• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Accident Updates

train accident
ଏଇ ଟ୍ରେନ୍‌ର ଦୃଶ୍ୟ ଦେଖିଲେ...ଡିଆସିଲ ଖୋଳ ପରି ମନେ ହେବ

ଦିଆସିଲି ଖୋଳ ଭଳି ଗୋଟିଏ ବଗି ଉପରେ ଚଢି ଯାଇଛି ଆଉ ଗୋଟିଏ ବଗି । ଦେଖନ୍ତୁ ଦୁର୍ଘଟଣା ସ୍ଥଳର ଭିଡିଓ

Odisha Train Mishap
କିଏ ଜାଣିଥିଲା ଏଭଳି ହୃଦୟ ବିଦାରକ ଦୁର୍ଘଟଣା ଘଟିବ ବୋଲି.....

ଏବେ ବି ଟ୍ରେନ୍‌ ଭିତରେ କାକୁଡି ପଡିଛି...ଟିଫିନ୍‌ ପଡିଛି...କିନ୍ତୁ କିଏ ଜାଣିଥିଲା ଏଭଳି ହୃଦୟ ବିଦାରକ ଦୁର୍ଘଟଣା ଘଟିବ ବୋଲି ।

  • Saturday, 03 June 2023
Train Mishap: PM Modi To Visit Odisha
ଛାତିଥରା ଟ୍ରେନ୍‌ ଦୁର୍ଘଟଣା: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଗତକାଲି ବାଲେଶ୍ୱର ଜିଲ୍ଲା ବାହନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ସ୍ଥିତିର ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଆସୁଛନ୍ତି।

Biggest Train Accidents In India
ଅତୀତରେ ଘଟିଥିବା ବଡ଼ ରେଳ ଦୁର୍ଘଟଣା: ଯେଉଁଠି ଲୌହ ଦାନବ ନେଇଛି ଅନେକ ଜୀବନ

ବାଲେଶ୍ୱର ଜିଲ୍ଲା ବାହନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି।  ଏହାପୂର୍ବରୁ ମଧ୍ୟ ଦେଶରେ ବଡ଼ ବଡ଼ ରେଳ ଦୁର୍ଘଟଣା ଘଟିଛି। ଏଥିରେ ଅନେକଙ୍କ ଜୀବନ ଚାଲି ଯାଇଥିବା ବେଳେ ଅନେକ ଆହତ ମଧ୍ୟ ହୋଇଥିଲେ।

  • Saturday, 03 June 2023
train accident
ଓଃ ! ଏ ଦୃଶ୍ୟ ଦେଖିବା ମୁସ୍କିଲ୍‌...ଯେଉଁଠି ଦେଖିବେ ସେଇଠି ଶବ

ମୃତ୍ୟୁ ଏମିତି ବି ଆସେ । ହୃଦୟ ବିଦାରକ ଦୃଶ୍ୟ । ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ନିଜ ପ୍ରିୟ ପରିଜନଙ୍କ ମୃତଦେହ ଖୋଜୁଛନ୍ତି । ଏ ଦୃଶ୍ୟକୁ ଯିଏ ବି ଦେଖିବ, ତାର ଆଖି ଲୁହରେ ଜକେଇ ଆସିବ।

Odisha Train Mishap
ଓଡ଼ିଶାରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା: ଅଘଟଣ ପରେ ଏହିସବୁ ଟ୍ରେନ୍‌ ବାତିଲ୍‌, ହେଲ୍‌ପ୍‌ ଲାଇନ୍‌ ନମ୍ବର ଜାରି...

