• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Pariksha Pe Charcha
ମୋଦିଙ୍କ ପରୀକ୍ଷା ଟିପ୍ସ; ଏମିତି ପଢ଼ିଲେ ପରୀକ୍ଷାରେ ରହିବ ବଢ଼ିଆ ନମ୍ବର

ବୋର୍ଡ ପରୀକ୍ଷାର୍ଥୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁରୁମନ୍ତ୍ର। ମୋବାଇଲରେ ରିଲ୍ସ ଦେଖି ଖରାପ କରନି ନିଦ। ଘରେ ତିଆରି କରଯାଉ 'ନୋ ଗ୍ୟାଜେଟ୍ ଜୋନ୍'।

Rinku Singh Father
ଫିଲ୍ଡରେ ପୁଅ ମାରୁଛି ଛକା-ଚୌକା; ହେଲେ ବି ବାପା ବୋହୁଛନ୍ତି ସିଲିଣ୍ତର..

ପୁଅ ଏବେ ଟିମ୍‌ ଇଣ୍ତିଆର ଜଣେ ଷ୍ଟାର ତାରକା। ଛକା ମାରି ମ୍ୟାଚ୍‌ ଜିତାଇବାରେ ମାହିର। ହେଲେ ବି ବାପା ବୋହୁଛନ୍ତି ସିଲିଣ୍ତର। ଯେଉଁ କାହାଣୀକୁ ନେଇ ଏବେବି ଥମିନି ଚର୍ଚ୍ଚା।

Miscreants Attacked
ଦଶମ ଶ୍ରେଣୀ ଛାତ୍ରର ବେକ କାଟି ଦୁର୍ବୃତ୍ତ ଫେରାର୍‌

ହେଲ୍‌ମେଟ୍‌ ପିନ୍ଧି କଳା ପଲ୍‌ସରରେ ଆସିଲେ ଦୁଇ ଦୁର୍ବୃତ୍ତ। ଦଶମ ଶ୍ରେଣୀ ଛାତ୍ରଙ୍କ ବେକରେ ଛୁରା ମାଡ଼ କରି ଚମ୍ପଟ ମାରିଲେ।

Odisha Tableau
କର୍ତ୍ତବ୍ୟପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ନଂ ୱାନ୍‌

ଏଥର କର୍ତ୍ତବ୍ୟପଥରେ ଦେଖିବାକୁ ମିଳିଥିଲା ଓଡ଼ିଶାର କଳା କାରିଗରୀ ପଟ୍ଟଚିତ୍ର, ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପ। ପୁରୀ ଶିଳ୍ପୀ ଗ୍ରାମ ରଘୁରାଜପୁରର ପଟ୍ଟଚିତ୍ର, ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପ ମାଧ୍ୟମରେ ବିକଶିତ ଭାରତ ତଥା ଗ୍ରାମୀଣ ମହିଳା ସଶକ୍ତିକରଣର ବାର୍ତ୍ତା ଏଥର ଦେଇଥିଲା ଏହି ପ୍ରଜ୍ଞାପନ ମେଢ଼।

Hemant Soren
ହେମନ୍ତଙ୍କ ଦିଲ୍ଲୀ ଘରେ ପଶିଲା ED; ରାତାରାତି ହେମନ୍ତ ଗାଏବ !

ଇଡ଼ି ରେଡ୍‌ ବେଳେ ସୋରେନ୍‌ ଘରେ ଉପସ୍ଥିତ ନାହାନ୍ତି। ରାତି ଅଧରୁ ସେ କୁଆଡ଼େ ଯାଇଛନ୍ତି, ସେ ବିଷୟରେ କେହି ଜାଣିନଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ ପାଇଛି। 

Ravindra Jadeja
ଟିମ୍‌ ଇଣ୍ତିଆକୁ ବଡ଼ ଝଟକା; ଦ୍ୱିତୀୟ ଟେଷ୍ଟ ଖେଳିନପାରନ୍ତି ଏହି ଷ୍ଟାର ଅଲରାଉଣ୍ତର..

