ଆଜିକାଲି ଲୋକମାନେ ଥଣ୍ଡା ସମସ୍ୟାରେ ପୀଡିତ ହେଉଛନ୍ତି। ଏହାକୁ ଠିକ୍ ସମୟରେ ଦୂର କରା ନ ଗଲେ ଏହା ଫ୍ଲୁ ଏବଂ ବ୍ରୋଙ୍କୋନିମୋନିଆର ରୂପ ନେଇଥାଏ। ଥଣ୍ଡାରୁ ମୁକ୍ତି ପାଇଁ ଏମିତି କିଛି ପ୍ରଭାବଶାଳୀ ଯୋଗ ଅଛି, ଯାହା କରି ଆପଣ ଯଥାଶୀଘ୍ର ଭଲ ହୋଇପାରିବେ। ଆସନ୍ତୁ ଜାଣିବା…
ଯୋଗ ଶରୀରକୁ ନମନୀୟ କରିଥାଏ। କିନ୍ତୁ ଏହା ଏତେ ନମନୀୟ ଯେ ଶରୀର ଏକ ରବର ପରି ବଙ୍କା ହୋଇପାରେ, ଏହା ହୁଏତ ଭାବି ନଥିବେ। ତାଙ୍କର ନମନୀୟ ଶରୀର ହେତୁ ଦୁନିଆରେ ପ୍ରସିଦ୍ଧ ଜୈରସ୍ କୋମ୍ବିଲାଙ୍କ କାହାଣୀ ଆଶ୍ଚର୍ଯ୍ୟଜନକ। ତାଙ୍କର ଅଜବ ପୋଜ୍ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ବିଶ୍ୱର ଅନେକ ଦେଶରେ କରୋନାର ନୂଆ ଭାରିଆଣ୍ଟ ସଂକ୍ରମଣର ଆଶଙ୍କା ପୁଣି ବଢିଛି। ଭାରତରେ ମଧ୍ୟ ଏହାର ବିପଦକୁ ଧ୍ୟାନରେ ରଖି ଲୋକଙ୍କୁ ସତର୍କ କରାଯାଉଛି। ଏହି ନୂଆ ଭାରିଆଣ୍ଟ କେବଳ ସେହିମାନଙ୍କ ପାଇଁ କ୍ଷତିର କାରଣ ହେବ ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ। ତେବେ ଆସନ୍ତୁ ଜାଣିବା, କିପରି ବଢେଇବା ଇମ୍ୟୁନିଟି।
ଆଜିକାଲି ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ପ୍ରଜନନ ସମସ୍ୟା ବଢିବାରେ ଲାଗିଛି। ଅନେକ ଲୋକ ଏନେଇ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି। ଯେଉଁମାନେ ବିନା ଖର୍ଚ୍ଚରେ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହାନ୍ତି ସେମାନଙ୍କ ପାଇଁ ଏହି ଯୋଗ ଟିପ୍ସ।
ଆଜିକାଲି ପ୍ରାୟ ସମସ୍ତେ କେଶ ଝଡିବା ସମସ୍ୟାରେ ପୀଡ଼ିତ। ଏହାକୁ ରୋକିବାକୁ ସମସ୍ତେ ବିଭିନ୍ନ ଉପାୟ ଅନୁସରଣ କରୁଥିଲେ ବି ସେମିତି ସଫଳତା ମିଳି ନଥିବା ଦେଖାଯାଏ। ଏ ଦିଗରେ ଯୋଗ ଏକମାତ୍ର ବିକଳ୍ପ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ଆସନ୍ତୁ ଜାଣିବା କେଉଁ ଯୋଗାସନ ଅଭ୍ୟାସ କେଶ ଝଡିବା ସମସ୍ୟାକୁ ରୋକିବାରେ ସହାୟକ ହେବ।
ପାଦ ଶରୀରର ଏକ ମୁଖ୍ୟ ଅଙ୍ଗ ହୋଇଥିଲେ ବି ଏହାର ସୁସ୍ଥତାକୁ ପ୍ରାୟ ଅଣଦେଖା କରିଥାନ୍ତି। ଏହି କାରଣରୁ ଆର୍ଥ୍ରାଇଟିସ୍ ଏବଂ ମାଂସପେଶୀ ସହିତ ଜଡିତ ଅନ୍ୟାନ୍ୟ ସମସ୍ୟା ଦେଖାଦିଏ। ତେବେ କେଉଁ ଯୋଗ ଏଥିରୁ ମୁକ୍ତି ଦେବ ଆସନ୍ତୁ ଜାଣିବା।
ଉଭୟ ମାନସିକ ଓ ଶାରିରୀକ ସୁସ୍ଥତା ପାଇଁ ନଟରାଜାସନ ଅନ୍ୟତମ। କିପରି କରିବେ ଏହି ଆସନ ଜାଣିଛନ୍ତି କି? ଆସନ୍ତୁ ଏହାର ପଦ୍ଧତି ଓ ଉପକାର ବିଷୟରେ ଜାଣିନେବା।
