ଆଜିକାଲି ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ପ୍ରଜନନ ସମସ୍ୟା ବଢିବାରେ ଲାଗିଛି। ଅନେକ ଲୋକ ଏନେଇ ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି। ଯେଉଁମାନେ ବିନା ଖର୍ଚ୍ଚରେ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଚାହାନ୍ତି ସେମାନଙ୍କ ପାଇଁ ଏହି ଯୋଗ ଟିପ୍ସ।
ଅନେକ ଲୋକଙ୍କ ଚୁଟି ବହୁତ ଦୁର୍ବଳ, ପତଳା ଏବଂ କମଜୋର ହୋଇଥାଏ। ଏହା ସହିତ ବୟସ ବଢିବା ସହିତ ଚୁଟି ରଙ୍ଗ ମଧ୍ୟ କମିବା ଆରମ୍ଭ କରେ। ଯେଉଁମାନେ ଏଭଳି ସମସ୍ୟାରେ ପୀଡିତ, ସେମାନେ କିଛି ବିଶେଷ ଯୋଗାସନ ଜାଣିବା ଦରକାର, ଯାହାକୁ ଦୈନନ୍ଦିନ କରିବା ଦ୍ୱାରା ଚୁଟି ଝଡିବା ବନ୍ଦ ହେବା ସହିତ ଚୁଟି ମୋଟା ହେବା ଆରମ୍ଭ ହେବ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏକ ଉତ୍ତମ ଖାଦ୍ୟ ବଜାୟ ରଖିବା ସହିତ ଦୈନନ୍ଦିନ ଜୀବନରେ ଯୋଗାସନ ଅଭ୍ୟାସ କିଡ୍ନୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଜଣେ ଯଦି ଦୈନନ୍ଦିନ କାର୍ଯ୍ୟରେ କିଛି ଯୋଗାସନକୁ ସାମିଲ କରେ ତେବେ କିଡ୍ନୀର ସ୍ୱାସ୍ଥ୍ୟ ନିଶ୍ଚିତ କରିବା ପାଇଁ ଏକ ଉତ୍ତମ ବିକଳ୍ପ ହୋଇପାରେ। ତେବେ ଆସନ୍ତୁ ଆଜି ବିଶ୍ୱ କିଡ୍ନୀ ଦିବସ ଅବସରରେ ଏମିତି କିଛି ଯୋଗାସନ ବିଷୟରେ ଜାଣିନେବା।
ପ୍ରବଳ ଗରମରୁ ରକ୍ଷା ପାଇବା ପାଇଁ ଅନେକ ଫ୍ରିଜ’ ପାଣି ପିଇଥାନ୍ତି ତ ଅନେକ କ୍ରମାଗତ ଭାବରେ ଏସିରେ ରହିଥାନ୍ତି। ଯେଉଁଥିପାଇଁ ସ୍ୱାସ୍ଥ୍ୟ ଉପରେ ଅଧିକ ଖରାପ ପ୍ରଭାବ ପଡିଥାଏ। ତେବେ ଏମିତି କିଛି ଯୋଗ କୌଶଳ ଅଛି ଯାହାକୁ ଅଭ୍ୟା ସରେ ପରିଣତ କଲେ ଗରମରୁ ରକ୍ଷା ମିଳିବା ସହିତ ଅନ୍ୟକୌଣସି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ହେବ ନାହିଁ।
ସାଧାରଣତଃ ପାଦର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଅଭାବରୁ ଆର୍ଥ୍ରାଇଟିସ୍ ଏବଂ ମାଂସପେଶୀ ସହିତ ଜଡିତ ଅନେକ ସମସ୍ୟା ଦେଖାଦିଏ। ତେଣୁ ପାଦକୁ ସୁସ୍ଥ ଏବଂ ଫିଟ୍ ରଖିବାକୁ ହେଲେ ଉତ୍କଟାସନର ନିୟମିତ ଅଭ୍ୟାସ ବିଶେଷ ଲାଭଦାୟକ ହୋଇଥାଏ। ଆସନ୍ତୁ ଜାଣିବା ଏହି ଆସନ କିପରି ଅଭ୍ୟାସ କରାଯାଏ ଓ ଏହାର ଲାଭ କ’ଣ?
