• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weather Updates

Heavy Rainfall Alert In Odisha School To Be Closed In These Districts
ପ୍ରବଳ ବର୍ଷା ଆଶଙ୍କାରେ ଏହିସବୁ ଜିଲ୍ଲାରେ ସ୍କୁଲ୍‌ ବନ୍ଦ ଘୋଷଣା

ଉତ୍ତର ଓଡିଶାରେ ଲଗାଣ ବର୍ଷା ପରିସ୍ଥିତିକୁ ଆହୁରି ସଙ୍ଗୀନ କରି ଦେଇଛି। ଏହାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାରେ ସ୍କୁଲ୍‌ ବନ୍ଦ ଘୋଷଣା ହୋଇଛି।

Flood
ସାବଧାନ ! ବନ୍ୟା ବିପତ୍ତିବେଳେ ହୋଇପାରେ ସର୍ପ କାଳ

SRCଙ୍କ ସୂଚନା ଅନୁଯାୟୀ, ଏହି ବନ୍ୟା ବିପତ୍ତି ଭିତରେ ୫ଟି ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଲାଣି ।

Rain
ତଳେ ପାଣି.. ଉପରେ ପାଣି.. ମଝିରେ ଦହଗଞ୍ଜ ହେଉଛି ବନ୍ୟା ବିପନ୍ନ

ଜୀବନ ଖାଲି ବଞ୍ଚିଛି, କିନ୍ତୁ ଦଇବ ଦିଆ ଦୁର୍ଦ୍ଦଶା ସାଙ୍ଗକୁ ବ୍ୟବସ୍ଥାର ଅବ୍ୟବସ୍ଥା ବେଡ଼ି ଉପରେ କୋର଼ଡ଼ା ସାଜିଛି ଜଗତ୍ସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ସ୍ଥିତି।

Cyclone
ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଲଘୁଚାପ ଆହୁରି ସକ୍ରିୟ ହୋଇ ଗଭୀର ଅବପାତର ରୂପ ନେଇଛି

ଉତ୍ତର ଓଡ଼ିଶାରେ ସର୍ବାଧିକ ବର୍ଷା ହେବ, କାଲିଠୁ କମିଯିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। 

Flood
ବନ୍ୟାଞ୍ଚଳରେ ପାଣି କମୁଛି, ହେଲେ ପିଇବା ପାଣିକୁ ନେଇ ଚିନ୍ତା ବଢୁଛି

ବହୁ ସ୍ଥାନରେ ବିପନ୍ନଙ୍କ ଅଭିଯୋଗ, ରିଲିଫ୍ ତ ଦୂରର କଥା, ପ୍ରଶାସନ ପକ୍ଷରୁ ସେମାନଙ୍କ ନିକଟରେ ଶୁଦ୍ଧ ପାନୀୟ ଜଳ ଟିକେ ବି ପହଞ୍ଚି ପାରିନି ।

SRC Pressmeet
ବାଲେଶ୍ୱରକୁ ଗଲା NDRF, ଜିଲ୍ଲାପାଳଙ୍କୁ ଦିଆଗଲା ସତର୍କବାଣୀ

ମୟୂରଭଞ୍ଜ ଓ ଭଦ୍ରକରେ ମଧ୍ୟ ବର୍ଷା ଜାରି ରହିଛି । ଆସନ୍ତାକାଲି ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା ହେବ ବୋଲି SRC ସୂଚନା ଦେଇଛନ୍ତି ।

Flood
ବିପନ୍ନଙ୍କୁ ସାପ ଭୟ ! ଘରୁ ଗୋଡ଼ କାଢ଼ିଲେ କେଉଁଠି ଚନ୍ଦନବୋଡ଼ା ତ କେଉଁଠି ଅଜଗର

SRCଙ୍କ ସୂଚନା ଅନୁଯାୟୀ, ଚଳିତ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ବନ୍ୟା ପ୍ଲାବିତ ଅଞ୍ଚଳରୁ ୫ଟି ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଲାଣି ।C

Rain
ଏ କି ଦୁର୍ଦ୍ଦଶା ! ଉପରୁ ବର୍ଷା ଛେଚୁଛି, ତଳେ ବନ୍ୟା ପାଣି...ଛାତରେ ପାଲ ଟାଣି ରହୁଛି ମଣିଷ

ଆଉ ବଢ଼ିରେ ବୁ଼ଡିଥିବା ସବୁ ଗାଁ ଭିତରର ଦୁର୍ଦ୍ଦଶାର ଦୃଶ୍ୟ ହିଁ ବୟାନ କରୁଛି ବନ୍ୟା ବିପନ୍ନଙ୍କ କଷ୍ଟ। ଘରେ ପାଣି ପଶିଯିବା ପରେ ପାଲଟାଙ୍ଗି ଯିଏ ଛାତ ଉପରେ ରହୁଥିଲେ, ବର୍ଷା ପରଠୁ ଏବେ ଖଟ ଉପରେ ବସିଛନ୍ତି। ତାହାରି ଉପରେ ଷ୍ଟୋଭ୍ ଆଉ ବାସନକୁସନ ବି ରହୁଛି।

Flood
ପାଣି ଭିତରେ ବି ମିଳୁନି ପାଣି ! କୂଅ-ନଳକୂଅ ସବୁ ବୁଡ଼ିଯାଇଛି..

