• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

YashoBhumi
ଦ୍ୱାରକାରେ IICC ବା 'ୟଶୋଭୂମି'ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ଦିଲ୍ଲୀ ଦ୍ୱାରକାରେ 'ଯଶୋଭୂମି'ର ଉଦଘାଟିତ । ସବୁ ଅନ୍ତର୍ଜାତୀୟ ସଭା, ସମ୍ମିଳନୀ, ପ୍ରଦର୍ଶନୀ ହେବ । ପ୍ରାୟ ୬ ହଜାର ଅତିଥି ବସିବାର ବ୍ୟବସ୍ଥା ରହିଛି ।

Ganesh Idols
ପ୍ଲାଷ୍ଟର ଅଫ୍ ପ୍ୟାରିସ ମୂର୍ତ୍ତି ବ୍ୟାନ୍‌; ମୂର୍ତ୍ତି ହେବ ତ କେବଳ ମାଟିରେ

ପଲିଥିନ୍ ପରେ ଏବେ ପ୍ଲାଷ୍ଟର ଅଫ୍ ପ୍ୟାରିସ ଉପରେ ସମ୍ପୂର୍ଣ କଟକଣା ଲଗାଇଛି ଗଜପତି ଜିଲ୍ଲା ପ୍ରଶାସନ ।

Teacher Protests
ଜିଦ୍‌ରେ ଅଟଳ ଶିକ୍ଷକ ଓ ସରକାର: ଅନ୍ଧାର ହେବାକୁ ବସିଲାଣି ପିଲାଙ୍କ ଭବିଷ୍ୟତ

୯ ଦିନରେ ପହଞ୍ଚିଲାଣି ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ। ୩ ଦଫା ଦାବି ନେଇ ଧାରଣାରେ ବସିଥିବା ଶିକ୍ଷକ ସଂଘ ଯିଦରେ ଅଟଳ ଥିବା ବେଳେ ସରକାର ବି ନିରବ। ଏଭଳି ସ୍ଥିତିରେ ବିପର୍ଯ୍ୟସ୍ତ ଅବସ୍ଥାକୁ ଆସିଗଲାଣି ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା।

Soumya Ranjan Patnaik
ସୌମ୍ୟରଂଜନ ପଟ୍ଟନାୟକଙ୍କ ନାଁରେ ଲୋନ୍ ଦୁର୍ନୀତି ଅଭିଯୋଗ

ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ବିରୋଧରେ ଅଭିଯୋଗ । ଏଚଆର୍ ହେଡ୍ ବୈଜୟନ୍ତି କରଙ୍କ ବିରୋଧରେ ବି ଅଭିଯୋଗ ହୋଇଛି ।

Sevayat
ନିୟମ ଅଠରନଳା ପାରି ହୋଇ ବନ୍ଧୁ ବାନ୍ଧିବା ମନା ! ଯଦି ମନ ପସନ୍ଦର ପାତ୍ର ନମିଳେ?

ଶ୍ରୀମନ୍ଦିର ସେବା ପୂଜାରେ ଆଗକୁ ବ୍ୟାଘାତ ଆଣିବ କି ଭିନ୍ନ କୂଳ ବିବାହ ? କାହିଁକିନା, ସେବାୟତ ପରିବାରର ପ୍ରଥା ପରମ୍ପରା ରହିଛି ଅଠରନଳା ପାରି ହୋଇ ବନ୍ଧୁ ବାନ୍ଧିବା ମନା ।

Netaji Bus Terminal
କେଁ କଟର ଭିତରେ ଉଦଘାଟିତ ହେଲା ନେତାଜୀ ବସ୍ ଟର୍ମିନାଲ

କଟକବାସୀଙ୍କ ମାଳ ମାଳ ଆପତ୍ତି ଓ ଅଭିଯୋଗ ସହ ତୀବ୍ର ଅସନ୍ତୋଷ ଭିତରେ ଲୋକାର୍ପିତ ହେଲା ନେତାଜୀ ବସ୍ ଟର୍ମିନାଲ୍।

Supreme Court
'ମିଛ ତଥ୍ୟ ପାଇଁ ସାମ୍ବାଦିକଙ୍କ ବିରୋଧରେ ହୋଇପାରିବନି କାର୍ଯ୍ୟାନୁଷ୍ଠାନ'

ରିପୋର୍ଟ ମିଥ୍ୟା କିମ୍ବା ସତ୍ୟ ହୋଇପାରେ । ତେବେ ଏହା ସଂପୂର୍ଣ୍ଣ ସ୍ୱାଧିନ ମତବ୍ୟକ୍ତ କରିବାର ଅଧିକାର ବୋଲି କହିଛନ୍ତି କୋର୍ଟ ।

Terrorist
ଆତଙ୍କବାଦୀଙ୍କୁ କଭର୍‌ ଫାୟର୍‌ ଦେଉଛି ପାକ୍‌ ସେନା: ଭାରତୀୟ ସେନା

ପାକିସ୍ତାନ ସେନାର ପକ୍ଷରୁ ଗୁଳି ମାଡ଼ କରି ଏଥିରେ ହସ୍ତକ୍ଷେପ କରୁଥିବା ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି ।

