• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Mohan Yadav
ମଧ୍ୟ ପ୍ରଦେଶରେ ଆଜିଠୁ ‘ମୋହନ’ ସରକାର

ରାଜ୍ୟପାଳ ମଙ୍ଗୁଭାଇ ଛଗନଭାଇ ପଟେଲ ମୋହନ ଯାଦବଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

Crime
EMI ମାଗିବାରୁ ସାଙ୍ଗ ହେଲା ଶତ୍ରୁ; ମଦ ପିଇବାକୁ ଡାକି ତଣ୍ଟି ଚିପି ହତ୍ୟା

ବିଶ୍ୱାସରେ ବିଷ ମିଶାଇଲା ସାଙ୍ଗ । EMI ଟଙ୍କା ପାଇଁ ଚାଲିଗଲା ଜୀବନ ।

Omfed Vehicle
ସରକାରୀ ଗାଡ଼ି ବୋଲି କ’ଣ ସାତଖୁନ୍‌ ମାଫ୍‌..ଆଇନ ବାହାରେ କି ଓମଫେଡ୍ ଗାଡି ?

କଟକ ବିଦ୍ୟାଧରପୁର ସ୍ଥିତ ଓମଫେଡ ଡାଏରୀ ପ୍ଲାଣ୍ଟରେ ବେଆଇନ ଭାବରେ ୪୦ ରୁ ଅଧିକ କ୍ଷୀର ପରିବହନ ଗାଡ଼ି ଚାଲିଥିବା ନେଇ ଅଭିଯୋଗ ହୋଇଛି ।

Cash Siezed
ଟଙ୍କା ପାହାଡ଼ ମାମଲାରେ ଆଇଟି ପରେ ଏବେ ଘାଣ୍ଟିପାରେ ଇଡି

ଆଇଟି ରେଡ୍ ସରିଲା, ଗଣତି ବି ସରିଲା । ଟଙ୍କା ପାହାଡ଼ ମାମଲାରେ ଆଇଟି ପରେ ଏବେ ଘାଣ୍ଟିପାରେ ଇଡି । ଦେଶୀ ମଦ ଭାଟିରୁ ଏତେ ଟଙ୍କା ଅମଳ ହେଲା କେମିତି ? କ୍ୟାସ୍ ଆକାରରେ କାହିଁକି ରଖାଯାଉଥିଲା ? କେଉଁ ରାଜନେତା ଏଥିରେ ଜଡ଼ିତ ?

Odisha shivers in winter; Winter clothes are out of the trunk
ପାରା ଖସିଲା, ଶୀତ ବଢ଼ିଲା

ଡିସେମ୍ବର ଅଧାରୁ ଆରମ୍ଭ ହୋଇଛି ଶୀତଋତୁ । ରାଜ୍ୟର ପ୍ରାୟ ସବୁ ସ୍ଥାନରେ ପାରଦ ଖସିବା ପରେ ଟ୍ରଙ୍କରୁ ବାହାରିଛି ଶୀତପୋଷାକ । ଚା' କପ୍ ର ଡିମାଣ୍ଡ ବଢ଼ିଛି । ସର୍ବନିମ୍ନ ତାପମାତ୍ରା ୪-୫ ଦିନ ଯାଏଁ ବିଶେଷ ବଦଳିବା ସମ୍ଭାବନା ନାହିଁ ।

Lady Blackmailer Archana Nag
ଜେଲରୁ ବାହାରି ଅର୍ଚ୍ଚନାଙ୍କ ବିଷୋଦଗାର, କହିଲେ ଅପେକ୍ଷା କରନ୍ତୁ ସମସ୍ତଙ୍କ ମୁଖା ଖୋଲିବି

ଜେଲରୁ ବାହାରିଲେ ବହୁ ଚର୍ଚ୍ଚିତ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ । ଜେଲରୁ ବାହାରି ଅର୍ଚ୍ଚନାଙ୍କ ବିଷୋଦଗାର, ସମସ୍ତଙ୍କ ମୁଖା ଖୋଲିଦେବାକୁ ଧମକ ଦେଲେ । ଓକିଲ ଗେଟଅପରେ LAW ପରୀକ୍ଷା ଦେଲେ। କହିଲେ ଯେଉଁମାନେ ମୋ ପାଇଁ କଣ୍ଟା ବୁଣିଥିଲେ, ସେସବୁ ଫୁଲ ପାଲଟିଛି ।

Loot
ଚୋରଙ୍କ ଚରାଭୂଇଁ ପାଲଟିଛି କି ରାଜଧାନୀ ?