ବନ୍ୟା ପ୍ରଭାବିତ ଅଞ୍ଚଳରେ ପିଇବା ପାଣି ପାଇଁ ହାହାକାର । ପ୍ରାଶାସନିକ ଉଦାସୀନତାକୁ ନେଇ ଚରମରେ ଅସନ୍ତୋଷ ।

Cyclone
ବାତ୍ୟା ହେବନି କିନ୍ତୁ ପ୍ରବଳ ବର୍ଷିବ !

ଏଣେ ଅତିପ୍ରବଳ ବର୍ଷା ନେଇ ରାଜ୍ୟର ୪ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଏମିତିକି ଏହି ଜିଲ୍ଲାମାନଙ୍କରେ ଅକସ୍ମାତ ବନ୍ୟା ଓ ପାହାଡ଼ି ଅଞ୍ଚଳରେ ଭୂସ୍ଖଳନର ବି ସମ୍ଭାବନା ରହିଛି।

Hirakud
୨୦ ଗେଟ୍‌ ଦେଇ ହୀରାକୁଦରୁ ଛଡ଼ାଯାଉଛି ବନ୍ୟାପାଣି...ମୁଣ୍ଡଳିରେ କମୁଛି ବନ୍ୟାଜଳ

ମୁଣ୍ଡଳିରେ ଏବେ ୯ ଲକ୍ଷ ୪୮ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ମିଳିଥିବା ସୂଚନା ଅନୁସାରେ, ମୁଣ୍ଡଳି ତଳମୁଣ୍ଡରେ ମଧ୍ୟ ଜଳସ୍ତର କମିଛି। କିନ୍ତୁ ତଳସ୍ତରରେ ପଶିଥିବା ପାଣି ଲୋକଙ୍କର ଦୁର୍ଦ୍ଦଶାକୁ ଏବେ ଦ୍ୱିଗୁଣିତ କରିଛି।

flood victims
ବଡ଼ କଲବଲ କଲାଣି ଏ ବନ୍ୟା

ବର୍ଷା ସିନା ଛାଡ଼ି ଯାଇଛି ହେଲେ ଲୋକଙ୍କର ଦୁର୍ଦ୍ଦଶା ବଢ଼ି ଯାଇଛି... କେଉଁଠି ଛାତ ଉପରେ ଚୂଲି ତ କେଉଁଠି ଚୁଲି ଭିତରେ ପାଣି... କେଉଁଠି ଭାସି ଭାସି ଆସୁଛି ରନ୍ଧା ଖାଦ୍ୟ ତ ଆଉ କେଉଁଠି ଚୂଡା ଗୁଡ଼ ପାଇଁ ଅଶାନ୍ତି। ବନ୍ୟା ବିପନ୍ନଙ୍କ ଅବସ୍ଥା ସଚୋନୀୟ... ଦେଖନ୍ତୁ ସାରା ଓଡ଼ିଶାରୁ ଟିକିନିକି ଦୃଶ୍ୟ

Lightning strike
ସ୍କୁଲରେ ବଜ୍ରପାତ : ୧୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଗୁରୁତର

ସ୍କୁଲରେ ଘଟିଲା ବଡ଼ ଅଘଟଣ। ବଜ୍ରପାତ ହେବାରୁ ୧୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି।  ତିଲେଇବଣି ବ୍ଲକ ପୁଟୁରାପଶି ୟୁପି ସ୍କୁଲରେ ବଜ୍ରପାତ ହୋଇଥିବା ନେଇ ସୂଚନା ମିଳିଛି

Cyclone Update
ଗଭୀର ଅବପାତ ବାତ୍ୟାର ରୂପ ନେବ ନାହିଁ: IMD DG

ଆଜି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଅବପାତ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇ ଉପକୂଳ ଛୁଇଁବ ।

Special story
ଅତି ପ୍ରବଳ ବର୍ଷିବ: ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ପ୍ରଭାବରେ ୪ ଜିଲ୍ଲାର କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବ

Bhubaneswar Flood
ସହରୀ ବନ୍ୟା ! ଆପାର୍ଟମେଣ୍ଟ ଭିତରେ ଆଣ୍ଠୁଏ ପାଣି; ଘରଦ୍ୱାର ବୁଡିଛି, ଭାସୁଛି କଂସା ବାସନ

