• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Balasore BJD
ଭୋଟ୍ ପୂର୍ବରୁ ଫାଟୁଛି କି ବାଲେଶ୍ବର ବିଜେଡି

ଶନିବାର ପାଣ୍ଡିଆନଙ୍କ କାର୍ଯ୍ୟକ୍ରମରେ ହାତାହାତି। ସୋମବାର ବିଧାୟକଙ୍କ ଗୋଷ୍ଠୀ ବିରୋଧରେ ଥାନାରେ ଏତଲା। ଆଉ ଆଜି ରାଜରାସ୍ତାରେ ଗୋଟିଏ ଗୋଷ୍ଠୀର ବିକ୍ଷୋଭ। ଗୋଟେ ପଟେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ଅନ୍ୟ ପଟେ ବାଲେଶ୍ୱର ସଦର ବିଧାୟକ ସ୍ୱରୂପ ଦାସ। ନିର୍ବାଚନ ପୂର୍ବରୁ ବାଲେଶ୍ୱରରେ ତୀବ୍ର ରୂପ ନେଇଛି...

BJD
ଭୋଟ୍ ପୂର୍ବରୁ ପୁଣି ତେଜିଲା ଚାଉଳ ପଲିଟିକ୍ସ

ସବୁଠି ଚାଉଳ ବଣ୍ଟନ କେନ୍ଦ୍ର ସାମ୍ନାରେ ଲାଗିଛି ମୁଖ୍ୟମନ୍ତ୍ରୀ ନବୀନଙ୍କ ଫଟୋ ଥିବା ବ୍ୟାନର ଆଉ ଫ୍ଲେକ୍ସ। ଲେଖା ହେଇଛି- ଖାଦ୍ୟ ସୁରକ୍ଷାର ଭରସା । ପ୍ରତି ହିତାଧିକାରୀଙ୍କୁ ପ୍ରତି ମାସ, ମାଗଣାରେ ୫ କିଲୋଗ୍ରାମ ଚାଉଳ ଯୋଗାଣ। ଆଉ ରାଜ୍ୟର ପ୍ରାୟ ସବୁଠି ଏମିତି ପୋଷ୍ଟର ମରାକୁ...

Ayodhya Ram Mandir
ପ୍ରତିବର୍ଷ ରାମ ନବମୀରେ ଦିବ୍ୟଦୃଶ୍ୟର ସାକ୍ଷୀ ହେବେ ରାମଭକ୍ତ; ରାମଲାଲାଙ୍କର ହେବ ସୂର୍ଯ୍ୟତିଳକ

ଅଯୋଧ୍ୟା ରାମମନ୍ଦିରରେ ସତେକି ଘଟିବ ଅଲୌକିକ ଘଟଣା । ରାମଲାଲାଙ୍କ ଲଲାଟରେ ଆକାଶର ସୂର୍ଯ୍ୟ ଆଙ୍କିବେ ସୁଦୀପ୍ତ ତିଳକ ।

MVI
ଖାଇ ଖୋଳ କରିଦେଇଛନ୍ତି MVI ବାବୁ; ଭୁବନେଶ୍ୱରଠୁ ନୟାଗଡ଼, ଯେଉଁଠି ଖୋଜିବ ସେଠି ଫ୍ଲାଟ୍‌

ସରକାରୀ ଚାକିରୀ..ପଦବୀ ମୋଟର୍ ଭେଇକିଲ୍ ଇନିସପେକ୍ଟର ବା MVI । ଆଉ ଏହି ଲାଭଜନକ ପଦବୀର ଅଧିକାରୀ ହେଉଛନ୍ତି ଜଣେ ସରକାରୀ ବାବୁ । ଯାହାଙ୍କ ନାଁ ପଞ୍ଚାନନ ବେହେରା,ନୟାଗଡ଼ର MVI ।

Anti-Drug declaration
ଶିକ୍ଷାନୁଷ୍ଠାନରେ ନିଶା ବ୍ୟାନ୍‌; ପିଲା ହେଉ ବା ସାର୍‌, କାହାକୁ ବି ମାଫ୍‌ ନାହିଁ..

ଖାଲି ଛାତ୍ରଛାତ୍ରୀ ନୁହେଁ । ଏଣିକି ଅଧ୍ୟାପକ ଓ କର୍ମଚାରୀ ବି ଦେବେ ଆଣ୍ଟି ଡ୍ରଗ୍ ଘୋଷଣାନାମା । କ୍ୟାମ୍ପସ ହେବ ନିଶାମୁକ୍ତ ।

Wife Killed Husband
ରିଲ୍ସ କରିବାକୁ ମନା କରିବାରୁ ସ୍ୱାମୀଙ୍କୁ ଆରପାରିକୁ ପଠାଇଦେଲା ସ୍ତ୍ରୀ

ଦିନକୁ ଏକାଧିକ ଭିଡିଓ କରୁଥିଲେ ସ୍ତ୍ରୀ । ବାରଣ କଲେ ସ୍ୱାମୀ । ତା’ପରେ..