ବାହାନାଗା ଦୁର୍ଘଟଣା ପରେ ଏହି ରୁଟ୍‌ରେ ଯାଉଥିବା ବହୁ ଟ୍ରେନ୍‌କୁ ବାତିଲ୍‌ କରାଯାଇଥିବା ବେଳେ ଅନେକ ଟ୍ରେନ ଗୁଡ଼ିକର ଚଳାଚଳ ପ୍ରଭାବିତ ହୋଇଛି। 

  • Saturday, 03 June 2023
Train Tragedy
ଟ୍ରେନ ଦୁର୍ଘଟଣାର ହୃଦୟ ବିଦାରକ ଦୃଶ୍ୟ: ବଗି ଛିନଛତ୍ର, ୧୨ ଘଣ୍ଟା ପରେ ବି ଚାଲିଛି ଉଦ୍ଧାର କାର୍ଯ୍ୟ

ଟ୍ରେନ ଦୁର୍ଘଟଣାର ହୃଦୟ ବିଦାରକ ଦୃଶ୍ୟ: ଦୁଇ ଏକ୍ସପ୍ରେସ ଟ୍ରେନ କରମଣ୍ଡଳ ଓ ବେଙ୍ଗାଳୁର- ହାୱଡ଼ା ଲାଇନଚ୍ୟୁତ ହୋଇ ମାଲଗାଡ଼ିକୁ ଧକ୍କା ଦେବାରୁ ବର୍ତ୍ତମାନ ସୁଦ୍ଧା ୨୩୩ ଯାତ୍ରୀଙ୍କ ମୃତ୍ୟୁ, ୯ଶହରୁ ଅଧିକ ଯାତ୍ରୀ ଆହତ

Train Tragedy
ଗୋଟିଏ ବଗି ଉପରେ ଚଢିଛି ଆଉ ଗୋଟିଏ ବଗି

ଓଃ ! ଏ ଦୃଶ୍ୟ ଦେଖିବା ମୁସ୍କିଲ୍‌...ଗୋଟିଏ ବଗି ଉପରେ ଚଢିଛି ଆଉ ଗୋଟିଏ ବଗି...

Train Acciednt
Train Accident: ଶବ ପକେଟ୍‌ରେ ବାଜିଲା ଫୋନ୍‌, ଲୋକ ରିସିଭ୍‌ କରି କହିଲେ ସେ ଆଉ ନାହାନ୍ତି...

ଏକଥା ଶୁଣି, ଫୋନ୍‌ ଆରପାଖରେ ଥିବା ଲୋକଟି ଥଥ ମମ ହୋଇପଡ଼ୁଥାଏ । ଆଉ ପଚାରୁଥାଏ ଆପଣ କିଏ କହୁଛନ୍ତି ? କେଉଁଠୁ କହୁଛନ୍ତି ? କେଉଁଠି ଦୁର୍ଘଟଣା ଘଟିଛି ? ଆଉ ଶେଷରେ କହିଲେ, ଯାହାକୁ ଫୋନ୍‌ କରିଛି ତାଙ୍କ ନାଁ ମୁନିସି..

man looses brother in odisha Train Tragedy
ରେଳ ଦୁର୍ଘଟଣାରେ ଭିଣୋଇ ସିନା ବଞ୍ଚିଗଲେ କିନ୍ତୁ ଭାଇ ଚାଲିଗଲେ

ଜଣେ ବ୍ୟକ୍ତି ତାଙ୍କ ପରିବାରର ୨ ଲୋକଙ୍କୁ ଖୋଜି ସୋର ମେଡ଼ିକାଲରେ ପହଞ୍ଚିଛନ୍ତି। ଆଉ ତା ପରେ... 

Train Accident
‘ସବୁକିଛି ମୋ ଆଖି ସାମ୍ନାରେ ଘଟିଗଲା, ଦୁର୍ଘଟଣା ପୂର୍ବରୁ ଆସିଥିଲା ଡବଲ ରିଙ୍ଗ୍‌ ସିଗ୍ନାଲ...’

ମୁଁ ପ୍ରାୟ ସେହି ଲେବୁଲ କ୍ରସିଂ ପାଖରେ ବସେ । ପବନ ଖାଇବାକୁ ସେଠି ବସେ । କାଲି ବି ବସିଥିଲି । ସମ୍ପୂର୍ଣ୍ଣ ଘଟଣା ମୋ ଆଖି ସାମ୍ନାରେ ଘଟିଛି ।

Odisha Train Tragedy
ଟ୍ରେନ୍‌ ବଗି ପଲଟିବା ବେଳେ ଡାକିଲି 'ପ୍ରଭୁ ଆମକୁ ବଞ୍ଚାଇଦିଅ... ଆମକୁ ବଞ୍ଚାଇଦିଅ'

