ଋଷର ସମରସଜ୍ଜାକୁ ଦେଖି ଲାଗୁଥିଲା କିଭ୍ର ପତନ ଅବସମ୍ଭାବୀ।
ୟୁକ୍ରେନ ଗସ୍ତରେ ଯିବେନି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ବାଇଡେନଙ୍କ ୟୁକ୍ରେନ୍ ଗସ୍ତ ନଥିବା ନେଇ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ମିଳିଛି ।
ଋଷିଆ-ୟୁକ୍ରେନ ମହାଯୁଦ୍ଧକୁ ପୂରିଲାଣି ୫୦ ଦିନ। ହେଲେ ଏବେ ବି ଋଷ୍ ପକ୍ଷରୁ କମୁନି ଆକ୍ରମଣ। ଋଷିଆ ସୈନ୍ୟଙ୍କୁ ଦୃଢ ଯବାବ ଦେଉଛି ୟୁକ୍ରେନ ସେନା...
ଋଷିଆ-ୟୁକ୍ରେନ ଯୁଦ୍ଧକୁ ୫୦ ଦିନରୁ ଅଧିକ ବିତିଲାଣି, ତଥାପି ଥମିନି ଯୁଦ୍ଧ। ୟୁକ୍ରେନରେ ଧ୍ୱଂସଲୀଳା ଚଳାଇଛି ଋଷୀୟ ସେନା। ଆଉ ଏହାର କଡ଼ା ଜବାବ ଦେଉଛି ୟୁକ୍ରେନ ସେନା। ଏହାରି ଭିତରେ ୟୁକ୍ରେନର ଅନେକ ଐତିହ୍ୟ ପୂର୍ଣ୍ଣ ସହର ଧ୍ୱଂସ ହୋଇଯାଇଛି। ଅନେକ ଲୋକ ପ୍ରଭାବିତ ହୋଇଥିବା ବେଳେ ସହରର ପୂର୍ବ ଏବଂ ପରର ଚିତ୍ର ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି।
ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ଖାସ୍ ଲୋକ କୁହାଯାଉଥିବା ବିକାଶ ମେଡଭେଡଚୁକଙ୍କୁ ଗିରଫ କରିଥିବା ଦାବି କରିଛି ୟୁକ୍ରେନ। ୟୁକ୍ରେନର ଗୁଇନ୍ଦା ଏଜେନ୍ସି ଏସବିୟୁ କିଛି ଫଟୋ ସେୟାର କରିଛି ଯେଉଁଥିରେ ମେଡଭେଡଚୁକଙ୍କ ହାତରେ ହ୍ୟାଣ୍ଡକଫ୍ ଲାଗିଥିବା ଦେଖିବାକୁ ମିଳିଛି ।
ମହାଯୁଦ୍ଧ ବେଳେ ପୁଟିନ୍ଙ୍କ ଖାସ୍ ଲୋକକୁ ବାନ୍ଧିନେଲା ୟୁକ୍ରେନ୍। ଚିନ୍ତାରେ ମସ୍କୋ...ପୁଟିନ୍ ସରକାର ଛାଡ଼ିବାକୁ ଦେଲା ପରାମର୍ଶ। ହେଲେ ଜେଲେନସ୍କି କହିଲେ ଯଦି ତୁମେ ଆମର ଏଇ କଥା ମାନିବ ତେବେ...ଜାଣନ୍ତୁ କଣ ସର୍ତ୍ତ ରଖିଲା ୟୁକ୍ରେନ୍
ବୁଚା ନରସଂହାର ପରେ ଏବେ ରୁଷ ଉପରେ ଚାରିଆଡ଼ୁ ଚାପ ପଡ଼ୁଛି । ସାଧାରଣ ଲୋକଙ୍କ ମୃତ୍ୟୁୟର ଚିତ୍ର ସାମ୍ନାକୁ ଆସିବା ପରେ ଉଦବେଗ ବଢ଼ିଛି ।
