• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

New Born Baby
ପୁଅ ନୁହେଁ ଘରକୁ ରାମ ଆସିଛନ୍ତି; ପ୍ରାଣ ପ୍ରତିଷ୍ଠାରେ ପିଲା ଜନ୍ମ କରି କୃତ୍ୟ କୃତ୍ୟ ବାପା ମା’

ପ୍ରାଣ ପ୍ରତିଷ୍ଠାବେଳେ ଶିଶୁଜନ୍ମ ନେଇ କୃତ୍ୟ କୃତ୍ୟ ବାପା ମା’। କାହା ନାଁ ସୀତା, ପୁଣି କାହା ନାଁ ରାମ-ରହିମ୍। ଅଭିଜିତ ବେଳାରେ SCB, କ୍ୟାପିଟାଲ୍ ହସ୍ପିଟାଲ, AIIMSରେ ୫୦ ଶିଶୁଙ୍କ ଜନ୍ମ ।

Ayodhya Ram Mandir
ଅଯୋଧ୍ୟାରେ କୁମ୍ଭ ମେଳାର ଭ୍ରମ; ରାମଲାଲାଙ୍କ ଦିବ୍ୟ ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ ମନ

ପ୍ରାଣ ପ୍ରତିଷ୍ଠା ପରେ ସାଧାରଣ ଦର୍ଶନର ଆଜି ପ୍ରଥମ ଦିନରେ ପ୍ରାୟ ୩ଲକ୍ଷ ଶ୍ରଦ୍ଧାଳୁ ରାମଲାଲାଙ୍କ ସାନ୍ନିଧ୍ୟ ଲାଭ କରିଛନ୍ତି। ଦର୍ଶନ ଅପେକ୍ଷାରେ ଆହୁରି ଲକ୍ଷ ଲକ୍ଷ ଭକ୍ତ ଅପେକ୍ଷାରତ।

Health Service
ସ୍ୱାସ୍ଥ୍ୟସେବାରେ ଯୋଡ଼ିହେଲା ନୂଆ ଫର୍ଦ୍ଦ; ଆକାଶମାର୍ଗରେ ଆସିବ ଜରୁରୀ ଔଷଧ

ଏମ୍ସରୁ କିଭଳି ଏ ଡ୍ରୋନ୍ ପରିଚାଳିତ ହେବ? କେତେ ବେଗରେ ଆଉ କେତେ ଦୂର ଯାଇପାରିବ?

Ram Idol
ଅଯୋଧ୍ୟା ପାଇଁ ଇଏ ବି ନିର୍ମାଣ ହୋଇଥିଲା; ସାମ୍ନାକୁ ଆସିଲା ଆଉ ଏକ ମୂର୍ତ୍ତିର ଫଟୋ..

ବର୍ତ୍ତମାନ ପୂଜା ପାଉଥିବା ରାମ ଲାଲାଙ୍କ ମୂର୍ତ୍ତି କର୍ଣ୍ଣାଟକର ଶିଳ୍ପୀ ଅରୁଣ ଯୋଗୀରାଜ ନିର୍ମାଣ କରିଥିବାବେଳେ, ଆଉ ଏକ ମୂର୍ତ୍ତି ସତ୍ୟନାରାୟଣ ପାଣ୍ଡେ ନିର୍ମାଣ କରିଥିଲେ।

2024 General Election
ଏପ୍ରିଲରେ ନିର୍ବାଚନ ! ନିର୍ବାଚନ କମିଶନଙ୍କ ‘ଏକ୍ସ’ ମେସେଜ୍‌ ନେଇ ବଢ଼ିଲା ଚର୍ଚ୍ଚା..

ଏପ୍ରିଲ ୧୬ରେ ଲୋକସଭା ନିର୍ବାଚନ ହେବା ନେଇ ତାରିଖ ଧାର୍ଯ୍ୟ ହୋଇଥିବା ଚର୍ଚ୍ଚା ହେଉଛି ।

Congress leader Ajoy Kumar
‘ବିଜେଡି ପୋଷ୍ଟରରୁ ବିଜୁ ଆଉଟ୍‌, ପାଣ୍ତିଆନ୍‌ ଇନ୍‌..ଆଗକୁ ନବୀନ ବି ଆଉଟ୍‌’

ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ କଂଗ୍ରେସ ପ୍ରଭାରୀ ଅଜୟ କୁମାର । କହିଲେ, ବିଜୁଙ୍କ ଜାଗାରେ ଏବେ ପାଣ୍ଡିଆନଙ୍କ ଫଟୋ ଲାଗିବା ଦେଖାଗଲାଣି । କିଛି ଦିନ ପରେ ନବୀନଙ୍କ ଫଟୋ କାଢ଼ି ପାଣ୍ଡିଆନଙ୍କ ଫଟୋ ରହିବ।

