• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weather Updates

Cyclone Jawad,Weaken
କେତେ ଭୟଙ୍କର ହେବ ବାତ୍ୟା?

କେତେ ଭୟଙ୍କର ହେବ ବାତ୍ୟା? ସମୁଦ୍ରରେ କେତେ ଶକ୍ତି ଗୋଟାଇଛି ବାତ୍ୟା...ଦେଖନ୍ତୁ ଏହି ରିପୋର୍ଟ

cyclone
ବାତ୍ୟା ଜଓ୍ୱାଦ ! ଯେଉଁ ସମୁଦ୍ରରେ ହୋଇଥିଲା ବଳବାନ୍, ସେଇ ସମୁଦ୍ରରେ ହୋଇଗଲା ବଳହୀନ

ସମୁଦ୍ରରେ ଶକ୍ତିହୀନ ହେଉଛି ବାତ୍ୟା ଜଓ୍ୱାଦ । ଆସନ୍ତାକାଲି ପୁରୀ ନିକଟତର ହେବା ସମ୍ଭାବନା ।

Chilika
କେମିତି ଆସିଲେ ଏତେ ମାଛ ? କେହି ଆସୁ ନାହାନ୍ତି କି ନେଉ ନାହାନ୍ତି !

ରାଜ୍ୟରେ ଏବେ ବାତ୍ୟା ପରିସ୍ଥିତି । ରାଜ୍ୟ ପାଇଁ ବିଶେଷ ବିପଦ ନଥିଲେ ମଧ୍ୟ ପାଗ କୋହଲା ରହିଛି, ବର୍ଷା ମଧ୍ୟ ଜାରି ରହିଛି । ଏମିତି ପରିସ୍ଥିତିରେ ସମୂଦ୍ର କଳିଆ ଅଞ୍ଚଳ ବିପଦପୂର୍ଣ୍ଣ ବୋଲି କୁହଯାଇଛି । ତେଣୁ ମାଛ ବିକ୍ରି ହୋଇପାରିନି ।

Cyclone Jawad
କାଲି ସନ୍ଧ୍ୟା ବେଳକୁ ଓଡ଼ିଶାରୁ ବାତ୍ୟାର ପ୍ରଭାବ ହଟିଯିବା ସମ୍ଭାବନା: SRC

ଆସନ୍ତା କାଲି ସନ୍ଧ୍ୟା ବେଳକୁ ଓଡ଼ିଶାରୁ ବାତ୍ୟାର ପ୍ରଭାବ ହଟିଯିବା ସମ୍ଭାବନା ରହିଛି। ପୁରୀରେ ପହଞ୍ଚିଲା ବେଳକୁ ବାତ୍ୟାର ତୀବ୍ରତା କମିବା ନେଇ ଆକଳନ କରାଯାଇଛି। ପୁରୀ ଛୁଇଁଲା ବେଳକୁ ପବନ ବେଗ ୬୦/୭୦ କି.ମି. ରହିପାରେ।

Cyclone Jawad|LIVE Updates From Cuttack | Odisha
କଟକ ପ୍ରଶାସନ ବାତ୍ୟା ସମ୍ମୁଖୀନ ପାଇଁ ପୂରା ପ୍ରସ୍ତୁତ

କଟକରେ କେମିତି ରହିଛି ବାତ୍ୟାର ସ୍ଥିତି ଦେଖନ୍ତୁ ଭିଡିଓ...।

Cyclone | Jawad LIVE Updates From Puri District
ସମୁଦ୍ର ବେଳାଭୂମିରେ ପର୍ଯ୍ୟଟକ ଭିଡ

ପୁରୀ ବେଳାଭୂମିରେ ଜମିଛି ପର୍ଯ୍ୟଟକ ଭିଡ । ସମ୍ଭାଵ୍ୟ ବାତ୍ୟା ଟଳିବା ଆଶଙ୍କା ପରେ ଏ ଚିତ୍ର ଦେଖିବାକୁ ମିଳିଛି ।

Cyclone Jawad
ଆଜି ରାତିରେ ଗଭୀର ଅବପାତ ! ୩ ଜିଲ୍ଲାରେ ପ୍ରବଳ ବର୍ଷିବ !

ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ୍‌’ ! ଆଜି ରାତିରେ ଏହା ଗଭୀର ଅବପାତ ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ମଧ୍ୟାହ୍ନରେ ଗଭୀର ଅବପାତ ହୋଇ ପୁରୀରେ ପହଞ୍ଚିବ।

Cyclone Jawad |LIVE Updates From Paradip
ପାରଦ୍ୱୀପ ବନ୍ଦରକୁ ପ୍ରବେଶ ନିଷେଧ

ପାରଦ୍ୱୀପର ସମୁଦ୍ରରେ ଉଠୁଛି ବଡ ବଡ ଜୁଆର । ପ୍ରସ୍ତୁତ ଅଛି ପ୍ରଶାସନ

Cyclone Jawad  || Sea Turns Rough At Paradip
ବାତ୍ୟା ପୂର୍ବରୁ ଅଶାନ୍ତ ସମୁଦ୍ର!

