ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ, ଅନୁଗୁଳ, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ମାଲକାନଗିରି ଓ କୋରାପୁଟରେ ଘନ କୁହୁଡି ସମ୍ଭାବନା ।
ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି । ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ସବୁଠି ଥଣ୍ଡା । ଗତକାଲି ସୁନ୍ଦରଗଡ଼ ସବୁଠାରୁ ଥଣ୍ଡା ସହର ହୋଇଥିବା ବେଳେ ଫୁଲବାଣୀ, ଦାରିଙ୍ଗିବାଡ଼, ଟିଟିଲାଗଡ଼ ଏବଂ ବୌଦ୍ଧରେ ସର୍ବନିମ୍ନ ପାରଦ ରେକର୍ଡ କରାଯାଇଛି ।
ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି । ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ସବୁଠି ଥଣ୍ଡା ହିଁ ଥଣ୍ଡା । ଆଜି ବି ରାଜ୍ୟରେ ଜାରି ରହିବ ଶୀତ ଲହରି । ୧୦ ଡିଗ୍ରୀ ତଳେ ରହିଛି ୧୧ଟି ସ୍ଥାନର ରାତି ତାପମାତ୍ରା ।
ଗତକାଲି ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଥିଲା। ଏହା ପୂର୍ବରୁ ଭୁବନେଶ୍ୱରରେ ୨୦୧୮ରେ ସର୍ବକାଳୀନ ସର୍ବନିମ୍ନ ୮.୨ ଡିଗ୍ରୀ ରେକର୍ଡ ହୋଇଥିଲା।
ବଲାଙ୍ଗିରରୁ ବାଲେଶ୍ୱର । ବାରିପଦାରୁ ବ୍ରହ୍ମପୁର । ରାଉରକେଲା, କଟକ, ଆଉ ରାଜଧାନୀ ଭୁବନେଶ୍ୱର । ଶୀତୁଆ ରାତିରେ ସବୁଠି ପ୍ରାୟ ଏକା ଦୃଶ୍ୟ, ଏକା ଦୁର୍ଦ୍ଦଶା ।
ଫୁଲବାଣୀରେ ଚଳିତ ସିଜିନର ସର୍ବନିମ୍ନ ତାପମାତ୍ରା ୩.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଦାରିଙ୍ଗବାଡିରେ ତାପମାତ୍ରା ୪.୫ ଡିଗ୍ରୀ ରହିଛି । ସମ୍ଭାବ୍ୟ ଶୀତ ପ୍ରବାହକୁ ଦୃଷ୍ଟିରେ ରଖି ଆଜିଠୁ ୨୪ ତାରିଖ ସକାଳ ଯାଏଁ ପ୍ରାୟ ୧୯ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।
ପ୍ରବଳ ଥଣ୍ଡାରେ ଥରୁଛି ସାରା ରାଜ୍ୟ । ଆଜି ୧୯ ଜିଲ୍ଲାକୁ ଥରାଇବ ଶୀତ ।
ଖଣି ଅଞ୍ଚଳ ପକ୍କା ଘର ଯୋଜନା ହିତାଧିକାରୀଙ୍କୁ ବି ଏହି ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ରୀୟ ଯୋଜନାରେ ଘର ପାଇବାରୁ ବଞ୍ଚିତ ଲୋକଙ୍କୁ ଏହି ସହାୟତା ମିଳିବ ।
ରାଜ୍ୟରେ ପ୍ରବଳ ଶୀତ ଲହରୀ ନେଇ ସତର୍କ କରାଇଛନ୍ତି ରାଜ୍ୟ ସରକାର। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର।
ଶୀତ ବଢୁଥିବାରୁ ଚାରି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଁ। ରାତି ଆସିଲେ ଆସୁଛି କୋହଲା ପବନ ଲହରୀ । ପ୍ରବଳ ଶୀତକକରରେ ଥରୁଛି ପୂରା ଓଡିଶା।
