• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

New Born Baby
ମୃତ୍ୟୁ ସହ ଲଢ଼ି ଜିତିଲା ବିଜୟିନୀ; ଆଜି ଡିସଚାର୍ଜ ହେଲା ଭିମସାରର ଅଲିଅଳି ଝିଅ

ଗତ ମାସେ ହେଲା ଭୀମସାରରେ ଚିକିତ୍ସାଧୀନ ରହିଥିଲା ବିଜୟିନୀ । ଗତ ମାସ ୧୨ରେ ଲାରିପାଲି ନିକଟରେ ବୋରୱେଲରୁ ଉଦ୍ଧାର ହୋଇଥିଲା ଏହି ଶିଶୁକନ୍ୟା ।

Mother Daughter Death
୬ ମାସର କଅଁଳା ଛୁଆକୁ କାଖରେ ଧରି ୧୬ ମହଲାରୁ ଡେଇଁପଡ଼ିଲା ମାଆ

ଏ କେମିତିକା ମାଆ..ନିଜ ଜୀବନକୁ ତ ଲୋଭ ନାହିଁ, ହେଲେ ୬ମାସର କୁନି ଝିଅର ଜୀବନ କଥା ତ ଟିକେ ଭାବିଥାନ୍ତା ।

Shivlings
ଅଯୋଧ୍ୟାରେ ନେପାଳୀ ବାବାଙ୍କ ମହାଯଜ୍ଞ; ସାମିଲ ହେବେ ୨୧ ହଜାର ପଣ୍ତିତ

ଜାନୁଆରୀ ୧୪ରୁ ୨୫ ଯାଏ ଏହି କାର୍ଯ୍ୟକ୍ରମ ଚାଲିବ । ଏଥିପାଇଁ ୧୦୦ଏକର ଜାଗାରେ କୁଡ଼ିଆ ବି ନିର୍ମିତ ହୋଇଛି ।

Lal Krishna Advani
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ଲାଲକୃଷ୍ଣ ଆଡଭାନୀ

ଗତକାଲି ବିଶ୍ୱ ହିନ୍ଦୁ ପରିଷଦର ଆନ୍ତର୍ଜାତିକ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ବାସଭବନକୁ ଯାଇ ନିମନ୍ତ୍ରଣ ପତ୍ର ଦେଇଥିଲେ ।

IND Vs AFG
ଭାରତ-ଆଫଗାନିସ୍ତାନ ପ୍ରଥମ ଟି-ଟ୍ୱେଣ୍ଟି; ଖେଳିବେନି କୋହଲି ଓ ରାସିଦ୍‌

ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଏହି ସିରିଜ ଖେଳିବ । ତେବେ ସିରିଜର ପ୍ରଥମ ମ୍ୟାଚ ଖେଳିବେନି ବିରାଟ କୋହଲି ।

Group Clash
ବଣଭୋଜିରୁ ଗଣ୍ଡଗୋଳ; ସାଙ୍ଗ ସାଙ୍ଗ ଭିତରେ ପିଟାପିଟି ସହ ଫୁଟିଲା ଗୁଳି

ଗୁଳିମାଡରେ ଜଣେ ଗୁରୁତର ହୋଇଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି ।

Fog
ଘୋଡ଼େଇ ରଖିଛି ଘନ କୁହୁଡ଼ି; ଗାଡ଼ି ଚଳାଚଳ ବାଧାପ୍ରାପ୍ତ..

ଗତକାଲି ରାଜଧାନୀ ଭୁବନେଶ୍ୱର ସମେତ କଟକ, କେନ୍ଦ୍ରାପଡା, ରାଉରକେଲା, ଅନୁଗୁଳ ଓ ଫୁଲବାଣୀରେ ଘନ କୁହୁଡି ଦେଖିବାକୁ ମିଳିଥିଲା ।

Farooq Abdullah
ଫାରୁକ୍ ଅବଦୁଲ୍ଲାଙ୍କୁ ଇଡିର ସମନ୍; ଟଙ୍କା ହେରଫେର୍‌ର ସାଙ୍ଘାତିକ ଅଭିଯୋଗ..