Bhubaneswar AIIMS
AIIMSରେ ଡ୍ରୋନ୍ ସେବା; ଡ୍ରୋନ୍‌ରେ ପଠାଯିବ ରକ୍ତ,ଔଷଧ ଓ ମେଡିକାଲ ଉପକରଣ

AIIMSରୁ ରକ୍ତ ନେଇ ଟାଙ୍ଗି ମେଡିକାଲ ଯାଇ ଫେରିଥିଲା ଡ୍ରୋନ୍ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ ।

Ram Temple
ଅଯୋଧ୍ୟା ପରେ ନୟାଗଡ଼ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା; ସ୍ଥାପିତ ହେଲା ରାମ-ସୀତା ଓ ଲକ୍ଷ୍ମଣଙ୍କ ମୂର୍ତ୍ତି

ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାଠାରୁ ପ୍ରାୟ ୧୦୦୦ କିମି ଦୂରରେ ଲୋକାର୍ପିତ ହୋଇଛି ଆଉ ଏକ ଭବ୍ୟ ଓ ଦିବ୍ୟ ରାମ ମନ୍ଦିର।

Ayodhya Ram Mandir
ଅଯୋଧ୍ୟାରୁ ଓଡ଼ିଶା, ଗେରୁଆମୟ ସାରା ଓଡ଼ିଶା; ସମସ୍ତଙ୍କ ମୁହଁରେ ‘ଜୟ ଶ୍ରୀରାମ’

ଆଜି ଧନ୍ୟ ହୋଇଗଲା ଜୀବନ। ଦିବ୍ୟ ଦର୍ଶନରେ ପୁରି ଉଠୁଛି ମନ ଆଉ ପ୍ରାଣ। ଆଜି କେହି ରୋକିପାରିବେନି ଏହି ଖୁସିର ଲୁହକୁ। ଆଜି କେହି ଅଟକାଇ ପାରିବେନି ଏହି ଭାବ ଆଉ ଆବେଗକୁ।

Ayodhya Ram Mandir
ଅଯୋଧ୍ୟା ପାଲଟିଲା ମିନି ଇଣ୍ଡିଆ; ମୋଦିଙ୍କଠୁ ଯୋଗୀ, ଅମ୍ବାନୀଙ୍କଠୁ ଅମିତାଭ ସବୁହେଲେ ଏକାଠି

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ରଙ୍ଗମୟ ଅଯୋଧ୍ୟାର ପରିବେଶ। ଦେଶର ମହାନ ହସ୍ତୀଙ୍କ ଉପସ୍ଥିତିରେ ଉତ୍ସବ ମୁଖର ଅବକାଶ। ପ୍ରଭୁ ଶ୍ରୀରାମଙ୍କ ପବିତ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବର ଅବ୍ୟବହିତ ପୂର୍ବରୁ ଗତକାଲିଠୁ ଅଯୋଧ୍ୟାକୁ ଛୁଟିଥିଲା ଦେଶର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସୁଅ।

IAS Reshuffle
ବଦଳିଲେ ୩୮ ଆଇଏଏସ୍‌ ଓ ୩ ଓଏଏସ୍‌; ସମର୍ଥ ବର୍ମା ହେଲେ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ

ରାଜ୍ୟରେ IAS ସ୍ତରରେ ବଡ଼ ଧରଣର ଅଦଳବଦଳ। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ପାଇଛନ୍ତି।

Cabinet Decision
ରାଜ୍ୟ କ୍ୟାବିନେଟ୍‌ରେ ୧୪ଟି ପ୍ରସ୍ତାବ ଉପରେ ମୋହର

୧୫ଟି ପ୍ରସ୍ତାବ ଉପରେ ଏଥିରେ ଆଲୋଚନା ହୋଇଥିବା ବେଳେ, ୧୪ଟି ମଞ୍ଜୁର ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ସଚିବ ପ୍ରଦୀପ ଜେନା।

Virat Kohli
ଇଂଲଣ୍ତ ବିପକ୍ଷ ପ୍ରଥମ ୨ଟି ଟେଷ୍ଟ ଖେଳିବେନି କୋହଲି..ରୋହିତଙ୍କୁ କହିଲେ କାରଣ..

ତେବେ ବିରାଟ କଣ ପାଇଁ ଖେଳିବେନି, ସେନେଇ ସେ ଟିମ୍‌ର ଅଧିନାୟକ ରୋହିତ ଶର୍ମାଙ୍କୁ ଜଣାଇଛନ୍ତି । ଯାହାକୁ ରୋହିତ ମଧ୍ୟ ସମର୍ଥନ ଜଣାଇଛନ୍ତି ।

Ayodhya Ram Mandir
ଆସୁଛନ୍ତି ପ୍ରଭୁ ଶ୍ରୀରାମ, ଚାରିଆଡ଼େ ଉତ୍କଣ୍ଠା..ଦେଖନ୍ତୁ କିଛି ଫଟୋ..