Netaji Bus Terminal
କଟକ ନେତାଜୀ ବସ୍ ଟର୍ମିନାଲ ଲୋକାର୍ପିତ

୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ରାଜ୍ୟର ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ।

‘One Nation, One Election’
ଆସନ୍ତା ୨୩ ରେ ‘ୱାନ ନେସନ ୱାନ ଇଲେକସନ’ କମିଟିର ପ୍ରଥମ ବୈଠକ

ଭୁବନେଶ୍ୱର ଆସିଥିବା ବେଳେ ବଡ଼ ସୂଚନା ଦେଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୨୩ରେ ଏକକ ନିର୍ବାଚନ କମିଟିର ପ୍ରଥମ ବୈଠକ ହେବ ବୋଲି ସୂଚନା ଦେଇଛନ୍ତି ।

Couple Kisses On Bike
ପ୍ରେମରେ ପାଗଳ ପ୍ରେମୀଯୁଗଳ; ଚଳନ୍ତା ବାଇକରେ ପ୍ରେମିକାକୁ ବୁଲି ପଡ଼ି କିସ୍‌ କରୁଥିଲେ, ଫାଇନ୍‌ ଗଣିଲେ

ମୁଣ୍ତରେ ହେଲମେଟ୍‌ ନାହିଁ କି ଗାଡ଼ି ଚଳାଇଲା ବେଳେ ଆଗକୁ ଦେଖୁ ବି ନାହାନ୍ତି । ଆଖି ପଲକ ପଡ଼ିଲେ ଦୁର୍ଘଟଣା ଘଟିବ । ପ୍ରେମ ନିଶା ଏତେ ଯେ ଚଳନ୍ତା ବାଇକ୍‌ରେ ବୁଲି ପଡ଼ି ପ୍ରେମିକାକୁ କିସ୍‌ ଦେଉଥିଲେ, ମୋଟା ଅଙ୍କର ଫାଇନ୍‌ ଗଣିଲେ ।

Encounter
କଟକରେ ଦୁର୍ଦ୍ଦାନ୍ତ ଅପରାଧି ମନୋଜ ମହାରଣାକୁ ଏନ୍‌କାଉଣ୍ଟର

ଦୁର୍ଦ୍ଦାନ୍ତ ଅପରାଧି ମନୋଜ ମହାରଣାକୁ ଏନକାଉଣ୍ଟର କରାଯାଇଛି ।

Teachers Protest
ସ୍କୁଲରେ ତାଲା, ପାଠ ପଢା ଠପ୍‌..ଆନ୍ଦୋଳନରେ ବସିଛନ୍ତି ଶହଶହ ଶିକ୍ଷକ

ସ୍କୁଲରେ ତାଲା, ପାଠ ପଢା ଠପ୍‌ । ଆନ୍ଦୋଳନରେ ବସିଛନ୍ତି ଶହଶହ ଶିକ୍ଷକ..ପାଠ ପଢା କେବେ ସ୍ୱାଭାବିକ ହେବ ?

Lord Jagannath
୭ ଘଣ୍ଟା ଉପାସରେ ରହିଲେ ମହାପ୍ରଭୁ

ସେବାନିବୃତ୍ତ ସେବକ ଶଙ୍ଖମିତ୍ର ସିଂହାରୀ । ଯାହାଙ୍କ ଜିଦ୍‌ ପାଇଁ ୯ ଘଂଟା ଉପବାସରେ ରହିଲେ ମହାପ୍ରଭୁ

TV Channels
୧୪ ପ୍ରତିଷ୍ଠିତ ସାମ୍ବାଦିକ ଓ ନ୍ୟୁଜ୍‌ ଆଙ୍କରଙ୍କୁ ବ୍ଲାକ୍‌ ଲିଷ୍ଟ କଲା ମିଳିତ ବିରୋଧୀ ମେଣ୍ଟ ଇଣ୍ଡିଆ

ଦେଶର ପ୍ରମୁଖ ୯ ନ୍ୟୁଜ୍ ଚ୍ୟାନେଲ୍ । ୧୪ ପ୍ରତିଷ୍ଠିତ ସାମ୍ବାଦିକ ଓ ନ୍ୟୁଜ୍ ଆଙ୍କର । ଜଣ ଜଣଙ୍କ ନାଁ ନେଇ ଲିଷ୍ଟ ଜାରି କରି ଏମାନଙ୍କୁ ବ୍ଲାକଲିଷ୍ଟ କରିଛି ମିଳିତ ବିରୋଧୀ ମେଣ୍ଟ ଇଣ୍ଡିଆ ।

Chitfund Case
ଠକ କମ୍ପାନୀର ଲୋଭନୀୟ ସ୍କିମ୍‌ରେ ପଡି ଲକ୍ଷଲକ୍ଷ ହରାଇବାକୁ ବିତିଲାଣି ୧୦ ବର୍ଷ