ଯିଏ ବର୍ତ୍ତିଯାଇଛନ୍ତି, ସେମାନେ ବଖାଣିଛନ୍ତି ଦୁର୍ଘଟଣାର ଭୟଙ୍କର କାହାଣୀ।

  • Saturday, 03 June 2023
Odisha Train Tragedy
ଭୟଙ୍କର ଦୁର୍ଘଟଣା ପରେ ଏକାଧିକ ଟ୍ରେନ୍‌ ବାତିଲ, ଜାରି ହେଲା ହେଲ୍ପଲାଇନ୍‌ ନମ୍ବର

ପ୍ରଥମେ ମାଲଗାଡ଼ିକୁ ଧକ୍କା ଦେଇ ଓଲଟିଥିଲା କରମଣ୍ଡଳ । ପରେ କିଛି ସମୟ ପରେ ସେହିବାଟେ ଆସୁଥିବା ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା । 

  • Saturday, 03 June 2023
Odisha CM has ordered state mourning for a day
ଭୟଙ୍କର ଟ୍ରେନ ଦୁର୍ଘଟଣା: ରାଜ୍ୟରେ ଦିନିକିଆ ଶୋକ ପାଳନ

କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗାଲୁରୁ-ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

  • Saturday, 03 June 2023
Train Accident
ଟ୍ରେନ୍‌ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୨୦୦ ଟପିଲା

ଟ୍ରେନ୍‌ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୨୦୦ ଟପିଲା। ୨୦୭ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କହିଲେ ମୁଖ୍ୟ ସଚିବ

Balasore Train Accident
Train Accident: ଏଇତ ମଣିଷ ପଣିଆ; ଗୁରୁତରଙ୍କୁ ରକ୍ତଦାନ ପାଇଁ ମେଡିକାଲରେ ହଜାର ହଜାର ଯୁବକଙ୍କ ଭିଡ଼...

ସ୍ଥାନୀୟ ହସ୍ପିଟାଲରେ ଆଉ ଯାଗା ନଥିବା ବେଳେ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ଗୁରୁତରଙ୍କୁ ଭର୍ତ୍ତି କରାଯାଇଛି ।

Train Accident In Balasore
Train Accident: ଅତି ହୃଦୟ ବିଦାରକ ! ଦୁଇ ନୁହେଁ ୩ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ, ଯୁଆଡ଼େ ଦେଖିବ ଖାଲି ଶବ

ଆହୁରି ଅନେକ ଅଛନ୍ତି ଯେଉଁମାନେ ଏବେ ବି ବଗି ତଳେ ଚାପି ହୋଇ ରହିଥିବା ପରିବାର ଲୋକଙ୍କୁ ଖୋଜୁଛନ୍ତି ।

  • Saturday, 03 June 2023
on same fateful Friday coromandel express met with an accident in 2009
ମନେପକାଇ ଦେଲା ୨୦୦୯ର ଟ୍ରେନ୍‌ ଦୁର୍ଘଟଣା: ସେଦିନ ବି ଥିଲା ଶୁକ୍ରବାର, ସେଇ କରମଣ୍ଡଳ

ସଂଯୋଗର ବିଷୟ, ସେଦିନ ଥିଲା ଶୁକ୍ରବାର, ଆଜି ବି ସେହି ଶୁକ୍ରବାର

  • Saturday, 03 June 2023
Train mishap in Balasore
ଗୁରୁତର ହୋଇ ବସ୍‌ରେ ଆସିଲେ, ଶବ ହୋଇ ଟ୍ରାକ୍ଟରରେ ଗଲେ

ଇତିମଧ୍ୟରେ ରେଳ ଦୁର୍ଘଟଣା ସ୍ଥଳରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି।

  • Saturday, 03 June 2023
Rs 10 Lakh in case of death,
ଟ୍ରେନ୍‌ ଟ୍ରାଜେଡି; ମୃତକଙ୍କ ପରିବାରକୁ ୧୦ ଲକ୍ଷର ସହାୟତା ଘୋଷଣା