ଜମ୍ମୁ ଓ କାଶ୍ମୀର କ୍ରିକେଟ ଆସୋସିଏସନର ଟଙ୍କାକୁ ବେଆଇନ ଭାବେ କିଛି ବ୍ୟକ୍ତିଙ୍କ ଆକାଉଣ୍ଟରେ ଜମା କରାଯାଇଥିବା ଅଭିଯୋଗ ରହିଛି ।

Delivery Boy
ପିଠିରେ ସ୍ୱିଗି, କାନ୍ଧରେ ଜୋମାଟୋ; ପ୍ରକୃତରେ କାହା ପାଇଁ କାମ କରୁଛନ୍ତି ଏହି ଡେଲିଭରି ବୟ ?

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରେ ଦେଖିବାକୁ ମିଳିଛି ଯେ ଜଣେ ଫୁଡ୍‌ ଡେଲିଭରି ବୟ ଯିଏକି ଦୁଇଟି ଭିନ୍ନ କମ୍ପାନୀର ଲୋଗୋରେ ଖାଦ୍ୟ ଡେଲିଭରି କରୁଛନ୍ତି ।

Crime
ନୃଶଂସ ପ୍ରେମିକ !! ପ୍ରେମିକାକୁ ବୁଲିବାକୁ ଡାକି ନେଇ ଛୁରୀ ଭୁଷିଲା..

ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ଏହାକୁ ନେଇ ବିବାଦ ତେଜିବାରୁ ପୂର୍ବ ଯୋଜନା ମୁତାବକ ନିବେଦିତାଙ୍କୁ ଏକ ଛୁରୀରେ ୧୦ରୁ ଅଧିକ ଥର ଭୁଷିଥିବା ଅଭିଯୋଗ ହୋଇଛି ।

Children Deaths
ମଶା ମାରିବାକୁ ଧୂଆଁ କରିଥିଲେ; ସକାଳୁ ୫ ଚାଲିଗଲେ

ଗୋଟିଏ ଘରେ ମୋଟ ୭ ଜଣ ଶୋଇଥିଲେ । ରାତିରେ ଶୋଇବା ବେଳେ ଘରେ ମଶା ଧୂପ ଲଗାଇଥିଲେ । ହଠାତ ରାତିରେ ଅତ୍ୟଧିକ ଧୂଆଁ କାରଣରୁ ଶୋଇଥିବା ୫ ଶିଶୁଙ୍କ ନିଃଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ତା’ପରେ..

Cricketer Death
କ୍ରିକେଟ୍‌ ଫିଲ୍ଡରେ ଅଘଟଣ; ମୁଣ୍ତରେ ବଲ୍‌ ବାଜି ଟଳିପଡ଼ିଲେ କ୍ରିକେଟର..

ମୁମ୍ବାଇରେ କ୍ରିକେଟ ଖେଳ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । ମୃତକ ହେଲେ ୫୨ ବର୍ଷୀୟ ଜୟେଶ ସାୱାଲା ।

Urinated
ରାକ୍ଷସ ପାଲଟିଲା ପୋଲିସ; ବନ୍ଧୁକ ମୁନରେ ଡରାଇ ମୁହଁରେ ପରିସ୍ରା କଲା..

କାନପୁର ପୋଲିସର ଜଣେ ହେଡ୍‌ କନଷ୍ଟେବଳ ଓ ୧୨ ଜଣ ମିଶି MCA ପଢୁଥିବା ଜଣେ ୨୩ ବର୍ଷୀୟ ଛାତ୍ର ଆୟୁଷ ଦ୍ୱିବେଦୀଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି ।

Dillip Deadbody
ହାଇଟେକ୍ ଟ୍ରାଜେଡି; ଦିଲୀପଙ୍କ ଶବ ନେଲେ ପରିବାର ଲୋକେ

ମୃତକୁ ଜୀବିତ ଏବଂ ଜୀବିତକୁ ମୃତ ଦର୍ଶାଇ ଶବ ଅଦଳ ବଦଳ କରିବାରେ କାହାର ହାତ ରହିଛି ? ଏତେ ବଡ ଭୁଲ ପାଇଁ ଦାୟୀ କିଏ ?