କିଭ୍ ଦଖଲରେ ବିଫଳ ହେବା ପରେ ଋଷ ଫୋକସରେ ପୂର୍ବ ୟୁକ୍ରେନ୍ । କିଭ୍ ଉପକଣ୍ଠରୁ ସୈନ୍ୟ ପ୍ରତ୍ୟାହାର କରି, ପୂର୍ବ ୟୁକ୍ରେନରେ ସେନା ଠୁଳ କରୁଛି ଋଷ ।
ଋଷିଆର ମୁଦ୍ରା ରୁବଲର ମୂଲ୍ୟ ଡଲାର ତୁଳନାରେ ୩୦ ପ୍ରତିଶତ ହ୍ରାସ ପାଇଛି। ଏଭଳି ସ୍ଥିତିରେ ଋଷିଆର ଖାଦ୍ୟ ସାମଗ୍ରୀର ମୂଲ୍ୟ ୪୫ ପ୍ରତିଶତ ବୃଦ୍ଧି ଘଟିଛି ।
ଯୁଦ୍ଧଗ୍ରସ୍ତ ଦେଶରେ ଏଣେ ତେଣେ ବିଛା଼ଡ଼ି ହୋଇ ପଡ଼ିଛି ମଣିଷର ମୃତଦେହ । କିଏ ସାଇକେଲରେ ଯାଉଥିଲା, ଆଉ କିଏ ଯାଉଥିଲା ଆହାର ସଂଗ୍ରହ ପାଇଁ... ହେଲେ ଅଧାବାଟରେ ଚାଲିଯାଇଛି ଜୀବନ । ପ୍ରାୟ ୫୦ ଜଣଙ୍କୁ ରାସ୍ତା ଉପରେ ଓ ଘର ଭିତରେ ହାତ ପଛକୁ ବାନ୍ଧି ମୁଣ୍ଡକୁ ଗୁଳି କରାଯାଇଥିବା ଦେଖିବାକୁ ମିଳୁଛି ।
ତୁର୍କୀରେ ହୋଇଥିବା ଶାନ୍ତି ଆଲୋଚନାରେ ବହୁ ଗୁରୁତ୍ୱପୂର୍ଣ୍ଣ ସହମତି ହୋଇଛି । ୟୁକ୍ରେନ ଶାନ୍ତି ଚୁକ୍ତିରେ ସ୍ୱାକ୍ଷର କଲେ ଋଷ ସୈନ୍ୟ ପ୍ରତ୍ୟାହାର କରିବ ବୋଲି କହିଛି ।
ପୁଟିନଙ୍କ କଥା ଉପରେ ପାଉନି ଜେଲେନସ୍କିଙ୍କ ଭରସା । ଶାନ୍ତି ଚୁକ୍ତି ସ୍ୱାକ୍ଷର କଲେ ଋଷ ସୈନ୍ୟ ପ୍ରତ୍ୟାହାର କରିବ ବୋଲି ୟୁକ୍ରେନକୁ ପୁତିନଙ୍କ ପ୍ରତିଶ୍ରୁତି ସତ୍ତ୍ୱେ, ଭରସା କରିପାରୁନାହାନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ।
ପୁଣି ବିଶ୍ୱକୁ ପରମାଣୁ ବୋମାର ଧମକ ଦେଲା ଋଷିଆ। ମସ୍କୋ କହିଲା, ଦେଶର ସୁରକ୍ଷା ଉପରେ ପ୍ରଶ୍ନ ଆସିଲେ ପଛକୁ ହଟିବୁନି ବରଂ ଜବରଦସ୍ତ ଫାଇଟ୍ କରିବୁ।
ରୁଷ୍ ବାହିନୀ ୟୁକ୍ରେନ୍ର ଦକ୍ଷିଣ ଭାଗକୁ ଛାରଖାର କରିବା ସହ ଉତ୍ତର ୟୁକ୍ରେନର ପ୍ରମୁଖ ସହର ଚେର୍ନିହିବକୁ ମାଟିରେ ମିଶାଇ ଦେଇଛନ୍ତି।
ସହର କହିଲେ ଭାଙ୍ଗିରୁଜି ଯାଇଥିବା ଦରପୋଡ଼ା କୋଠା, ଥୁଣ୍ଟା ଗଛ, ଖାଁଖାଁ ପରିବେଶ । ଆଉ ଏଣେତେଣେ ପଳାଉଥିବା ଭିତତ୍ରସ୍ତ ଲୋକ । ୟୁକ୍ରେନର ଦକ୍ଷିଣ ପୂର୍ବରେ ଥିବା ପ୍ରମୁଖ ବନ୍ଦର ନଗରୀ ମାରିଉପୋଲର ଦୃଶ୍ୟ ଅତି ଦୟନୀୟ