ଆସୁଛନ୍ତି ପ୍ରଭୁ ଶ୍ରୀରାମ। ପ୍ରାୟ ୫ ଶହ ବର୍ଷ ପରେ ନିଜ ଆସ୍ଥାନରେ ବିରାଜିବେ ରାମଲାଲା। ସୋମବାର ହେବ ପ୍ରାଣ ପ୍ରତିଷ୍ଠା। ମଝିରେ ରହିଲା ଆଉ ମାତ୍ର ଗୋଟିଏ ଦିନ।

Shoaib Malik
ଚର୍ଚ୍ଚାକୁ ସତ ପ୍ରମାଣିତ କଲେ ସୋଏବ; ଅଭିନେତ୍ରୀ ସାନା ଜାଭେଦ୍‌ଙ୍କୁ ନିକାହ କଲେ..

ଅଭିନେତ୍ରୀ ସନା ଜାଭେଦ୍‌ ମଧ୍ୟ ବିବାହର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ପୂର୍ବରୁ ବହୁଥର ସୋଏବ ସନାଙ୍କୁ ଡେଟ୍‌ କରୁଥିବାର ଶୁଣିବାକୁ ମିଳିଥିଲା ।

Jaynarayan Mohanty
ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତିଙ୍କ ପରଲୋକ

ଜୟନାରାୟଣ ଦୀର୍ଘ ଦିନ ହେଲା ବିଭିନ୍ନ ରୋଗରେ ପୀଡ଼ିତ ଥିଲେ । ଗତ ୨୮ ତାରିଖରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

Ayodhya Ram Mandir
ଶୃଙ୍ଗାର ପରେ ସାମ୍ନାକୁ ଆସିଲା ରାମଲାଲାଙ୍କ ମୂର୍ତ୍ତିର ଫଟୋ

ସଂପୂର୍ଣ୍ଣ ଶୃଙ୍ଗାର ପରେ ସାମ୍ନାକୁ ଆସିଲା ପ୍ରଭୁ ଶ୍ରୀରାମଙ୍କ ଦିବ୍ୟ ମୂର୍ତ୍ତିର ଫଟୋ। ଫୁଲ ଓ ଅଳଙ୍କାରରେ ଆଭୂଷିତ ହୋଇଛନ୍ତି ରାମଲାଲା। ଅଙ୍ଗବସ୍ତ୍ର ଓ ନାନା ଅଳଙ୍କାରରେ ସୁସଜ୍ଜିତ ହୋଇଛନ୍ତି ଶ୍ରୀରାମ।

Financial Aid For Treatment
ଡଉଲ ଡାଉଲ ଗୌତମ ଆଜି ହସ୍ପିଟାଲରେ..

ହସଖୁସିର ପରିବାରରେ ଯେମିତି କାହାର ନଜର ଲାଗିଗଲା.. କାଲିର ଏଇ ଡଉଲ ଡାଉଲ ଚେହେରା ଆଜି ହସ୍ପିଟାଲରେ ନିସ୍ତେଜ ପଡ଼ି ପ୍ରତି କ୍ଷଣ ଜୀବନ ସହ ସଂଗ୍ରାମ କରୁଛି.. ହସ୍ପିଟାଲ ଆଗରୁ ପଣତ ପତାଇ ସହାୟତାର ଭିକ୍ଷା ମାଗୁଛି ମାଆ..

Water Scarcity
କୂଅ, ଚୁଆରୁ ପାଣି ପିଇବୁ.. ଭୋଟ୍ ଦେବୁ କାହିଁକି ?

ସରକାରୀ ଯୋଜନାର ଏ ହେଉଛି ବାସ୍ତବ ଚିତ୍ର.. ୩ ବର୍ଷ ତଳୁ ପାଇପ୍ ବିଛା ସରିଛି ହେଲେ ଆଜି ଯାଏ ଆସୁନି ପାଣି.. କେନ୍ଦ୍ର ବି ଫେଲ୍, ରାଜ୍ୟ ବି ବିଫଳ..କୂଅ ଓ ଚୁଆରୁ ପାଣି ପିଉଛନ୍ତି ଲୋକେ..

Divyang Girl
କୌଶଲ୍ୟା ମୁଣ୍ଡରେ ବୋଝର ପାହାଡ଼; ବୟସ ବଢିବା ସହ ବଢୁଛି ମୁଣ୍ଡର ଆକାର

ଜୀବନର ଅର୍ଥ ବୋଧେ ଯନ୍ତ୍ରଣା । ଆଉ ଏହି ଯନ୍ତ୍ରଣା ସହ ଆମକୁ ଜିଇଁବାକୁ ପଡ଼ିବ । କୌଶଲ୍ୟା କିନ୍ତୁ ଏହି ଯନ୍ତ୍ରଣାକୁ ପ୍ରତି ସେକେଣ୍ଡରେ ପ୍ରତି ମୁହୁର୍ତ୍ତରେ ଅନୁଭବ କରୁଛନ୍ତି । ଅନୁଭବ ତ କେଳ କରୁନାହାନ୍ତି ବରଂ ନିଇତି ମରି ମରି ବଞ୍ଚିବାକୁ ପଡ଼ୁଛି ।...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।