୧୩ ବର୍ଷ ତଳେ ମେଳାରେ ସ୍ୱାମୀଠୁ ଅଲଗା ହୋଇଯାଇଥିଲେ ସ୍ତ୍ରୀ-ପିଲା । ଖୋଜି ଖୋଜି ପାଉନଥିଲେ ସ୍ୱାମୀ । ଶେଷରେ ଗଙ୍ଗାମାତା ଶୁଣିଏ ଡାକ । ଆଉ ତା’ପରେ..
ଅହମ୍ମଦାବାଦ ଏୟାରପୋର୍ଟରେ କମ୍ପିଲା ‘ଜୟ ଶ୍ରୀରାମ’ ଧ୍ୱନି । ଏୟାରପୋର୍ଟର ଏକ ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ଆଜି ଓଟିଭି ଫୋରସାଇଟ୍-୨୦୨୪। ରାଜନୀତିରୁ ଅର୍ଥନୀତି, ସାମ୍ବିଦକତାରୁ ମହିଳା ସଂଶକ୍ତିକରଣ, ଗ୍ରାମୀଣ ଭାରତର ବିକାଶଠୁ ଓଡ଼ିଶାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ହେବ ଚିନ୍ତନ ଓ ମାନସ ମଥନ।
ସୈାର ଧନୁମାସ ପୌଷ ଶୁକ୍ଳପକ୍ଷ । ଇଂରାଜୀ ୧୩ ତାରିଖ ଶନିବାର। ଚନ୍ଦ୍ର- ମକର ରାତ୍ରି ୧୧.୩୫ ଗତେ କୁମ୍ଭ, ତିଥି- ୨ୟା ଦିବା ୧୧.୧୧ ଗତେ ୩ୟା, ଘାତଚନ୍ଦ୍ର- ସିଂହ ରାଶିର, ରାତ୍ରି ୧୧.୩୫ ଗତେ ମିଥୁନ ଓ ମୀନ ରାଶିର, ଘାତବାର- ବୃଷ, ସିଂହ ଓ କନ୍ୟା ରାଶିର, ପୁଷ୍କର ଦୋଷ- ୨ ପାଦ-କୃଷି...
ଏଥର ଡିଜିଟାଲ ନୂଆ-ଓ । ପିଲା କରିବେ ରିଲ୍ସ ସହ ଆକର୍ଷଣୀୟ ଭିଡ଼ିଓ । ଥିମ୍ ରହିବ ଆମ ଓଡ଼ିଶା ନବୀନ ଓଡ଼ିଶା ଏବଂ ଓଡ଼ିଶା ରୂପାନ୍ତରୀକରଣ ।
ଲୋକାର୍ପଣ ଉତ୍ସବକୁ ମଝିରେ ମାତ୍ର ୪ ଦିନ । ହେଲେ ଏଯାଏଁ ସଂପୂର୍ଣ୍ଣ ସରି ପାରିନି ଶ୍ରୀମାର୍ଗ ନିର୍ମାଣ କାମ । ଆଜି ବି ପେଭର ବ୍ଲକ୍ ବିଛା କାମ ଚାଲିଛି । ଫଳରେ ତରବରିଆ ର' ଠ' କାମକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲା ବେଳେ,...
ଏଥର ଲୋକସଭା ନିର୍ବାଚନରେ ବିଜେପିର ଟାର୍ଗେଟ ୪ ଶହରୁ ଅଧିକ ଆସନ । ଏହି ଲକ୍ଷ୍ୟ ହାସଲ ଲାଗି ଦଳ ଗ୍ରହଣ କରିଛି ନୂଆ ଷ୍ଟ୍ରାଟେଜି । ବିଜୟ ସମ୍ଭାବନା ଥିବା ଅନ୍ୟ ଦଳର ପ୍ରଭାବଶାଳୀ ନେତାଙ୍କୁ ପଦ୍ମ ଶିବିରକୁ ଆଣିବା । ଏଥିପାଇଁ ଦଳ ଗଠନ କରିଛି...
୨୨ ତାରିଖ ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି ଅଯୋଧ୍ୟା। ଆଣ୍ଟି ଡ୍ରୋନ ପ୍ରଣାଳୀ, AI ସର୍ଭେଲାନ୍ସ କ୍ୟାମେରା ଓ ଟାୟାର କିଲର ବ୍ୟବସ୍ଥା ସାଙ୍ଗକୁ ମୁତୟନ ରହିବେ ବମ୍ବ ସ୍କ୍ୱାଡ..
ଛାତ୍ରଛାତ୍ରୀଙ୍କ କ୍ୟାରିୟର ସହ ସାଲିସ କରୁଛନ୍ତି କି ରାଜ୍ୟ ସରକାର ? କାରଣ ପରୀକ୍ଷା ଋତୁରେ ରାଜ୍ୟ ସରକାର ଅୟୋଜନ କରିଛନ୍ତି ନୂଆ ଓ କାର୍ଯ୍ୟକ୍ରମ । ଆଶ୍ଚର୍ଯ୍ୟର କଥା, ସରକାରଙ୍କ ଏହି କାର୍ଯ୍ୟକ୍ରମ ପାଇଁ କାଲି ହେବାକୁ ଥିବା ପରୀକ୍ଷା ବାତିଲ କରି ୨୪ ତାରିଖକୁ ଘୁଂଚାଇଛନ୍ତି...
