• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

Crime Against Women
ନୃଶଂସ ଭାଇ !! ଅଶ୍ଲୀଳ ଭିଡିଓ ଦେଖିବା ପରେ ଉଭଣୀକୁ କଲା ଦୁଷ୍କର୍ମ

ପୋଲିସର କହିବାନୁଯାୟୀ ଅଭିଯୁକ୍ତ ସଞ୍ଜୁ ତା’ର ସମ୍ପର୍କୀୟ ଭଉଣୀକୁ ଘରେ କେହି ନଥିବା ବେଳେ ଦୁଷ୍କର୍ମ କରିବା ସହ ହତ୍ୟା ବି କରିଛି।

Pari Murder Case
ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ, ହତ୍ୟା ମାମଲା: ଦୋଷୀକୁ ୨୦ ବର୍ଷ ଜେଲ୍‌

ଆସିଲା ନୟାଗଡ଼ର ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ, ହତ୍ୟା ମାମଲାର ରାୟ।

delivery agent
ରାତି ଅଧରେ ଖାଇବା ପହଞ୍ଚାଇଲେ, ଟିପ୍ସ ମାଗିବାରୁ ଏମିତି ଶୁଣିଲେ..

ଆପଣ କେବେ ଅନ୍‌ଲାଇନ୍‌ରୁ ଖାଦ୍ୟ ଅର୍ଡ଼ର କରିଛନ୍ତି କି ? ଡେଲିଭରି ବୟଙ୍କୁ ଖୁସିରେ ଟିପ୍ସ ଦେଇଛନ୍ତି କି ?

Fire breaks out
ଆଶ୍ଚର୍ଯ୍ୟ ! ଘରେ ଆପେ ଆପେ ଲାଗିଯାଉଛି ନିଆଁ..

ଗୋଟିଏ ଜାଗାରେ ନିଆଁ ଲିଭାଇଲେ ଅନ୍ୟ ଜାଗାରେ ଜଳୁଛି..ପୂରା ଗାଁ ଆତଙ୍କିତ.

Wife Death
କୁକୁରକୁ ବଞ୍ଚାଉଥିଲେ, ସ୍ତ୍ରୀକୁ ହରାଇଲେ..ଥାନାରେ ନିଜ ନାଁରେ ଦେଲେ ଏତଲା..

ମୋ ପାଇଁ ମୋ ସ୍ତ୍ରୀର ଜୀବନ ଗଲା। ଏମିତି କହି ଥାନାରେ ନିଜ ନାଁରେ FIR ଦେଲେ ସ୍ୱାମୀ।

health awareness
ଜୟପୁରରେ ପାହାଡ଼ ଚଢ଼ା କାର୍ଯ୍ୟକ୍ରମ

ପାହାଡ଼ ଚଢ଼ନ୍ତୁ..ସୁସ୍ଥ ରୁହନ୍ତୁ..ଏଭଳି ବାର୍ତ୍ତା ନେଇ ଚାଲିଛି କାର୍ଯ୍ୟକ୍ରମ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୟପୁର ସହରରେ ଅନୁଷ୍ଠିତ ହୋଇଛି ପାହାଡ଼ ଚଢ଼ା କାର୍ଯ୍ୟକ୍ରମ । ଛୋଟ ପିଲା, ଯୁବକ ଯୁବତୀ ସମସ୍ତେ ହୋଇଛନ୍ତି ସାମିଲ୍ ।

BSKY poster
ସହଦେବଙ୍କୁ ମିଛରେ କିଡନୀ ରୋଗୀ ସଜାଇଦେଲା ସରକାର

ସୁସ୍ଥଙ୍କୁ ସଜାଇଲେ କିଡନୀ ରୋଗୀ, ବିଜୁ ସ୍ୱାସ୍ଥ୍ୟକାର୍ଡରେ ଫଟୋ ଲଗାଇଲେ। ଫଟୋକୁ ପଞ୍ଚାୟତ ବୁକଲେଟ ଛାପି ବାଣ୍ଟିଲେ।

Panchang
Panchang Today 6th Feb 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୈାର ମକର ମାସ ମାଘ କୃଷ୍ଣପକ୍ଷ। ଇଂରାଜୀରେ ୦୬ ତାରିଖ ମଙ୍ଗଳବାର। ଚନ୍ଦ୍ର- ବିଛା ପ୍ରାତଃ ୦୭.୩୪ ଗତେ ଧନୁ, ତିଥି- ୧୧ଶୀ ଦିବା ୦୪.୦୭ ଗତେ ୧୨ଶୀ, ଘାତଚନ୍ଦ୍ର- ପ୍ରାତଃ ୦୭.୩୪ ଗତେ ତୁଳା ଓ କୁମ୍ଭ ରାଶିର, ଘାତବାର- ମକର ରାଶିର, ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ଦିବା ୦୪.୦୭ ଗତେ...