ଗୁରୁତର ଆହତଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ରାଶି ଘୋଷଣା କରାଯାଇଛି । ଏହାଛଡ଼ା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳକୁ ଯାଉଥିବା କହିଛନ୍ତି ।

2 express trains derail in Balasore
ଭୟଙ୍କର ଦୁର୍ଘଟଣା: ଚାରିଆଡେ କାନ୍ଦ ବୋବାଳି, ଯୁଆଡେ ଦେଖିବ ରକ୍ତର ଛିଟା

ବାଲେଶ୍ୱର ବାହାନଗା ନିକଟରେ ଦୁଇ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ। କରମଣ୍ଡଳ ଏକ୍ସପ୍ରେସ-ବେଙ୍ଗଲୁରୁ ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ। ପରେ ସେହିବାଟେ ଆସୁଥିବା ବେଙ୍ଗଲୁରୁ ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା ।

2 express trains derail in Balasore
SRC କଣ୍ଟ୍ରୋଲ ରୁମ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ସକାଳେ ଦୁର୍ଘଟଣା ସ୍ଥଳ ଯିବେ ମୁଖ୍ୟମନ୍ତ୍ରୀ। କାଲି ଯିବା ନେଇ ନବୀନ ସୂଚନା ଦେଇଛନ୍ତି।

2 express trains derail in Balasore
ଦୁଇ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ: ୫୦ ଜଣଙ୍କ ମୃତ୍ୟୁ, ୩୫୦ରୁ ଅଧିକ ଗୁରୁତର

ଦୁଇ ଯାତ୍ରୀବାହୀ ଟ୍ରେନ୍‌ ଦୁର୍ଘଟଣାରେ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫୦ରୁ ଅଧିକ ଗୁରୁତର ହୋଇଛନ୍ତି। ଅନ୍ୟପଟେ ଏବେ ବି ଅନେକ ଯାତ୍ରୀ ଟ୍ରେନ୍ ତଳେ ଚାପି ହୋଇ ରହିଛନ୍ତି, ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତ ଯାତ୍ରୀଙ୍କ ଚିତ୍କାରରେ ଫାଟି ପଡୁଛି ପରିବେଶ।

  • Friday, 02 June 2023
Coromandel Express Mishap
ଏତେ ଭୟଙ୍କର ଦୁର୍ଘଟଣା ! କ୍ଷଣିକରେ ସବୁକିଛି ଛାରଖାର

ବାଲେଶ୍ୱର ବାହାନଗା ନିକଟରେ ଦୁଇ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ । କରମଣ୍ଡଳ ଏକ୍ସପ୍ରେସ - ବେଙ୍ଗଲୁରୁ ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ । ପରେ ସେହିବାଟେ ଆସୁଥିବା ବେଙ୍ଗଲୁରୁ ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା । ଦୁଇ ଟ୍ରେନ୍ ଧକ୍କା ନେଇ ଖଡ଼ଗପୁର DRM ସୂଚନା ଦେଇଛନ୍ତି ।

  • Friday, 02 June 2023
Coromandel Express Mishap
ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା: ଯୁଆଡେ ଦେଖିବ ରକ୍ତର ଛିଟା

ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା । ଓଲଟିପଡ଼ିଲା କରମଣ୍ଡଳର ଏକାଧିକ ବଗି । ଅନେକ ଲୋକ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ସ୍ଥିତ ବାହାନଗା ଷ୍ଟେସନ୍ ନିକଟରେ । ଏହି ଏକ୍ସପ୍ରେସ୍‌ ଟ୍ରେନ୍‌ଟି କରମଣ୍ଡଳ ଏକ୍ସପ୍ରେସ ବୋଲି ସୂଚନା ରହିଛି । ଏକ୍ସପ୍ରେସ୍‌ ଟ୍ରେନ୍‌ଟି ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିବା ଜଣାପଡ଼ିଛି । କରମଣ୍ଡଳର ୩ରୁ ଅଧିକ ବଗି ଓଲଟି ପଡ଼ିଛି ।

  • Friday, 02 June 2023