ବାଳାସନ, ଏକ ସହଜ ଓ ସରଳ ଆସନ। ଉଭୟ ଶରୀର ଓ ମନକୁ ସୁସ୍ଥ ରଖିବାକୁ ଏହା ଅତ୍ୟନ୍ତ ଉପାକାରୀ। ଆସନ୍ତୁ ଜାଣିବା ପୂରା ପଦ୍ଧତି।
ଆପଣଙ୍କ ମଧ୍ୟରୁ ଯୋଗ ତ ଅନେକ କରୁଥିବେ। ମୁଦ୍ରା ବିଷୟରେ ଜାଣିଛନ୍ତି କି? ଆସନ୍ତୁ ଏହି ୩ ଯୋଗ ମୁଦ୍ରା ବିଷୟରେ ଜାଣିବା।
ଯୋଗରେ ସାଧାରଣତଃ ଦୁଇ ପ୍ରକାରର ମୁଦ୍ରା ଅଛି। ମୁଦ୍ରା କରିବା ବେଳେ ଆଙ୍ଗୁଠିର ଅଗ୍ରଭାଗକୁ ପରସ୍ପର ସହିତ ସ୍ପର୍ଶ କରାଯାଏ। କିଛି ଯୋଗ ମୁଦ୍ରା ମଧ୍ୟ ମଣିବନ୍ଧକୁ ବଙ୍କାକରି କରାଯାଏ।
ଆପଣ ଦୈନିକ ଯୋଗ କରୁଛନ୍ତି କି? ତେବେ ଉଷ୍ଟ୍ରାସନକୁ ଏଥିରେ ସାମିଲ୍ କରନ୍ତୁ। ଏଥିରୁ ଅନେକ ଲାଭ ମିଳିଥାଏ। ଆସନ୍ତୁ ଜାଣିବା…
କ୍ରୋଧ ଅନେକ ମାନସିକ ରୋଗର କାରଣ। ଆପଣ ଯଦି ସମସ୍ୟାରେ ପିଡିତ ତେବେ ଏହି ସବୁ ଯୋଗ କରନ୍ତୁ, ଦୂର ହେବ ସମସ୍ୟା।
ହଳାସନ ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ବଜାୟ ରଖିବା ପାଇଁ ଏହି ଆସନ ଅଭ୍ୟାସ କରାଯାଏ। ଏହା ସହିତ ରକ୍ତଚାପର ଉନ୍ନତି, ରକ୍ତରେ ଶର୍କରା ସ୍ତରର ନିୟନ୍ତ୍ରଣ ବଜାୟ ରଖିବା ଏବଂ ଶାରୀରିକ ସୁସ୍ଥତାକୁ ବଢେଇବା ନେଇ ଏହି ଆସନ ଅତ୍ୟନ୍ତ ଉପକାରୀ।
ଫ୍ରୋଜନ ସୋଲ୍ଡର ଏମିତି ଏକ ସମସ୍ୟା ଯାହା ଦ୍ୱାରା କାନ୍ଧର ଯନ୍ତ୍ରଣା ଅସହ୍ୟ ହୋଇପଡେ। ଫଳରେ ସାଧାରଣ ଜୀବନ ପ୍ରଭାବିତ ହୁଏ। ତେବେ ଏହିସବୁ ସମସ୍ୟାକୁ ଦୂର କରିବାକୁ ହେଲେ ଦିନଚର୍ଯ୍ୟାରେ ଯୋଗକୁ ସାମିଲ କରିବାକୁ ହେବ। ଜାଣନ୍ତୁ କ’ଣ କରିବେ…
ଆଜିକାଲି ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ ଶାରୀରିକ ଅସନ୍ତୁଳିତ ଦେଖାଯାଏ। ଏହା ଲାଗି ରହିଲେ ଅନେକ ଅସୁବିଧା ଦେଖାଯାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗାସନ କରିବା ଜରୁରୀ। ଜାଣନ୍ତୁ କି ଯୋଗ କରିବେ…