ଦାରିଙ୍ଗବାଡ଼ିରେ ପ୍ରବଳ ଜାଡ଼ ଅନୁଭୂତ ହେବା ସହ ତୁଷାରପାତ ହୋଇଛି । ପ୍ରବଳ ଥଣ୍ଡାର ପ୍ରକୋପ ଯୋଗୁ ଲୋକେ ଘରୁ ମଧ୍ୟ ବାହାରିବା ମଧ୍ୟ ମୁସ୍କିଲ ହେଇଛି ।
ଶୀତରେ ଥରୁଛି ସାରା ଓଡ଼ିଶା ଉପକୂଳରୁ ଆଭ୍ୟନ୍ତର ସବୁଠି ଥରାଉଛି କୋହଲା ପବନ । ଆଗାମୀ ଦୁଇରୁ ତିନି ଯାଏଁ ରାଜ୍ୟରେ କିଛି ଜିଲ୍ଲାରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ୪ରୁ ୬ ଡିଗ୍ରୀ ତଳେ ରହିବାର ସମ୍ଭାବନା ରହିଛି ।
ପ୍ରବଳ ଜାଡରେ ଥରୁଛି ପୁୁରା ଓଡିଶା। ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା।
ପାରଦ ତଳମୁହାଁ ହେବା ପରେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପ୍ରବଳ ଜାଡ଼ ଅନୁଭୂତ ହେବା ସହ ତୁଷାରପାତ ହୋଇଛି । ପ୍ରବଳ ଥଣ୍ଡାର ପ୍ରକୋପ ଯୋଗୁ ଲୋକେ ଘରୁ ମଧ୍ୟ ବାହାରିବା ମଧ୍ୟ ମୁସ୍କିଲ ହେଇଗଲାଣି।
ଦାରିଙ୍ଗବାଡିରେ ରାଜ୍ୟର ସବୁଠାରୁ ଅଧିକ ଶୀତ। ଚାରି ଜିଲ୍ଲାକୁ ଅରେଞ୍ଜୱାର୍ଣ୍ଣିଂ।
ହିମାଚଳ ପ୍ରଦେଶରେ ଶୀତ ବଢ଼ିବାରେ ଲାଗିଛି । ଅନେକ ସ୍ଥାନରେ ତାପମାତ୍ରା ଶୂନ୍ୟ ଡିଗ୍ରୀ ତଳେ ରହିଛି । ଶୀତ ଲହରୀ ରହିବା ଯୋଗୁଁ, ପାଣି ଝରଗୁଡ଼ିକ ବରଫରେ ପରିଣତ ହେଲାଣି ।
ରାଜ୍ୟରେ ଶୀତ ଲହରି ଆହୁରି ବଢ଼ିବ । ଶୀତ ଲହରୀ ବଢ଼ିବା ନେଇ ସତର୍କ କଲା ପାଣିପାଗ ବିଭାଗ। ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ଆସୁଥିବାରୁ ରାଜ୍ୟରେ ଶୀତ ବଢ଼ିବ ବୋଲି କୁହାଯାଉଛି। ୨/୩ ଦିନ ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ୪ରୁ ୬ ଡିଗ୍ରୀ ତାପମାତ୍ରା କମିବ ।
ରାଜ୍ୟରେ ଶୀତ ଲହରି ଆହୁରି ବଢ଼ିବ, ଶୀତ ଲହରି ବଢ଼ିବା ନେଇ ସତର୍କ କଲା ପାଣିପାଗ ବିଭାଗ
ପାହାଡ଼ରେ ତୁଷାରପାତ ହେତୁ ଉତ୍ତର ଭାରତର ଅନେକ ସହରରେ ଶୀତଳ ପ୍ରକୋପ। ଏହି କାରଣରୁ ଦିଲ୍ଲୀ ସମେତ ଅନେକ ସହରରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଡିସେମ୍ବର ୨୧ପର୍ଯ୍ୟନ୍ତ ଉତ୍ତର ଭାରତର ଅନେକ ସହରରେ ଥଣ୍ଡା ଆହୁରି ଥରାଇବ ବୋଲି ପାଣିପାଗ ବିଭାଗ କହିଛି ।
ଓଡ଼ିଶାରେ ବି ପଡ଼ୁଛି ବରଫ... ହଁ ଦାରିଙ୍ଗବାଡ଼ିରେ ଏ ବର୍ଷର ପ୍ରଥମ ତୁଷାରପାତ ହେଇଛି.. ଏଇ ଶୀତରେ ଯଦି କୁଆଡ଼େ ବୁଲାବୁଲି ପାଇଁ ଚିନ୍ତା କରୁଛନ୍ତି.. ତା’ହେଲେ ଦାରିଙ୍ଗବାଡ଼ି ଆଡ଼େ ଟିକେ ମାଡ଼ିଯାଆନ୍ତୁ.. ଆପଣଙ୍କୁ ନିଶ୍ଚୟ କାଶ୍ମୀର କାଶ୍ମୀର ଫିଲ୍ ହେବ..