ଚୋରଙ୍କ ଚରାଭୂଇଁ ପାଲଟିଛି କି ରାଜଧାନୀ । କମିଶନରେଟ୍ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଲୁଟ୍ ପରେ ଲୁଟ୍ କରିଚାଲିଛନ୍ତି ଲୁଟେରା । ଆଉ ଟାର୍ଗେଟରେ ରହିଛି ଭୁବନେଶ୍ୱରର ସୁରକ୍ଷିତ କୁହାଯାଉଥିବା ଆପାର୍ଟମେଣ୍ଟ ।

New Born Baby
ବୋରୱେଲ ଭିତରେ ଦୁଇଦିନର ଶିଶୁ

୨୦ ଫୁଟର ପରିତ୍ୟକ୍ତ ବୋରୱେଲ ଭିତରେ ଫସିଛି କଅଁଳା ଜୀବନ । ମାସେ କି ବର୍ଷେ ନୁହେଁ, ଦିନେ ଦୁଇଦିନର ନବଜାତ । କେହି ଛୁଆଟିକୁ ଜନ୍ମ କରିବା ପରେ ବୋରୱେଲ ଭିତରେ ପକାଇ ଚାଲିଯାଇଥିବା ସନ୍ଦେହ କରାଯାଉଛି । ହେଲେ ଗାତରେ ଫସିଥିବା ଶିଶୁର ଜୀବନ ବଂଚାଇବାକୁ...

Loot
ସେଫ୍‌ ନୁହଁ ଭୁବନେଶ୍ୱର ! ୫ ଫ୍ଲାଟ୍‌ରୁ ଲୁଟିନେଲେ, ଫ୍ରିଜ୍‌ରୁ ଜୁସ୍‌ ପିଇ ଫେରାର୍‌ ହେଲେ..

ଆପାର୍ଟମେଣ୍ଟ ବାସିନ୍ଦାଙ୍କ ମୁହଁରେ ରାଗ ଆଉ ଆକ୍ରୋଶ । ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ, ସେମାନଙ୍କ ଧନ ଆଉ ଜୀବନକୁ କିଏ ଦେବ ସୁରକ୍ଷା ?

New Born Baby Rescued
ଜିତିଲା ଜୀବନ; ବୋରୱେଲ୍‌ରୁ ଜୀବିତ ଉଦ୍ଧାର ହେଲା କଅଁଳା ଶିଶୁକନ୍ୟା

ଶେଷରେ ବୋରୱେଲ୍‌ରୁ ଜୀବିତ ଅବସ୍ଥାରେ ଉଦ୍ଧାର ପାଇଲା କଅଁଳା ଶିଶୁ ।

Lady Blackmailer Archana Nag
‘ମୁଁ ତ ଆଜି ଆସିଲି, ଅପେକ୍ଷା କର ଆଗକୁ ସମସ୍ତଙ୍କ ମୁଖା ଖୋଲିଦେବି’

ଏକଜାମ୍ ହଲ୍‌ରୁ ବାହାରିବା ପରେ ଗଣମାଧ୍ୟମ ଆଗରେ ବିଷୋଦଗାର କରିଥିଲେ ଅର୍ଚ୍ଚନା । କହିଥିଲେ, ସମସ୍ତଙ୍କ ମୁଖା ଖୋଲି ଦେବି, କିଛିଦିନ ଅପେକ୍ଷା କରନ୍ତୁ । ଯେଉଁମାନେ ମୋ ପାଇଁ କଣ୍ଟା ବୁଣିଥିଲେ, ସେସବୁ ଫୁଲ ପାଲଟିଛି ।

Cash Siezed
କେଉଁଠୁ ଠୁଳ ହେଲା କଳା ଟଙ୍କାର ପାହାଡ଼ ? ସୋର୍ସ ଖୋଜିବାକୁ ଏଣ୍ଟ୍ରି ମାରିପାରେ ED

ଦେଶୀ ମଦ ଭାଟିରୁ ଏତେ ଟଙ୍କା ଅମଳ ହେଲା କେମିତି ? ଯଦି ହେଉଥିଲା ଏହାକୁ କ୍ୟାସ ଆକାରରେ କାହିଁକି ରଖାଯାଉଥିଲା ? ଏମଜିକ୍ୟୁ ଅନୁସାରେ ଦେଶୀ ମଦଭାଟିରେ କେତେ ମଦ ଉତ୍ପାଦନ ହେଉଥିଲା, କେତେ ବିକ୍ରି ହେଉଥିଲା ? ଏବାବଦକୁ କେତେ ସେଲ୍ସ ଟ୍ୟାକ୍ସ ଓ ଇନକମ୍ ଟ୍ୟାକ୍ସ ଦିଆଯାଉଥିଲା । ବାସ୍ତବରେ କେତେ ଟ୍ୟାକ୍ସ...