ପାରାଦୀପରେ କେମିତି ରହିଛି ସ୍ଥିତି ? ଦେଖନ୍ତୁ.. …

Cyclone Jawad || Rains Cause Damage To Crops In Kendrapara
ପବନ ବହିଲେ ଚାଷୀଙ୍କର ବର୍ଷକର ଆହାର ବୁଡିଯିବ

ପବନର ବେଗ କମିଛି କିନ୍ତୁ ଝିପି ଝିପି ବର୍ଷା ହେଉଛି । ତେବେ ଏହି ବର୍ଷାରେ ଚାଷ ଜମିର ଅବସ୍ଥା କଣ ରହିଛି ଦେଖନ୍ତୁ ...

Cyclone Jawad  (BAR)  Latest Weather Updates From Kendrapara
ମହାକାଳପଡାରେ ପ୍ରବଳ ଛେଚୁଛି

ବାତ୍ୟା ଜୱାଦ ପ୍ରଭାବରେ ଗତକାଲି ରାତିରୁ କେନ୍ଦ୍ରାପଡାରେ ଝିପିଝିପି ବର୍ଷା ହେଉଛି । ମହାକାଳପଡାରେ ସର୍ବାଧିକ ୨୫ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏ ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି ଆମ କେନ୍ଦ୍ରାପଡା ପ୍ରତିନିଧି ମନୋଜ କୁମାର ସ୍ୱାଇଁ ।

Breaking  || CycloneJawad Likely To Weaken By The Time It Reaches Puri Coast
ପୁରୀ ଛୁଇଁବା ପୂର୍ବରୁ ଦୁର୍ବଳ ହେବ ଜୱାଦ

ବାତ୍ୟା ଜଓ୍ୱାଦକୁ ନେଇ ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି । ଦୁର୍ବଳ ହୋଇପାରେ ଜଓ୍ୱାଦ । ପୁରୀ ଉପକୂଳ ଛୁଇଁବା ବେଳକୁ ଦୁର୍ବଳ ହେବ ନେଇ ସୂଚନା ଦେଇଛନ୍ତି IMD ।

\'Jawad\' Likely To Weaken By The Time It Reaches Puri Coast
ଦୁର୍ବଳ ହେବ ବାତ୍ୟା ଜଓ୍ୱାଦ୍ !

ବଡ଼ ଖବର : ଧୀରେ ଧୀରେ ଶକ୍ତି ହରାଉଛି ବାତ୍ୟା ଜଓ୍ୱାଦ୍..

Cyclone Jawad
ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ୍‌’ !

ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ୍‌’ ! ଆସନ୍ତାକାଲି ପୁରୀ ଛୁଇଁବା ବେଳକୁ ବାତ୍ୟା ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି।

Cyclone Jawad | Rainfall Lash Puri; Wind Speed Picks Up
ଆଶା ଆଶଙ୍କାରେ ପୁରୀବାସୀ

ଆଶା ଆଶଙ୍କାରେ ରହିଛନ୍ତି ପୁରୀବାସୀ । ଧୀରଧୀରେ ବଢୁଛି ବାତ୍ୟାର ପ୍ରଭାବ । ପବନ ବହିବା ସହ ଝିପି ଝିପି ବର୍ଷା ହେଉଛି । ଏନେଇ ଅଧିକ ସୂଚାନ ଦେଉଛନ୍ତି ପୁରୀର ଚିଫ୍ ରିପୋର୍ଟର ମଧୁସୂଦନ ଦାସ ।

Cyclone Jawad |LIVE Updates From Berhampur  | Ganjam
ପୁରା ପ୍ରସ୍ତୁତ ଅଛି ପ୍ରଶାସନ

ବ୍ରହ୍ମପୁରରେ ବାତ୍ୟା ଜୱାଦର ପ୍ରଭାବ ନେଇ କଣ ରହିଛି ସେଠାରେ ସ୍ଥିତି ସେ ବିଷୟରେ ବ୍ରହ୍ମପୁରରୁ ଅଧିକ ସୂଚନା ଦେଉଛନ୍ତି ଚିଫ୍ ରିପୋର୍ଟର ଅଶୋକ ବ୍ରହ୍ମା

Heavy Rainfall Alert
ପାଖେଇ ଆସୁଛି ବାତ୍ୟା: ପ୍ରବଳ ବର୍ଷା ସାଙ୍ଗକୁ ସର୍ବାଧିକ ୯୫ କି.ମି. ବେଗରେ ବହିପାରେ ପବନ

ବାତ୍ୟା ‘ଜୱାଦ୍‌’ ଦିଗ ପରିବର୍ତ୍ତନ କରିବା ପରେ ବର୍ଷା ଓ ପବନ ଧୀରେ ଧୀରେ ବଢ଼ିବ। ସର୍ବାଧିକ ୯୫ କି.ମି. ବେଗରେ ପବନ ବହିବା ସମ୍ଭାବନା ରହିଛି।