ଆଜିକାଲିର ସୁସ୍ଥିଆ ଜୀବନଶୈଳୀ ଅନେକ ପ୍ରକାର ଶାରୀରିକ ସମସ୍ୟାର କାରଣ ହେଉଛି। ବିଶେଷ କରି କାନ୍ଧ, ଅଣ୍ଟା ଓ ପେଟର ମାଂସପଶୀରେ ସମସ୍ୟା ଦେଖାଯାଉଛି। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଯୋଗକୁ ହିଁ ଦିନଚର୍ଯ୍ୟାରେ ସାମିଲ କରିବାକୁ ହେବ।
ଆଜିକାଲିର ସୁସ୍ଥିଆ ଜୀବନ ଅନେକଙ୍କୁ ରୋଗଜନିତ ସମସ୍ୟାରେ ପକଉଛି। କାହାର ଅମ୍ଳ ଦୋଷ ବାହାରୁଛି ତ ପୁଣି କାହାର ଗ୍ୟାସ୍। ଅନେକ ମାନସିକ ସମସ୍ୟାରେ ମଧ୍ୟ ପିଡୀତ ହେଉଛନ୍ତି। ତେବେ ଏ ସବୁରୁ ମୁକ୍ତି ପାଇଁ କେଉଁ ଯୋଗ କରିବେ ଆସନ୍ତୁ ଜାଣିବା।
ଦିନସାରା ଉର୍ଜାବାନ ଓ ଚଳଚଞ୍ଚଳ ରହିବାକୁ କିଏ ବା ନ ଚାହେଁ। କିନ୍ତୁ ଆଜିକାଲିର ସୁସ୍ଥିଆ ଜୀବନ ଏଥିରେ ବାଧା ସୃଷ୍ଟି କରୁଛି। ଆପଣ ଯଦି ଉର୍ଜାବାନ ଓ ଚଳଚଞ୍ଚଳ ରହିବାକୁ ଚାହାନ୍ତି ତେବେ ଏହିସବୁ ଯୋଗ କରନ୍ତୁ।
ଯୋଗ-ବ୍ୟାୟାମକୁ ଦିନଚର୍ଯ୍ୟାରେ ସାମିଲ କରିବା ଫିଟ୍ନେସ୍କୁ ଠିକ୍ ରଖିବାରେ ସାହାଯ୍ୟ କରିଥାଏ। ଅନେକ ଯୋଗାସନ ମଧ୍ୟରେ ସେତୁବନ୍ଧାସନ ଏପରି ଏକ ଆସନ ଯାହା ଶରୀର ସ୍ୱାସ୍ଥ୍ୟକୁ ବଜାୟ ରଖିବାରେ ଅତ୍ୟନ୍ତ ସହାୟ ହୋଇଥାଏ।
ମାଇଗ୍ରେନ୍ ଆକ୍ରମଣ କ୍ଷେତ୍ରରେ, ପୀଡିତ ବ୍ୟକ୍ତି ଆଲୋକ କିମ୍ବା ଶବ୍ଦ ପ୍ରତି ଅତ୍ୟଧିକ ସମ୍ବେଦନଶୀଳ ହୋଇଯାଆନ୍ତି। ଏହା ବ୍ୟତୀତ ବାନ୍ତି ଏବଂ ସ୍ନାୟୁଜନିତ ସମସ୍ୟା ମଧ୍ୟ ଦେଖାଯାଏ। ଯେଉଁମାନଙ୍କର ମାଇଗ୍ରେନ୍ ସମସ୍ୟା ରହିଛି, ସେମାନେ ଏହାକୁ ରୋକିବା ଜରୁରୀ। ତେବେ ଆସନ୍ତୁ ଜାଣିବା ଏହାକୁ ରୋକିବା ପାଇଁ କେଉଁସବୁ ଯୋଗ କରିବା ଦରକାର।
ଉଭୟ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଉତ୍କଟାସନ ଅଭ୍ୟାସ ଅତ୍ୟନ୍ତ ଲାଭଦାୟକ। ବାହୁ, ଗୋଡ, ଜଙ୍ଘ ଏବଂ କାନ୍ଧର ମାଂସପେଶୀକୁ ମଜବୁତ କରିବାରେ ଏହା ଅତ୍ୟନ୍ତ ଉପକାରୀ। ଏହା ପେଟ ଏବଂ ଜଙ୍ଘକୁ ମଧ୍ୟ ଟୋନ୍ଡ କରେ।