Baramunda Bus Stand
ଡକ୍ଟର ବି.ଆର୍‌ ଆମ୍ବେଦକରଙ୍କ ନାଁରେ ନାମିତ ହେବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ

ସମ୍ବିଧାନ ପ୍ରଣେତା ଡକ୍ଟର ବାବା ସାହେବ ଆମ୍ବେଦକରଙ୍କ ନାମରେ ବରମୁଣ୍ଡା ବସଷ୍ଟାଣ୍ଡର ନାମକରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ ସୂଚନା ଦିଆଯାଇଛି।

Odia migrant worker
ଦାଦନର ଭୟଙ୍କର କାହାଣୀ: ବାପକୁ ଛାଡିଲା, ଝିଅକୁ ରଖିଲା ସର୍ଦ୍ଦାର..ଏପଟେ ସରକାର କହୁଛି..

ଦୁଆର ମୁହଁରେ ସେହି ମେହନତି ମଣିଷଙ୍କ ଶବ ପଡ଼ିଛି, ତେଲ ଲୁଣର ସଂସାର ଆଜି ଉଜୁଡ଼ିଯିବା ପରେ ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ।

Odia migrant worker
ପଳାଇ ଆସିଲା ବାପା, ସର୍ଦ୍ଦାର ହାତରେ ଝିଅ ପଡ଼ିଛି ବନ୍ଧା

ବଲାଙ୍ଗିର ବେଲପଡ଼ାରେ ପୁଣି ଦାଦନର ଦୟନୀୟ କାହାଣୀ। ଅସୁସ୍ଥତା ପାଇଁ ଆନ୍ଧ୍ରରୁ ବାପା ପଳାଇ ଆସିବାରୁ ସର୍ଦ୍ଦାର ହାତରେ ବନ୍ଧା ପଡ଼ିଛି ଝିଅ। ଜମିବାଡ଼ି ବିକି ୫୦ ହଜାର ଦେବା ପରେ ବି ନମୁକୁଳିବାରୁ ଝୁରି ଝୁରି ମଲା ବାପା..

Governor
ବଜେଟ୍ ଅଧିବେଶନରୁ ବିରୋଧି କଂଗ୍ରେସର କକ୍ଷତ୍ୟାଗ

ରାଜ୍ୟପାଳ ରଘୁବର ଦାସଙ୍କ ବିଧାନସଭାରେ ପ୍ରଥମ ଅଭିଭାଷଣ । ଏକ ଘଣ୍ଟା ୫୫ ମିନିଟର ଅଭିଭାଷଣରେ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳତାକୁ ବଖାଣିଲେ। ଭୁରି ଭୁରି ପ୍ରଶଂସା ବି କଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଠାରୁ ଆରମ୍ଭ କରି ନୂଆ ଓ’ କାର୍ଯ୍ୟକ୍ରମ ଯାଏଁ ସବୁଥିରେ ରାଜ୍ୟ ବିକାଶ...

Lord Jagannath
ମହାପ୍ରଭୁ ଜଗନ୍ନାଥଙ୍କ ନୀତିରେ ପୁଣି ମହାବିଭ୍ରାଟ

ମହାପ୍ରଭୁ ଜଗନ୍ନାଥଙ୍କ ନୀତିରେ ପୁଣି ମହାବିଭ୍ରାଟ। କାଲି ରାତିରେ ପହୁଡ଼ ନହୋଇ ଅନିଦ୍ରା ରହିଲେ ଦିଅଁ। ଭୋଗମଣ୍ଡପରେ ରାତିତମାମ ପଡ଼ି ରହିଲା ଶହ ଶହ କୁଡୁଆ ମହାପ୍ରସାଦ। ନୀତି ବିଭ୍ରାଟକୁ ନେଇ ଭକ୍ତଠୁ ସେବାୟତ ସମସ୍ତେ କ୍ଷୁବ୍ଧ। ସୁଆର ନିଯୋଗର କ୍ଷତି ଆକଳନ ପାଇଁ ଶ୍ରୀମନ୍ଦିର ପ୍ରଶାସନର ପଦକ୍ଷେପ

