Valentine's Day A Unique Love Story that Defies All Odds
ଆଜି ଭାଲେଣ୍ଟରଇନ୍ ଡେ’ । ଆଉ ଇଏ ହେଉଛନ୍ତି ସେମିତି ଏକ ନିଆରା ପ୍ରେମ ପକ୍ଷୀ । ନା ଅକ୍ଷମତା ଏମାନଙ୍କୁ ଅଲଗା କରିପାରିଛି । ନା ଦୁର୍ଘଟଣା ପରସ୍ପରଠାରୁ ଦୂରେଇ ଦେଇପାରିଛି । ବରଂ ସବୁ କିଛି ବାଧାବିଘ୍ନ ଏମାନଙ୍କ ସମ୍ପର୍କକୁ ଆହୁରି ନିବିଡ଼ କରିଛି । ଜଣେ ଅନ୍ୟ ଜଣକ କେବଳ ଜୀବନ ସାଥୀ ନୁହେଁ, ପାଲଟି ଯାଇଛନ୍ତି ସବୁକିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)