକ। ନୂଆ ସଂସଦ ଭବନର ପ୍ରଥମ କାର୍ଯ୍ୟ ଦିବସରେ ପ୍ରଥମ ପ୍ରସ୍ତାବ ଭାବେ ଉପସ୍ଥାପିତ ହେଲା ମହିଳା ସଂରକ୍ଷଣ ବିଲ
ଗଣେଶ ପୂଜା ପାଇଁ ଉତ୍ସବ ମୁଖର ସାରା ରାଜ୍ୟ । ସବୁଠି ଆନନ୍ଦ ଉଲ୍ଲାସରେ ଚାଲିଛି ଅଗ୍ରପୂଜ୍ୟଙ୍କ ଅବାହନ । ତେବେ ସବୁ ବର୍ଷ ଭଳି ଏ ବର୍ଷ ବି ରାଜ୍ୟର ବିଭିନ୍ନ ସ୍ଥାନରେ ଗଣେଶ ମୂର୍ତ୍ତି ଓ ପୂଜା ପେଣ୍ଡାଲରେ ଆକର୍ଷିଣୀୟ ଥିମ୍ ସହ ଏକ୍ସପେରିମେଣ୍ଟ କରିଛନ୍ତି...
ଉତ୍ତର ଓଡିଶା ଓ ଦକ୍ଷିଣ ଉପକୂଳ ଓଡିଶାରେ ଆଜି ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୮ ତାରିଖ ସୋମବାର । ଚନ୍ଦ୍ର – ତୁଳା ଅହୋରାତ୍ର, ତିଥି- ୩ୟା ଦିବା ୧୨.୩୯ ଗତେ ୪ର୍ଥୀ, ଘାତ ଚନ୍ଦ୍ର - ନାସ୍ତି, ଘାତ ବାର –ମିଥୁନ, ପୁଷ୍କର ଦୋଷ - ନାସ୍ତି
ସୈାର କନ୍ୟା ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୧୮ ତାରିଖ ସୋମବାର । ଚନ୍ଦ୍ର – ତୁଳା ଅହୋରାତ୍ର, ତିଥି- ୩ୟା ଦିବା ୧୨.୩୯ ଗତେ ୪ର୍ଥୀ, ଘାତ ଚନ୍ଦ୍ର - ନାସ୍ତି, ଘାତ ବାର –ମିଥୁନ, ପୁଷ୍କର ଦୋଷ - ନାସ୍ତି
କାର ସହ ମୋ ବସ୍ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି ।
ଶନିବାର ରାତିରେ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୀତା ମେହେଟ୍ଟାଙ୍କ ବିୟୋଗ ହୋଇଥିଲା । ସାମ୍ବାଦିକତାଠାରୁ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ ଯାଏଁ, ସିଦ୍ଧହସ୍ତ ଥିବା ଗୀତା ମେହେଟ୍ଟାଙ୍କୁ ସାରା ବିଶ୍ୱ ଭିନ୍ନ ଭିନ୍ନ ପରିଚୟରେ ଜାଣେ ।
ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି କେନ୍ଦ୍ର ସରକାର । ଏ ସଂପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ସୂଚନା ଦେଇଥିଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।
ପାରିବାରିକ କଳହକୁ ନେଇ ନିଶାଗ୍ରସ୍ତ ସ୍ୱାମୀ ସ୍ତ୍ରୀକୁ ହତ୍ୟା କଲା । ସ୍ତ୍ରୀ ସୁବୁନି ଗଲା ଆରପାରିକୁ ଆଉ ହତ୍ୟାକାରୀ ସ୍ଵାମୀ ସନା ଗଲା ଜେଲ ।
କମ୍ ରନ୍ର ଟାର୍ଗେଟକୁ ପିଛା କରି ଟିମ୍ ଇଣ୍ତିଆ ବିନା ୱିକେଟ୍ରେ ମ୍ୟାଚ୍କୁ ଜିତିଯାଇଛି ।
ଏସିଆ କପ୍ ଫାଇନାଲ୍ରେ ୫୦ ରନ୍ରେ ଅଲ୍ଆଉଟ୍ ହୋଇଛି ଶ୍ରୀଲଙ୍କା ।
ଆମିର ଓ ତାଙ୍କ ପ୍ରଥମ ପତ୍ନୀ ରିନା ଦତ୍ତା ମୁମ୍ବାଇରେ ଫିଲ୍ମ ନିର୍ମାତା ମନସୁର ଖାନ୍ଙ୍କ ପୁସ୍ତକ ‘ଦ ଷ୍ଟୋରୀ ଅଫ୍ ଅଲଟିମେଟ୍ ମାଇଥ୍’ ପ୍ରକାଶନରେ ଏକାଠି ହୋଇଛନ୍ତି ।