ଋଷ ବ୍ଲାକ୍ ସିରୁ ଲିଭିବ୍ରୁ ୬ଟି ମିଜାଇଲ୍ ଛାଡ଼ିଥିବା ବେଳେ, ସେଥିରୁ ୨ଟିକୁ ଆକାଶମାର୍ଗରେ ନଷ୍ଟ କରିଦେଇଥିବା ଦାବି କରିଛି ୟୁକ୍ରେନ୍।
କୋଲକତାର ମୂଳବାସିନ୍ଦା ୨୪ ବର୍ଷୀୟ ମହାଶ୍ୱେତା ଚକ୍ରବର୍ତ୍ତୀ । ଯିଏ କି ପେଶାରେ ଜଣେ ପାଇଲଟ ।
କେବଳ ଏତିକି ନୁହେଁ ବରଂ ଋଷିଆରେ ରହି ଯେଉଁମାନେ ଋଷର ପଦକ୍ଷେପକୁ ସମାଲୋଚନା କରୁଛନ୍ତି ସେମାନଙ୍କୁ ମଧ୍ୟ ପୁଟିନ୍ କଡ଼ା ଚେତାବନୀ ଦେଇଛନ୍ତି ।
କୋର୍ଟଙ୍କ ନିଷ୍ପତ୍ତି ଉଭୟ ପକ୍ଷ ମାନିବାକୁ ବାଧ୍ୟ ବୋଲି କହିଲେ ICJ । ୟୁକ୍ରେନ୍ ବିପକ୍ଷରେ ତୁରନ୍ତ ଯୁଦ୍ଧ ବନ୍ଦ କରିବା ପାଇଁ ରୁଷିଆକୁ କଲେ ତାଗିଦ୍ ।
ଖାଲି ସେନା କି ସରକାରୀ ଭିତ୍ତିଭୂମି ନୁହେଁ, ବିଭିନ୍ନ ୟୁକ୍ରେନୀୟ ସହରର ଜନବସତି ଓ ଆପାର୍ଟମେଣ୍ଟ ଗୁଡ଼ିକୁ ଟାର୍ଗେଟ୍ ଏବେ କରୁଛି ଋଷ । ଲୋକେ ଯୁଦ୍ଧ ଭୟରେ ବାହାରକୁ ବାହାରିବା ପାଇଁ ଡରୁଥିବା ବେଳେ ଘର ଭିତର ବି ଆଉ ସୁରକ୍ଷିତ ନୁହେଃ ।
ସ୍ୱାସ୍ଥ୍ୟାବସ୍ଥା ଉନ୍ନତି ନଆସିବାରୁ ମେଡିସିନ୍ ପାଇଁ ବାହାରକୁ ଯିବାକୁ ପଡ଼ିଥିଲା।
ପୁଟିନ୍ଙ୍କ ବଡ଼ ନିଷ୍ପତ୍ତି। ଆଣବିକ ଅସ୍ତ୍ର ପ୍ରସ୍ତୁତ ରଖିବାକୁ ଦେଲେ ନିର୍ଦ୍ଦେଶ...କହିଲେ, ସାମାନ୍ୟତମ ଇସାରା ମିଳିବା ପରେ ତତ୍କ୍ଷଣାତ୍ ୟୁକ୍ରେନ ଉପରେ...
ୟୁକ୍ରେନ ଉପରେ ଏହି ଭୟଙ୍କର ବୋମା ପକାଇଲା ଋଷିଆ। ହେଲେ ଫୁଟିବା ପୂର୍ବରୁ ପାଣି ଢାଳି ଲିଭାଇ ଦେଲେ ୟୁକ୍ରେନବାସୀ...ସୋସିଆଲ ମିଡ଼ିଆରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି ଏହି ଭାଇରାଲ ଭିଡ଼ିଓ
୧୬ ଦିନରେ ପହଞ୍ଚିଲାଣି ଋୁଷ-ୟୁକ୍ରେନ୍ ଯୁଦ୍ଧ । ଯୁଦ୍ଧରେ ଦେଶର ୨୮୦ଟି ଶିକ୍ଷାନୁଷ୍ଠାନ ଧ୍ୱଂସ ହୋଇଥିବାର ୟୁକ୍ରେନ ପକ୍ଷରୁ ସୂଚନା ଦିଆଯାଇଛି । ଏମିତିକି ସୈନ୍ୟଙ୍କ ଅପେକ୍ଷା ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବାର ମଧ୍ୟ ୟୁକ୍ରେନ ପକ୍ଷରୁ ସ୍ପଷ୍ଟ କୁହାଯାଇଛି ।