ଠକ କମ୍ପାନୀର ଲୋଭନୀୟ ସ୍କିମର ଶିକାର ହୋଇ ଲକ୍ଷ ଲକ୍ଷ ଟଙ୍କା ହରାଇବାକୁ ବିତିଗଲାଣି ୧୦ ବର୍ଷ । ଆଶା ଥିଲା ବିଚାର ବିଭାଗୀୟ ତଦନ୍ତ କମିଶନଙ୍କ ରିପୋର୍ଟ ଆଧାରରେ କ୍ଷତିଗ୍ରସ୍ତଙ୍କୁ ଜମାଟଙ୍କା ଫେରାଇବେ ସରକାର ।

Pradhan Mantri Viswakarma Yojana
କୌଳିକ ବୃତ୍ତିଧାରୀଙ୍କୁ ଖୁସି କରିବାକୁ ଉଦ୍ୟମ

ନିଜ ଜନ୍ମ ଦିନରେ ଦେଶର ୩୦ ଲକ୍ଷ ପରିବାରଙ୍କୁ ପିଏମ୍ ମୋଦି ଦେବେ ନୂଆ ଭେଟି । ୧୩ ହଜାର କୋଟିର ଏଇ ଯୋଜନାରେ ସୁନା, ଲୁହା, ଚମଡା, ହସ୍ତତନ୍ତ, କମାର, ରାଜମିସ୍ତ୍ରୀ ଭଳି ୧୮ଟି ପାରମ୍ପରିକ କୌଳିକ ବୃତ୍ତିରେ ଥିବା ୩୦ ଲକ୍ଷ ପରିବାରକୁ ମିଳିବ ପ୍ରୋତ୍ସାହନ...

Sarpanch Protests
ରାଜ୍ୟ ଶାସନରେ ଅଫିସର ରାଜ୍‌, ପଂଚାୟତରେ ବି ହାକିମାତି

ରାଜ୍ୟ ଶାସନରେ ଅଫିସରରାଜ୍, ପଞ୍ଚାୟତରେ ବି ହାକିମାତି । ସରପଞ୍ଚଙ୍କ କ୍ଷମତା ସଙ୍କୁଚିତ କରିବାକୁ ଉଦ୍ୟମ ହେଉଥିବା ଅଭିଯୋଗ ହୋଇଛି । ବ୍ୟବସ୍ଥା ବିରୋଧରେ ରାଜରାସ୍ତାରେ ସରପଞ୍ଚ । ଅଧିକାର ଦାବିରେ ଗର୍ଜିଲେ, ସମୁହ ଇସ୍ତଫା ଦେବାକୁ ଧମକ ମଧ୍ୟ ଦେଲେ ।

TV Channels
୧୪ ନ୍ୟୁଜ୍ ଆଙ୍କରଙ୍କୁ ବ୍ୟାନ୍ କଲା ବିରୋଧୀ ମେଣ୍ଟ 'INDIA'

ବିରୋଧୀ ଇଣ୍ଡିଆ ମେଣ୍ଟ ଦ୍ବାରା ଗଣମାଧ୍ୟମର କଣ୍ଠରୋଧ ପ୍ରୟାସକୁ ନିନ୍ଦା । ତେଜିଲା ରାଜନୀତି । ଲିଷ୍ଟ ଜାରି କରି ଦେଶର ୧୪ ଜଣ ସାମ୍ବାଦିକ ଓ ନ୍ୟୁଜ୍ ଆଙ୍କରଙ୍କ କାର୍ଯ୍ୟକ୍ରମକୁ ବର୍ଜନ ଲାଗି ଇଣ୍ଡିଆ ମେଣ୍ଟର ନିଷ୍ପତ୍ତିକୁ ବିଜେପି ଏମର୍ଜେନ୍ସି ସହ ତୁଳନା କରିଛି ।

Pradhan Mantri Viswakarma Yojana
ଭୋଟ୍ ପୂର୍ବରୁ ଟାର୍ଗେଟରେ ପଛୁଆ ବର୍ଗ; ବିଶ୍ୱକର୍ମା ଜୟନ୍ତୀରେ ବିଶ୍ୱକର୍ମା ଯୋଜନା ଶୁଭାରମ୍ଭ

ଭୋଟ୍ ପୂର୍ବରୁ ପିଏମ୍ ବିଶ୍ୱକର୍ମା ଯୋଜନା ନାଁରେ ପଛୁଆ ବର୍ଗ ଭୋଟ୍ ନେବାକୁ କେନ୍ଦ୍ରର ଉଦ୍ୟମକୁ ନେଇ ଚର୍ଚ୍ଚା । ଦିନକ ପରେ ଅର୍ଥାତ ବିଶ୍ୱକର୍ମା ଜୟନ୍ତୀରେ ଦେଶବ୍ୟାପୀ ଲାଗି ହେବାକୁ ଯାଉଛି ଏଇ ଯୋଜନା । ଏଥିପାଇଁ ବିସ୍ତୃତ ଗାଇଡଲାଇନ୍ ବି ଆସିଛି ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।