ଲୋକମାନେ ଶାରୀରିକ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଅନେକ ସମୟରେ ହାତ – ଗୋଡ ମସାଜ୍ କରନ୍ତି। ମସାଜ୍ ଯନ୍ତ୍ରଣାକୁ ସାଙ୍ଗେ ସାଙ୍ଗେ ଆରାମ ଦେଇଥାଏ ସତ କିନ୍ତୁ ଏହା ଦୀର୍ଘ ସମୟ ପାଇଁ ନୁହେଁ। ତେଣୁ ଶରୀରର ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଯୋଗ ଏକ ସ୍ଥାୟୀ ଚିକିତ୍ସା ଭାବରେ ଲାଭଦାୟକ।
ପିଲାମାନଙ୍କ ପରୀକ୍ଷା ସମୟ ପାଖେଇ ଆସୁଛି। ଏଭଳି ପରିସ୍ଥିତିରେ ଅନେକ ପିଲା ହୁଏତ ଚାପରେ ଥିଲେ। କିନ୍ତୁ ସବୁ ଅସୁବିଧା ସତ୍ତ୍ୱେ ପିଲାଙ୍କ ଭବିଷ୍ୟତ ନଷ୍ଟ ନ ହେବା ଜରୁରୀ। ଏଠାରେ କେତେକ ଆସନର ତାଲିକା ଦିଆଗଲା। ଏହାକୁ କରିଲେ ସବୁ ସମସ୍ୟା ଦୂର ହୋଇଯିବ।
ଆଜିକାଲି ଅତ୍ୟାଧୁନିକ ଜୀବନଶୈଳୀ ଅନେକ ଶାରୀରିକ ସମସ୍ୟାର କାରଣ ହେଉଛି। ଅତି କମ ବୟସର ଲୋକେ ବି ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ବିଭିନ୍ନ ଔଷଧ ସେବନ ଦ୍ୱାରା ବି ସେଭଳି ଫଳ ମିଳୁନି। ଲୋକେ ଧୀରେ ଧୀରେ ଯୋଗ ଆଡକୁ ମନ ବଳେଇଲେଣି। ଏହା ହିଁ ଏକମାତ୍ରା ଉପାୟ ଯାହା ଏକ ରୋଗମୁକ୍ତ ଜୀବନ ଦେଇପାରିବ।
ଆଜିର ଦୌଡମୟ ଜୀବନରେ ସମସ୍ତେ ପ୍ରାୟ ନିଜ ନିଜ କାମକୁ ନେଇ ବ୍ୟସ୍ତ। ଏନେଇ ନା କେହି ଠିକ୍ ସମୟରେ ଖାଉଛନ୍ତି ନା କେହି ଠିକ ସମୟରେ ଶୋଉଛନ୍ତି। ଫଳରେ ଏ ସବୁର ଖରାପ ପ୍ରଭାବ ଆମ ଶରୀର ଉପରେ ପଡୁଛି। ଏସିଡିଟି ହେଉଛି ସେହିଭଳି ଏକ ସମସ୍ୟା। ଆଜିକାଲି ପ୍ରାୟ ସମସ୍ତେ ଏହି ସମସ୍ୟାରେ ପୀଡିତ। ଏହାକୁ ଯଦି ଅଣଦେଖା କରାଯାଏ ତେବେ ଏହା ଭବିଷ୍ୟତରେ ବହୁ ବଡ ସମସ୍ୟା ତିଆରି କରିପାରେ। ଭାରତୀୟ ପୁରାତନ ପରମ୍ପରାରେ ଏମିତି କିଛି ଯୋଗାସନ ରହିଛି ଯାହାକୁ ଆପଣ ଦୈନିକ ଜୀବନରେ ବ୍ୟବହାର କରି ଏହିସବୁ ସମସ୍ୟାରୁ ମୁକ୍ତି ପାଇପାରିବେ।