DNA Test
ହାଇଟେକ୍ ଟ୍ରାଜେଡି: ଆସିଲା DNA ରିପୋର୍ଟ, ମୃତ ତୃତୀୟ ବ୍ୟକ୍ତି ହେଉଛନ୍ତି ଦିଲୀପ

ହାଇଟେକ୍ ହସ୍ପିଟାଲ୍ ଟ୍ରାଜେଡିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଯେଉଁ ଦିଲୀପ ସାମନ୍ତରାୟ ବୋଲି ଆଶଙ୍କା କରାଯାଉଥିଲା, ତାହା ସତ ହୋଇଛି ।

Ayodhya Ram Mandir Gold Door
ରାମ ମନ୍ଦିରରେ ଲାଗିଲା ପ୍ରଥମ ସୁନା କବାଟ; ୩ ଦିନରେ ଲାଗିବ ଆହୁରି ୧୩ଟି କବାଟ

ରାମ ମନ୍ଦିରରେ ଏପରି ଆହୁରି ୧୩ଟି ସୁନାର କବାଟ ଲାଗିବ ।

Pet Cat Missing
ହଜିଯାଇଛି ଚିକୁ; ଖୋଜି ଆଣିଦେଲେ ମିଳିବ ୧ ଲକ୍ଷ ଟଙ୍କା..

ବିଲେଇକୁ ଖୋଜି ଆଣିଲେ ମାଲିକ ଦେବେ ନଗଦ ୧ ଲକ୍ଷ ଟଙ୍କା । ଡିସେମ୍ବର ୨୪ ରୁ ସେ ନିଖୋଜ ଥିବାରୁ ମାଲିକ ଏନେଇ ପୁରସ୍କାର ରାଶି ଘୋଷଣା କରିଛନ୍ତି ।

Mohammed Shami
ଜାତୀୟ କ୍ରୀଡ଼ା ପୁରସ୍କାର: ସାମିଙ୍କୁ ଅର୍ଜୁନ, ସାତ୍ତ୍ୱିକ ଓ ଚିରାଗଙ୍କୁ ଖେଳରତ୍ନ

ସାମିଙ୍କ ସମେତ ୨୬ ଜଣ କ୍ରୀଡାବିତଙ୍କୁ ଅର୍ଜୁନ ପୁରସ୍କାର ଦିଆଯାଇଛି ।

Ayodhya Ram Mandir
ସମୟ ବଢୁଛି, ଉତ୍କଣ୍ଠା ବଢୁଛି; ଭବ୍ୟ ମନ୍ଦିରର ଗର୍ଭ ଗୃହରେ ଏମିତି ଦିଶିବେ ରାମଲାଲା..

ସ୍ୱତନ୍ତ୍ର କୃଷ୍ଣଶିଳାରେ ୫୧ ଇଞ୍ଚ ଉଚ୍ଚ ରାମଲାଲାଙ୍କ ବିଗ୍ରହ ତିଆରି ସରିଥିବା ବେଳେ, ତାକୁ ଥରଟେ ଆଖିପୂରେଇ ଦେଖିବାକୁ ଉତ୍କଣ୍ଠିତ ଅଗଣିତ ରାମଭକ୍ତ ।

Srimandir Parikrama Project
ଜଗନ୍ନାଥଙ୍କୁ ନେଇ ଡାର୍ଟି ପଲିଟିକ୍ସ କରୁଛି ବିଜେଡି ! ପରିକ୍ରମା ରଥ ନାଁରେ ନିର୍ବାଚନୀ ପ୍ରଚାର ?

ପରିକ୍ରମା ପ୍ରକଳ୍ପ ରଥ ବୁଲିଲା । ଆଉ ତା ସହ ଆରମ୍ଭ ହେଲା ପଲିଟିକ୍ସ । ଗାଁ ଠାରୁ ସହରୁ ସବୁଠି ସରକାର ବୁଲାଉଛନ୍ତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ । ଅକ୍ଷତ ଚାଉଳ ବି ସଂଗ୍ରହ ହେଉଛି । ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ...

