ସରକାରୀ ଅର୍ଥ ଖର୍ଚ୍ଚ କରି ଭୋଜନ କରନ୍ତି କି ପ୍ରଧାନମନ୍ତ୍ରୀ ମୋଦି ?
ପାକିସ୍ତାନର ଜଳ ପ୍ରଳୟରେ ଏବେବି ସମସ୍ତ ୪ ପ୍ରଦେଶରେ ଅଧିକାଂଶ ଅଞ୍ଚଳବାସୀ ହନ୍ତସନ୍ତ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ୧୩ ଶହକୁ ବୃଦ୍ଧି ପାଇଥିବା ବେଳେ ଭୋକ ଉପାସରେ ରାସ୍ତାରେ ପଡ଼ି ରହିଛନ୍ତି ହଜାର ହଜାର ବିପନ୍ନ।
ରେକର୍ଡ ପରେ ରେକର୍ଡ କରୁଛନ୍ତି ମୋଦି। ବିଶ୍ୱର ୨୨ ନେତାଙ୍କୁ ପଛରେ ପକାଇ ନମ୍ବର ୱାନ ନେତା ହେଲେ ନରେନ୍ଦ୍ର ମୋଦି। ଜାଣନ୍ତୁ ମୋଦିଙ୍କ ପଛରେ ଅଛନ୍ତି କେଉଁ କେଉଁ ନେତା?
ଓଡ଼ିଶାର ନୂଆଁଖାଇ ପର୍ବ ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲେ ମୋଦି
ଶୀର୍ଷରେ ପ୍ରଧାନମନ୍ତ୍ରୀ ମୋଦି , ୭୫ ପ୍ରତିଶତ ରେଟିଂ ସହ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ହେଲେ ଭାରତର ପ୍ରଧାନମନ୍ତ୍ରୀ
‘ଶାସ୍ତ୍ରୀଙ୍କ ଜୟ ଯବାନ, ଜୟ କିଷାନ ସହ ଅଟଲୀ ଜୟ ବିଜ୍ଞାନ ଯୋଡ଼ିଥିଲେ। ଆଜି ଜୟ ଅନୁସନ୍ଧାନ ଯୋଡ଼ି ସମସ୍ତଙ୍କୁ ଆହ୍ୱାନ ଦେଉଛି’ ବୋଲି ପ୍ରଧାନମନ୍ତ୍ରୀ ମୋଦି ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ ଅବସରରେ ଏହା କହିଛନ୍ତି।
ଦୈନନ୍ଦିନ ଜୀବନରେ ମହିଳାଙ୍କୁ ଅସମ୍ମାନ କରାଯାଇଛି । ଏହାକୁ ବନ୍ଦ କରିବାକୁ ପଡ଼ିବ ବୋଲି ମୋଦି କହିଛନ୍ତି ।
‘ଖେଳ ମୈଦାନରେ ବି ପରିବାରବାଦ ପାଇଁ କ୍ଷତି ପହଞ୍ଚୁଥିଲା। ଏହା ଦୂର ହେବାରୁ ବିଶ୍ୱରେ ଆମକୁ ସଫଳତା ମିଳୁଛି’ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
‘ଆମେ ଆଉ ଦୁନିଆର ପ୍ରମାଣପତ୍ର ଉପରେ ବଞ୍ଚିବାକୁ ଚାହୁଁନୁ। ସାମର୍ଥ୍ୟର ସହ କାର୍ଯ୍ୟ କରି ଗୁଲାମୀ ଠାରୁ ଦୂରେଇ ଯାଇଛୁ’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
‘ସାରା ବିଶ୍ୱର କୋଣ ଅନୁକୋଣରେ ତ୍ରିରଙ୍ଗା ଫରଫର ହୋଇ ଉଡୁଛି। ଆଜିର ଦିନ ଦେଶବାସୀଙ୍କ ପାଇଁ ଐତିହାସିକ ଓ ସଂକଳ୍ପର ଦିନ’ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
କରୋନା ଭ୍ୟାକ୍ସିନ୍ ନେବା ବ୍ୟକ୍ତିଙ୍କୁ ଦିଆଯାଉଛି ମାଗଣା ଖାଦ୍ୟ...ଜାଣନ୍ତୁ କେଉଁଠି....