କ୍ରିକେଟ ଜଗତର ବେଷ୍ଟ ଅଲରାଉଣ୍ତର ତଥା ଟପ୍‌ ଫିଲ୍ଡର ରବିନ୍ଦ୍ର ଜାଡେଜା ହାମଷ୍ଟ୍ରିଙ୍ଗ ସମସ୍ୟା ସହ ଲଢ଼େଇ କରୁଛନ୍ତି । ପ୍ରଥମ ଟେଷ୍ଟରେ ଆହତ ହେବା ପରେ ଡାକ୍ତର ତାଙ୍କୁ ବିଶ୍ରାମ ନେବା ପାଇଁ ପରାମର୍ଶ ଦେଇଛନ୍ତି ।

Mallikarjun Kharge
ଭୁବନେଶ୍ୱରରେ ଖଡ଼ଗେ; ‘ଓଡ଼ିଶା ବଞ୍ଚାଅ’ ସମାବେଶରେ ଦେବେ ଉଦ୍‌ବୋଧନ

ଲୋୟର ପିଏମଜିରେ ଆୟୋଜିତ ଓଡିଶା ବଞ୍ଚାଅ ସମାବେଶରେ ଯୋଗଦେବେ ଖଡଗେ।

Cuttack Bus Terminal
କାହା ପାଇଁ କଟକର ନେତାଜୀ ବସ ଟର୍ମିନାଲ ! ହନ୍ତସନ୍ତ ହେଉଛନ୍ତି ଦୂର ଦୂରାନ୍ତରୁ ଆସୁଥିବା ଯାତ୍ରୀ

ଯାତ୍ରୀଙ୍କୁ ରାଜାବଗିଚା ପଟୁ ବସଷ୍ଟାଣ୍ଡକୁ ଚାଲି ଚାଲି ଯିବା ଲାଗି ମିଳୁନି ଅନୁମତି, ଫଳରେ ଯାତ୍ରୀ ରାଜାବଗିଚା ପଟୁ ଖାନନଗର ନଦୀବନ୍ଧ ଦେଇ ବସଷ୍ଟାଣ୍ଡକୁ ଆସିଲେ ଅଧିକ ୫୦୦ ମିଟର ଚାଲିବାକୁ ପଡୁଛି।

Union Budget
କେନ୍ଦ୍ର ବଜେଟ୍‌; କମିପାରେ ଏହିସବୁ ସାମଗ୍ରୀର ଦର

ଆଗକୁ ସାଧାରଣ ନିର୍ବାଚନ। ଏଣୁ କାମଚଳା ହେଲେ ମଧ୍ୟ ବଜେଟ ଲୋକାଭିମୁଖୀ ହେବା ଆଶା କରାଯାଉଛି।

Similipal Tiger Reserve
କଳାବାଘ ସଫାରୀ ନାଁରେ ଭୁଆଁ ବୁଲାଉଛନ୍ତି କି ସରକାର?

ଏସିଆ ମହାଦେଶର ସର୍ବବୃହତ୍ ଜୈବ ମଣ୍ଡଳ ଶିମିଳିପାଳ ଅଭୟାରଣ୍ୟ ନିକଟରେ ହେବ କଳା ବାଘ ସଫାରୀ।

Teacher
ଦୀପକ ସାରଙ୍କ ନିଆରା ପାଠଶାଳା; ଗୀତ ଓ ଗପରେ ମନେ ରହୁଛି ଗଣିତ ସୂତ୍ର

ଅଙ୍କ, ହେଉ କି ଭୁଗୋଳ, ଇତିହାସ ହେଉ କି ବିଜ୍ଞାନ, ସାହିତ୍ୟ ଅବା ସାଧାରଣଜ୍ଞାନ..ଏଠି ଗୀତରେ ଗୀତରେ ସବୁ ପାଠ ସହଜ।

Constable Arrested
କନେଷ୍ଟବଳ ବାବୁଙ୍କ ଡିଲ୍‌; ୩୦ ଲକ୍ଷ ଦେଲେ, ୬୦ ଲକ୍ଷ ନେବ ! ମାଡ଼ି ବସିଲା ପୋଲିସ..

ଟଙ୍କା ଡିଲ୍ ବେଳେ କନେଷ୍ଟବଳ ତନୁଜ ସାବତ ୬୦ ଲକ୍ଷ ଟଙ୍କା ନଦେଇ ୩୦ ଲକ୍ଷ ଟଙ୍କା ଝାଂପି ନେଉଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରିଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ ।

Earthquake
ଗୁଜରାଟରେ ଭୂକମ୍ପ ଝଟକା; ରିକ୍ଟର ସ୍କେଲରେ ତୀବ୍ରତା ୪.୦

ଭୂକମ୍ପର କେନ୍ଦ୍ରସ୍ଥଳ ଭଚାଉ ଠାରୁ ଉତ୍ତର-ଉତ୍ତର-ପୂର୍ବରେ ୨୧ କିଲୋମିଟର ଦୂରରେ ଥିଲା ।

Ind Vs Eng Test Series
ଭାରତ-ଇଂଲଣ୍ତ ପ୍ରଥମ ଟେଷ୍ଟ; ୨୮ ରନ୍‌ରେ ହାରିଲା ଭାରତ

ହାଇଦ୍ରାବାଦରେ ଖେଳାଯାଉଥିବା ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଟେଷ୍ଟକୁ ଜିତିନେଇଛି ଇଂଲଣ୍ଡ।