ଜୀବନଶୈଳୀରେ ପରିବର୍ତ୍ତନ ହେତୁ ଅଧିକାଂଶ ଲୋକ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି। ଏଥିପାଇଁ ନା କୌଣସି ଔଷଧ ନା କୌଣସି ଚିକିତ୍ସା ବ୍ୟବସ୍ଥା ଅଛି। କେବଳ ନିୟମିତ ଧ୍ୟାନ ଏବଂ ସୁସ୍ଥ ଜୀବନଶୈଳୀ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ।
ଯେଉଁ ପିଲାମାନେ ପ୍ରଥମ ଥର ପାଇଁ ବୋର୍ଡ ପରୀକ୍ଷା ଦେଉଥାନ୍ତି, ସେମାନେ ପରୀକ୍ଷାକୁ ନେଇ ବହୁତ ଚାପରେ ଥାଆନ୍ତି। ଏପରି କି ପରୀକ୍ଷା ଚିନ୍ତାରେ ଅନେକ ପିଲା ମଧ୍ୟ ଅସୁସ୍ଥ ହୋଇପଡନ୍ତି। ଏହାର ଗୋଟିଏ କାରଣ ହେଉଛି ଚାପ। ପରୀକ୍ଷା ଦେଉଥିବା ପିଲାମାନଙ୍କ ବାପାମାଆମାନେ ପ୍ରତିଦିନ ସକାଳେ ସେମାନଙ୍କୁ କେଉଁସବୁ ଯୋଗାସନ କରେଇବା ନିହାତି ଆବଶ୍ୟକ ଆସନ୍ତୁ ଜାଣିବା।
ଆଜିକାଲି ଅନେକ ଲୋକ ସ୍ପଣ୍ଡିଲାଇଟିସ୍ ଏବଂ ପିଠି ଯନ୍ତ୍ରଣା ଦ୍ୱାରା ଅସୁବିଧାରେ ପଡୁଛନ୍ତି। ଏମାନଙ୍କ ମଧ୍ୟରୁ ସବୁଠାରୁ ଅଧିକ ସଂଖ୍ୟା ହେଉଛନ୍ତି ସେହି ବ୍ୟକ୍ତି ଯେଉଁମାନେ କମ୍ପ୍ୟୁଟର ସାମ୍ନାରେ ବସି ଘଣ୍ଟା ଘଣ୍ଟା ଧରି କାମ କରୁଛନ୍ତି। ଆପଣ ଯଦି ଏହି ସମସ୍ୟାରେ ପୀଡିତ ତେବେ ଏହି ତିନୋଟି ଯୋଗାସନ କରି ଏଭଳି ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ।
ମହିଳାମାନେ କେତେକ ପ୍ରକାରର କର୍କଟ ପ୍ରତି ଅଧିକ ସମ୍ବେଦନଶୀଳ ହୋଇଥନ୍ତି। ଏଭଳି ପରିସ୍ଥିତିରେ, କର୍କଟ ଦିବସ ଅବସରରେ, ମହିଳାମାନଙ୍କଠାରେ ଘଟୁଥିବା ଏହି ପ୍ରମୁଖ କର୍କଟ ବିଷୟରେ ଜାଣିବା ଏବଂ ଏନେଇ କେଉଁସବୁ ଯୋଗାସନ କଲେ ଫଳ ମିଳିବ ଜାଣିବା।
୪ ହଜାର ବ୍ୟକ୍ତି ଗୋଟିଏ ସାଙ୍ଗରେ ୧୦୮ଟି ସ୍ଥାନରେ ସୂର୍ଯ୍ୟ ନମସ୍କାର ପ୍ରଦର୍ଶନ କରିଛନ୍ତି ।
କିଶୋର ଅବସ୍ଥାରେ ଥିବା ପ୍ରତ୍ୟେକ ବ୍ୟକ୍ତି ନିଶ୍ଚିତ ଭାବରେ ତାଙ୍କର ଉଚ୍ଚତା ବଢେଇବା ପାଇଁ ଚିନ୍ତା କରନ୍ତି। କାରଣ ଲମ୍ବା ଲୋକମାନେ ଅଧିକ ଆକର୍ଷଣୀୟ ଲାଗନ୍ତି। ତେବେ ଆସନ୍ତୁ ଏମିତି ୫ଟି ସହଜ ଓ ଚମତ୍କାର ଯୋଗାସନା ବିଷୟରେ ଜାଣିବାଯାହା ଉଚ୍ଚତା ବୃଦ୍ଧିରେ ସାହାଯ୍ୟ କରେ।