ଭୋଟ୍ ପାଇଁ ମାଗଣା ବଣ୍ଟନ ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧ କରିଛନ୍ତି। ଭୋଟ୍ ପାଇଁ ଏହି ରଣନୀତିକୁ ମୋଦି ‘ମାଗଣା ରାବିଡ଼ି’ ସହ ତୁଳନା କରିଛନ୍ତି।
ମିତ୍ର ରାଷ୍ଟ୍ର ମୁଖ୍ୟଙ୍କୁ କ’ଣ ଉପହାର ଦେଇଛନ୍ତି ମୋଦି ?
G-7 ବୈଠକ ପାଇଁ ଜର୍ମାନୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଖନ୍ତୁ କିଛି ଚିତ୍ର...
ଜି ସେଭେନ୍ ବୈଠକ ପାଇଁ ଜର୍ମାନୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମ୍ୟୁନିକରେ ଆର୍ଜେଣ୍ଟିନା ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ମୋଦି ।
ଗୁଜରାଟ ଦଙ୍ଗା ମାମଲାରେ ଷଡ଼ଯନ୍ତ୍ର, ତଦନ୍ତକୁ ପ୍ରଭାବିତ କରିବା, ମିଛ ଆରୋପ ଲଗାଇବା ଭଳି ଅଭିଯୋଗରେ ଗୁଜରାଟର ତତ୍କାଳୀନ ଡିଜି ପୋଲିସ୍ ଆର୍ ବି ଶ୍ରୀକୁମାରଙ୍କୁ ଗିରଫ କରାଯାଇଛି।
ଗୁଜୁରାଟ ଦଙ୍ଗା ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଦିନ ନ୍ୟୁଜ୍ ଏଜେନ୍ସି ANIକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ଦୀର୍ଘ ଦିନ ଧରି ଲଢ଼େଇ ପରେ ସୁନା ଭଳି ସତ୍ୟ ପଦାକୁ ଆସିଛି ।
ନିଯୁକ୍ତି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ବିସ୍ତୃତ ଅବଗତ କରାଇବେ ସେନା ମୁଖ୍ୟ । ପୃଥକ ପୃଥକ ଭାବେ ତିନି ସେନା ମୁଖ୍ୟଙ୍କ ସହ ଆଲୋଚନା କରିବେ ମୋଦି ।
ବିଶ୍ୱ ପରିବେଶ ଦିବସ ଅବସରରେ ପରିବେଶ ବଞ୍ଚାଇବା ପାଇଁ ମୋଦିଙ୍କ ଗୁରୁମନ୍ତ୍ର...
ସିମ୍ଲାରେ ଅନୁଷ୍ଠିତ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ପିଏମ୍ କିଷାନ କିସ୍ତି ପ୍ରଦାନ କରିଛନ୍ତି। ଏହି ଅବସରରେ ଦେଶର ପ୍ରାୟ ୧୦ କୋଟି ଚାଷୀଙ୍କ ଖାତାକୁ ୨୧ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ପିଏମ୍ କେୟାର୍ସ ଫର୍ ଚିଲ୍ଡ୍ରେନ୍ ସ୍କିମ୍’ରେ ଥିବା ସୁବିଧା ଘୋଷଣା କରିଛନ୍ତି ।
ଭାରତର ଷ୍ଟାର୍ଟ ଅପ୍ ବିଜନେସ୍ କେବଳ ବଡ଼ ସହରରେ ସୀମିତ ନାହିଁ : ମୋଦି
ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ ରାଷ୍ଟ୍ରମୁଖ୍ୟଙ୍କ ସହିତ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି