• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

News Fuse
ହଇରେ ନାରଣ.. ମୁଁ ଅଲଗା ଗ୍ରହକୁ ପଳେଇବି..

ପୂର ତୋର ଦିନେକୁ ମୋର ଦିନେ.. ଆଗକୁ ଦେଖନ୍ତୁ କଣ ହେଉଛି.. ଓଡ଼ିଶା ଲୋପ ପାଇଯିବ.. ବାଘ ଭାଲୁ ଆସିକି ଘରେ ପଶିକି ଆମକୁ ଖାଇଯିବେ..

Akhil Chakra Institute
ଅଖିଳଚକ୍ର ପକ୍ଷରୁ ପୁରସ୍କୃତ ହେଲେ କବି କୃଷ୍ଣ କୁମାର ମହାନ୍ତି: ଗ୍ରହଣ କଲେ ରବୀନ୍ଦ୍ର ପାଢୀ କବିତା ସମ୍ମାନ

ଅଖିଳଚକ୍ର ଅନୁଷ୍ଠାନର ଏହି ସାରସ୍ବତ ଉତ୍ସବରେ ଅନ୍ୟ ଲେଖକ ଲେଖିକା ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

Odia Artist
ରାମ ମନ୍ଦିରରେ ଝଲସୁଛି ଓଡ଼ିଆ ଶିଳ୍ପୀଙ୍କ ଭାସ୍କର୍ଯ୍ୟ କଳା

ବାଲେଶ୍ୱର ଜିଲ୍ଲା ସୋର ବ୍ଲକର ମଙ୍ଗଳପୁର, ମାଣିପୁର, ଗୋହିରାପଦା, ମାଣତ୍ରୀ ଓ ଋଷ ଗାଁ । ରାମମନ୍ଦିର ପ୍ରାଣପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସାହ ଥିବାବେଳେ, ଏହି ଗାଁ ମାନଙ୍କରେ କିନ୍ତୁ ଦୁଇଗୁଣା ଉତ୍ସାହର ମାହୋଲ ।

Panchang
Panchang Today 20th Jan 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ମକର ମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀରେ ୨୦ ତାରିଖ ଶନିବାର। ଚନ୍ଦ୍ର- ମେଷ ଦିବା ୦୮.୫୩ ଗତେ ବୃଷ, ତିଥି- ୧୦ ମୀ ସନ୍ଧ୍ୟା ୦୭.୨୭ ଗତେ ୧୧ ଶୀ, ଘାତଚନ୍ଦ୍ର- ମେଷ ରାଶିର, ଦିବା ୦୮.୫୩ ଗତେ ବିଛା ରାଶିର, ଘାତବାର- ବୃଷ, ସିଂହ ଓ କନ୍ୟା, ପୁଷ୍କର ଦୋଷ- ୨...

Anadi Sahu
ପୂର୍ବତନ ପୋଲିସ ଅଧିକାରୀ ଅନାଦି ସାହୁଙ୍କ ପରଲୋକ

ସିଡିଏ-୬ ସ୍ଥିତ ବାସଭବନରେ ୮୪ ବର୍ଷ ବୟସରେ ଅନାଦିଙ୍କ ପରଲୋକ ।

Samba Dashami
ଆଜି ପବିତ୍ର ଶାମ୍ବ ଦଶମୀ; ଚନ୍ଦ୍ରଭାଗାରେ ବୁଡ଼ ପକାଇବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼

ଦ୍ଵାପର ଯୁଗରେ କୃଷ୍ଣଣାଙ୍କ ପୁତ୍ର ଶାମ୍ବ ନିଜ ପିତାଙ୍କ ଶ୍ରାପ ଜନିତ ବ୍ୟାଧିରୂ ମୁକ୍ତି ପାଇଁ ତତ୍କାଳୀନ ମୈତ୍ରେୟ ମୁନୀଙ୍କ ଆଶ୍ରମ ମାୟୀତ୍ରାକ୍ଷ ବନରେ ସୂର୍ଯ୍ୟ ଉପାସନା କରି ଆଜିର ପବିତ୍ର ଦିନରେ ଚନ୍ଦର୍ଭାଗା ନଦୀରେ ସ୍ନାନ କଳା ବେଳେ ସୂର୍ଯ୍ୟ ଭାଗବାନଙ୍କ ମଣି ବିଗ୍ରାହ ମୂର୍ତ୍ତି ପ୍ରାପ୍ତ ହେବା ସହ ବ୍ୟାଧି ମୁକ୍ତ...

Ayodhya Ram Mandir
ଅଙ୍ଗବସ୍ତ୍ର ଓ ନାନା ଅଳଙ୍କାରରେ ସୁସଜ୍ଜିତ ପ୍ରଭୁ ଶ୍ରୀରାମ

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ମଝିରେ ଆଉ ମାତ୍ର ଦିନଟିଏ ଥିବା ବେଳେ ରାମ ଲାଲାଙ୍କ ମୂର୍ତ୍ତିକୁ ସୁସଜ୍ଜିତ କରାଯାଉଛି । ଗତକାଲି ପ୍ରଥମ କରି ରାମଲାଲାଙ୍କ ଦିବ୍ୟ ମୂର୍ତ୍ତି ଲୋକଲୋଚନକୁ ଆସିଥିଲା । ଆଉ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ହିଁ ଶ୍ରୀରାମଙ୍କ ଏହି ଦିବ୍ୟ ମୂର୍ତ୍ତି ଦେଖି...

Lord Ram
ଓଡ଼ିଶା ଭୂଇଁରେ ରାମ କାହାଣୀ

ସପ୍ତଶଯ୍ୟା..ମନୋରମ ପ୍ରକୃତିର କୋଳରେ ହସୁଥିବା ଏ ଦେବ ସ୍ଥାନର ରହିଛି ତ୍ରେତୟା ଯୁଗ ସହ ସଂପର୍କ । ଲୋକକଥା ଅନୁସାରେ ପ୍ରଭୂ ଶ୍ରୀରାମଙ୍କ ଏଠି ପଡ଼ିଥିଲା ଚରଣ ରେଣୁ । ବନବାସ ସମୟରେ ଭାଇ ଲକ୍ଷ୍ମଣ ଓ ପତ୍ନୀ ଜାନକୀଙ୍କ ସହ ରଘୁନାଥ ଏଠି କାଟିଥିଲେ ସାତଦିନ ଓ...

Matrimonial Fraud
ମାଟ୍ରିମୋନି ସାଇଟରେ ଖୋଜୁଛନ୍ତି କି ଜୀବନ ସାଥୀ ?

ମାଟ୍ରିମୋନି ସାଇଟରେ ଖୋଜୁଛନ୍ତି କି ଜୀବନ ସାଥୀ ? କୌଣସି ଯୁବତୀ କିମ୍ବା ଯୁବକଙ୍କ ସୁନ୍ଦର ଚେହେରା ଆଉ ଲମ୍ବା ଚଉଡ଼ା ପ୍ରୋଫାଇଲ ଦେଖି ଭଳି ଯାଉନାହାନ୍ତି ତ ? ମାଟ୍ରିମୋନି ସାଇଟରେ ମାତିଛନ୍ତି ସାଇବର ଠକ ।

Junior Teacher Aspirants
ଜୁନିୟର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ମାହାଲ ମାଣ୍ଡା ହଇଚଇ

ଜୁନିୟର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ମାହାଲ ମାଣ୍ଡା ହଇଚଇ । ମେରିଟ ଲିଷ୍ଟ ପ୍ରକାଶ ପରଠାରୁ ବ୍ୟାପକ ଅନିୟମିତତା ଅଭିଯୋଗକୁ ନେଇ ତେଜୁଛି ଅସନ୍ତୋଷ ।

Sri Ram Mandir
ସାମ୍ନାକୁ ଆସିଲା କମନୀୟ କାନ୍ତି

ସାମ୍ନାକୁ ଆସିଲା କମନୀୟ କାନ୍ତି। ବାଳୁତ ଶ୍ରୀରାମଙ୍କ ଅପୂର୍ବ ରୂପ । ଅଯୋଧ୍ୟା ରାମ ମନ୍ଦିର ଗର୍ଭଗୃହରେ ସ୍ଥାପିତ ହୋଇଛି ଦିବ୍ୟ ବିଗ୍ରହ। କୃଷ୍ଣଶୀଳା ନିର୍ମିତ ୫୧ ଇଞ୍ଚ ଉଚ୍ଚର ବିଗ୍ରହ।

Arpana Rath
ତେଜିଲା ଅର୍ପଣ ରାଜନୀତି

ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଲେ ତୁଟିନି ଗୁଆ-ଚାଉଳ ବିବାଦ । ଅର୍ପଣ ରଥରେ ସଂଗୃହିତ ଗୁଆ ଓ ଚାଉଳ ଏଯାଏଁ କାଳିଆ ପାଖରେ ପହଞ୍ଚିନାହିଁ । ପଡ଼ିରହିଛି ବସ୍ତା ବସ୍ତା ଚାଉଳ ।

Himanta Biswa Sarma
ଆସାମ ସିଏମ୍ ହିମନ୍ତ ବିଶ୍ୱଶର୍ମାଙ୍କ ସହ ଓଟିଭିର ସ୍ୱତନ୍ତ୍ର ସାକ୍ଷାତକାର; କହିଲେ, ଗଣତନ୍ତ୍ର ପାଇଁ ଅଫିସରରାଜ୍‌ ବିପଦ..

