• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Russia Ukraine War

Russia Ukraine War
ଏଣେ ତେଣେ ବିଛାଡ଼ି ହୋଇପଡ଼ିଛି ନିରୀହ ଜନତାଙ୍କ ଗଣ୍ଡା ଗଣ୍ଡା ମୃତଦେହ

ଛାରଖାର୍ ଖାର୍କିଭ୍ । ବୋମାବର୍ଷା ପରେ ଭସ୍ମୀଭୂତ କୋଠା, ଖିନ୍‌ଭିନ୍ ଜନବସତି । ଏଣେ ତେଣେ ବିଛାଡ଼ି ହୋଇପଡ଼ିଛି ନିରୀହ ଜନତାଙ୍କ ଗଣ୍ଡା ଗଣ୍ଡା ମୃତଦେହ । ଚାରିଆଡ଼େ ହାହାକାର ସ୍ଥିତି । 

Russia Ukraine War
ଛାରଖାର୍ ଖାର୍କିଭ୍ ! କେଉଁଠି ରକେଟ୍ ଓ ମୋର୍ଟାର୍ ମାଡ଼, ତ ଆଉ କେଉଁଠି ମିସାଇଲ୍‌ରେ ଟାର୍ଗେଟ୍

ବିଛାଡ଼ି ହୋଇପଡ଼ିଛି ନିରୀହ ଜନତାଙ୍କ ଗଣ୍ଡା ଗଣ୍ଡା ମୃତଦେହ । ଚାରିଆଡ଼େ ହାହାକାର ସ୍ଥିତି । କେବଳ ୟୁକ୍ରେନୀୟ ସେନାକୁ ନୁହେଁ, ସାଧାରଣ ଲୋକ ରହୁଥିବା ବିଲ୍ଡିଂ ଓ ଆପାର୍ଟମେଣ୍ଟ ଗୁଡ଼ିକୁ ବି ଟାର୍ଗେଟ୍ କରୁଛି ଋଷ ।

Putin's Secret Child
ଋଷରେ ପୁଟିନ୍‌ଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା, ଗୁପ୍ତ ସନ୍ତାନ ଲୁଇଜ୍‌ର ଫଟୋ ଭାଇରାଲ !

ଲୁଇଜ୍ ରୋସୋଭା ଏବେ ଅଧ୍ୟୟନ କରୁଛନ୍ତି । ସେ ଜଣେ ସାଧାରଣ କ୍ଲିନର୍‌ରୁ ମଲ୍ଟିମିଲିନିୟର ବ୍ୟବସାୟୀ ପାଲିଟିଥିବା ଶ୍ୱେତଲିନା କ୍ରିଭୋନୋଗିଖଙ୍କ ଝିଅ ।

Russia Ukraine War
ୟୁକ୍ରେନ୍‌ ସୀମାରେ ନିର୍ଯାତନା ବଖାଣିଲେ ଓଡ଼ିଶାର ଡ଼ାକ୍ତରୀ ଛାତ୍ରୀ

ଷ୍ଟେସନରେ ଅସମ୍ଭବ ଭିଡ଼ ଥିଲା, ସମସ୍ତେ ଫେରିବାକୁ ଚାହୁଁଥିଲେ।

Ukraine Russia War
ଋଷ ଚାଲ୍‌କୁ ଫ୍ଲପ୍‌ କରୁଛି ୟୁକ୍ରେନ୍‌ ! ଏବେ ବଡ଼ ଅପରାଧୀଙ୍କୁ ବନ୍ଧୁକ ଧରାଇ ଜେଲ୍‌ରୁ ମୁକ୍ତ କରିଛନ୍ତି ଜେଲେନ୍‌ସ୍କି

ୟୁକ୍ରେନରେ ବନ୍ଦୀ ଥିବା ବିଭିନ୍ନ କଏଦୀଙ୍କୁ ମୁକ୍ତ କରିଛନ୍ତି ଜେଲେନସ୍କି ସରକାର । ସବୁ ବନ୍ଦୀ କଏଦୀ ଏବେ ହାତରେ ବନ୍ଧୁକ ଧରି ଋଷିଆ ସୈନ୍ୟଙ୍କୁ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ।

Ukraine Russia
ଋଷର ବଡ଼ ଚେତାବନୀ ! ତୃତୀୟ ବିଶ୍ୱଯୁଦ୍ଧର ନିର୍ଣ୍ଣାୟକ ହେବ ପରମାଣୁ ବୋମା

ତୁରନ୍ତ ଖାରକିଭ୍ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ ଦିଆଯାଇଛି । ସଂଧ୍ୟା ୬ଟା (ୟୁକ୍ରେନ୍‌ ସମୟ ୬ଟା, ଭାରତୀୟ ସମୟ ରାତି ୯ଟା) ସୁଦ୍ଧା ଖାରକିଭ୍ ଛାଡ଼ିବାକୁ କୁହାଯାଇଛି ।

deadbody5
ୟୁକ୍ରେନରେ ପୁଣି ଜଣେ ଭାରତୀୟ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ, କାରଣ..