ଫିଟନେସ୍ ସହିତ ଯୋଗ ମଧ୍ୟ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ। ଯୋଗ ବିଜ୍ଞାନ ଅନୁସାରେ ଆମର ଭୁଲ ଜୀବନଶୈଳୀ କାରଣରୁ ଆମେ କୋଷ୍ଠକାଠିନ୍ୟ ବା ମଳ ସଫା ନ ହେବାରେ ସମସ୍ୟାରେ ପିଡୀତ ହେଉଛେ। ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ କରନ୍ତୁ ଏହି ୫ ଆସନ।
ଚିକିତ୍ସା ବିଜ୍ଞାନ ଅନୁସାରେ ଜୀବନଶୈଳୀରେ ବଡ ପରିବର୍ତ୍ତନ ହେତୁ ଯୁବକମାନଙ୍କ ମଧ୍ୟରେ ବି ମଧୁମେହ ସମସ୍ୟା ବଢିବାରେ ଲାଗିଛି। ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଆସନ୍ତୁ ୫ଟି ସହଜ ଯୋଗାସନ ବିଷୟରେ ଜାଣିବା ଯାହା ମଧୁମେହ ପାଇଁ ରାମବାଣ କରି କାମ କରେ।
ଯୋଗ ବିଜ୍ଞାନରେ ଅନେକ ଆସନ ଅଛି, ଯାହା ବିନା ଟଙ୍କା ଖର୍ବ୍ବରେ ଶରୀରକୁ ଗରମ କରି ଥଣ୍ଡା ଠାରୁ ରକ୍ଷା କରିଥାଏ। ନିୟମିତ ସକାଳେ ଯୋଗ ଅଭ୍ୟାସ କରିବା ଦ୍ୱାରା ଶୀତରୁ ନିଜକୁ ରକ୍ଷା କରିବା ସହ ଏହି ସମୟରେ ଶରୀରକୁ ଆକ୍ରମଣ କରୁଥିବା ବିଭିନ୍ନ ରୋଗରୁ ମଧ୍ୟ ନିଜକୁ ରକ୍ଷା କରିପାରିବେ। ଆସନ୍ତୁ ସେମିତି ଗୋଟିଏ ଯୋଗ ବିଷୟରେ ଜାଣିନେବା।
ଆଜିକାଲି ଗ୍ୟାସ୍ ଏବଂ ଏସିଡିଟି ଏକ ସାଧାରଣ ସମସ୍ୟା ହୋଇଗଲାଣି। ବେଳେବେଳେ ଏହା ଏତେ ଭୟଙ୍କର ହୋଇଯାଏ ଯେ ଘରୋଇ ଉପଚାର ମଧ୍ୟ କାମ କରେନି। ଯଦି ଏହି ସମସ୍ୟା ଆପଣଙ୍କୁ ବହୁତ କଷ୍ଟ ଦେଉଥାଏ ତେବେ କିଛି ସରଳ ଯୋଗ ଆସନ କରି ଆପଣ ଏହି ସମସ୍ୟାରୁ ମୁକୁଳି ପାରିବେ।
ଯଦି ଆପଣଙ୍କ ଅଣ୍ଟା ଯନ୍ତ୍ରଣା ହେଉଛି କିମ୍ବା ଆପଣ ବସିବା ଏବଂ ଠିଆ ହେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ଆସନ୍ତୁ ଏମିତି ୩ ଟି ଆସନ ବିଷୟରେ ଜାଣିନେବା ଯାହା ଅଣ୍ଟା ଯନ୍ତ୍ରଣାରୁ ସହଜରେ ମୁକ୍ତି ଦେବ।
ଯଦି ଆପଣ ଆଜିଠାରୁ ଯୋଗ ଅଭ୍ୟାସ ଆରମ୍ଭ କରନ୍ତି, ତେବେ କେବଳ ଯେ ରୋଗ ଆପଣଙ୍କ ଜୀବନରୁ ଦୂରେଇ ଯିବ ତାହା ନୁହେଁ, ବରଂ ଆପଣ ଏକ ସୁସ୍ଥ ଏବଂ ଦୀର୍ଘ ଜୀବନ ସହିତ ଏକ ସୁଖମୟ ଜୀବନ ବିତାଇବାକୁ ସକ୍ଷମ ହେବେ। ଆସନ୍ତୁ କିଛି ଯୋଗାସନ ଉପରେ ନଜର ପକେଇବା।