Air Pollution In Odisha
ରାଜ୍ୟର ବାୟୁ ପ୍ରଦୂଷଣର ସାଂଘାତିକ ସ୍ଥିତି; ଦିଲ୍ଲୀକୁ ଟପିଲା ଅନୁଗୁଳ

ଆଜି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ ଅନୁସାରେ ଅତି ସାଙ୍ଘାତିକ ସ୍ଥିତିରେ ଦେଶର ୧୬ଟି ସହର ଥିବା ବେଳେ, ଏଥିରେ ଓଡ଼ିଶାର ୬ ସହର ରହିଛି ।

Maldives
ଭାରତକୁ ଟାର୍ଗେଟ ମହଙ୍ଗା ପଡ଼ିଲା; ଭୁଶୁଡ଼ିଲା ମାଲଦ୍ୱୀପ ଅର୍ଥନୀତି

ଭାରତୀୟ ଟ୍ରାଭେଲ କମ୍ପାନୀମାନେ ଏବେ ମାଳଦ୍ୱୀପର ବୁକିଂ ବାତିଲ କରୁଛନ୍ତି ଏବଂ ପର୍ଯ୍ୟଟକମାନଙ୍କୁ ଲାକ୍ଷାଦ୍ୱୀପ ଯିବାକୁ ପରାମର୍ଶ ଦେଉଛନ୍ତି ।

Ayodhya Ram Mandir
ରାତିର ଅନ୍ଧାରରେ ଝଲସୁଛି ରାମଲାଲାଙ୍କ ଗର୍ଭଗୃହ

ଗର୍ଭଗୃହରେ ବିରାଜମାନ କରିବେ ରାମଲାଲା । ଏହା ପୂର୍ବରୁ ଗର୍ଭଗୃହ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି ।

Salman Khan
ସଲମାନ ଖାନଙ୍କ ଫାର୍ମହାଉସରେ ପଶିଗଲେ ୨ ଅଜଣା ଦୁର୍ବୃତ୍ତ

ସଲମାନ ଖାନଙ୍କ ପାନଭେଲ୍ ଫାର୍ମ ହାଉସରେ ପଶିଗଲେ ୨ ଦୁର୍ବୃତ୍ତ । ଦୁଇ ଅଭିଯୁକ୍ତଙ୍କୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯାଇଛି ।

Bilkis Bano case
ବିଲକିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ଜେଲ୍ ଯିବେ ୧୧ ଦୋଷୀ

ବହୁ ଚର୍ଚ୍ଚିତ ଗୁଜରାଟ ବିଲକସ ବାନୋ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି । ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତି କରିବା ଠିକ ନୁହେଁ ବୋଲି କୋର୍ଟ କହିଛନ୍ତି । ଏବେ ସମସ୍ତ ଦୋଷୀ ଜେଲ ଯିବେ ।

Panic Buying
ଏମିତି ଚାଲିଲେ, କାଲିସୁଦ୍ଧା ସରିଯିବ ତେଲ !

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ପ୍ରଭାବ ସମଗ୍ର ରାଜ୍ୟରେ ଦେଖିବାକୁ ମିଳିଛି । ଏଥିଯୋଗୁ ପେଟ୍ରୋଲ, ଡିଜେଲ ସମେତ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଅଭାବ ପରିଲକ୍ଷିତ ହେଲାଣି । ଏହି ଆନ୍ଦୋଳନ ପ୍ରଭାବରେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଲୋଡ଼ିଂ ୭୫% କମିଥିବା ବେଳେ ବଢ଼ିଛି 'ପାନିକ୍ ବାଇଙ୍ଗ’...

Road Accident
ସ୍ପିଡ୍‌ରେ ଗାଡ଼ି ଚଳାଇ ରିଲ୍ସ କରୁଥିଲେ, ମା’ ପୁଅଙ୍କୁ ଚଢ଼ାଇ ମାରିଦେଲେ..

ବର୍ତ୍ତମାନର ଯୁବପିଢ଼ି ଏବେ ରିଲ୍ସ ନିଶାରେ କେତେବେଳେ କାହା ଜୀବନ ନେଇ ଯାଉଛନ୍ତି, ଜାଣିପାରୁନାହାନ୍ତି । ସ୍ପିଡ୍‌ ଗାଡ଼ି ଚଳାଇ ରିଲ୍ସ କରିବା ନିଶା ଏତେ ଯେ ରାସ୍ତାରେ ଯାଉଥିବା ମା’ ପୁଅକୁ ଚଢ଼ାଇଦେଲେ ।

Daily Horoscope
Daily Horoscope 6th Jan 2024: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଧନ ଲାଭର ଯୋଗ ରହିଛି..

ସୈାର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ  ତାରିଖ ୦୬ ଶନିବାର । ଚନ୍ଦ୍ର- ତୁଳା ଅହୋରାତ୍ର, ତିଥି- ୧୦ମୀ ରାତ୍ରି ୧୨.୪୨ ଗତେ ୧୧ଶୀ, ଘାତଚନ୍ଦ୍ର- ନାସ୍ତି, ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର, ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୯.୨୨ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।