ସ୍ମାର୍ଟ ସିଟି ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ସ୍ଥିତି ବି ସଙ୍ଗୀନ । ଚାରିଆଡ଼େ ଖାଲି ପାଣି ଆଉ ପାଣି । ଗାଁ ବୁଡିଛି, ପାଣି ଘେରରେ ଘରଦ୍ୱାର, ମନ୍ଦିର ବି ବୁଡିଛି । ମୁଖ୍ୟ ରାସ୍ତାରେ ଚାଲିଛି ଅଣ୍ଟାଏ ଉଚ୍ଚର ବନ୍ୟା ଜଳ ।

Flood Situation
ଦୁର୍ଦ୍ଦଶା! ବନ୍ୟା ପାଣିରେ ମେଣ୍ଟୁଛି ବିପନ୍ନଙ୍କ ଶୋଷ, ହେଲେ ବଢ଼ାଉଛି ରୋଗ

ବନ୍ୟା, ବିପନ୍ନ ଆଉ ଦୁର୍ଦ୍ଦଶା । ଚିତ୍ର ଯେତେ ବଖାଣିଲେ ବି ସରୁନି ହେଲେ ବିପନ୍ନଙ୍କ ପାଇଁ ଜୀବନ ଏବେ ସବୁଠୁ ଅଧିକ ଦୁର୍ବିସହ । ବ୍ୟାପୁଥିବା ସଂକ୍ରାମକ ରୋଗକୁ ନେଇ ଘରେ ଘରେ ଏବେ ଜ୍ୱର-କାଶ-ଥଣ୍ଡା, ତାସାଙ୍ଗକୁ ଚର୍ମ ରୋଗ ।

Flood
ଭୟଙ୍କର ବନ୍ୟା ଆଁରେ ୧୨ ଜିଲ୍ଲା ! ପୁଣି ଲଘୁଚାପ ଆଶଙ୍କା, ଛାତିରେ ପଶିଲା ଛନକା

ବନ୍ୟାବେଳେ ଲଘୁଚାପ ବର୍ଷାକୁ ନେଇ ବଢୁଛି ଚିନ୍ତା । ୨୦ ତାରିଖରେ ଓଡ଼ିଶା ଓ ଛତିଶଗଡ଼କୁ ଦିଆଯାଇଛି ଅରେଞ୍ଜ ଓ୍ୱାର୍ଣ୍ଣିଂ ।

Flood
ପାଣି କମିଛି ହେଲେ ଦୁର୍ଦଶା କମିନି, ଚୁଲି ଚାଳ ବୁଡ଼ିଥିବାରୁ ଭୋକ ଉପାସରେ ବିପନ୍ନ

କମୁଛି ମହାନଦୀ ଜଳସ୍ତର । ହୀରାକୁଦକୁ ଜଳ ପ୍ରବେଶ କମିବା ପରେ କମୁଛି ଜଳସ୍ତର । ତଥାପି କଟକ, ଜଗତ୍ସିଂହପୁର, ପୁରୀ, କେନ୍ଦ୍ରାପଡ଼ାରେ ସ୍ଥିତି ସଂଗୀନ ।

Domestic Animal
ଗୋସଂପଦକୁ ବନ୍ୟା ବିପଦ; ଭୋକରେ ଆଉଟୁ ପାଉଟୁ ଗୃହପାଳିତ ପଶୁ

ବନ୍ୟାରେ ଖାଲି ମଣିଷ ନୁହଁନ୍ତି, ଗାଈଗୋରୁ, ଛେଳି ମେଣ୍ଡା ଓ ଅନ୍ୟ ଗୃହପାଳିତ ଜୀବଜନ୍ତୁଙ୍କ ଜୀବନ ବି ଦୁର୍ବିସହ ହୋଇପଡ଼ିଛି । ଗୋସଂପଦ ପ୍ରଭାବିତ ହୋଇଥିବାରୁ ଏହା ଉପରେ ନିର୍ଭର କରି ଚଳୁଥିବା ଲୋକଙ୍କ ଆର୍ଥିକ ଅବସ୍ଥା ବି ଦୁର୍ବଳ ହେଉଛି ।

Relief
ବନ୍ୟା କ୍ଷତିଗ୍ରସ୍ତଙ୍କୁ ଦିଆଯିବ ୧୫ ଦିନର ରିଲିଫ୍‌

ବନ୍ୟା ଛାଡ଼ିବାର ୭ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

4 sluice gates of Hirakud Dam closed
ବନ୍ଦ ହେଲା ହୀରାକୁଦର ୪ ଗେଟ୍‌

ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ ବନ୍ଦ ହୋଇଛି। ଗେଟ୍ ବନ୍ଦ ନେଇ ଡ୍ୟାମ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। 

Special story
ମହାନଦୀରେ ପାଣି କମୁଛି : ୩ଟା ପରେ ବନ୍ଦ ହୋଇପାରେ ହୀରାକୁଦର କିଛି ଗେଟ୍‌

ହୀରାକୁଦର ଜଳସ୍ତର ୬୨୪.୪୩ ଫୁଟ ଥିବାବେଳେ ୬୨୨କୁ ଖସାଇବାକୁ ଉଦ୍ୟମ କରାଯାଉଛି