ଶରୀର ଓ ମନକୁ ନିୟନ୍ତ୍ରଣ କରିବାରେ ମୟୂରାସନ ଅନେକ ଲାଭ ଦେଇଥାଏ। ଆସନ୍ତୁ ଜାଣିବା ଏହି ଆସନକୁ କିପରି କରାଯାଏ ଓ ଏଥିରୁ କେଉଁସବୁ ଫାଇଦା ମିଳେ।
ଗୋମୁଖାସନା ଏପରି ଏକ ଅଭ୍ୟାସ ଯାହା ଶରୀରକୁ ଅନେକ ଲାଭ ଦେଇଥାଏ। ଯୋଗ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ଯୋଗାସନ ଅଭ୍ୟାସ ବାହୁ, ଟ୍ରାଇସେପ୍ସ, କାନ୍ଧ ଏବଂ ଛାତିର ଉତ୍ତମ ପ୍ରସାରଣରେ ଅତ୍ୟନ୍ତ ଲାଭଦାୟକ ହୋଇପାରେ। ଜାଣନ୍ତୁ କେମିତି କରିବେ…
ମାସିକ ଧର୍ମରେ ଅନିୟମିତତା ହେତୁ ଅନେକ ପ୍ରକାରର ଶାରୀରିକ ସମସ୍ୟା ମଧ୍ୟ ହେବାର ସମ୍ଭାବନା ଥାଏ। ତେବେ ଅନେକ ଯୋଗାସନ ରହିଛି ଯାହା ଏ କ୍ଷେତ୍ରରେ ଅନେକ ଉପାକାରୀ ହୋଇଥାଏ। ଆସନ୍ତୁ ସେ ବିଷରେ ଜାଣିନେବା।
ଚକ୍ରାସନ ଶରୀର ସହିତ ମାନସିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଚିନ୍ତା-ଚାପଜନିତ ସମସ୍ୟାରେ ପୀଡିତ ଲୋକମାନେ ଏହି ଆସନର ନିୟମିତ ଅଭ୍ୟାସ କରି ଲାଭ ମଧ୍ୟ ପାଇପାରିବେ। ଜାଣନ୍ତୁ ଏହାର ଉପାୟ ଓ ଅନ୍ୟାନ୍ୟ ଫଳାଫଳ।
ରୋଗ ପ୍ରତିରୋଧକ ଶକ୍ତି ବଢେଇବାରେ ପ୍ରାଣାୟାମ ଏକ ମୁଖ୍ୟ ଭୂମିକା ଗ୍ରହଣ କରେ। ଏହା ନିଶ୍ୱାସ ପ୍ରଶ୍ୱାସ ମାଧ୍ୟମରେ ଜୀବନଶୈଳୀକୁ ବିସ୍ତାର କରିବାରେ ସାହାଯ୍ୟ କରିଥାଏ। ଏହା ଉଭୟ ଶରୀର ଏବଂ ମନକୁ ସୁସ୍ଥ ରଖେ। ଆସନ୍ତୁ ଜାଣିବା ସର୍ବାଧିକ ଲାଭ ପାଇବା ପାଇଁ ପ୍ରତିଦିନ କେଉଁ ତିନୋଟି ବ୍ୟାୟାମ କରାଯାଇପାରିବ?
ମନ ସ୍ଥିର ରହିଲେ ଶରୀର ସୁସ୍ଥ ରୁହେ। ଏଥିରେ ବ୍ୟତୀକ୍ରମ ଶରୀରକୁ କଷ୍ଟ ଦିଏ। ତେଣୁ ମନକୁ ସୁସ୍ଥ ରଖିବା ସମସ୍ତଙ୍କ ଗୁରୁ ଦାୟିତ୍ୱ ହେବା ଜରୁରୀ। ଏହିସବୁ ଯୋଗାସନ କରିବା ଦ୍ୱାରା ମନ ଆପେ ଆପେ ସ୍ଥିର ହୋଇଯାଏ।
ବୟସ ବଢିବା ସହ ବାର୍ଦ୍ଧକ୍ୟର ଯନ୍ତ୍ରଣା ମାଡିଆସେ। ଶରୀର ଧିରେ ଧିରେ ନିଷ୍କ୍ରିୟ ହୋଇଯାଏ। କିନ୍ତୁ ଆପଣ ଯଦି ଏହି ୪ଟି ଆସନକୁ ପ୍ରତିଦିନ କରୁଛନ୍ତି ତେବେ କେବେ ବି ଛୁଇଁବନି ବାର୍ଦ୍ଧକ୍ୟ।
ଲିଭର ମଣିଷର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହାକୁ ସୁସ୍ଥ ରଖିବା ଏବଂ ହେପାଟାଇଟିସ୍ ଭଳି ରୋଗକୁ ରୋକିବା ପାଇଁ ଆସନ୍ତୁ ଜାଣିବା କିଛି ଉପକାରୀ ଯୋଗାସନ ବିଷୟରେ।