ବିତିଲା ୨୪ ଘଣ୍ଟା । ହେଲେ ବାଲେଶ୍ୱର ସିମୁଳିଆ ବିଡ଼ିଓ ବିଶ୍ୱରଂଜନ ମହାନ୍ତିଙ୍କ କେମିତି ହେଲା ମୃତ୍ୟୁ, ଏଯାଏଁ ସାମ୍ନାକୁ ଆସିପାରୁନି ସତ । ଯଦି ବି ସେ ଆତ୍ମହତ୍ୟା କରିଛନ୍ତି, ତା’ପଛର ରହସ୍ୟ ଉପରୁ ପରଦା ହଟୁନି । କିଏ କହୁଛନ୍ତି, କାର୍ଯ୍ୟ ଚାପରୁ ବିଷାଦଗ୍ରସ୍ତ ଥିଲେ...
ପିଲାଙ୍କ କ୍ୟାରିୟର ଆଗ ନା ସରକାରୀ କାର୍ଯ୍ୟକ୍ରମ ? ପରୀକ୍ଷା ଗୁରୁତ୍ୱପୂର୍ଣ୍ଣ ନା ସରକାରଙ୍କ ପ୍ରୋଗ୍ରାମ ? ସମ୍ବଲପୁର ଜିଏମ୍ ୟୁନିଭର୍ସିଟିର ଏକ ଅଜବ ନିଷ୍ପତ୍ତି ପରେ ଏବେ ଏଭଳି ପ୍ରଶ୍ନ ସବୁ ଛାତ୍ରଛାତ୍ରୀଙ୍କ ମନରେ ।
ବିଜେପି ଫୋକସରେ ବିରୋଧୀ ଦଳଙ୍କ ବିଦ୍ରୋହୀ ନେତା । ଅନ୍ୟ ଦଳର ଯେଉଁ ଅସନ୍ତୁଷ୍ଟ ନେତାଙ୍କର ବିଜୟ ସମ୍ଭାବନା ରହିଛି ସେମାନଙ୍କୁ ଆଣି ବିଜୟ ସମ୍ଭାବନା ବଢାଇବା ଲାଗି ବିଜେପି ପ୍ରସ୍ତୁତ କରିଛି ରଣନୀତି ।
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ହିମନ୍ତ ବିଶ୍ୱଶର୍ମା । ଆସନ୍ତାକାଲି ଓଟିଭିର ବାର୍ଷିକ ଫୋରସାଇଟ୍ କାର୍ଯ୍ୟକ୍ରମରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର । ଯେଉଁଠି ଆଜି ସୁଦ୍ଧା କାମ ସରିଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଥିଲା ସେଠି ଏବେ ଆହୁରି ଅନେକ କାମ ବାକି ରହିଛି ।
ବଲାଙ୍ଗିର ଜିଲ୍ଲା ଟିଟିଲାଗଡରେ ଥିବା ମା’ ଘଣ୍ଟାସୁଣି ମନ୍ଦିର ପରିସରରେ ବୈଜୟନ୍ତଙ୍କ ଜନ୍ମଦିନ ପାଳନ କରାଯାଇଛି ।
ଆରବ ସାଗର ଉପରେ ନିର୍ମାଣ ହୋଇଛି ଏହି ସେତୁ । ୧୮ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ୬ ଲେନ ବିଶିଷ୍ଟ ଏହି ଟ୍ରାନସ୍ ହାର୍ବର ସି ଲିଙ୍କ ସେଣ୍ଟ୍ରାଲ ମୁମ୍ବାଇକୁ ନଭି ମୁମ୍ବାଇ ସହ ସଂଯୋଗ କରୁଛି ।
ଆସନ୍ତାକାଲି ଦିନ ୧୧ଟାରୁ ରାତି ୮ଟା ଯାଏଁ ଅଙ୍କୁରପୂଜନ ହେବ । ୧୪ ତାରିଖରେ ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ୱଜାସ୍ଥାପନ ଓ ତୋରଣ ସ୍ଥାପନ ହେବ । ୧୫ ତାରିଖ ସକାଳ ସାଢ଼େ ୭ଟାରେ ଅଖଣ୍ଡଦୀପ ସ୍ଥାପନ ସନ୍ଧ୍ୟା ୬ଟା ଭିତରେ ପଞ୍ଚକର୍ମ, ସରିବ ।
ସ୍ୱଚ୍ଛ ସର୍ବେକ୍ଷଣରେ ଉଭୟ ଇନ୍ଦୋର ଓ ସୁରତ ଯୁଗ୍ମ ଭାବେ ପ୍ରଥମ ବିବେଚିତ ହୋଇଛନ୍ତି ।
ହସ୍ପିଟାଲରେ ୧୦ ଦିନର ଶିଶୁପୁତ୍ର ଓ ସ୍ତ୍ରୀକୁ ଛାଡ଼ି ପଳାଇଛି ସ୍ୱାମୀ। ମେଡିକାଲ ବେଡ୍ରେ ୧୦ ଦିନ ହେବ ସ୍ୱାମୀର ବାଟକୁ ଅନାଇ ବସିଛି ସ୍ତ୍ରୀ।
ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉପଲକ୍ଷେ ରାମଭକ୍ତିରେ ଗଦଗଦ ସାରା ଭାରତ । ରାତିରେ ବହୁଗୁଣ ବଢ଼ିଯାଉଛି ରାମ ମନ୍ଦିର ଗର୍ଭଗୃହ ସୌନ୍ଦର୍ଯ୍ୟ । ପଥରର ସୂକ୍ଷ୍ମ କାରିଗରୀକୁ ଅଧିକ ଆକର୍ଷଣୀୟ କରୁଛି ସୌମ୍ୟ-ଶୁଭ୍ର ଆଲୋକ ସଜ୍ଜା । ପବିତ୍ର ମୁହୂର୍ତ୍ତ ଯେତିକି ପାଖେଇ ଆସୁଛି, ସେତେ ଦିବ୍ୟ ହୋଇଉଠୁଛି ଅଯୋଧ୍ୟା...