Accident
ମୁଣ୍ଡ ନେଉଛି ବିପଦଜନକ ପରିବହନ ବ୍ୟବସ୍ଥା

ମୁଣ୍ଡ ନେଉଛି ବିପଦଜନକ ପରିବହନ ବ୍ୟବସ୍ଥା..ନିଇତି ଘଟୁଛି ଦୁର୍ଘଟଣା..ପ୍ରତି ଦୁର୍ଘଟଣାରେ ଯାଉଛି ନିରୀହ ମଣିଷଙ୍କ ଜୀବନ ।

Sand
ସବୁ ଜାଣି, ସବୁ ଦେଖି ବି ରାଜ୍ୟ ସରକାର ନିଦାବିଷ୍ଣୁ କାହିଁକି ?

ରାଜ୍ୟରେ ବାଲିକୁ ନେଇ ବିଚିତ୍ର ସ୍ଥିତି । ଗୋଟିଏ ପଟେ ମେସିନ୍ ଦ୍ୱାରା ବାଲିଉଠାଣ ଉପରେ ହାଇକୋର୍ଟଙ୍କ ରୋକ୍ ଲାଗିଛି, କିନ୍ତୁ ନିର୍ଦ୍ଦେଶ ପାଳନ ପାଇଁ ଥିବା ବ୍ୟବସ୍ଥାର ନିଷ୍କ୍ରିୟତା ପାଇଁ କିଛି ସ୍ଥାନରେ ବେଧଡ଼କ କାରବାର ବି ଚାଲିଛି ।

Strawberry
କମାଲ କରିଦେଲେ ବଣ୍ତାଘାଟିର ଦୁଇ ଭାଇ; କ୍ଷେତରେ ହସୁଛି ନାଲ ଟହଟହ ଷ୍ଟ୍ରବେରୀ

କ୍ଷେତରେ ଲାଗିଛି ଧାଡିକି ଧାଡିି ଷ୍ଟ୍ରବେରୀ ଗଛ। ସବୁଜ ପତ୍ର, ଧଳା ଫୁଲ ସହ ପେନ୍ଥା ପେନ୍ଥା ହୋଇ ଫଳିଛି ଲାଲ୍ ଟହ ଟହ ଷ୍ଟ୍ରବେରୀ। ବାସ୍ନାରେ ମହକି ଯାଉଛି ସାରା ଅଂଚଳ।

Strawberry
ହସୁଛି ନାଲି ଟହଟହ ଷ୍ଟ୍ରବେରୀ କ୍ଷେତ

ଷ୍ଟ୍ରବେରୀ..ଦିନେ ଓଡ଼ିଶାରେ ସ୍ୱପ୍ନ ଥିଲା ଏହି ବିଦେଶୀ ଫଳର ଚାଷ। ଜଳବାୟୁ ଓ ଅନୁକୂଳ ପରିବେଶ ଥିଲା ଚ୍ୟାଲେଞ୍ଜ। ହେଲେ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ସୁଆଦିଆ ଫଳର ଚାଷ ହେଉଛି।

Baijayant Panda
ବୈଜୟନ୍ତ ୟୁପି ଇଲେକ୍ସନ ଇନଚାର୍ଜ; ନିର୍ବାଚନୀ ବୈତରଣୀ ପାର୍‌ ପାଇଁ ପାଗ ଭିଡ଼ିଲା ବିଜେପି

୨୪ ମହାଲଢ଼େଇ ଜିତିବାକୁ ୨୩ ସେନାପତି ନିଯୁକ୍ତ କଲା ବିଜେପି। ୨୩ ରାଜ୍ୟ ପାଇଁ ଘୋଷଣା ହେଲା ନିର୍ବାଚନ ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ନାଁ। ୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ୨୩ ରାଜ୍ୟ ପାଇଁ ଇଲେକ୍ସନ ଇନଚାର୍ଜ ଓ କୋ-ଇନଜାର୍ଜ ନିଯୁକ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ...

Baijayant Panda
୨୪ ମହାଲଢ଼େଇ ପାଇଁ ବିଜେପିର ପାଗ ଭିଡ଼ା

୨୪ ଲଢ଼େଇ ପାଇଁ ପାଗ ଭିଡ଼ିଲା ବିଜେପି। ଆଗାମୀ ସାଧାରଣ ନିର୍ବାଚନ ପାଇଁ ୨୩ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ଇଲେକ୍ସନ ଇନଚାର୍ଜ ଓ କୋ-ଇନଚାର୍ଜଙ୍କ ନାଁ ଘୋଷଣା କଲା ଦଳ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।