ଶରୀରର ଥାଇରଏଡ୍ ଗ୍ରନ୍ଥି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏଥିରେ ସମସ୍ୟା ଦେଖାଦେଲେ ଅନେକ ଶାରିରୀକ କ୍ଷତି ହୋଉଥାଏ। ଏହାକୁ ସୁସ୍ଥ ରଖିବା ପାଇଁ କେଉଁ ସବୁ ଯୋଗାସନ କରିବା ଜରୁରୀ ଆସନ୍ତୁ ଜାଣିବା।
ଯୋଗାସନ ମନ ଓ ଶରୀର ପାଇଁ ଅତ୍ୟନ୍ତ ଉପକାରୀ। କିନ୍ତୁ ଅନେକଙ୍କ ମନରେ ପ୍ରଶ୍ନ ଆସେ ଯେ ଦିନକୁ କେତେ ସମୟ ଯୋଗ କରିବା ଉଚିତ। ଆସନ୍ତୁ ଜାଣିବା…
ଯୋଗର ନିୟମିତ ଅଭ୍ୟାସ ବିଭିନ୍ନ କ୍ରନିକ୍ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କାକୁ ଦୂର କରେ। କିନ୍ତୁ ଯୋଗ କରିବା ବେଳେ କେତେକ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ଏନେଇ କ’ଣ କହୁଛି ଆୟୁଷ ମନ୍ତ୍ରଣାଳୟ ଆସନ୍ତୁ ଜାଣିବା।
ବଜ୍ରାସନ ହଜମ ପ୍ରକ୍ରିୟାକୁ ଉନ୍ନତ କରିବା ସହ ପିଠି ଓ ଅଣ୍ଟା ସମସ୍ୟାକୁ ଦୂରକରେ। ଖାଲି ଏତିକି ନୁହେଁ ଏହା ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାର ପ୍ରକ୍ରିୟା।
ନିଜ ଚେହେରାରେ ଚମକ ଆଣିବା ନେଇ ଲୋକେ ପାର୍ଲର ଯାଆନ୍ତି, ବିଭିନ୍ନ ବ୍ୟୁଟି ପ୍ରଡକ୍ଟ ମଧ୍ୟ ବ୍ୟବହାର କରନ୍ତି। ଏନେଇ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ ହୁଏ। ବିନା ଟଙ୍କା ଖର୍ଚ୍ଚରେ ମଧ୍ୟ ଏହି ଫାଇଦା ମିଳିପାରିବ। ଜାଣନ୍ତୁ କେମିତି?
ହୃଦ୍ରୋଗ ସମଗ୍ର ବିଶ୍ୱରେ ମୃତ୍ୟୁର ମୁଖ୍ୟ କାରଣ ଭାବରେ ଜଣାଶୁଣା। କିନ୍ତୁ ଯୋଗାସନ ଆପଣଙ୍କ ଭିତରେ ଏହି ସମସ୍ୟାର ବିପଦକୁ ବହୁ ପରିମାଣରେ ହ୍ରାସ କରିଥାଏ।
ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟକୁ ଠିକ୍ ରଖିବା ନେଇ ଯୋଗାସନ ଏକ ଭଲ ଅଭ୍ୟାସ। ତେବେ ଆସନ୍ତୁ ୩ ସହଜ ଯୋଗାସନ ବିଷୟରେ ଜାଣିବା ଯାହାକୁ ସମସ୍ତେ କରି ପାରିବେ।
ଆଜିର ଜୀବନଶୈଳିରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ପ୍ରକାର ପାଚନଜନିତ ସମସ୍ୟା ସାଧାରଣ ହୋଇଯାଇଛି। କେଉଁ ସବୁ ଯୋଗ କଲେ ଏହି ସମସ୍ୟାରୁ ମୁକ୍ତି ମିଳିବ ଆସନ୍ତୁ ଜାଣିବା…
ଶରୀରକୁ ଶକ୍ତିଶାଳୀ କରିବାକୁ ସମସ୍ତେ ଜିମ୍କୁ ପସନ୍ଦ କରନ୍ତି। ବିଶେଷଜ୍ଞଙ୍କ ମତରେ ଯୋଗ ବି ଶରୀରକୁ ଶକ୍ତିଶାଳୀ କରିପାରେ। ଜାଣନ୍ତୁ କେଉଁ ଯୋଗ କରିବେ।
ଶରୀର ପାଇଁ ଶକ୍ତି ଜରୁରୀ। ଶକ୍ତି କମିଗଲେ ଶରୀର ହାଲିଆ ହୋଇପଡେ। କାମ କରିବାରେ ଇଛା ଲାଗେନି। ତେବେ ଶରୀରକୁ ଶକ୍ତି ଯୋଗାଇବା ପାଇଁ କେଉଁସବୁ ଯୋଗ କରିବା ଜରୁରୀ ଆସନ୍ତୁ ଜାଣିବା।