ମୃତ ଛାତ୍ରଙ୍କ ନାଁ ଚନ୍ଦନ ଜିନ୍ଦଲ । ୨୨ ବର୍ଷୀୟ ଚନ୍ଦନ ଜଣେ ଡାକ୍ତରୀ ଛାତ୍ର ହୋଇଥିବା ସୂଚନା ।

Odisha Student In Ukraine
ବାପା-ମାଆ କେତେ ଖୁସିରେ ଝିଅକୁ ପଠାଇଥିଲେ ୟୁକ୍ରେନ୍‌, ଏବେ ଝୁରୁଛନ୍ତି କେମିତି ଆସିବ !

ବାପା ମାଆ, ଝିଅ ପାଇଁ ପଡ଼ିଛନ୍ତି ଚିନ୍ତାରେ । ନା ଭୋକ ହେଉଛି ନା ଶୋଷ । ଝିଅକୁ ଦିନ ରାତି ଝୁରୁଛନ୍ତି । କାଳେ କେତେବେଳେ କ’ଣ ଘଟିବ ସେଥିପାଇଁ ବାରମ୍ବାର କରୁଛନ୍ତି ଭିଡିଓ କଲ । ଆଉ ମନକୁ ବୁଝାଉଛନ୍ତି ।

 Love During The Time Of War - OTV Report
ଗୋଟିଏ ପଟେ ଯୁଦ୍ଧ, ଅନ୍ୟପଟେ ପ୍ରେମ... ୟୁକ୍ରେନୀୟ ଯୁବତୀଙ୍କ ହାତ ଧରିଲେ ଭାରତୀୟ ଯୁବକ

ଋଷ-ୟୁକ୍ରେନ ମଧ୍ୟରେ ଚାଲିଛି ମହାଯୁଦ୍ଧ। ଏମିତି ସ୍ଥିତିରେ ବିଶ୍ୱକୁ ଭାରତ ଦେଇଛି ଭଲ ପାଇବାର ଖବର। ୟୁକ୍ରେନୀୟ ଯୁବତୀଙ୍କ ପ୍ରେମକୁ ସ୍ୱୀକୃତି ଦେଇଛନ୍ତି ଭାରତୀୟ ଯୁବକ। ଯୁଦ୍ଧର ଗୋଟିଏ ଦିନ ପୂର୍ବରୁ ଭାରତ ଚାଲି ଆସିଥିବା ଏହି ୟୁକ୍ରେନୀୟ ଯୁବତୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି...

FIFA Banned Russia
ୟୁକ୍ରେନ୍‌ ଆକ୍ରମଣ ମହଙ୍ଗା ପଡ଼ିଲା ! ୨୦୨୨ ଫିଫା ବିଶ୍ୱକପ୍‌ରୁ ବିଦା ହେଲା ଋଷ

ଏହି ମାସରେ ଋଷ ବିଶ୍ୱକପ ଲାଗି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଲିବାର ଥିଲା । ସେହିପରି ଋଷ ମହିଲା ଦଳ ବି ଇଂଲଣ୍ଡରେ ହେବାକୁ ଥିବା ୟୁରୋପିଅନ ଚାମ୍ପିୟନସିପରେ ଅଂଶଗ୍ରହଣ କରିପାରିବନି ।

Russia Ukraine
ଘମାଘୋଟ ଯୁଦ୍ଧ, ପଛକୁ ହଟିନାହିଁ ୟୁକ୍ରେନ୍‌ ! ଋଷର ୪୫୦୦ ସୈନ୍ୟ ନିହତ, ଜାଣନ୍ତୁ କାହାର କ୍ଷତି କେତେ ?

ଶତାଧିକ ୟୁକ୍ରେନ୍ ସେନା ମଧ୍ୟ ଯୁଦ୍ଧରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଗୁରୁବାର ଠାରୁ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ରୁଷ ସେନା ବେଲାରୁଷ ସୀମାକୁ ବ୍ୟବହାର କରି ୟୁକ୍ରେନରେ ଅନୁପ୍ରବେଶ କରିଥିଲା ।

Russia-Ukraine Conflict
ହୃଦୟହୀନ ହୋଇଗଲେ ଋଷିଆ ରାଷ୍ଟ୍ରପତି ? ଯୁଦ୍ଧଖୋର ପୁଟିନ୍‌ଙ୍କ ଉଦ୍ଦେଶ୍ୟରେ ଶହ ଶହ ଭିଡିଓ

ଋଷିଆର ଭୟଙ୍କର ଆକ୍ରମଣରୁ ସୌଭାଗ୍ୟ ବଶତଃ ବଞ୍ଚି ଯାଇଥିଲେ ବି, ମୁହଁରେ ଆଘାତ ଲାଗିଛି । ଆଉ ଏଥିପାଇଁ ନିଜ ଭାଷାରେ ସେ ଭିଡିଓଟିଏ ତିଆରି କରି ସୋସିଆଲ୍ ମିଡିଆରେ ଛାଡ଼ିଛି ।