ଆସାମ ମୁଖ୍ୟମନ୍ତ୍ରୀ ତଥା ବିଜେପିର ଜାତୀୟ ସ୍ତରର ପ୍ରମୁଖ ଚେହେରା ହିମନ୍ତ ବିଶ୍ୱଶର୍ମାଙ୍କ ସହ ଓଟିଭିର ସ୍ୱତନ୍ତ୍ର ସାକ୍ଷାତକାର ।

Lord Ram
ସପ୍ତଶଯ୍ୟା ସହ ରହିଛି ରାମଙ୍କ ନିବିଡ଼ ସମ୍ପର୍କ ! ଶାସ୍ତ୍ର ଅନୁସାରେ କଟକରେ ଏହି ୩ ଶିବଲିଙ୍ଗକୁ କରିଥିଲେ ପ୍ରତିଷ୍ଠା

ସପ୍ତଶଯ୍ୟା, ମନୋରମ ପ୍ରକୃତିର କୋଳରେ ହସୁଥିବା ଏହି ଦେବ ସ୍ଥାନର ବି ରହିଛି ତ୍ରେତୟା ଯୁଗ ସହ ସଂପର୍କ । ଜନଶ୍ରୁତି କହେ- ପ୍ରଭୁ ଶ୍ରୀ ରାମଙ୍କର ଏଠି ପଡ଼ିଥିଲା ଚରଣ ରେଣୁ ।

Matrimonial Fraud
ବାହା ହେବା ପାଇଁ ମାଟ୍ରିମୋନି ସାଇଡ୍‌ ଉପରେ ଭରସା କରୁଛନ୍ତି କି ? ବିବାହ ଆଗରୁ ଆକାଉଣ୍ଟ ଖାଲି !

ମାଟ୍ରିମୋନି ସାଇଟରେ ଖୋଜୁଛନ୍ତି କି ଜୀବନ ସାଥୀ ? କୌଣସି ଯୁବତୀ କିମ୍ବା ଯୁବକଙ୍କ ସୁନ୍ଦର ଚେହେରା ଆଉ ଲମ୍ବା ଚଉଡ଼ା ପ୍ରୋଫାଇଲ୍ ଦେଖି ଭଳି ଯାଉନାହାଁନ୍ତି ତ ?

Junior Teacher Aspirants
ଶିକ୍ଷକ ନିଯୁକ୍ତିରେ ଅନିୟମିତତା; ମେରିଟ ଲିଷ୍ଟରେ ମାହାଲମାଣ୍ତା, ବାପା ନାଁ ମାହାଲମାଣ୍ତା ପ୍ରୋ..

ଜୁନିୟର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ 'ମାହାଲମାଣ୍ଡା' ହଇଚଇ ! କମ୍ପ୍ୟୁଟର ବେସ୍ଡ ଟେଷ୍ଟର ମେରିଟ୍ ଲିଷ୍ଟ ପ୍ରକାଶ ପରଠୁ ବ୍ୟାପକ ଅନିୟମିତତା ଅଭିଯୋଗକୁ ନେଇ ତେଜୁଛି ଅସନ୍ତୋଷ ।

Arun Yogiraj
ରାମ ମୂର୍ତ୍ତିକାରଙ୍କୁ ସ୍ୱତନ୍ତ୍ର ଉପହାର; ମିଳିଲା ମିଠାରେ ପ୍ରସ୍ତୁତ ରାମ ମନ୍ଦିର

ଯୋଗୀରାଜଙ୍କୁ ଏବେ ସାରା ଦେଶରୁ ଛୁଟିଛି ପ୍ରଶଂସାର ସୁଅ । ତାଙ୍କ ତିଆରି ମୂର୍ତ୍ତିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ତାଙ୍କ ନିକଟକୁ ଅନେକ ଉପହାର ମଧ୍ୟ ଆସି ପହଞ୍ଚିଛି ।

Ayodhya Ram Mandir
ଏମିତି ଦିଶୁଛନ୍ତି ପ୍ରଭୁ ଶ୍ରୀରାମ; ସାମ୍ନାକୁ ଆସିଲା ସ୍ପଷ୍ଟ ଫଟୋ..

ଆସନ୍ତା ୨୨ରେ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ଉତ୍ସବ ମୁଖରିତ ହେଲାଣି ଅଯୋଧ୍ୟା ନଗରୀ । ପୂଜାପାଠ ପରେ ଆସ୍ଥାନ ଭିତରେ ବହୁମୂଲ୍ୟ ରତ୍ନ ରଖାଯିବା ପରେ ରାମଲାଲାଙ୍କ ବିଗ୍ରହ ଗର୍ଭଗୃହରେ ସ୍ଥାପନ କରାଯାଇଛି ।

News Fuse
ଚାଉଳ ଗୁଆ କ'ଣ ହେବ?

ଅର୍ପଣ ରଥରେ ସେଲ୍ଫି ନନେଲେ କ'ଣ ଚଳିବ? ନହେଲେ ଦାତାପଣକୁ କିଏ ଜାଣିବ?

electric bill
ଟାଟା ପାୱାରର ମନମାନି ଅଭିଯୋଗ

ଗାଁ ଅଛି କେଉଁଠି ବିଦ୍ୟୁତ୍ ପହଞ୍ଚି ପାରିନି ତ ଆଉ କେଉଁଠି ବିଦ୍ୟୁତ୍ ଥାଇ ବି ଅନ୍ଧାରରେ ରହୁଛନ୍ତି ଲୋକେ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଟାଟା ପାୱାର ମନମାନି ଦେଖାଉଥିବା ଅଭିଯୋଗ ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।