ଯୋଗ ଅଭ୍ୟାସ ଶାରୀରିକ ସୁସ୍ଥତାକୁ ବଜାୟ ରଖିବା ସହ ମାଂସପେଶୀ ଏବଂ ହାଡର ଶକ୍ତିକୁ ମଧ୍ୟ ବୃଦ୍ଧି କରେ। ଏହିସବୁ ଯୋଗ ଭିତରେ ଫଳକାସନ ଅଭ୍ୟାସ ଅନ୍ୟତମ। ଏହି ଆସନକୁ ପ୍ଲାଙ୍କ୍ ପୋଜ୍ ମଧ୍ୟ କୁହାଯାଏ। ଆସନ୍ତୁ ଏ ବିଷୟରେ ଜାଣିନେବା।
ଗ୍ରୀଷ୍ମ ଋତୁରେ ତାପମାତ୍ରା ବୃଦ୍ଧି ଅସହ୍ୟ ହେବା ସ୍ୱଭାବିକ। ତେବେ ଗରମତ ଖରାପ ପ୍ରଭାବକୁ ଏଡାଇବା ପାଇଁ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିବା ଜରୁରୀ। ହୀଟ୍-ଷ୍ଟ୍ରୋକ୍ ପରି ପରିସ୍ଥିତିରେ ତାପମାତ୍ରା ସାଧାରଣ ଅପେକ୍ଷା ବହୁତ ଅଧିକ ହୋଇଯାଏ, ଯାହା ଦ୍ୱାରା ଅନେକ ପ୍ରକାରର ଖରାପ ପ୍ରଭାବ ପଡିପାରେ। ଏଥିରୁ ରକ୍ଷା ପାଇବା ପାଇଁ…
ପିଠି ଏବଂ ବେକ ଯନ୍ତ୍ରଣାଜନିତ ସମସ୍ୟାକୁ ଏଡାଇବା ପାଇଁ ଭୁଜଙ୍ଗାସନର ନିୟମିତ ଅଭ୍ୟାସ ବିଶେଷ ଲାଭଦାୟକ ହୋଇଥାଏ। ଏହି ଅଭ୍ୟାସ ଆପଣଙ୍କ ପେଟ, ଛାତି ଏବଂ କାନ୍ଧର ଉତ୍ତମ ପ୍ରସାରଣରେ ବହୁତ ସହାୟକ ହୋଇଥାଏ।
ଯୋଗ କରିବା ଦ୍ୱାରା ଶରୀର ଓ ମନ ସୁସ୍ଥ ରୁହେ। ଯୋଗ ଅନେକ ସମସ୍ୟାକୁ ଦୂର କରିଥାଏ। କିନ୍ତୁ ପ୍ରଶ୍ନ ଉଠେ ଜଣେ ୬୦ ବର୍ଷ କରେ ଯୋଗ ଅଭ୍ୟାସ କରିପାରିବ କି? ଆସନ୍ତୁ ଜାଣିବା…
ଆଜିକାଲି ପ୍ରୋଷ୍ଟେଟ୍ କ୍ୟାନ୍ସର୍ ବଢିବାରେ ଲାଗିଛି। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଦିନଚର୍ଯ୍ୟାରେ ଯୋଗାସନକୁ ସାମିଲ କରିବା ଜରୁରୀ। ଆସନ୍ତୁ ନଜର ପକେଇବା କେଉଁ କେଉଁ ଆସନ କରିବା ନିହାତି ଦରକାର।
କୋଭିଡ୍ରେ ଆକ୍ରାନ୍ତ ହୋଇ ସଂକ୍ରମଣରୁ ରକ୍ଷା ପାଇବା ପରେ ମଧ୍ୟ ଦୀର୍ଘ ସମୟ ଧରି ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହୁଛି। ଏହାର ପ୍ରଭାବ ଛଅ ମାସରୁ ଦୁଇ ବର୍ଷ ପର୍ଯ୍ୟନ୍ତ ମଧ୍ୟ ରହିପାରେ। ତେବେ ବିଶେଷଜ୍ଞଙ୍କ ଅନୁଯାୟୀ ସଂକ୍ରମଣରୁ ମୁକ୍ତି ପାଇଥିବା ବ୍ୟକ୍ତିମାନେ ସେମାନଙ୍କର ଲକ୍ଷଣ ବିଷୟରେ ବିଶେଷ ଧ୍ୟାନ ଦେବା ଉଚିତ।
