୨ ଦିନ ହେଲାଣି ଭିଜୁଛି ସାରା ଓଡ଼ିଶା । କେଉଁଠି ଧାନ ଭାସିଲା ତ ଆଉ କେଉଁଠି ରାସ୍ତା ଉପରେ ଚାଲିଲା ପାଣି । ଘରୁ ବାହରକୁ ଆସିଲେ ନାହିଁ ଲୋକେ ।
Published: Satyendu Shekher Mishra
Last updated: 05 December 2021, 09:59 PM IST
ଗରମରୁ ମିଳିଲା ଆଶ୍ୱସ୍ତି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ୪ ଦିନ ଯାଏଁ ବର୍ଷା ହେବ । କିଛି ସ୍ଥାନରେ କୁଆପଥର ସହ ଘଡଘଡି ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।