New Born Baby
ବୋରୱେଲ୍‌ରେ ଫସିଛି କଅଁଳା ଶିଶୁ; ଉଦ୍ଧାର ପାଇଁ ଜୋର୍‌ ଲଗାଇଛନ୍ତି ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍

୨୦ ଫୁଟର ପରିତ୍ୟକ୍ତ ବୋରୱେଲ୍ । ପାଖାପାଖି ୧୫ ଫୁଟ ତଳେ ଫସିଛି ଜୀବନ । ଆଉ ତାରି ଭିତରେ ବୋରୱେଲର ଫୁଟେ ଦୂରରେ ସମାନ୍ତରାଳ ଭାବେ ଖୋଳା ଜାରି ରଖିଛି ଜେସିବି ।

Child Stuck in Borewell
ବୋରୱେଲ୍‌ ଭିତରୁ ଶୁଭିଲା କଅଁଳା ଶିଶୁର କୁଆଁ କୁଆଁ ଚିତ୍କାର

ଉଦ୍ଧାରକାରୀଙ୍କ ଉତ୍ସାହ ବଢ଼ାଇଲା ଛୁଆର କାନ୍ଦ । ବୋରୱେଲ ଭିତରେ ଥିବା ଛୁଆର କାନ୍ଦ ବାହାରକୁ ଶୁଭିଲା ।

BJP's New CM for 3 state
ବିଜେପିର ସରପ୍ରାଇଜ୍ ସିଏମ୍‌; ବିଷ୍ଣୁ, ମୋହନ, ଭଜନ

କେବଳ ରାଜସ୍ଥାନ ନୁହେଁ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବି ବିଜେପି ଖେଳିଛି ସରପ୍ରାଇଜ କାର୍ଡ ।

CBSE Board Exams
ଫେବ୍ରୁଆରୀ ୧୫ରୁ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା

ଫେବ୍ରୁଆରୀ ୧୫ରୁ ଆରମ୍ଭ ହେବ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା । ପରୀକ୍ଷା ନେଇ କାର୍ଯ୍ୟସୂଚୀ ପ୍ରକାଶ କଲା CBSE ।

Child Stuck in Borewell
ବୋର୍‌ୱେଲ ଭିତରେ ପଡ଼ିଲା ଶିଶୁ; କେହି ଆଣି ଫୋପାଡ଼ି ଦେଇଥିବା ସନ୍ଦେହ

ସମ୍ବଲପୁର ରେଙ୍ଗାଲି ନିକଟ ଲାରିପାଲିରେ ବୋରୱେଲରେ ଶିଶୁଟି ପଡିଥିବା ଦେଖିବାକୁ ମିଳିଛି ।

Bhajanlal Sharma
କିଏ ଏହି ଭଜନଲାଲ ଶର୍ମା ? ପ୍ରଥମଥର ବିଧାୟକରୁ ସିଧା ମୁଖ୍ୟମନ୍ତ୍ରୀ..

ଛତିଶଗଡ଼ ଓ ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ଜଣେ ନୂଆ ଚେହେରାକୁ ମୁଖ୍ୟମନ୍ତ୍ରୀ କରିଛି ବିଜେପି।

Shree Jagannath Temple
ଜଗନ୍ନାଥ ସଂସ୍କୃତି, ପରମ୍ପରାକୁ ନେଇ ମ୍ୟୁଜିୟମ ପ୍ରତିଷ୍ଠା ଦାବି

ଓଡିଶାର ପରିଚୟ ପୁରୀ ଶ୍ରୀମନ୍ଦିରରେ ନାହିଁ ସଂଗ୍ରହାଳୟ। କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କରାଯାଉଛି, କିନ୍ତୁ ସଂଗ୍ରହାଳୟର ପରିକଳ୍ପନା ନାହିଁ।

Delay in construction
କେବେ ସରିବ ଟାଉନ୍ ହଲ୍ କାମ?

୪ବର୍ଷରୁ ଅଧିକ ସମୟ ହେଲା ଚାଲିଛି ପୁନରୁଦ୍ଧାର କାମ । କେବେ ସରିବ କାମ ଆଉ କେବେ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ । ରାଇରଙ୍ଗପୁର ପୌରପରିଷଦରେ ଥିବା ନିର୍ମାଣାଧୀନ ଟାଉନ୍ ହଲକୁ ନେଇ ଅସନ୍ତୋଷ ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।