ବେଳେବେଳେ ନାକ ବନ୍ଦ ହୋଇଯିବା ଦ୍ୱାରା ଅନେକ ଅସୁବିଧାର କାରଣ ହୋଇଥାଏ। ଶ୍ୱାସ ନେବାରେ ଅସୁବିଧା ହୁଏ। ଗଳାରେ ଯନ୍ତ୍ରଣା ହୁଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଯୋଗ ଏବଂ ମୁହଁର ବ୍ୟାୟାମ ରହିଛି, ଯାହା ଅତ୍ୟନ୍ତ ଲାଭଦାୟକ ହୋଇପାରେ।
ଆଜିକାଲି ମୋଟାପଣ, ଶରୀର ଯନ୍ତ୍ରଣା, ମାନସିକ ଚାପ ଆଦି ସାଧାରଣ ସମସ୍ୟା ହୋଇଯାଇଛି। ଏହିସବୁ ଶାରୀରିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗାସନ ଅତ୍ୟନ୍ତ ଲାଭକାରୀ ହୋଇଥାଏ। ତେବେ ଆସନ୍ତୁ ଏହି ୫ଟି ଯୋଗାସନ ବିଷୟରେ ଜାଣିବା ଯାହା ଦୈନିକ କରିବା ଦ୍ୱାରା ଅନେକ ଫଳ ମିଳିଥାଏ।
ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର ସାମ୍ନାରେ କାମ କରିବା ହେତୁ ବେକ ଓ ପିଠି ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ହୋଇଯାଇଛି। ଫଳରେ ଲୋକଙ୍କ ସର୍ଭାଇକଲ୍ ସମସ୍ୟା ବଢିବାରେ ଲାଗିଲା। ତେବେ ଏହି ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ଜୀବନଶୈଳୀରେ ଯୋଗାସନକୁ ସାମିଲ କରିବାକୁ ହେବ।
କେତେକ ସ୍ଥିତିରେ ଆସ୍ଥମା ରୋଗୀଙ୍କ ପାଇଁ ନିଶ୍ୱାସ ନେବାରେ କଷ୍ଟ ହୋଇଯାଏ। ଯୋଗ-ବ୍ୟାୟାମକୁ ନିତ୍ୟକର୍ମରେ ସାମିଲ୍ କରିବା ଦ୍ୱାରା ଏହା ଆସ୍ଥମାକୁ ରୋକିବାରେ ସାହାଯ୍ୟ କରିଥାଏ। ଏହା ବାୟୁପଥକୁ ଖୋଲିବାରେ ସାହାଯ୍ୟ କରେ ଏବଂ ଫୁସ୍ଫୁସ୍କୁ ସୁସ୍ଥ ରଖେ।
ଯୋଗାସନ ଶରୀର ଏବଂ ମନକୁ ସୁସ୍ଥ ଏବଂ ଫିଟ୍ ରଖିବାରେ ସାହାଯ୍ୟ କରିଥାଏ। ଏହା ଶକ୍ତି ସ୍ତର ବଜାୟ ରଖିବା ସହ ବୟସ ସହିତ ବଢୁଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ମଧ୍ୟ ବାଧା ଦେଇଥାଏ। କେବଳ ଏତିକି ନୁହେଁ, ଯେଉଁମାନେ ନିୟମିତ ଭାବେ ଯୋଗ କରନ୍ତି, ବୃଦ୍ଧାବସ୍ଥାରେ ମଧ୍ୟ ଯୁବାବସ୍ଥାର ଲାଭ ଉଠାନ୍ତି।