Bhubaneswar AIIMS
ଭୁବନେଶ୍ବର ଏମ୍ସରେ ସରଳ କ୍ୟାନସର ଚିକିତ୍ସା

ଭୁବନେଶ୍ୱର ଏମ୍ସରେ ଆହୁରି ସରଳ ହେଲା କ୍ୟାନସର ଚିକିତ୍ସା ଲାଗିଲା ନୂଆ ମେସିନ୍ HELA। ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭୀୟ ଏମ୍ସରେ ଏହି ଦ୍ୱିତୀୟ ହାଇ ଏନର୍ଜି ଲିନିଅର ଏକ୍ସଲେରେଟର ମେସିନ୍ ବା HELAର ଶୁଭାରମ୍ଭ କରିଛନ୍ତି।

Bhubaneswar AIIMS
AIIMS ରେ ନୂଆ ମେସିନ୍-HELA; ଏଣିକି ସରଳ ହେବ କ୍ୟାନସର ଚିକିତ୍ସା

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭୀୟ ଏମ୍ସରେ ଏହି ଦ୍ୱିତୀୟ ହାଇ ଏନର୍ଜି ଲିନିଅର ଏକ୍ସଲେରେଟର ମେସିନ୍ ବା HELAର ଶୁଭାରମ୍ଭ କରିଛନ୍ତି।

Biswa Odia Bhasa Sammilani
‘ଅଣଓଡ଼ିଆ ଶାସନକୁ କାଉଣ୍ଟର ଲାଗି ରାଜ୍ୟ ସରକାରଙ୍କ ଭାଷାପ୍ରୀତି’

ବନେଶ୍ୱରରେ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ । ପ୍ରଚାର ପ୍ରସାର ବି ଜୋର୍ । ଖର୍ଚ୍ଚ ୧୦୦ କୋଟି ଟଙ୍କା । ହେଲେ ସ୍କୁଲରେ ଓଡିଆ ପଢାଇବାକୁ ଶିକ୍ଷକ ନାହାନ୍ତି । କଲେଜରେ ବି ଅଭାବ ଓଡିଆ ଅଧ୍ୟାପକ । ନବରଙ୍ଗପୁର ଝରିଗାଁ ବ୍ଲକ୍ ଇଚ୍ଛାପୁର ଉଚ୍ଚ ପ୍ରାଥମିକ...

PM Modi
‘ଶହେ ଦିନରେ ୩୭୦ ସିଟ୍‌ରେ ସରକାର ଗଢ଼ିବୁ’

କଂଗ୍ରେସ ବହୁ ଚେଷ୍ଟା କଲା, କିନ୍ତୁ ଆଲାଏନ୍ସର ଆଲାଏନମେଣ୍ଟ ବିଗିଡ଼ିଗଲା। ଆମେ ନିଶ୍ଚିତ ତୃତୀୟ ଥର ସରକାର ଗଢ଼ିବୁ ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Tribal Festivals
ହଜିବାକୁ ବସିଥିବା ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ଆଦିବାସୀ

କୃଷିଭିତିକ ପର୍ବ ଭାବେ ପରିଚିତ ଏହି ଗଙ୍ଗାପେନୁ ଏକ ଭିନ୍ନ, ନିଆରା ଓ ଭାବବିହୋଳ ଭକ୍ତି ଓ ଆବେଗର ପର୍ବ । ମନୋରଞ୍ଜନ ସହ ଭରା ଏହି ପୂଜା ଆଣିଥାଏ ଆନନ୍ଦ, ଉଲ୍ଲାସ ଓ ଭରି ରହିଥାଏ ଭିନ୍ନ ଖୋରାକ ।

Raghubar Das
ସରକାରୀ ଅଧିକାରୀଙ୍କୁ ତାଗିଦ୍ କଲେ ରାଜ୍ୟପାଳ ରଘୁବର ଦାସ

ନୀଳଗିରି ଗସ୍ତରେ ଥିବା ମହାମହିମ ରାଜ୍ୟପାଳ ଅଚାନକ ଏହି ଘରକୁ ପରିଦର୍ଶନରେ ଯାଇଥିଲେ । ଯାହା ଦେଖିଲେ ତାଜୁବ ହୋଇଗଲେ । ଜଣେ ଦୃଷ୍ଟି ବାଧିତ ବିଧବା ମହିଳା ଅତି ସାଙ୍ଘାତିକ ଅବସ୍ଥାରେ ରହୁଥିବା ଜାଣି ସାଙ୍ଗରେ ଥିବା ସରକାରୀ ଅଧିକାରୀଙ୍କୁ ତାଗିଦ କରିଥିଲେ ।

FIH Pro League
ପୁଣି ଥରେ ଓଡ଼ିଶାକୁ ଫେରିଲା ହକି ଫିଭର; ଆଜିଠୁ FIH ପ୍ରୋ ଲିଗ୍

ଆଜି ମହିଳା ବର୍ଗରେ ଚୀନକୁ ଭେଟିବ ଆୟୋଜକ ଭାରତ।

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।