""
ଓଡିଶା Videos ପ୍ରଶାସନ କହୁଛି ତୋର ଅଧାକୁ ମୋର ଅଧା ! KGF ଫିଲ୍ମର ସୁଟିଂସେଟ ପରି ଦେଖାଯାଉଛି । ହେଲେ ଏଇଠୁ ହେଉଛି ସୁନାର ଓଡ଼ିଶାକୁ ଲୁଟ୍ । ଦେଖନ୍ତୁ କେମିତି ଲଘୁଖଣିଜ ସଂପଦକୁ ମନଇଚ୍ଛା ବୋହିନେଇଛନ୍ତି ମାଫିଆ । ଏ କେଉଁ ଅଞ୍ଚଳ, ଆଉ ଏ କେଉଁ ସ୍ଥାନ, ଆମେ କହିବା ପୂର୍ବରୁ ମାତ୍ର କିଛି ଦିନ ତଳେ ଖଣ୍ଡପଡ଼ାରେ ବାଲି ମାଫିଆଙ୍କୁ ମନ୍ତ୍ରୀ ନିଜେ ଧରିଥିଲେ । Pallipuspa Samal 16 Jan 2025 14:14 IST Mining Resources Special StoryAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