ଜାଡ଼ରେ ଥରୁଛି ସାରା ରାଜ୍ୟ । ଉପକୂଳରୁ ଆଭ୍ୟନ୍ତର ସବୁଠି କୋହଲା ପବନ ସାଙ୍ଗକୁ ତଳମୁହାଁ ପାରଦ । ଏପଟେ ସୁନ୍ଦରଗଡ଼ ଜିଲ୍ଲା କୋଇଡାରେ ତୁଷାରପାତ ଦେଖିବାକୁ ମିଳିଛି । ଖୋଲାପଡ଼ିଆ ଓ ଗାଡି ଉପରେ ବରଫର ଏକ ଚାଦର ଦେଖିବାକୁ ମିଳିଛି ।
ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ଟେନସା, କୋଇଡା ଓ କଲମଙ୍ଗ ଅଞ୍ଚଳରେ ତୁଷାରପାତ ଦେଖିବାକୁ ମିଳିଛି । ଖୋଲାପଡ଼ିଆ ଓ ଗାଡି ଉପରେ ବରଫର ଏକ ଚାଦର ଦେଖିବାକୁ ମିଳିଛି ।
ଓଡ଼ିଶାବାସୀଙ୍କୁ ଥରାଉଛି ଶୀତ । ସକାଳ କୁହୁଡ଼ି ଓ କୋହଲା ପବନ ଜନଜୀବନ ଅସ୍ତବ୍ୟସ୍ତ କରିପକାଉଛି ।
ଆରମ୍ଭ ହୋଇଛି ଶୀତର ରାଜୁତି । ଘନ କୁହୁଡି ସହ ଶୀତରେ ଥରୁଛି ସାରା ଓଡ଼ିଶା । ଠିକ୍ ସେହିପରି ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ପହଞ୍ଚିଛି ହାଡଭଙ୍ଗା ଶୀତ । ବିଳମ୍ୱରେ ଆସିଛି ସତ ହେଲେ ଥରାଇ ଦେଉଛି ଜନଜୀବନ ।
ସୁବର୍ଣ୍ଣପୁର ଜିଲ୍ଲାରେ ପହଞ୍ଚିଛି ହାଡଭଙ୍ଗା ଶୀତ । ବିଳମ୍ୱରେ ଆସିଛି ସତ ହେଲେ ଥରାଇ ଦେଉଛି ଜନଜୀବନ । କୁହୁଡି ସହ ଥଣ୍ଡା ପବନ ଓ ଗଛ ପତ୍ରରେ କାକରର ଛିଟା ମଧ୍ୟ ଦେଖିବାକୁ ମିଳିଛି । ତଥାପି ଲୋକମାନେ ଶୀତର ମଜା ନେବାକୁ ଟିକେ ହେଲେ ପଛାଉ ନାହାଁନ୍ତି ।