Ukraine Russia War
ଋଷ ସୈନିକଙ୍କ ବର୍ବରତା ! ରାସ୍ତାରେ ଯାଉଥିବା କାର ଉପରେ ଚଢ଼ାଇଦେଲେ ଯୁଦ୍ଧ ଟ୍ୟାଙ୍କ, Viral Video

ୟୁକ୍ରେନର ରାଜଧାନୀ କିଭ ଉପରେ ଋଷ ଆକ୍ରମଣର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ସେୟାର କରାଯାଉଛି । ସେହି ଭିଡିଓ ଗୁଡ଼ିକୁ ଦେଖିଲେ ସେଠାକାର ପରିସ୍ଥିତି କେତେ ଭୟଙ୍କର ତାହା ସହଜରେ ଅନୁମାନ କରାଯାଇପାରିବ ।

Ukraine Russia War
ଜେଲେନସ୍କିଙ୍କ ନୂଆ ଭିଡିଓ ମେସେଜ୍‌ : ‘ଅସ୍ତ୍ରଶସ୍ତ୍ର ତ୍ୟାଗ କରିବୁନି, ଦେଶର ରକ୍ଷା କରିବୁ ’

ଋଷୀୟ ସେନା ୟୁକ୍ରେନର ରାଜଧାନୀ କିଭ୍ ପହଞ୍ଚି ସାରିଥିବା ବେଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି । ମିଥ୍ୟା ଖବରକୁ ବିଶ୍ୱାସ ନକରିବାକୁ ଭିଡିଓରେ କହିଛନ୍ତି ।

Russia- Ukraine War । US Betrays Ukraine
ୟୁକ୍ରେନକୁ ଧୋକା ଦେଲା ଆମେରିକା। ଯୁଦ୍ଧରେ ସାହାଯ୍ୟ କଲାନି କି ପୁଟିନ୍‌ଙ୍କ ସହ ଆଲୋଚନା ବି କଲାନି...

ଋଷିଆ-ୟୁକ୍ରେନ ଯୁଦ୍ଧରେ ୟୁକ୍ରେନକୁ ଧୋକା ଦେଲା ଆମେରିକା। ଅସ୍ତ୍ରଶସ୍ତ୍ରରେ କୌଣସି ସାହାଯ୍ୟ କଲାନି କି ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ ଥରେ ବି ଆଲୋଚନା କଲାନି। କେବଳ ଋଷିଆ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ଚୁପ୍‌ ବସିଗଲେ ବାଇଡ଼େନ୍‌

Check Military Strength
କଣ ମୁକାବଲା କରିପାରିବ ୟୁକ୍ରେନ୍

ଏହା ଏକ ଏମିତି ରିପୋର୍ଟ, ଯାହା ବୟାନ କରୁଛି ଋଷ୍‌ର ବିଶାଳ ସେନା ଆଗରେ ୟୁକ୍ରେନ୍ କେତେ ସମର୍ଥ। ଦେଖନ୍ତୁ ଏହି ନମ୍ୱର ୨ ବନାମ ନମ୍ୱର ୨୨ । ତଥାପି ପୁଟିନଙ୍କ ନିଷ୍ପତି ଆଗରେ ମୁଣ୍ଡ ନୁଆଁଇନି ଛୋଟିଆ ଦେଶ ୟୁକ୍ରେନ୍।

Evacuation Of Indian Student
ଆମ ପିଲା ସେଠି ଯୁଦ୍ଧ ଭିତରେ, ତାଙ୍କୁ ଉଦ୍ଧାର କର

ଏଠି ପରିବାର ଲୋକେ ଡହଳ ବିକଳ ହେଉଛନ୍ତି। ପିଲା ସେପଟେ ଡାକ୍ତରୀ ପାଠ ପଢିବାକୁ ଯାଇଛନ୍ତି ହେଲେ ଏ ଯାଏ ସେମାନଙ୍କ ଆସିବାପାଇଁ କୌଣସି ଆଶା ଦେଖା ଦେଉନି। ଗୁଳି ବୋମା ମାଡ ପ୍ରତି ମୂହୁର୍ତ୍ତରେ ମୃତ୍ୟୁର ସନ୍ଦେଶ ଦେଉଛି।

Russia-Ukraine War
ରୁଷିଆ ଉପରେ ୟୁକ୍ରେନର କାଉଣ୍ଟର ଆଟାକ୍

ରୁଷିଆ ଉପରେ ୟୁକ୍ରେନର କାଉଣ୍ଟର ଆଟାକ୍ I ଲଙ୍ଗ୍ ରେଂଜ୍ ମିସାଇଲରେ ରୁଷିଆକୁ ଟାର୍ଗେଟ୍ I ରୁଷିଆର ଏୟାର ବେସ୍ ଧ୍ୱଂସ କଲା ୟୁକ୍ରେନ୍ I ଆଲୋଚନା ପାଇଁ ସର୍ତ୍ତମୂଳକ ରାଜି ହେଲା ରୁଷିଆ I ୟୁକ୍ରେନ୍ ସେନା ଅସ୍ତ୍ର ଛାଡିଲେ ହିଁ ଆଲୋଚନା ହେବ କହିଲା ରୁଷିଆ