ଶରୀରର ଥାଇରଏଡ୍ ଗ୍ରନ୍ଥି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏଥିରେ ସମସ୍ୟା ଦେଖାଦେଲେ ଅନେକ ଶାରିରୀକ କ୍ଷତି ହୋଉଥାଏ। ଏହାକୁ ସୁସ୍ଥ ରଖିବା ଜରୁରୀ। ଆଜି ଯୋଗ ଦିବସରେ ଆସନ୍ତୁ ଜାଣିନେବା କେଉଁ ସବୁ ଯୋଗାସନ କରି ଥାଇରଏଡ୍ ଗ୍ରନ୍ଥିକୁ ସୁସ୍ଥ ରଖିବେ।
ଆଜି ଅନ୍ତର୍ଜାତୀୟ ଯୋଗ ଦିବସ , ବିଶ୍ୱର କୋଣ ଅନୁକୋଣରେ ଯୋଗ ଦିବସ ପାଳନ
ଆଜିକାଲି ମଧୁମେହ ଏକ ସାଧାରଣ ସମସ୍ୟା ହୋଇଯାଇଛି। ପ୍ରାୟ ଘରେ ଘରେ ଏହି ସମସ୍ୟା। ତେବେ ଏହାର ଚିକିତ୍ସା ତଥା ପ୍ରତିରୋଧ ପାଇଁ ଯୋଗାସନ ସବୁଠାରୁ ଉତ୍ତମ ବିକଳ୍ପ ଭାବରେ ବିବେଚନା କରାଯାଏ। ଯୋଗ ଏବଂ ବ୍ୟାୟାମର ଅଭ୍ୟାସ ଉଚ୍ଚ ରକ୍ତ ଶର୍କରାକୁ ହ୍ରାସ କରିପାରେ।
ଯୋଗ କେବଳ ରୋଗରୁ ମୁକ୍ତି ଦେଇ ନଥାଏ, ଏହା ଆମର ଆତ୍ମବିଶ୍ୱାସକୁ ମଧ୍ୟ ବୃଦ୍ଧି କରିଥାଏ। ଏହା ମନକୁ ଶାନ୍ତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏ ବିଷୟରେ ସଚେତନ କରିବା ପାଇଁ ପ୍ରତିବର୍ଷ ଜୁନ୍ ୨୧ରେ ଯୋଗ ଦିବସ ପାଳନ କରାଯାଏ। ତେବେ ଆସନ୍ତୁ ଏହା ପଛର ଇତିହାସ ଓ ଲକ୍ଷ୍ୟ ବିଷୟରେ ଜାଣିନେବା।
ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଅଥୟ କରି ପକଉଛି। ସୂର୍ଯ୍ୟତାପରେ ପୋଡି ଯାଉଛି ଦେହ। ଲୋକେ ଘରୁ ବାହାରିବାକୁ ଡରୁଛନ୍ତି। ଏହିସବୁ ଯୋଗାସନ କଲେ ଜଣାପଡିବନି ଗରମର ପ୍ରଭାବ।
ଯୋଗ ଶରୀର ଓ ମନକୁ ସୁସ୍ଥ ଏବଂ ଖୁସି ରଖିବା ଦିଗରେ ସାରା ଜଗତକୁ ଏକାଠି କରିଥାଏ । ବିଶ୍ୱସ୍ତରରେ ଯୋଗ ଅଧିକ ଲୋକପ୍ରିୟ ହେବା ଆବଶ୍ୟକ ।
ଏହି ସମୟରେ ଅଫିସ୍ରେ ଥିବା ସମସ୍ତ କର୍ମଚାରୀ ଯୋଗ କରିବେ । ଖାଲି ସେତିକି ନୁହେଁ ଏଥିପାଇଁ ଏକ ବିଦ୍ଧିବଦ୍ଧ ନିୟମ ଆଣିବାକୁ ସରକାର ଚିନ୍ତା କରୁଥିବା ଜଣାପଡ଼ିଛି।
ଆଜିକାଲି ଲୋକମାନେ ଥଣ୍ଡା ସମସ୍ୟାରେ ପୀଡିତ ହେଉଛନ୍ତି। ଏହାକୁ ଠିକ୍ ସମୟରେ ଦୂର କରା ନ ଗଲେ ଏହା ଫ୍ଲୁ ଏବଂ ବ୍ରୋଙ୍କୋନିମୋନିଆର ରୂପ ନେଇଥାଏ। ଥଣ୍ଡାରୁ ମୁକ୍ତି ପାଇଁ ଏମିତି କିଛି ପ୍ରଭାବଶାଳୀ ଯୋଗ ଅଛି, ଯାହା କରି ଆପଣ ଯଥାଶୀଘ୍ର ଭଲ ହୋଇପାରିବେ। ଆସନ୍ତୁ ଜାଣିବା…