PURI CYCLONE DFRD
ରାଜ୍ୟରରେ ବର୍ଷୁଛି ଝିପି ଝିପି ବର୍ଷା

ବାତ୍ୟା ଜଓ୍ୱାଦ ପ୍ରଭାବରେ ଗତକାଲି ରାତିରୁ ଲାଗି ରହିଛି ବର୍ଷା। ରାଜ୍ୟର ବିଭିନ୍ନ ଅଞ୍ଚଳରେ ଝିପି ଝିପି ବର୍ଷା ସହ କୋହଲା ପାଗ ଲାଗି ରହିଛି।

Cyclone Jawad Lay 360 KM South-Southwest Of Puri :HR Biswas
ଗୋପାଳପୁରଠାରୁ ୩୬୦କିମି ଦୂରରେ ରହିଛି ବାତ୍ୟା

ଘଣ୍ଟା ପ୍ରତି ୬ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ଗୋପାଳପୁରଠାରୁ ଦକ୍ଷିଣରେ ୩୬୦ ଦୂରରେ ରହିଛି ଜୱାଦ ।

Train Cancelled Due To Cyclone
ସ୍ଥଳଭାଗ ମୁହାଁ ବାତ୍ୟା, ବାତିଲ୍‌ ହେଲା ୯୫ରୁ ଅଧିକ ଟ୍ରେନ୍

ବାତ୍ୟା ପାଇଁ ୯୫ରୁ ଅଧିକ ଟ୍ରେନ୍ ବାତିଲ୍‌ କରାଯାଇଛି। ଏହା ବ୍ୟତୀତ ଜୀବନ ଯେପରି ହାନୀ ହେବନି ସେ ଦିଗରେ ଧ୍ୟାନ ରଖାଯାଇଛି।

CycloneJawad  May Landfall  in Puri Tomorrow Afternoon
'ବଳ ଗୋଟାଇ ସ୍ଥଳଭାଗ ମୁହାଁ ବାତ୍ୟା'

ବଙ୍ଗୋପସାଗରରୁ ବଳ ଗୋଟାଇ ସ୍ଥଳଭାଗ ମୁହାଁ ବାତ୍ୟା ଜଓ୍ୱାଦ । ରବିବାର ମଧ୍ୟାହ୍ନରେ ପୁରୀ ଉପକୂଳ ଛୁଇଁବା ନେଇ ଆଏମଡିଏର ସୂଚନା

Cyclone Jawad
୬ କି.ମି. ବେଗରେ ମାଡ଼ି ଆସୁଛି ବାତ୍ୟା, କାଲି ମଧ୍ୟାହ୍ନରେ ପୁରୀ ଛୁଇଁବ !

ଆସନ୍ତାକାଲି ମଧ୍ୟାହ୍ନରେ ବାତ୍ୟା ‘ଜୱାଦ୍‌’ ପୁରୀ ଉପକୂଳ ଛୁଇଁବା ସମ୍ଭାବନା ରହିଛି।  ବାତ୍ୟା ‘ଜୱାଦ୍‌’ ଏବେ ଗୋପାଳପୁରଠୁ ୩୬୦ କି.ମି. ଦୂରରେ ଥିବାବେଳେ ବିଶାଖାପାଟଣା ଠାରୁ ୨୫୦ କି.ମି. ଦୂରରେ ରହିଛି। 

Cyclone Jawad
ଘଣ୍ଟାକୁ ୧୦୦ କିମି ବେଗରେ ପବନ ସହ ପୁରୀ ଉପକୂଳ ଛୁଇଁବ ବାତ୍ୟା ଜଓ୍ବାଦ୍

ରବିବାର ମଧ୍ୟାହ୍ନରେ ପୁରୀ ଉପକୂଳ ଛୁଇଁବ ବାତ୍ୟା ଜଓ୍ବାଦ୍ । IMD ଡିଜିଙ୍କ ସୂଚନା, ଓଡ଼ିଶା ଉପକୂଳ ଦେଇ ଯାଇପାରେ ପଶ୍ଚିମବଙ୍ଗ । ଘଣ୍ଟାକୁ ୧୦୦ କିମି ବେଗରେ ପବନ, ଉଠିପାରେ ୫ ମିଟର ଉଚ୍ଚ ଜୁଆର। ଆଜିଠୁ ୫ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି

Cyclone Jawad
ରବିବାର ମଧ୍ୟାହ୍ନରେ ପୁରୀ ଉପକୂଳ ଛୁଇଁବ ବାତ୍ୟା

ମଧ୍ୟରାତ୍ରୀ ପରଠୁ ଘଣ୍ଟା ପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବ ଏବଂ କ୍ରମଶଃ ବଢ଼ି ୮୦ରୁ ୯୦, ଏମିତିକି ରବିବାର ୧୦୦ କିଲୋମିଟରକୁ ଛୁଇଁପାରେ।

cyclone
ଗୋପାଳପୁରରୁ ୪୭୦ କିମି, ପାରାଦୀପରୁ ୫୮୦ କିମି ଦୂରରେ ବାତ୍ୟା 

ପାଖେଇ ଆସୁଛି ବାତ୍ୟା । ବର୍ତ୍ତମାନ ଗୋପାଳପୁରରୁ ୪୭୦ କିମି, ପାରାଦୀପରୁ ୫୮୦ କିମି ଦୂରରେ ବାତ୍ୟା