Air Pollution In Odisha
ରାଜ୍ୟରେ ଅସହ୍ୟ ହେଲାଣି ବାୟୁ ପ୍ରଦୂଷଣ; ଦିଲ୍ଲୀକୁ ଟପିଲା ଅନୁଗୁଳ

ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ବା AQI ୩୪୩ ଥିବା ବେଳେ ଅନୁଗୁଳରେ ରହିଛି ୩୫୭ ।

Winter Mornings
ଏତେ କୁହୁଡ଼ି ଯେ, ମହାପ୍ରଭୁଙ୍କ ପତିତପାବନ ବାନା ବି ଦିଶୁନି..

ତେବେ ଆଗାମୀ ୩ ଦିନ ଯାଏଁ ପାଗରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ।

Ayodhya Ram Mandir
ଅନ୍ୟତମ ଆଶ୍ଚର୍ଯ୍ୟ ସାଜିବ ଅଯୋଧ୍ୟା ରାମମନ୍ଦିର

ପ୍ରତିବର୍ଷ ରାମ ନବମୀରେ ଦିବ୍ୟଦୃଶ୍ୟର ସାକ୍ଷୀ ହେବେ ରାମଭକ୍ତ । ଅଯୋଧ୍ୟା ରାମମନ୍ଦିରରେ ସତେକି ଘଟିବ ଅଲୌକିକ ଘଟଣା । ରାମଲାଲାଙ୍କ ଲଲାଟରେ ଆକାଶର ସୂର୍ଯ୍ୟ ଆଙ୍କିବେ ସୁଦୀପ୍ତ ତିଳକ ।

MVI
ଭିଜିଲାନସକୁ ଜଳକା କଲା ନୟାଗଡ଼ MVIଙ୍କ ଆୟ ବହିର୍ଭୂତ ସମ୍ପତ୍ତି

5T ଯୁଗରେ ରାଜ୍ୟ ସରକାରଙ୍କ ଜଣେ ସରକାରୀ ବାବୁଙ୍କ ସମ୍ପତ୍ତି ଠୁଳର କଳା କାହାଣୀ । ଯିଏ ଜଣେ MVI, କିନ୍ତୁ ଚାକିରୀ କାଳରେ ଏତେ ଧନ ସମ୍ପତ୍ତି ଗୋଟାଇ ବସିଲେ ଯେ, ଗଣି ଗଣି ହାଲିଆ ହୋଇଯାଇଛି ଭିଜିଲାନ୍ସ ।

Anti-Drug declaration
କ୍ୟାମ୍ପସ୍ ନିଶାଡ଼ିଙ୍କ ଉପରେ ଲାଗିବ କଟକଣା

କ୍ୟାଂପସ୍ ନିଶାଡ଼ିଙ୍କ ଉପରେ ଲାଗିବ କଟକଣା । ଛାତ୍ର ତ ଛାତ୍ର, ଅଧ୍ୟାପକ ବି ନିଶା ସେବନ କରିପାରିବେ ନାହିଁ । ହାତ କାଟି ଲେଖିଦେବେ ଯେ, କ୍ୟାଂପସକୁ କୌଣସି ନିଶା ସେବନ କରି ଆସିବେନି କି ନିଶା କାରବାରରେ ଲିପ୍ତ ରହିବେନି ।

Air Strip
ବିଜୁଳି ନାହିଁ କି ଏଟିସି ନାହିଁ, ତଥାପି ବିମାନ ବନ୍ଦର ଉଦଘାଟନ

ଖବର କାଗଜରେ ଫୁଲ୍ ପେଜ୍ ବିଜ୍ଞାପନ ଜରିଆରେ ପ୍ରଚାର ଚାଲିଥିବା ମାଲକାନଗିରି ବିମାନବନ୍ଦରକୁ ନେଇ ସଭିଁଙ୍କ ମନରେ କାହିଁକି ଏମିତି କିଛି ପ୍ରଶ୍ନ ଉଙ୍କି ମାରୁଛି । ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ଘାଟନ ପରେ ସତରେ କ’ଣ ଉପାନ୍ତ ମାଲକାନଗିରି ଆକାଶ ମାର୍ଗରେ ଯୋଡ଼ିହେଲା ? ଅର୍ଥାତ୍ ଏଣିକି ମାଲକାନଗିରିକୁ ଆକାଶ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।